Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳନ ଲାଗି ପୁରୀ ଓ ଭୁବନେଶ୍ୱର ଉତ୍ସବମୁଖର

ଭୁବନେଶ୍ୱର: ଭଗବାନ ଶ୍ରୀକୃଷ୍ଣଙ୍କର ଜନ୍ମଦିବସକୁ ସ୍ମରଣ କରି ହିନ୍ଦୁ ଧର୍ମାବଲମ୍ବୀମାନେ ‘ଜନ୍ମାଷ୍ଟମୀ’ ପାଳନ କରିଥାନ୍ତି । ହିନ୍ଦୁ ପଞ୍ଜିକାନୁସାରେ, ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ଆଜିର ଏହି ଅଷ୍ଟମୀ ତିଥିରେ ପାଳିତ ହୋଇଥାଏ । ଏହି ଦିନଟି କୃଷ୍ଣପକ୍ଷ ରୋହିଣୀ ନକ୍ଷତ୍ରର ଅଷ୍ଟମୀ…

ପୁରୀ: ସମୁଦ୍ରରେ ବୁଡ଼ି ୨ କଲେଜ ଛାତ୍ରଙ୍କ ଶୋଚନୀୟ ମୃତ୍ୟୁ

ପୁରୀ: ପୁରୀ ସମୁଦ୍ରରେ ଗାଧୋଉଥିବା ଅବସ୍ଥାରେ ବୁଡ଼ିଯାଇ ୨ଜଣ କଲେଜ ଛାତ୍ରଙ୍କ ମୃତ୍ୟୁ ଘଟିଛି । ଚିହ୍ନଟ ହୋଇଥିବା ୨ଜଣ ମୃତକ କଲେଜ ଛାତ୍ର ହେଲେ ଜାମସେଦପୁରର ରଜତ ପାଣ୍ଡେ (୨୨) ଏବଂ ଦିଲ୍ଲୀ ବାସିନ୍ଦା ମହମ୍ମଦ ଇବାଦ । ଏହି ଦୁଇଜଣ ଛାତ୍ର କଟକ ସିଡ଼ିଏରେ ଥିବା ପିଲୁ ମୋଦି କଲେଜର…

ପ୍ରଚୁର ସୁଖ ଓ ଶାନ୍ତି ଲାଭର ଉପାୟ – କ୍ଷମା ସାଧନା

ପ୍ରଚୁର ସୁଖ ଓ ଶାନ୍ତି ଲାଭର ଉପାୟ - କ୍ଷମା ସାଧନା କ୍ଷମା ସର୍ବଶ୍ରେଷ୍ଠ ମାନବୀୟ ଗୁଣ । ବର୍ତ୍ତମାନ ସମୟରେ କ୍ଷମା କରୁଥିବା ଲୋକଙ୍କୁ ହିଁ ସ୍ମାର୍ଟ ପରସନାଲିଟି ବା ଜଣେ ଦାୟିତ୍ୱସମ୍ପନ୍ନ ବ୍ୟକ୍ତି ଭାବେ ପରିଗଣିତ କରାଯାଇଥାଏ । କ୍ଷମା ଦେବା ଏବଂ କ୍ଷମା ମାଗିବା ଦ୍ୱାରା ବ୍ୟକ୍ତି…

ମୋଦି ଓଡ଼ିଶା ଆସୁଛନ୍ତି, ୨୨ରେ ଉଦଘାଟନ କରିବେ ଝାରସୁଗୁଡ଼ା ବିମାନ ବନ୍ଦର

ଝାରସୁଗୁଡ଼ା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସୁଛନ୍ତି । ସେପ୍ଟେମ୍ବର ୨୨ ତାରିଖରେ ମୋଦି ତାଙ୍କର ଏହି ଦିନିକିଆ ଓଡ଼ିଶା ଗସ୍ତରେ ଝାରସଗୁଡ଼ା ଯାଇ ନୂଆ ବିମାନ ବନ୍ଦର ଉଦଘାଟନ କରିବେ । ମୋଦିଙ୍କ ଏହି ଓଡ଼ିଶା ଗସ୍ତର ନିଶ୍ଚିତତା ନେଇ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି,…

ଭୁବନେଶ୍ୱରରୁ ଅହମ୍ମଦାବାଦକୁ ସିଧାସଳଖ ବିମାନ ଚଳାଚଳ ସେପ୍ଟେମ୍ବର ୧ରୁ ଆରମ୍ଭ

ଭୁବନେଶ୍ୱର : ରାଜ୍ୟବାସୀଙ୍କ ଲାଗି ଖୁସିର ଖବର । ଭୁବନେଶ୍ୱରରୁ ଅହମ୍ମଦାବାଦ ମଧ୍ୟରେ ସିଧାସଳଖ ବିମାନ ସେବା ଆସନ୍ତାକାଲି ଅର୍ଥାତ୍ ସେପ୍ଟେମ୍ବର ୧ରୁ ଆରମ୍ଭ ହେଉଛି । ଏହି ବିମାନ ଚଳାଚଳ ନେଇ ଇଣ୍ଡିଗୋ କମ୍ପାନୀ ପକ୍ଷରୁ ବିମାନର ଉଡ଼ାଣ ସମ୍ପର୍କରେ ସମୟ ନିର୍ଘଣ୍ଟ ସୂଚୀ ବିଜୁ ପଟ୍ଟନାୟକ…

