Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଐତିହ୍ୟ କରିଡ଼ର୍ ‘ସୌନ୍ଦର୍ଯ୍ୟକରଣ ନକ୍ସା’କୁ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୁରୀସ୍ଥିତ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀମନ୍ଦିର ସମେତ ଶ୍ରୀକ୍ଷେତ୍ର ଧାମର ବିକାଶ ଓ ସୌନ୍ଦର୍ଯ୍ୟକରଣ ଲାଗି ଐତିହ୍ୟ କରିଡ଼ର୍ କରିବେ ରାଜ୍ୟ ସରକାର । ଏହି ପରିପ୍ରେକ୍ଷୀରେ ସୋମବାର ଦିନ ରାଜଧାନୀସ୍ଥିତ ଲୋକସେବା ଭବନରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାପ୍ରଭୁ…

ଓଡ଼ିଶୀ ନୃତ୍ୟ ମହାକୁମ୍ଭର ଅନ୍ତିମ ସଂଧ୍ୟା; ଉପଭୋଗ କଲେ ଭରପୁର ଦର୍ଶକ

ଭୁବନେଶ୍ୱର: ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ରବୀନ୍ଦ୍ର ମଣ୍ଡପରେ ୫ ଦିନ ଧରି ଆୟୋଜିତ ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବର ଆଜି ଥିଲା ଅନ୍ତିମ ଦିବସ । ପୂର୍ବହ୍ନ ଅଧିବେଶନ ଆରମ୍ଭ ହୋଇଥିଲା ଶ୍ରୀମୟୀ…

ଚନ୍ଦ୍ର ନଥିଲେ କ’ଣ ହୁଅନ୍ତା ପୃଥିବୀର ଅବସ୍ଥା, ଜାଣନ୍ତୁ…

ଭୁବନେଶ୍ୱର: ବିଭିନ୍ନ ଗ୍ରହ ତଥା ଉପଗ୍ରହ ମାନଙ୍କୁ ନେଇ ଗଠିତ ଆମ ସୌରଜଗତ । ଏଥିରେ ଲକ୍ଷାଧିକ ନକ୍ଷତ୍ର, ୯ ଟି ଗ୍ରହ ଓ ଉପଗ୍ରହ ଚନ୍ଦ୍ର ଅବସ୍ଥାପନ କରନ୍ତିବ। ତେବେ କଣ ଆପଣଙ୍କ ମନକୁ କେବେ ପ୍ରଶ୍ନ ଆସିଛି ଯେ, ସୌରଜଗତରେ ଚନ୍ଦ୍ର ଅନୁପସ୍ଥିତ ରହିଥିଲେ ଆମର କଣ ଅସୁବିଧା ହୋଇଥାଆନ୍ତା? ତବେ…

ନୂଆବର୍ଷ ପାଳନ କରିବାକୁ ଯାଆନ୍ତୁ ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡି, ପାଇବେ ନିଆରା ଅନୁଭୁତି

ଭୁବନେଶ୍ୱର: ଓଡ଼ିଶାର କନ୍ଧମାଳ ଜିଲ୍ଲାରେ ଅବସ୍ଥିତ ଏକ ପ୍ରାକୃତିକ ପର୍ଯ୍ୟଟନ ସ୍ଥଳ ଅଟେ ଦାରିଙ୍ଗବାଡି । ଦାରିଙ୍ଗବାଡ଼ି, ଓଡ଼ିଶାର ଏକ ମାତ୍ର ପର୍ବତୀୟ ସ୍ଥାନ, ଯେଉଁଠାରେ ଶୀତ ଦିନରେ ବରଫପାତ ହୋଇଥାଏ। ଏଥି ପାଇଁ ଦାରିଙ୍ଗବାଡ଼ିକୁ ଓଡ଼ିଶାର କାଶ୍ମୀର ମଧ୍ୟ କୁହାଯାଏ । ଘନ ଝାଉଁ…

ଶୀତଦିନରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଓଡ଼ିଶାର ଏହିସବୁ ହ୍ରଦ !

ଭୁବନେଶ୍ୱର: ରାତି ପାହିଲେ ନୂଆବର୍ଷ । ନୂଆବର୍ଷକୁ ନୂଆ ଆଶା ତଥା ଉତ୍ସାହ ସହ ପାଳନ କରୁବାକୁ ପ୍ରାୟତଃ ସମସ୍ତେ ନୂଆ ନୂଆ ସ୍ଥାନକୁ ଯିବାକୁ ପସନ୍ଦ କରନ୍ତି । ଯଦି ଆପଣଙ୍କୁ ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ଜଳାଶୟ ପସନ୍ଦ ହୋଇଥାଏ ତେବେ ଆପଣଙ୍କ ପାଇଁ ଓଡ଼ିଶାରେ ରହିଛି ସୌନ୍ଦର୍ଯ୍ୟରେ ଭରପୁର…

