Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

କରୋନା ଆତଙ୍କ: ପ୍ରତିଷେଧକ ଲାଗି ବଢିଲା ହୋମିଓପ୍ୟାଥି ଚାହିଦା, ଲମ୍ବାଧାଡ଼ିରେ ଚାଲିଛି ଔଷଧ ବିକ୍ରି !

ଭୁବନେଶ୍ୱର: କରୋନା ଭୂତାଣୁର ଆତଙ୍କରେ ଏବେ ସାରା ବିଶ୍ୱ ଆତଙ୍କିତ । ଭାରତ ସମେତ ଓଡ଼ିଶାରେ ଏହି କରୋନା ଭାଇରସ୍ ସଂକ୍ରମଣ କବଳରୁ ମୁକ୍ତି ପାଇବାଲାଗି ଏବେ ଜନସାଧାରଣଙ୍କ ଠାରେ ସଚେତନତା ବୃଦ୍ଧି ପାଇବାରେ ଲାଗିଛି । କେବଳ ମାସ୍କ ଓ ହ୍ୟାଣ୍ଡ୍ ସାନିଟାଇଜରର ଚାହିଦା ଆକାଶଛୁଆଁ ବୃଦ୍ଧି…

ପବିତ୍ର ଦୋଳ ପୂର୍ଣ୍ଣିମା: ପ୍ରକାଶିତ ହୁଏ ନୂଆ ଓଡ଼ିଆ ପାଞ୍ଜି…

ଫାଲଗୁନ ମାସ ଶୁକ୍ଳ ଦଶମିରୁ ଓଡିଶା ରେ ଦୋଳ ପାର୍ବଣ ଆରମ୍ଭ ହୋଇଥାଏ । ଏହା ଓଡ଼ିଶାର ଉପକୂଳବର୍ତ୍ତୀ ଅଂଚଳର ଏକ ମୁଖ୍ୟ ପର୍ବ । ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କୁ ଦୋଳଗୋବିନ୍ଦ ନାମ ରେ ପୂଜା କରାଯାଇଥାଏ । ପ୍ରକାଶିତ ନଵପାଞ୍ଜିକା ପାଠ ସହ ବିଭିନ୍ନ ସଂକୀର୍ତନ ମଣ୍ଡଳୀ ମାବେ ଦୋଳଗୋବିନ୍ଦଙ୍କୁ…

କିପରି ସତର୍କତାର ସହ ଖେଳିବେ ହୋଲି, ଜାଣନ୍ତୁ…

ଭୁବନେଶ୍ୱର: ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ହୋଲିରେ କିପରି ରହିବେ ସତର୍କ? ହୋଲି ଖେଳିବା ସମୟରେ କି ପ୍ରକାର ସତର୍କତା ତଥା କେଉଁ ଦିଗ ପ୍ରତି ବିଶେଷ ଧ୍ୟାନ ଦେବା ଦରକାର ସେ ସଂପର୍କରେ ଜାଣନ୍ତୁ... ହୋଲି ଖେଳିବା ସମୟରେ କରମର୍ଦ୍ଦନ କରନ୍ତୁ ନାହିଁ । ପରସ୍ପରକୁ…

ପାଲା ଜଗତର ଅନନ୍ୟ ପ୍ରତିଭା; ଗାୟକ ରତ୍ନାକର ବନମାଳି ପତି

ଭୁବନେଶ୍ବର: ନିଆରା ଶୈଳୀରେ ପାଲା ଗାୟନ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଗାୟକ ବନମାଳୀ ପତି । ପାଲା ଜଗତରେ ଯେଉଁ କେତେଜଣ ଗାୟକ ସୁମଧୁର କଣ୍ଠରେ ପାଲା ଗାୟନ କରି ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିଥାନ୍ତି ସେମାନଙ୍କ ମଧ୍ୟରେ ବନମାଳି ପତି ଅନ୍ୟତମ । ୧୯୫୧ ମସିହା…

ଭକ୍ତିରସର ମୂର୍ତ୍ତିମନ୍ତ ପ୍ରତୀକ ଶ୍ରୀଚୈତନ୍ୟ ମହାପ୍ରଭୁ…

ପବିତ୍ର ଦୋଳପୂର୍ଣ୍ଣିମାରେ ଶ୍ରୀଚୈତନ୍ୟ ମହାପ୍ରଭୁଙ୍କ ଆବର୍ଭାବ ଘଟିଥିଲା । ଶ୍ରୀଚୈତନ୍ୟ ଚରିତ୍ରାମୃତରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ରହସ୍ୟମୟ ଲୀଳାର ଯେପରି ବର୍ଣ୍ଣନା କରାଯାଇଛି, ଯେପରି ଶ୍ରୀଚୈତନ୍ୟ ଓ ତାଙ୍କ ସଖାମାନଙ୍କର ଶ୍ରୀଜଗନ୍ନାଥ ଭକ୍ତି ଓ ପ୍ରୀତିକୁ ଉଲ୍ଲେଖ କରାଯାଇଛି, ଯେପରି…

