Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

କରୋନା ପ୍ରଭାବ: ଫିକା ପଡିବକି ହୋଲି ରଙ୍ଗ ?

ଭୁବନେଶ୍ୱର: ସାରା ବିଶ୍ୱକୁ ଆତଙ୍କିତ କରି ରଖିଛି ମାରାତ୍ମକ କରୋନା ଭାଇରସ । ଚୀନରେ ସୃଷ୍ଟ ଏହି ଭାଇରସ ଏବେ ୩୯ ଟି ଦେଶକୁ ବ୍ୟାପି ସାରିଛି । ସାରାବିଶ୍ୱରେ ଏହାର ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ଟପି ସାରିଥିବା ବେଳେ ଭାରତରେ ୪୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଏଭଳି…

ମହିଳା ସଶକ୍ତିକରଣରେ ଓଡିଶା ଆଗୁଆ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱର ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ସାମିଲ ହୋଇ ମହିଳା ଦିବସର ଶୁଭେଚ୍ଛା ଜଣାଇଛନ୍ତି । ମହିଳା ସଶକ୍ତିକରଣ କ୍ଷେତ୍ରରେ ଓଡିଶା ରାଜ୍ୟ ଆଗୁଆ ବୋଲି ଖୁସି ପ୍ରକାଶ କରିଛନ୍ତି ।…

କେରଳ ପରେ ଚେନ୍ନାଇରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଭାରତରେ ବଢ଼ି ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ପୁଣି ଏକ କରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଛି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୦ରେ ପହଂଚିଛି । ରବିବାର ଦିନ କେରଳରେ ୫ କରୋନା ରୋଗୀଙ୍କ ନମୂନା ପଜିଟିଭ ଆସିଛି । ଏହା ବ୍ୟତୀତ ଚେନ୍ନାଇର ଜଣେ…

ମହିଳା ଦିବସରେ ମହିଳା କ୍ୟାଡର ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି: ମହିଳା ଦିବସରେ ଅସ୍ତ୍ରଶସ୍ତ୍ର ଛାଡି ମୁଖ୍ୟସ୍ରୋତରେ ସାମିଲ ହେବାକୁ ମହିଳା କ୍ୟାଡର ମାଓବାଦୀ ପ୍ରୟାସ କରିଛନ୍ତି । ମାଲକାନଗିରିରେ ଜଣେ ମହିଳା କ୍ୟାଡର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ମାଲକାନଗିରି ଏସପିଙ୍କ ପାଖରେ ମହିଳା ମାଓବାଦୀ ଦେବେ ସୋଢ଼ି ଆତ୍ମସମର୍ପଣ କରିଛନ୍ତି ।…

କରୋନାଭାଇରସ୍‌ରେ ସଂକ୍ରମିତ ରହୁଥିବା ହୋଟେଲ୍‌ ଭୁଶୁଡ଼ି ୪ଜଣଙ୍କର ମୃତ୍ୟୁ

ସଙ୍ଘାଇ: କରୋନା ଭାଇରସ ସଂକ୍ରମିତ ରହୁଥିବା ଚୀନର ଏକ ହୋଟେଲ ଭୁଷୁଡି ପଡିବା ଫଳରେ ୪ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି । କ୍ୱାନ୍‌ଝୌ ସହରରେ ଶନିବାର ସନ୍ଧ୍ୟାରେ ଭୁଶୁଡ଼ି ପଡ଼ିଥିବା ହୋଟେଲ୍‌ରେ ୪ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା କଥା ରବିବାର ଦିନ ଜରୁରୀ ପରିସ୍ଥିତି ପରିଚାଳନା…

ଆଜି କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ମହିଳା ପର୍ଯ୍ୟଟଙ୍କ ପାଇଁ ପ୍ରବେଶ ନିଃଶୁଳ୍କ