ଜାଣନ୍ତୁ, ଐତିହାସିକ ବରଗଡ଼ ଧନୁଯାତ୍ରାର କିଛି ଅଜଣା କାହାଣୀ

ଭୁବନେଶ୍ୱର: ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା । ଧନୁଯାତ୍ରା ଓଡ଼ିଶାର ବରଗଡ଼ରେ ଏକ ବାର୍ଷିକ ନାଟକ-ଭିତ୍ତିକ ଖୋଲା ରଙ୍ଗମଞ୍ଚ ଯାତ୍ରା । ଯାହା ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଛି । ବରଗଡ଼ ପୌରାଞ୍ଚଳର ୭କିମି ପରିଧି ମଧ୍ୟରେ ଆୟୋଜିତ…

କଂସଙ୍କ ରାଜୁତିରେ ଦୁଲୁକିବ ବରଗଡ; ଦ୍ୱାପର ଯୁଗକୁ ଫେରିଯିବ କଳିଯୁଗର କାହାଣୀ

ବରଗଡ଼: ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ମଙ୍ଗଳବାର ଦିନଠାରୁ ଆରମ୍ଭ ହେବାକୁ ଯାଉଛି । ଏହି ଅବସରରେ ସାରା ସହର ଚଳଚଞ୍ଚଳ ହୋଇପଡିଛି । ଦୀର୍ଘ ୧୧ ଦିନ ଧରି ଆୟୋଜିତ ହେବାକୁ ଥିବା ଏହି ଧନୁଯାତ୍ରା ମହୋତ୍ସବ ପାଇଁ ଚୂଡାନ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ବିଶ୍ୱପ୍ରସିଦ୍ଧ ଏହି ମହାନାଟକ…

ଆସନ୍ତୁ ବୁଲିଯିବା କଳା ମୁଗୁନି ପଥରର ପ୍ରସିଦ୍ଧ ଗାଁ’ ଖିଚିଂ !

ବାରିପଦା: ମୁଗୁନି ପଥର ଏବଂ କଳା କାରୁକାର୍ଯ୍ୟ ଲାଗି ମୟୂରଭଞ୍ଜର ଖିଚିଂ ବେଶ୍ ପ୍ରସିଦ୍ଧି ଲାଭ କରିପାରିଛି । କଳା ମଚମଚ ମୁଗୁନି ପଥରରେ ନିର୍ମିତ ଖିଚିଂର କଳାକୃତିକୁ ଆମେ ଅତି ନିକଟରୁ ପରଖିପାରିବା ଯଦି କେବେ ଖିଚିଂ ବୁଲିଯିବା । ଏହି ଶୀତ ଦିନରେ ଖିଚିଂ ବୁଲିଆସିବା ଲାଗି ପ୍ରକୃଷ୍ଟ ସମୟ ।…

ଆସନ୍ତାକାଲି ଠାରୁ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା; ଚୂଡାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି ପର୍ବ

ଭୁବନେଶ୍ୱର: ଡିସେମ୍ବର ୩୧ରୁ ଆରମ୍ଭ ହେଉଛି ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା । ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚରେ କରାଯାଏ ଏହାର ଆୟୋଜନ । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଧନୁଯାତ୍ରା ପାଇଁ ରଂଗମହଲ ଏବଂ ଦରବାରର ସାଜସଜ୍ଜାରେ କାରିଗରଙ୍କ ଶେଷ ସ୍ପର୍ଶ ବାଜିଛି…

ନୂଆବର୍ଷରେ ବୁଲିଯାଆନ୍ତୁ ଓଡ଼ିଶାର ଏହିସବୁ ପର୍ଯ୍ୟଟନସ୍ଥଳୀ

ଭୁବନେଶ୍ୱର: ଆଉ କିଛି ଦିନର ଅପେକ୍ଷା ପରେ ନୂତନ ବର୍ଷ ଭାବେ ୨୦୨୦ ମସିହାର ଆଗମନ ହେବାକୁ ଯାଉଛି । ସମସ୍ତ ଆବାଳ ବୃଦ୍ଧ ବନିତା ୨୦୧୯ ମସିହାକୁ ବିଦାୟ ସ୍ୱରୂପ ଆଶା ଓ ଉଦ୍ଦୀପନାର ସହ ନୂତନ ବର୍ଷକୁ ଚାତକ ଭଳି ଚାହିଁ ରହିଛନ୍ତି । ରାଜ୍ୟ ଭିତରେ ଏଭଳି କିଛି ପର୍ଯ୍ୟଟନସ୍ଥଳୀ ରହିଛି ଯାହାର…