Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଚକଲେଟ ଡେ’: ଏହିପରି ନିଜ ପାର୍ଟନରଙ୍କୁ କରନ୍ତୁ ଇମ୍ପ୍ରେସ

ଭୁବନେଶ୍ୱର: ଫେବ୍ରୁଆରୀ ୯ ମାନେ ଆଜି ହେଉଛି ଭାଲେଣ୍ଟାଇନ୍ ୱିକ୍ ର ତୃତୀୟ ଦିନ ମାନେ ଚକଲେଟ୍ ଡେ । ଏହି ଅବସରରେ ପ୍ରେମୀଯୁଗଳ ଚକଲେଟ୍ ଦିଆନିଆ ହୋଇଥାଆନ୍ତି । ଭାଲେଣ୍ଟାଇନ୍ ୱିକ୍ କୁ ନେଇ ପ୍ରେମୀଙ୍କ ମହଲରେ ଖୁବ ଉତ୍ସାହ ଦେଖିବାକୁ ମିଳୁଛି । ଗତକାଲି ପ୍ରପୋଜ ଡେ' ରେ ନିଜ ମନର ମଣିଷକୁ…

ପ୍ରଥମ ଭୁବନେଶ୍ୱର ମିଡ଼ିଆ ବ୍ୟାଡ଼ମିଂଟନ କପ: ଲେନିନ-ଲିଙ୍ଗରାଜଙ୍କ ଯୋଡ଼ି ଚାମ୍ପିଅନ

ଭୁବନେଶ୍ୱର : ଭୁବନେଶ୍ୱର ଜିଲ୍ଲା ବ୍ୟାଡ଼ମିଂଟନ ସଂଘ ପକ୍ଷରୁ ଆୟୋଜିତ ପ୍ରଥମ ଭୁବନେଶ୍ୱର ମିଡ଼ିଆ ବ୍ୟାଡ଼ମିଂଟନ କପରେ ଲେନିନ ମଲ୍ଲିକ ଓ ଲିଙ୍ଗରାଜ ଲେଙ୍କାଙ୍କ ଯୋଡ଼ି ଚାମ୍ପିଅନ ହୋଇଛନ୍ତି । ଫାଇନାଲ ମ୍ୟାଚରେ ସେମାନେ ୨-୦ ସେଟରେ ସିଏସ ବାବୁ ଓ ପିକେ ପାତ୍ରଙ୍କୁ ପରାସ୍ତ କରିଥିଲେ ।…

ଆଦିବାସୀ ମେଳାରେ ବଢୁଛି ଜୈବିକ କୃଷି ସାମଗ୍ରୀର ଚାହିଦା

ଭୁବନେଶ୍ୱର: ଆଦିବାସୀ ମେଳାକୁ ବୁଲି ଆସୁଥିବା ଦର୍ଶକଙ୍କ ପ୍ରଥମ ପସନ୍ଦ ପାଲଟିଛି ଜୈବିକ କୃଷି ସାମଗ୍ରୀ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଜନଜାତି ସମ୍ପ୍ରଦାୟଙ୍କ ସମେତ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରୋତ୍ସାହନରେ ଅଣାଯାଇଥିବା ଜୈବିକ କୃଷି ଉତ୍ପାଦ ଗୁଡିକୁ ଲୋକେ ଆଗ୍ରହର ସହ ଖରିଦ…

ପୁରୀରେ ଆରମ୍ଭ ହେଲା ଜାପାନୀ ମହୋତ୍ସବ

ପୁରୀ: ପୁରୀ ବେଳାଭୁମୀ ସଂଲଗ୍ନ ସିଟି ରୋଡ଼ସ୍ଥିତ ଜଗନ୍ନାଥ ଷ୍ଟାଡ଼ିୟମ ନିକଟସ୍ଥ ସାନ୍ତନା ହୋଟେଲରେ ଏକ ଦୁଇ ଦିନିଆ ଓଡ଼ିଶା-ଜାପାନ ମହୋତ୍ସବ ଉଦଘାଟିତ ହୋଇଛି । ଏହି ମହୋତ୍ସବକୁ ଜାପାନ କନସୁଲେଟ୍ ଜେନେରାଲ୍ ମାସାୟୁକି ତାଗା ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟିତ କରିଛନ୍ତି । ପ୍ରାୟ ୧୦୦ରୁ…

ଆସନ୍ତୁ ଜାଣିବା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଗଜଉଦ୍ଧାରଣ ବେଶ ସମ୍ପର୍କରେ

ମାଘ ପୂର୍ଣ୍ଣିମା ଦିନ ଶ୍ରୀମନ୍ଦିରରେ ଗଜ ଉଦ୍ଧାରଣ ବେଶ ଅନୁଷ୍ଠିତ ହୋଇଥାଏ । ପୌରାଣିକ ତଥ୍ୟ ଅନୁଯାୟୀ ଏକଦା ବରୁଣ ହ୍ରଦରେ ଗଜରାଜ ସ୍ନାନ କରୁଥିବା ବେଳେ ସେହି ହ୍ରଦରେ ଥିବା ଗୋଟିଏ ବିରାଟକାୟ କୁମ୍ଭୀର ଆକ୍ରମଣ କଲା । କୁମ୍ଭୀର ଆକ୍ରମଣରୁ ଉଦ୍ଧାର ପାଇବା ପାଇଁ ବିକଳରେ ମହାପ୍ରଭୁଙ୍କୁ…

