Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ନୂଆବର୍ଷରେ ପିକନିକ୍ କରିବାକୁ ଚାହୁଁଛନ୍ତି କି; ଯାଆନ୍ତୁ ଓଡିଶାର ଏହିସବୁ ସ୍ଥାନ…

ଭୁବନେଶ୍ୱର : ନୂତନ ବର୍ଷ ଭାବେ ୨୦୨୦ ମସିହାର ଆଗମନ ହୋଇଛି । ଯାହାଫଳରେ ସମସ୍ତ ଆବାଳ ବୃଦ୍ଧ ବନିତା ୨୦୧୯ ମସିହାକୁ ବିଦାୟ ଦେବା ସହିତ ନୂତନ ବର୍ଷର ଭରପୂର ମଜା ନେଉଛନ୍ତି । ପ୍ରାୟ ସମସ୍ତ ଲୋକମାନେ ନୂଆବର୍ଷ ଆସିଲେ ସାଙ୍ଗସାଥୀ ତଥା ପରିବାର ବର୍ଗଙ୍କ ସହ ମଉଜ ମଜଲିସ କରିବା ପାଇଁ ଭ୍ରମଣରେ…

ଜୟଦେବ ଭବନ ପାଠାଗାର: ଜ୍ଞାନ ଆହରଣର ଏକ ଅନନ୍ୟ ପୀଠ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ତତ୍ତ୍ୱାବଧାନରେ ପରିଚାଳିତ ଭୁବେନେଶ୍ୱରସ୍ଥିତ ଜୟଦେବ ଭବନ ତଥା ପୂର୍ବରୁ ନାମିତ ସୂଚନା ଭବନରେ ଥିବା ପାଠାଗାର ୧୯୭୬ ମସିହା ଅଗଷ୍ଟ ୧୫ ତାରିଖରେ ପ୍ରତିଷ୍ଠା ହୋଇଥିଲା । ସ୍ୱଳ୍ପ ସଂଖ୍ୟକ ପୁସ୍ତକକୁ ନେଇ ଆରମ୍ଭ ହୋଇଥିବା ଏହି…

ଦେଶ ପାଇଁ ସହିଦ ମାଧୋ ସିଂଙ୍କ ପରିବାରର ବଳିଦାନ ଅବିସ୍ମରଣୀୟ: ମନ୍ତ୍ରୀ ରଘୁନନ୍ଦନ ଦାସ

ଭୁବନେଶ୍ୱର: ଦେଶର ସ୍ୱାଧୀନତା ପାଇଁ ଅନେକ ବୀର ଜୀବନ ଦେଇଛନ୍ତି । ସେମାନଙ୍କ ମଧ୍ୟରେ ୧୮୫୭-୫୮ ମସିହା ସମୟରେ ମହାନ୍ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ, ବ୍ରିଟିଶ୍ ଶାସକଙ୍କ ବିରୋଧରେ ଚଳାଇଥିବା ସଂଗ୍ରାମରେ ତାଙ୍କୁ ବିଭିନ୍ନ ଅଂଚଳରୁ ଯେଉଁ ସହଯୋଗ ମିଳିଥିଲା, ତନ୍ମଧ୍ୟରୁ ବରଗଡ…

ନୂଆବର୍ଷରେ ପୁରୀ ଯାଉଛନ୍ତି କି? ଜାଣନ୍ତୁ ଆପଣଙ୍କ ପାଇଁ କ’ଣ କରାଯାଇଛି ବ୍ୟବସ୍ଥା

ପୁରୀ: ନୂଆବର୍ଷ ପାଇଁ ସବୁଠି ଉତ୍ସାହର ମାହୋଲ । କେଉଁଠି ନୂଆବର୍ଷକୁ ପାଳନ କରିବାକୁ ଲୋକେ କ୍ଲବ ଡିସ୍କୋରେ ଜିରୋ ନାଇଟ ସେଲିବ୍ରେସନ କରୁଛନ୍ତି ତ ଆଉ କେଉଁଠି ଠାକୁର ଦର୍ଶନ କରି ଲୋକେ ନୂଆବର୍ଷର ଆରମ୍ଭ କରୁଛନ୍ତି। ତେବେ ଆପଣ ଯଦି ଉଭୟ ଜିରୋ ନାଇଟ ଓ ଠାକୁର ଦର୍ଶନର ମଜ୍ଜା ନେବାକୁ…

ନୂଆବର୍ଷ ପାଇଁ ଶ୍ରୀକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥା କଡାକଡି; ଜାଣନ୍ତୁ କେଉଁଠି କରିବେ ଗାଡି ପାର୍କିଂ

ପୁରୀ: ନୂଆବର୍ଷ ପାଇଁ ପୁରୀରେ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ନୂଆବର୍ଷର ନୂଆ ସକାଳୁ ମହାପ୍ରଭୁଙ୍କୁ ଦର୍ଶନ କରି ବର୍ଷ ଆରମ୍ଭ କରିବାକୁ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ପୁରୀରେ ଲାଗି ରହିବ। ଭକ୍ତଙ୍କ ସୁରକ୍ଷା ଓ…

