Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ବରିଷ୍ଠ ସାମ୍ବାଦିକ ପ୍ରଭାତ ଦାଶଙ୍କ ବିୟୋଗ; ମୟୂରଭଞ୍ଜରେ ଶୋକସଭା

ବାରିପଦା: ବରିଷ୍ଠ ସାମ୍ବାଦିକ ପ୍ରଭାତ ଦାଶଙ୍କ ଗତ ଗୁରୁବାର ସଂଧ୍ୟାରେ ହୃଦଘାତ ଜନିତ ଅକାଳ ବିୟୋଗ ଘଟିଛି । ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ବାରିପଦା ପୌର ପରିଷଦ ଅତିଥି ଭବନ ଠାରେ ଶୁକ୍ରବାର ମୟୂରଭଞ୍ଜ ଜିଲ୍ଲାର ସାମ୍ବାଦିକଙ୍କ ତରଫରୁ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି…

ଜାଣନ୍ତୁ, ମଣିଷ ଶରୀର ସମ୍ପର୍କରେ ୧୦ ଟି ଅଜଣା କଥା…

ଭୁବନେଶ୍ୱର: ଭଗବାନଙ୍କ ସୃଷ୍ଟିର ସବୁଠୁଁ ଶ୍ରେଷ୍ଠ ପ୍ରାଣୀ ହେଉଛି ମନୁଷ୍ୟ । ତେବେ ଉପରକୁ ଚିକ୍କଣ ଦେଖା ଯାଉଥିବା ମଣିଷ ଶରୀର ମଧ୍ୟରେ ପ୍ରତିଦିନ କେତେ କଣ ଘଟୁଛି ତାହା କଳ୍ପନା କରିବା ଏକପ୍ରକାର ଅସମ୍ଭବ । ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ମଣିଷ ଶରୀର ସମ୍ପର୍କରେ କିଛି ଅଜଣା ରୋଚକ…

ତୋଷାଳି ମେଳା: କୋରାପୁଟ ଜନଜାତିଙ୍କ ସଂଗୀତ ଓ ନୃତ୍ୟ ସାଜିଲା ଆକର୍ଷଣ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଚଳିତ ବର୍ଷ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ୨୦୧୯ ସ୍ଥାନୀୟ ଜନତା ମଇଦାନଠାରେ ଡିସେମ୍ବର ୧୫ ତାରିଖଠାରୁ ଆରମ୍ଭ ହୋଇଛି । ସାରା ଦେଶରହସ୍ତଶିଳ୍ପ କାରିଗର, ବୁଣାକାର ଓ ସ୍ଥପତିକାରମାନେ ଏହି ମେଳାରେ ଅଂଶଗ୍ରହଣ…

ନୂଆବର୍ଷରେ ବୁଲିଯାଆନ୍ତୁ ଓଡ଼ିଶାର ଏହିସବୁ ଦର୍ଶନୀୟ ସ୍ଥାନ

ଭୁବନେଶ୍ୱର: ଆଉ କିଛି ଦିନର ଅପେକ୍ଷା ପରେ ନୂତନ ବର୍ଷ ଭାବେ ୨୦୨୦ ମସିହାର ଆଗମନ ହେବାକୁ ଯାଉଛି । ସମସ୍ତ ଆବାଳ ବୃଦ୍ଧ ବନିତା ୨୦୧୯ ମସିହାକୁ ବିଦାୟ ସ୍ୱରୂପ ଆଶା ଓ ଉଦ୍ଦୀପନାର ସହ ନୂତନ ବର୍ଷକୁ ଚାତକ ଭଳି ଚାହିଁ ରହିଛନ୍ତି । ରାଜ୍ୟ ଭିତରେ ଏଭଳି କିଛି ପର୍ଯ୍ୟଟନସ୍ଥଳୀ ରହିଛି ଯାହାର…

ବର୍ଣ୍ଣାଢ୍ୟ ପରିବେଶରେ ଉଦଘାଟିତ ହେଲା ‘ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବ’

ଭୁବନେଶ୍ୱର: ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବ ଓଡ଼ିଶା ପାଇଁ ନିଶ୍ଚିତ ଭାବେ ଏକ ଅନନ୍ୟ ଘଟଣା । ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ସହାୟତାରେ ଗୁରୁ କେଳୁ ଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଆୟୋଜିତ ଆନ୍ତର୍ଜାତିକ ଓଡ଼ିଶୀ ଉଦ୍‍ଘାଟନୀ ଉତ୍ସବ ରବିନ୍ଦ୍ର ମଣ୍ଡପଠାରେ ଏକ…

