Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବର ୪ର୍ଥ ସନ୍ଧ୍ୟା: ଅଭିନୟ ଓ ନୃତ୍ୟର ଚିତ୍ତାକର୍ଷକ ପ୍ରଦର୍ଶନ

ଭୁବନେଶ୍ୱର: ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଆୟୋଜିତ ଆନ୍ତର୍ଜାତୀକ ଓଡ଼ିଶୀ ନୃତ୍ୟ ଉତ୍ସବର ରବିବାର ଥିଲା ଚତୁର୍ଥ ଦିବସ । ପୂର୍ବାହ୍ନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ମାଲେଶିୟାରୁ ଆସିଥିବା ଗୀତା ଶଙ୍କରନ ଓ…

ନିଆରା ପରମ୍ପରା: ୭୧୭ ବର୍ଷରେ ଥରେ ପାଳନ ହୁଏ କେରଳର ଏହି ମହୋତ୍ସବ !

ଥିରୁଅନନ୍ତପୁରମ: କେରଳର କସରଗଡ଼ ଜିଲ୍ଲା ଅନ୍ତର୍ଗତ କହ୍ନିରାଦୁକମ୍ ଗାଁରେ ପାଳନ ହେଉଛି ନିଆରା ମହୋତ୍ସବ । ୭୧୭ ବର୍ଷ ପରେ ପାରମ୍ପରିକ ପେରୁନକାଲିୟାଟମ୍ ମହୋତ୍ସବ ପାଳିତ ହେଉଛି। ପରମ୍ପରା ଅନୁସାରେ ୭୧୭ ବର୍ଷରେ ଥରେ କହ୍ନିରାଦୁକମ୍ ଗ୍ରାମବାସୀ କଲିଓଟ୍ ଦେବୀ ମନ୍ଦିରରେ ମାସେ ଧରି ଏହି…

ଟ୍ଵିନ ସିଟିରେ କିପରି ହୁଏ ଜିରୋ ନାଇଟ ସେଲିବ୍ରେସନ, ଜାଣନ୍ତୁ

ଭୁବନେଶ୍ୱର: ଆସୁଛି ନୂଆବର୍ଷ । ପୁରୁଣା ବର୍ଷକୁ ବିଦାୟ ସହ ନୂଆ ବର୍ଷକୁ ସ୍ବାଗତ ପାଇଁ ସବୁଠି ଉତ୍ସାହର ମାହୋଲ । ନୂଆ ସମ୍ଭାବନା, ନୂଆ ଉଦ୍ଦୀପନା ନେଇ ଆସିବ ନୂଆ ବର୍ଷ । ପୁଣୁଣା ବର୍ଷକୁ ବିଦାୟ ସହ ନୂଆ ବର୍ଷକୁ ସ୍ବାଗତ ପାଇଁ ସବୁଠି ଜୋରଦାର ପ୍ରସ୍ତୁତି । ନୂଆବର୍ଷର ପୂର୍ବରାତିରେ…

ଜାଣନ୍ତୁ, କିପରି କରିବେ ନିଜ ନୂଆବର୍ଷକୁ ଅବିସ୍ମରଣୀୟ ..

ଭୁବନେଶ୍ୱର: ରାତି ପାହିଲେ ନୂଆବର୍ଷ । ନୂଆବର୍ଷର ପ୍ରଥମ ଦିନକୁ ମନଭରି ଉପଭୋଗ ସହ ସ୍ୱତନ୍ତ୍ର କରିବା ପାଇଁ ସମସ୍ତେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ନୂଆବର୍ଷ ପାଇଁ ଯୁବପୀଢ଼ିଙ୍କ ମଧ୍ୟରେ ପ୍ରଭାବ ଟିକିଏ ଅଧିକ ଦେଖିବାକୁ ମିଳିଥାଏ । ତେବେ ନୂଆବର୍ଷ ପାଇଁ ସହର ମାନଙ୍କରେ ପ୍ରସ୍ତୁତି…

ରହସ୍ୟମୟ ଗାଁ’ ମାନା; ବ୍ୟାସଦେବ ଯେଉଁଠି ରଚନା କରିଥିଲେ ଚତୁର୍ବେଦ !

ଭୁବନେଶ୍ୱର: ଭାରତର ଶେଷ ଗାଁର ନାମ ହେଉଛି ମାନା । ଏହା ଏକ ରହସ୍ୟମୟ ଗାଁ । ଲୋକକଥା ଅନୁସାରେ ଏହିଠାରେ ବେଦବ୍ୟାସ ଚାରି ବେଦର ରଚନା କରିଥିଲେ । ଉତରାଖଣ୍ଡର ଚମୋଲିଠାରୁ ଏହାର ୩୧୧୫ ମିଟର ଉଚ୍ଚତାରେ ଏହି ଗାଁ ଅବସ୍ଥିତ । ଶ୍ରୀଗଣେଶ ମହାକାବ୍ୟ ମହାଭାରତ ଏଠାରେ ରଚନା କରିଥିଲେ । ମାନାରେ…

