Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ପ୍ରଖ୍ୟାତ ଗାୟକ ହରେକୃଷ୍ଣ ନାଥ; ପିଲାଟି ବେଳୁ ପାଲା ଗାୟନରେ ଥିଲେ ସିଦ୍ଧହସ୍ତ !

ଭୁବନେଶ୍ୱର: ପାଲା ଜଗତର ସୁଯୋଗ୍ୟ ସନ୍ତାନମାନଙ୍କର କଥା ଯେତେବେଳେ ଆସେ ପ୍ରଥମେ ହରେକୃଷ୍ଣ ନାଥ ବା ହରି ନାଥଙ୍କ ନାଁ ଆସିଥାଏ । ସାରା ରାଜ୍ୟରେ ସେ ଏହି ହରି ନାଥ ନାମରେ ହିଁ ପରିଚିତ । ପାଲା ଜଗତର ଏହି ଅମ୍ଳାନ ପ୍ରତିଭା ୧୯୦୯ ମସିହାରେ କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ଅନ୍ତର୍ଗତ…

ଶ୍ରୀକ୍ଷେତ୍ରର ରକ୍ଷକ ଶ୍ରୀକ୍ଷେତ୍ରପାଳ ମହାଦେବ…

ପୁରୀ: ମୁକ୍ତିମଣ୍ଡପର ପଛଭାଗରେ ଦକ୍ଷିଣାଭିମୁଖୀ ମହାଦେବ ମନ୍ଦିର କ୍ଷେତ୍ରପାଳ ମହାଦେବଙ୍କ ଆସ୍ଥାନ । ସେ ଅନନ୍ତ ବାସୁଦେବଙ୍କ ନିକଟରେ ପୂଜା ପାଉଛନ୍ତି । ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିରର ରକ୍ଷକ ଭାବେ କ୍ଷେତ୍ରପାଳ ମହାଦେବ ସମସ୍ତଙ୍କ ନମସ୍ୟ । ଜଗନ୍ନାଥ ମନ୍ଦିରକୁ ପ୍ରାୟ ସମସ୍ତ ଦେବ,…

ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନର ପ୍ରମୁଖ ବିନ୍ଧାଣୀ ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ୧୫୨ତମ ଜୟନ୍ତୀ ପାଳିତ

ଭୁବନେଶ୍ୱର: ଓଡିଆ ଜାତୀୟତାର,ଓଡିଆ ସ୍ୱାଭିମାନର ଏବଂ ଓଡିଆ ଭାଷା ଆନ୍ଦୋଳନର ଉତୁଙ୍ଗ ବ୍ୟକ୍ତିତ୍ୱ ଥିଲେ ବାଙ୍କୀର ବୈଦେଶ୍ୱର ନିକଟସ୍ଥ ବ୍ରଜବିହାରପୁରରେ ଜନ୍ମଗ୍ରହଣ କରିଥିବା ପଣ୍ଡିତ ନୀଳମଣି ବିଦ୍ୟାରତ୍ନ । ସମ୍ବଲପୁର ହିତୈଷିଣୀ ପତ୍ରିକାରେ ତତ୍କାଳୀନ ସାମାଜିକ, ଅର୍ଥନୈତିକ ଏବଂ ରାଜନୈତିକ…

ପୁରୀ ଶ୍ରୀମନ୍ଦିରର ନାଟୁଆ ଗଣେଶ; ଦୈନିକ ରାତିରେ ମହାପ୍ରଭୁଙ୍କୁ ଦିଅନ୍ତି ଭକ୍ତଙ୍କ ହିସାବ !

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିରରେ ନୃତ୍ୟ ଗଣେଶ, ନାଟ ଗଣେଶ ବା ନାଟୁଆ ଗଣେଶଙ୍କ ଗୁରୁତ୍ୱ ରହିଛି । ଜଗନ୍ନାଥ ଭକ୍ତମାନେ ଏହି ଗଣେଶଙ୍କୁ ନିଷ୍ଠାର ସହ ପୂଜା କରୁଛନ୍ତି । ବିମଳା ମନ୍ଦିରର ସମ୍ମୁଖ ଭାଗରେ ଦକ୍ଷିଣଭିମୂଖୀ ୩୫ ଫୁଟ ଉଚ୍ଚତା ବିଶିଷ୍ଟ ମନ୍ଦିର ମଧ୍ୟରେ ଏହି ଠାକୁର ପୂଜା ପାଉଛନ୍ତି ।…

ଶନିଦେବଙ୍କ କୃପା ପ୍ରାପ୍ତି ଲାଗି ଆପଣାନ୍ତୁ ଏହିସବୁ ଉପାୟ !

ଭୁବନେଶ୍ୱର: ପ୍ରତିବ୍ୟକ୍ତିଙ୍କ ଜୀବନରେ ଗ୍ରହଚଳନ ଉପରେ କେତେକାଂଶରେ ବିଶ୍ୱାସ ରହିଥାଏ । ସମସ୍ତ ଗ୍ରହମାନଙ୍କର ନିଜର ଏକ ଦୃଷ୍ଟିଶକ୍ତି ରହିଛି । ଯାହାର ମଣିଷ ଜୀବନରେ ଶୁଭ ଓ ଅଶୁଭ ଦୃଷ୍ଟି ପକାଉଥିବା ନେଇ ଜ୍ୟୋତିଷ ଶାସ୍ତ୍ରରେ ବର୍ଣ୍ଣିତ ରହିଛି । ସେଥିମଧ୍ୟରେ ଶନିଦେବ, ମଙ୍ଗଳ ଓ…

ସାବଧାନ ମୋବାଇଲ ୟୁଜର; ଆପଣଙ୍କ ଫୋନରୁ ଗୁପ୍ତତଥ୍ୟ ଚୋରୀ ହେଉଥାଇ ପାରେ !