ସିଙ୍ଗାପୁରରେ ପ୍ରବାସୀ ଓଡିଆଙ୍କ ଦ୍ୱାରା ରାକ୍ଷୀ ପୂର୍ଣ୍ଣିମା ପାଳିତ

ସିଙ୍ଗାପୁର : ଆଜି ହେଉଛି ପବିତ୍ର ରକ୍ଷା ବନ୍ଧନ । ସିଙ୍ଗାପୁରରେ ରହୁଥିବା ପ୍ରବାସୀ ଓଡିଆ ମାନେ ଆନନ୍ଦ ଉଲ୍ଲାସରେ ରକ୍ଷା ବନ୍ଧନ ଉତ୍ସବ ପାଳନ କରିଛନ୍ତି । ଏଠାରେ ରହୁଥିବା ‘ପ୍ରବାସୀ ଓଡିଆ’ ଏବଂ ‘ସିଙ୍ଗାପୁର ହିନ୍ଦୁ ସେଣ୍ଟର’ର ମିଳିତ ଉଦ୍ୟମରେ ‘ରକ୍ଷା ବନ୍ଧନ ୨୦୧୮’ ପାଳିତ ହୋଇଛି ।…

ଶ୍ରୀମନ୍ଦିରରେ ଗହ୍ମା ପୂର୍ଣ୍ଣିମା: ଭାଇ ଜଗା-ବଳିଆ ପିନ୍ଧିଲେ ସୁନାଭଉଣୀ ସୁଭଦ୍ରାଙ୍କ ରାକ୍ଷୀ

ପୁରୀ: ଭାରତୀୟ ପରମ୍ପରାରେ ଆଜିର ଦିନଟିକୁ ରକ୍ଷାବନ୍ଧନ ବା ରାକ୍ଷୀ ପୂର୍ଣ୍ଣିମା ଭାବେ ପାଳିତ ହୋଇଥାଏ । ଆଜି ଓଡ଼ିଶାର ପୁରପଲ୍ଲୀରେ ଏହି ପବିତ୍ର ଦିନରେ ଓଡ଼ିଆ ଝିଅମାନେ ସେମାନଙ୍କ ଭାଇ ହାତରେ ରାକ୍ଷୀ ବାନ୍ଧିଥାଆନ୍ତି । ଶ୍ରୀକ୍ଷେତ୍ର ଶ୍ରୀମନ୍ଦିରରେ ମଧ୍ୟ ଆଜି ଏହି ରାକ୍ଷୀ ପୂର୍ଣ୍ଣିମା…

ରାକ୍ଷୀ ସହିତ ଭାଇ-ଭଉଣୀଙ୍କ ପବିତ୍ର ସମ୍ପର୍କକୁ ନେଇ ସଙ୍ଗୀତ ଓ ସିନେମା

ଭାରତୀୟ ହିନ୍ଦୁ ସଂସ୍କୃତିରେ ରାକ୍ଷୀ ବା ରକ୍ଷାବନ୍ଧନ ଉତ୍ସବକୁ ଏକ ପାରମ୍ପରିକ ପର୍ବ ଭାବେ ପାଳନ କରାଯାଇଥାଏ । ଗୋଟିଏ ସୂତାରେ ହିଁ ବାନ୍ଧି ହୋଇାଯାଇଥାଏ ସମ୍ପର୍କର ସେତୁବନ୍ଧ । ଭାଇ ଓ ଭଉଣୀଙ୍କ ପବିତ୍ର ସମ୍ପର୍କର ମୂକସାକ୍ଷୀ ହୋଇ ରହିଯାଇଥାଏ ରକ୍ଷାବନ୍ଧନର ସ୍ମରଣୀୟ ଦିନଟି ।…

ରାକ୍ଷୀ ପୂର୍ଣ୍ଣିମା: ବଜାରରେ ଭିଡ଼ ଜମିଲା, ବାଲୁକା କଳାକୃତୀରେ ଚମକିଲା ରାକ୍ଷୀ

ଭୁବନେଶ୍ୱର: ଆସନ୍ତାକାଲି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଭାଇ-ଭଉଣୀଙ୍କ ଲାଗି ଏହି ଦିନଟି ବେଶ୍ ପବିତ୍ର । ରାକ୍ଷୀ ପୂର୍ଣ୍ଣିମାରେ ଭଉଣୀ ତା’ର ଭାଇ ହାତରେ ବାନ୍ଧି ଦେଇଥାଏ ରାକ୍ଷୀ । ସମ୍ପର୍କର ସେତୁବନ୍ଧ ପାଲଟିଯାଇଥାଏ ସୂତାରେ ନିର୍ମିତ ହୋଇଥିବା କ୍ଷୁଦ୍ର ରାକ୍ଷୀଟିଏ । ଭୁବନେଶ୍ୱର…

ସୁଖ-ସମୃଦ୍ଧି ଓ ସୁସ୍ଥତାର ମହାଷୌଧି: ‘ଯୋଗ ପ୍ରାଣ ବିଦ୍ୟା’ ବା ପ୍ରାନିକ୍ ହିଲିଙ୍ଗ

ସୁଖ-ସମୃଦ୍ଧି ଓ ସୁସ୍ଥତାର ମହାଷୌଧି: ‘ଯୋଗ ପ୍ରାଣ ବିଦ୍ୟା’ ବା ପ୍ରାନିକ୍ ହିଲିଙ୍ଗ ଯୋଗ-ପ୍ରାଣ-ବିଦ୍ୟା ବା ‘ପ୍ରାନିକ୍ ହିଲିଙ୍ଗ’ ସୂକ୍ଷ୍ମ ଶରୀର ଓ ସ୍ଥୂଳ ଶରୀରର ଉପଚାରକୁ ବୁଝାଇଥାଏ । ଆମେମାନେ ପୂର୍ବରୁ ‘ରେକୀ ହିଲିଙ୍ଗ’ କଥା ଜାଣିଛେ । ରେକିରେ ପ୍ରାଣଶକ୍ତିକୁ ଆହ୍ୱାନ କରି…