ଶ୍ରୀଜଗନ୍ନାଥଙ୍କ ପ୍ରତି ନବୀନଙ୍କ ଅତୁଟ ଭକ୍ତିଭାବନା ଯୋଗୁଁ ହିଁ ‘ଐତିହ୍ୟ କରିଡ଼ର୍ ଯୋଜନା’ ସମ୍ଭବ ହେଲା: ପାଣ୍ଡିଆନ୍

ଭୁବନେଶ୍ୱର: ପୁରୀ ଶ୍ରୀଜଗନ୍ନାଥ ହେରିଟେଜ୍ କରିଡ଼ର୍ ଯୋଜନାର ପରିକଳ୍ପନା ୨୦୧୬ ମସିହାରେ ହୋଇଥିଲା । ଏହି ଯୋଜନାଟି ଆଜି ସଫଳ ରୂପାୟନ ନେଉଛି ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ଅତୁଟ ଭକ୍ତି ଭାବନା ଯୋଗୁଁ ହିଁ ସମ୍ଭବ ହୋଇପାରିଛି ବୋଲି…

ନୂଆବର୍ଷ ପାଇଁ ସଜବାଜ ହୋଇ ଝଟକୁଛି ଶ୍ରୀମନ୍ଦିର

ପୁରୀ: ରାତି ପାହିଲେ ନୂଆବର୍ଷ । ସବୁଆଡେ ଉତ୍ସବର ମାହୋଲ । ସାଜସଜ୍ଜା ସାଙ୍ଗଙ୍କୁ ଆଲୋକମାଳାରେ ଝଲସୁଛି ଗାଁ ଠୁ ସହର। ନୂଆବର୍ଷ ପାଇଁ ଆସନ୍ତାକାଲି ପୁରୀ ସହରରେ ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ଏଥିପାଇଁ ସଜେଇ ହେଲାଣି ପୁରୀ ମନ୍ଦିର । ନାନା ରକମର ଫୁଲ ସାଙ୍ଗକୁ ଚଟାଣ ଉପରେ…

ଅନୁଗୁଳର ଉଷ୍ଣପ୍ରସବଣ: ଦେଉଳିଝର ଆସନ୍ତୁ, ମଜ୍ଜା ନିଅନ୍ତୁ…

ଅନୁଗୁଳ: ଦେଉଳଝରି ଓଡ଼ିଶାର ଅନୁଗୋଳ ଜିଲ୍ଲାର ଆଠମଲ୍ଲିକଠାରେ ଥିବା ଏକ ଉଷ୍ଣପ୍ରସ୍ରବଣ । ଏଠାରୁ ବାହାରୁଥିବା ଉଷ୍ମ ଜଳସ୍ରୋତକୁ ୩୬ଟି କୃତ୍ରିମ କୁଣ୍ଡରେ ରଖି ବ୍ୟବହାର କରାଯାଏ ।ଦେଉଳଝରି ଏକ ପୁରାତନ ଶୈବପୀଠ । ୨୪ ଏକର ୫୫ ଡିସିମିଲି ବିଶିଷ୍ଟ ଏହି ଅଞ୍ଚଳଟି କିଆବଣରେ ପରିପପୂର୍ଣ୍ଣ ଏକ…

ଜିରୋ ନାଇଟ ସେଲିବ୍ରେସନ ଅପେକ୍ଷାରେ ରାଜଧାନୀବାସୀ !

ଭୁବନେଶ୍ୱର: ବାସ ଆଉ କିଛି ମୁହୂର୍ତ୍ତର ଅପେକ୍ଷା । ତାପରେ ଆସିବ ନୂଆବର୍ଷ ।ପୁରୁଣା ବର୍ଷକୁ ବିଦାୟ ସହ ନୂଆ ବର୍ଷକୁ ସ୍ବାଗତ କରିବାକୁ ସବୁଠି ଉତ୍ସାହ । ନୂଆବର୍ଷର ପ୍ରଥମ ରାତିକୁ ଜିରୋ ନାଇଟ କୁହାଯାଏ । ୩୧ ତାରିଖ ରାତିରେ ସେଲିବ୍ରେସନ ହୁଏ ଜିରୋ ନାଇଟ । ଆଜି ମଧ୍ୟରାତ୍ରରେ ହେବ ଜିରୋ…

ଆଜିଠୁ ଆରମ୍ଭ ହେଉଛି ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା

ବରଗଡ଼: ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ମଙ୍ଗଳବାର ଦିନ ଆରମ୍ଭ ହେବାକୁ ଯାଉଛି । ଏହି ଅବସରରେ ସାରା ସହର ଚଳଚଞ୍ଚଳ ହୋଇପଡିଛି । ଦୀର୍ଘ ୧୧ ଦିନ ଧରି ଆୟୋଜିତ ହେବାକୁ ଥିବା ଏହି ଧନୁଯାତ୍ରା ମହୋତ୍ସବ ପାଇଁ ଚୂଡାନ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ବିଶ୍ୱପ୍ରସିଦ୍ଧ ଏହି ମହାନାଟକ…