ଆଜିଠୁଁ ଭାଲେଣ୍ଟାଇନ୍ ସପ୍ତାହ; ମନେପଡ଼େ ଓଡିଶା ମାଟିର ନିଚ୍ଛକ ପ୍ରେମ କାହାଣୀ…

ଭୁବନେଶ୍ୱର : ପ୍ରେମ ହେଉଛି ସତ୍ୟ ଓ ଶାଶ୍ୱତ । ଏହି ପ୍ରେମକୁ ନେଇ ଅତୀତରେ ରୋମିଓ-ଜୁଲିଏଟ୍, ଶିରିନ୍-ଫହରାଦ,ସୋନୀ-ମହିବାଲ, ହୀର-ରାଞ୍ଝ ଓ କେଦାର-ଗୌରୀଙ୍କ ଭଳି ଅନେକ ଉଦାହରଣ ରହିଛି । ନିଜ ପ୍ରେମକୁ ପାଇ କିଏ ଖୁସି ତ ଆଉ କାହାର ସାରା ଜୀବନ ଦୁଃଖରେ ଭରି ଯାଇଛି । କିନ୍ତୁ ବାସ୍ତବିକ…

ରୋଜ ଡେ’ରୁ ଆରମ୍ଭ ହେଲା ପ୍ରେମ ସପ୍ତାହ: କେଉଁ ରଙ୍ଗ ଗୋଲାପର କ’ଣ ରହିଛି ମହତ୍ତ୍ୱ,ଜାଣନ୍ତୁ…

ଭୁବନେଶ୍ୱର:ପ୍ରେମର ପ୍ରତୀକ ଗୋଲାପ। ପେବୃଆରୀ ୭ ରୋଜ ଡେ' ଠାରୁ ଆରମ୍ଭ ହୁଏ ପ୍ରେମର ପର୍ବ ଭାଲେଣ୍ଟାଇନ ସପ୍ତାହ । ଫେବୃଆରୀ ମାସ ୧୪ ତାରିଖ ପୂର୍ବରୁ ଗୋଟେ ସପ୍ତାହ ଭାଲେଣ୍ଟାଇନ ୱିକ୍‌ ପାଳନ କରାଯାଏ। ଏହି ୭ଦିନର ପ୍ରତ୍ୟେକ ଦିନ ଅଲଗା ଅଲଗା ଡେ ଭାବେ ସେଲିବ୍ରେଟ କରାଯାଏ। ପ୍ରଥମେ ୭…

ଆମ ରାଜ୍ୟ ଓଡ଼ିଶାକୁ ନେଇ ଗର୍ବ କଲା ଭଳି କିଛିକଥା, ଜାଣନ୍ତୁ…

ଭୁବନେଶ୍ବର: ସଂସ୍କୃତି ରାଜ୍ୟ ଓଡ଼ିଶା । ଯାହାର କୋଣ ଅନୁକୋଣରେ ଭରି ରହିଛି ପ୍ରାଚୀନ ସଂସ୍କୃତି ତଥା କଳାକୃତିର ଛାପ । ଓଡିଶାର ପ୍ରାଚୀନ ଓ ଗୌରବମୟ ଇତିହାସକୁ ନେଇ ସମସ୍ତ ଓଡ଼ିଆ ଆଜିବି ଗର୍ବିତ । ଆସନ୍ତୁ ଜାଣିବା ଏହି ମହାନ ରାଜ୍ୟ ସମ୍ପର୍କରେ କିଛି ଅଜଣା ଅକୁହା କଥା...…

କେନ୍ଦୁଝରର ନିଆରା ପର୍ବ ମଳିଓଷା: କେମିତି ହୁଏ ପାଳନ, ଜାଣନ୍ତୁ..

ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲାରେ ମାଘ ମାସରେ ପାଳନ କରାଯାଏ ଏକ ନିଆରା ପର୍ବ ମଳିଓଷା । ସମ୍ପୂର୍ଣ୍ଣ ଜିଲ୍ଲାରେ ନହେଲେ ମଧ୍ୟ ବାଂଶପାଳ ବ୍ଲକରେ ପାଳିତ ହୁଏ ଏହି ଓଷା। ଏଥିପାଇଁ ଉତ୍ସବ ମୁଖର ହୋଇଉଠେ ପୁରପଲ୍ଲୀ। ଓଷା ନିୟମ: ଏହି ଓଷାରେ ଗାଁର ମହିଳାମାନେ ଉପବାସ ରହି ନୂତନ ବସ୍ତ୍ର…

ଆଦିବାସୀମେଳାର ଏକାଦଶ ସଂଧ୍ୟା: କୋହଲା ପାଗରେ ଖାଦ୍ୟର ମଜା ନେଲେ ଦର୍ଶକ

ଭୁବନେଶ୍ୱର: ଆଦିବାସୀମେଳାର ଏକାଦଶ ସଂଧ୍ୟାରେ କୋହଲାପାଗରେ ଦର୍ଶକମାନେ ଖାଦ୍ୟର ମଜା ଉଠାଇଥିଲେ । ଝିପିଝିପି ବର୍ଷା ଓ କୋହଲା ପାଗ ସତ୍ୱେ ୬୦ହଜାରରୁ ଅଧିକ ଦର୍ଶକ ଆଦିବାସୀମେଳା ବୁଲି ଆସିଥିବାବେଳେ ଜାତୀୟ ଜନଜାତି କାଦ୍ୟ ମେଳାରେ ଗରମା ଗରମ ଖାଦ୍ୟ ଖାଇଥିଲେ । ଏଥି ସହିତ ସାଂସ୍କୃତିକ…