ଭୁବନେଶ୍ୱର: ଆଜିର ଡିଜିଟାଲ ଯୁଗରେ ସମସ୍ତେ ପ୍ରାୟ ମୋବାଇଲ ଉପରେ ନିର୍ଭରଶୀଳ । ଖାଲି କଥା ହେବାରେ ସୀମିତ ନଥିବା ମୋବାଇଲରେ ମନି ଟ୍ରାଞ୍ଜାକ୍ସନ୍, ସୋସିଆଲ ମିଡିଆ, ଇ-ମେଲ, ବ୍ୟାଙ୍କ ତଥ୍ୟ ଆଦି ସବୁ କାମ ଏକ କ୍ଲିକରେ । ତେବେ କଣ ଆପଣ ଜାଣନ୍ତି ଫୋନରୁ ଗୁପ୍ତତଥ୍ୟ ଚୋରାଇବାକୁ ଏବେ…

ଶ୍ରୀମନ୍ଦିର ସିଂହଦ୍ୱାରରେ କେଉଁ ବିଶେଷ କାରଣରୁ ଅଛନ୍ତି ପତିତପାବନ; ଜାଣନ୍ତୁ…

ପୁରୀ: ପତିତମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରଭୁ ପତିତପାବନ ନାମରେ ନାମିତ । ଶ୍ରୀକ୍ଷେତ୍ର ପାବନ ପୀଠରେ ଦାରୁବ୍ରହ୍ମଙ୍କୁ ଦର୍ଶନ କରି ଭକ୍ତ ଯେତିକି ପୁଣ୍ୟ ଅର୍ଜନ କରିଥାଏ ଶ୍ରୀମନ୍ଦିର ପ୍ରବେଶ ଦ୍ୱାର ଗୁମୁଟରେ ପ୍ରତିଷ୍ଠିତ ପତିତପାବନଙ୍କୁ ଦର୍ଶନ କରି ଅକ୍ଷୟ ପୂଣ୍ୟର ଅଧିକାରୀ ହୁଏ ।…

ମାଆ ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ନିମନ୍ତେ ପତ୍ନୀଙ୍କୁ ଭେଟି ଦିଅନ୍ତୁ ଏହିସବୁ ଉପହାର !

ଭୁବନେଶ୍ୱର: କଥାରେ ଅଛି ଆଚାରେ ଲକ୍ଷ୍ମୀ, ବିଚାରେ ପଣ୍ଡିତ । ଯେଉଁ ଘରେ ଚାର ବିଚାର ଠିକଥାଏ, ମାଆ ଲକ୍ଷ୍ମୀ ସେହି ଘରେ ବାସ କରନ୍ତି ବୋଲି କୁହାଯାଏ । ଆହୁରି ମଧ୍ୟ ହିନ୍ଦୁ ଶାସ୍ତ୍ର ଅନୁଯାୟୀ ଘରର ମହିଳାଙ୍କୁ ମାଆ ଲକ୍ଷ୍ମୀଙ୍କର ସ୍ୱରୂପ ଭାବେ ବିବେଚନା କରାଯାଏ। ଯେଉଁ ଘରେ ଗୃହର…

ଘରର ପ୍ରବେଶ ଦ୍ୱାରରେ କାହିଁକି ଅଙ୍କା ଯାଏ ‘ସ୍ୱସ୍ତିକ ଚିହ୍ନ’, ଜାଣନ୍ତୁ

ଭୁବନେଶ୍ୱର: ଅନେକ ଲୋକଙ୍କ ଘରର ପ୍ରବେଶ ଦ୍ୱାରରେ ସ୍ୱସ୍ତିକ ଚିହ୍ନ ଅଙ୍କା ଥିବାର ଆପଣ ଦେଖିଥିବେ । ତେବେ ଏହି ସ୍ୱସ୍ତିକ ଚିହ୍ନର ମାହାତ୍ମ୍ୟ କଣ ଆପଣ ଜାଣିଛନ୍ତି ? ଆସନ୍ତୁ ଏହି ପବିତ୍ର ତଥା ଶୁଭ ଚିହ୍ନ ଅଂକନ ବିଷୟରେ ଜାଣିବା... ‘ସ୍ବସ୍ତିକ’ ଅର୍ଥାତ୍‌ 'ସୁ+ଅସ୍ତିତ୍ବ'। ଏହାର…

ଏମିତି ଏକ ମନ୍ଦିର, ଯେଉଁଠି ବିନା ଶୁଣ୍ଢରେ ପୂଜା ପାଆନ୍ତି ଗଣେଶ !

ଭୁବନେଶ୍ୱର: ଆରମ୍ଭ ହୋଇଗଲାଣି ପର୍ଯ୍ୟଟନ ଋତୁ । ଭ୍ରମଣ ପ୍ରିୟ ଲୋକେ ଭିନ୍ନ ଭିନ୍ନ ପର୍ଯ୍ୟଟନସ୍ଥଳୀକୁ ବୁଲିବାକୁ ଯିବା ସହ ବହୁ ଲୋକେ ଧାର୍ମିକ ସ୍ଥାନକୁ ଯିବାକୁ ପସନ୍ଦ କରିଥାଆନ୍ତି। ତେବେ ଆପଣ ଯଦି ଧାର୍ମିକ ସ୍ଥାନ ଭ୍ରମଣ କରିବାକୁ ଚାହୁଁଛନ୍ତି । ତେବେ ଯାଆନ୍ତୁ ରାଜସ୍ଥାନର ରାଜଧାନୀ…