ଦୋଳ ପୂର୍ଣ୍ଣିମା: ରତ୍ନ ସିଂହାସନରେ ଶ୍ରୀଜୀଉଙ୍କ ସୁନାବେଶ

ପୁରୀ: ଆଜି ପବିତ୍ର ଦୋଳପୂର୍ଣ୍ଣମୀ ଅବସରରେ ଶ୍ରୀମନ୍ଦିରରେ ତିନିଠାକୁରଙ୍କ ବିଶେଷ ନୀତିକାନ୍ତି ଅନୁଷ୍ଠିତ ହେଉଛି। ପାରମ୍ପରିକ ରୀତିନୀତି ଅନୁଯାୟୀ ଶ୍ରୀଜୀଉମାନେ ଆଜି ରତ୍ନସିଂହାସନରେ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ନିତିନିର୍ଘଣ୍ଟ: ଆଜି ରାତି ୩ଟାରେ ଦ୍ବାରଫିଟା ହେବା ପରେ ପରେ…

ସ୍ୱପ୍ନା ପତି ଫାଉଣ୍ଡେସନ ପକ୍ଷରୁ ହର୍ବାଲ ହୋଲି ପାଳିତ

ଭୁବନେଶ୍ୱର: ହୋଲିରେ ରାସାୟନିକ ରଙ୍ଗ ଖେଳ ଯୋଗୁଁ ଶରୀର ଉପରେ ପଡୁଥିବା କୁପ୍ରଭାବକୁ ନେଇ ଏବେ ଲୋକେ ସଚେତନ ହେଲେଣି । ସେଥିପାଇଁ ଆଜିକାଲି ହର୍ବାଲ ହୋଲି ଖେଳିବାକୁ ଲୋକେ ବେଶ୍ ପସନ୍ଦ କରୁଛନ୍ତି । ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ସ୍ୱପ୍ନା ପତି ଫାଉଣ୍ଡେସନ ପକ୍ଷରୁ ଭୁବନେଶ୍ୱରରେ…

ହୋଲିରେ କିପରି ନେବେ କେଶର ଯତ୍ନ, ଜାଣନ୍ତୁ…

ଭୁବନେଶ୍ୱର: ରଙ୍ଗର ଉତ୍ସବ ହୋଲି ଖେଳିବାକୁ ସମସ୍ତଙ୍କ ମଧ୍ୟରେ ଏକପ୍ରକାର ଉତ୍ସାହ ଲାଗି ରହିଥାଏ । ହୋଲିରେ ଅନେକ ବ୍ୟକ୍ତି ବିଭିନ୍ନ ପ୍ରକାରର ରଙ୍ଗ ଖେଳିଥାନ୍ତି । କିନ୍ତୁ ହୋଲି ରଙ୍ଗରେ ଥିବା କିଛି କେମିକାଲ ଉଭୟ ତ୍ୱଚା ଓ କେଶ ଉପରେ କୁପ୍ରଭାବ ପକାଇଥାଏ । ଜାଣନ୍ତୁ ହୋଲି ରଙ୍ଗରୁ କିପରି…

ଆନନ୍ଦ ଉଲ୍ଲାସର ପର୍ବ ‘ଦୋଳ ପୂର୍ଣ୍ଣିମା’; ଜାଣନ୍ତୁ, କିଭଳି ହୁଏ ପାଳିତ

ଭୁବନେଶ୍ୱର: ଆଜି ହେଉଛି ପବିତ୍ର ‘ଦୋଳ ପୂର୍ଣ୍ଣିମା’ । ଫାଲଗୁନ୍ ମାସ ପୂର୍ଣ୍ଣିମା ତିଥିରେ ପଡୁଥିବା ଏହା ପର୍ବ ଏକ ଲୋକପ୍ରିୟ ହିନ୍ଦୁ ପର୍ବ । ଏହା ୬ ଦିନ ଧରି ଚାଲେ, ଯାହା ଦୋଳ ଯାତ୍ରାରୁ ଆରମ୍ଭ ହୋଇ ଫାଲଗୁନ୍ ଦଶମୀ ଯାଏଁ ଚାଲିଥାଏ । ଦୋଳ ପୂର୍ଣ୍ଣିମା- ଏହି ଅବସରରେ ଭଗବାନ…

କରୋନା ଭାଇରସ ଆତଙ୍କ; କେରଳରେ ୩ ବର୍ଷୀୟ ଶିଶୁ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କୋରୋନା ଭୂତାଣୁ (କୋଭିଡ-୧୯) ଦ୍ୱାରା ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ ସୋମବାର ଦିନ କେରଳରେ ୩ ବର୍ଷୀୟ ଶିଶୁକୁ ଚିହ୍ନଟ କରାଯାଇଛି । ପ୍ରାପ୍ତ ସୂଚନାନୁଯାୟୀ ଉକ୍ତ ଶିଶୁ ଓ ପିତାମାତା ନିକଟ ଅତୀତରେ ଇଟାଲି ଯାଇଥିବା ବେଳେ…