ଭୁବନେଶ୍ୱର: ଆଜି ମହିଳା ଦିବସ ଅବସରରେ ଜାତୀୟତା ନିର୍ବିଶେଷରେ ସମସ୍ତ ମହିଳା ପର୍ଯ୍ୟଟକଙ୍କୁ କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ପ୍ରବେଶ ନିଃଶୁଳ୍କ ରହିବ । ମହିଳା ଦିବସ ଅବସରରେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ରବିବାର ଦିନ କେନ୍ଦ୍ର ଦ୍ୱାରା ସଂରକ୍ଷିତ ଟିକେଟ ଦ୍ୱାରା ପ୍ରବେଶ ହେଉଥିବା ସ୍ମାରକ…

ଥମୁନି କରୋନା ଭାଇରସ; କେରଳରେ ୫ ପଜିଟିଭ

ନୂଆଦିଲ୍ଲୀ: ଦେଶରେ କୋରୋନା ଭୂତାଣୁ (କୋଭିଡ-୧୯) ଦ୍ୱାରା ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ବଢୁଥିବା ବେଳେ ରବିବାର ଦିନ କେରଳରେ ଆଉ ୫ ଜଣଙ୍କୁ ଚିହ୍ନଟ କରାଯାଇଛି । ଏମାନଙ୍କ ମଧ୍ୟରୁ ୩ ଜଣ ନିକଟ ଅତୀତରେ ଇଟାଲିରୁ ଫେରିଥିଲେ । ଏହି ବ୍ୟକ୍ତିମାନଙ୍କୁ ବର୍ତ୍ତମାନ ସମୟରେ କେରଳର…

ଆବେୱେଷ୍ଟ ସର୍ଭିସେସ୍ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଭୁବନେଶ୍ୱର : ଦକ୍ଷତା ବିକାଶ ପ୍ରଶିକ୍ଷଣ ସଂସ୍ଥା ଆବେୱେଷ୍ଟ ସର୍ଭିସେସ୍ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଲୁମ୍ବିନ ବିହାର ସ୍ଥିତ ନିଜ ଅନୁଷ୍ଠାନ ପରିସରରେ ଏକ ସଚେତନାମୂଳକ ପଦଯାତ୍ରା କରାଯାଇଛି । ୧୦୦ରୁ ଅଧିକ ଛାତ୍ରୀ ମାନେ ଏକ ପଦଯାତ୍ରାରେ ସାମିଲ ହୋଇ ମହିଳାମାନଙ୍କର…

କରୋନା ଭାଇରସ: ଭାରତରେ ମହଜୁଦ ଅଛି ଯଥେଷ୍ଟ ପରିମାଣରେ ଔଷଧ ଓ ଅନ୍ୟ ଉପଯୋଗୀ ସାମଗ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରଣାଳୟ ସହିତ ନୋଭେଲ କୋରୋନା ଭୂତାଣୁ (କୋଭିଡ ୧୯) ସଂକ୍ରମଣ ମୁକାବିଲା କ୍ଷେତ୍ରରେ ବର୍ତମାନ ସୁଦ୍ଧା ନିଆଯାଇଥିବା ପଦକ୍ଷେପଗୁଡ଼ିକର ସମୀକ୍ଷା କରିଛନ୍ତି । ଏହି ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…

ଆଜି ‘ଅନ୍ତର୍ଜାତୀୟ ମହିଳା ଦିବସ’: ‘ମୋ ବସ’ରେ ମହିଳା ଯାତ୍ରୀଙ୍କୁ ମାଗଣା ସେବା

ଭୁବନେଶ୍ୱର : ପ୍ରତି ବର୍ଷ ମାର୍ଚ୍ଚ ୮ ତାରିଖକୁ ସାରା ଦେଶରେ ‘ଅନ୍ତର୍ଜାତୀୟ ମହିଳା ଦିବସ’ ଭାବେ ପାଳନ କରାଯାଉଛି । ଏହି ଅବସରରେ ପୁରୀ ବେଳାଭୂମିରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଛାତ୍ରୀମାନେ ବାଲୁକା କଳା ନିର୍ମାଣ କରିଛନ୍ତି ।…