ଗାୟକ ସୁରେନ୍ଦ୍ରନାଥ ଛୋଟରାୟ; ପାଲା ଗାୟନର ପ୍ରଚଣ୍ଡ ପ୍ରତିଭାଧର

ଭୁବନେଶ୍ୱର: ପାଲା ଜଗତରେ ଏକ ପରିଚିତ ନାଁ ସୁରେନ୍ଦ୍ରନାଥ ଛୋଟରାୟ । ଜଣେ ବେଦବିତ୍ ପଣ୍ଡିତ ଗାୟକ ସହ ସୁସଂଗଠକ ଭାବରେ ସାରା ରାଜ୍ୟରେ ପରିଚିତ । କଟକ ଜିଲ୍ଲା ଫୁଲନଖରା ନିକଟବର୍ତ୍ତୀ ଗୁଆଳି ଗ୍ରାମରେ ୧୯୪୬ ମସିହା ଅକ୍ଟୋବର ୨୨ ତାରିଖରେ ସୁରେନ୍ଦ୍ରନାଥ ଜନ୍ମଗ୍ରହଣ କରିଥିଲେ । ବାପା…

ସରସ୍ୱତୀ କଳା ପରିଷଦର ବାର୍ଷିକ ଉତ୍ସବରେ ୪ଜଣ ସାମ୍ବାଦିକ ସମ୍ବର୍ଦ୍ଧିତ

ଭୁବନେଶ୍ୱର: ଆରମ୍ଭ ହୋଇଛି ସରସ୍ୱତୀ କଳା ପରିଷଦର ବାର୍ଷିକ ଉତ୍ସବ । ଏହି ଉତ୍ସବର ଉଦଘାଟନୀ ଉତ୍ସବରେ ୪ ଜଣ କର୍ତ୍ତବ୍ୟରତ ସାମ୍ବାଦିକଙ୍କ ସମେତ ସମୁଦାୟ ୭ ଜଣ ପ୍ରତିଭାଙ୍କୁ ଅନୁଷ୍ଠାନ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଛି । କନ୍ଦରପୁରସ୍ଥିତ ସରସ୍ୱତୀ କଳା ପରିଷଦ ର ୧୬ତମ ପ୍ରତିଷ୍ଠା ଉତ୍ସବ…

ଆନ୍ତର୍ଜାତୀୟ ଓଡ଼ିଶୀ ଉତ୍ସବର ତୃତୀୟ ସଂନ୍ଧ୍ୟା: ଦର୍ଶକଙ୍କୁ ଆକର୍ଷିତ କଲା ନୃତ୍ୟାଙ୍ଗନାଙ୍କ ଚମତ୍କାର ନୃତ୍ୟ…

ଭୁବନେଶ୍ୱର: ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଆୟୋଜିତ ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବର ଆଜି ଥିଲା ତୃତୀୟ ଦିବସ । ପ୍ରତିଦିନ ପରି ପୂର୍ବାହ୍ନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଦଳଗତ ନୃତ୍ୟ ଯାହାକୁ ପରିବେଶଣ…

ରତ୍ନସିଂହାସନରେ ଶ୍ରୀଜଗନ୍ନାଥ: ଜାଣନ୍ତୁ, କାହିଁକି ଦର୍ଶନ କଲେ ଧୋଇଯାଏ ସବୁ ପାପ !

ପୁରୀ: ଶ୍ରୀକ୍ଷେତ୍ର ଶ୍ରୀମନ୍ଦିରରେ ରତ୍ନ ସିଂହାସନରେ ଚତୁର୍ଦ୍ଧାମୂର୍ତିଙ୍କୁ ଦର୍ଶନ କଲେ ସବୁ ଜନ୍ମର ପାପ ଧୋଇ ହୋଇଯାଏ । ସେଥିପାଇଁ ପୁରୀକୁ ଭକ୍ତ ଓ ଶ୍ରଦ୍ଧାଳୁ ମାଡି ଆସିଥାନ୍ତି । ଆସନ୍ତୁ ଜାଣିବା ଆଶ୍ଚର୍ଯ୍ୟଜନକ ରତ୍ନ ସିଂହାସନ ସମ୍ପର୍କରେ କିଛି ରୋଚକ ତଥ୍ୟ । ଶ୍ରୀମନ୍ଦିର…

ନୂଆବର୍ଷରେ ବୁଲନ୍ତୁ ଓଡ଼ିଶାର ଏହିସବୁ ଦର୍ଶନୀୟ ସ୍ଥାନ…

ଭୁବନେଶ୍ୱର : ଆଉ କିଛି ଦିନର ଅପେକ୍ଷା ପରେ ନୂତନ ବର୍ଷ ଭାବେ ୨୦୨୦ ମସିହାର ଆଗମନ ହେବାକୁ ଯାଉଛି । ସମସ୍ତ ଆବାଳ ବୃଦ୍ଧ ବନିତା ୨୦୧୯ ମସିହାକୁ ବିଦାୟ ସ୍ୱରୂପ ଆଶା ଓ ଉଦ୍ଦୀପନାର ସହ ନୂତନ ବର୍ଷକୁ ଚାତକ ଭଳି ଚାହିଁ ରହିଛନ୍ତି । ରାଜ୍ୟ ଭିତରେ ଏଭଳି କିଛି ପର୍ଯ୍ୟଟନସ୍ଥଳୀ ରହିଛି ଯାହାର…