୨୦୧୯ ବର୍ଷର ଶେଷ ସୂର୍ଯ୍ୟପରାଗ: କେତେ ଶୁଭ କେତେ ଅଶୁଭ

ଭୁବନେଶ୍ୱର: ପୁରାଣ କଥା ଅନୁସାରେ ରାହୁ, କେତୁ ଯେଉଁ ଛାୟା ଗ୍ରହ ଅଛନ୍ତି ସେମାନେ ସୂର୍ଯ୍ୟ ବା ଚନ୍ଦ୍ରଙ୍କୁ ଗ୍ରାସ କରିଲେ ତାହା ଗ୍ରହଣ ବା ପରାଗ ହୋଇଥାଏ । ଚଳିତ ବର୍ଷର ଶେଷ ସୂର୍ଯ୍ୟ ପରାଗ ଡିସେମ୍ବର ୨୬ ତାରିଖରେ ପଡୁଛି । ଏହିଦିନ ମଧ୍ୟ ଗୁରୁବାର, ପୌଷ ଅମାବାସ୍ୟା । ଏହି ଦିନରେ…

ସାବଧାନ ! ସୂର୍ଯ୍ୟପରାଗ ସମୟରେ କ’ଣ କରିବା ଅନୁଚିତ୍ ଜାଣନ୍ତୁ…

ଭୁବନେଶ୍ୱର: ଗୁରୁବାର ୨୬ ତାରିଖ  ପୌଷକୃଷ୍ଣ ଅମାବାସ୍ୟାରେ କେତୁଗ୍ରସ୍ତ ଖଣ୍ଡଗ୍ରାସ ସୂର୍ଯ୍ୟପରାଗ ସମ୍ପୂର୍ଣ ଭାରତରେ ଦୃଶ୍ୟମାନ ହେବ ଏହି ପରାଗ କାଳର ଅବଧି (ଘ୦୩/୦୯ମି)ତିନିଘଣ୍ଟା ନଅ ମିନଟ ରହିବ ,ପରାଗସ୍ପର୍ଶ ଦିବା ଘ୦୮.୨୦ ମିନଟ ରେ ହେବ ପରାଗ ମଧ୍ୟକାଳ ଦିବା ଘ ୦୯/୫୪ ମିନଟ ଏବଂ ପରାଗ…

ଡିସେମ୍ବର ୨୫ରେ ପାଳିତ ହୁଏ ବଡ଼ଦିନ; କେବେଠୁଁ ଓ କାହିଁକି ପାଳିତ ହୁଏ ଜାଣନ୍ତୁ…

ଭୁବନେଶ୍ୱର: ପୃଥିବୀ ସାରା ଡିସେମ୍ବର ୨୫ ତାରିଖରେ ଖ୍ରୀଷ୍ଟମାସ ବା ବଡଦିନ ପାଳନ ହେଉଛି । ଖ୍ରୀଷ୍ଟ ଧର୍ମରେ ସବୁଠାରୁ ପବିତ୍ର ଦିନ ମନେକରାଯାଇଥାଏ ଏହି ଦିନକୁ । ସାଧାରଣତଃ ୨୪ ତାରିଖ ରାତିରୁ ଆରମ୍ଭ ହୋଇଯାଇଥାଏ ଉତ୍ସବର ମାହୋଲ । ବିଭିନ୍ନ ସ୍ଥାନରେ ଖ୍ରୀଷ୍ଟ ଧର୍ମାବଲମ୍ବୀ କ୍ରିସମାସ୍…

ହ୍ଵାଟସଆପରେ କିପରି ପଠାଇବେ କ୍ରିସମାସ ଷ୍ଟିକର, ଜାଣନ୍ତୁ

ଭୁବନେଶ୍ୱର: କ୍ରିସମାସ ଅବସରରେ ହ୍ଵାଟ୍ସଆପରେ ବନ୍ଧୁମାନେ ନାନା ରକମର କ୍ରିସମାସ ଷ୍ଟିକର ପଠାଉଥିବା ଦେଖିଥିବେ । ତେବେ ଆପଣ ମଧ୍ୟ ଏହିଭଳି ଷ୍ଟିକର କିପରି ନିଜ ପ୍ରିୟଜନଙ୍କ ନିକଟକୁ ପଠାଇବେ ଜାଣନ୍ତୁ.. ୧. ପ୍ରଥମେ ନିଜ ଫୋନର ଗୁଗୁଲ ପ୍ଲେ ଷ୍ଟୋରକୁ ଖୋଲନ୍ତୁ । ସେଠାରେ ସର୍ଚ୍ଚ କରନ୍ତୁ…

କ୍ରିସମାସରେ ସାଥୀଙ୍କ ସହ ଏହିସବୁ ଫିଲ୍ମ ଦେଖିବାର ମଜା ନିଅନ୍ତୁ !

ଭୁବନେଶ୍ୱର: କ୍ରିସମାସ ହେଉଛି ପ୍ରେମ, ସ୍ନେହ, ଭୋଜିଭାତ ତଥା ମିଳାମିଶାର ଏକ ନିଆରା ପର୍ବ । ଏହି ବଡଦିନ ଅବସରରେ ସୁଆଦିଆ କେକ୍, ମୃଦୁ ପାନୀୟ, ପାର୍ଟିରେ ହାଲକା ମ୍ୟୁଜିକ ସହ ମନଛୁଆଁ ଫିଲ୍ମର ମଜା ଏକାଠି ଉଠାଇପାରିବେ ପ୍ରେମୀ ଯୁଗଳ । ଯଦି ଆପଣ ପୂର୍ବରୁ ଏହି ସିନେମା ଗୁଡିକ…