Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଲୋକପ୍ରିୟ ଓଡ଼ିଆ ସିନେ ଅଭିନେତା ଦେବୁ ବୋଷଙ୍କ ପରଲୋକ

ଭୁବନେଶ୍ୱର : ଓଡ଼ିଆ ଚଳଚ୍ଚିତ୍ର ଜଗତର ବରିଷ୍ଠ ଅଭିନେତା ଦେବୁ ବୋଷଙ୍କର ଆଜି ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଆଜି ସକାଳେ ପରଲୋକ ହୋଇଯାଇଛି । ସେ ସ୍ୱାସ୍ଥ୍ୟ ଜନିତ ଅସୁସ୍ଥତା ଯୋଗୁଁ ହାଇଦ୍ରାବାଦରେ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ହୋଇଥିଲା । ଦେବୁ…

ଶ୍ରୀମନ୍ଦିର ନାଟମଣ୍ଡପରେ ଫାଟ ସୃଷ୍ଟି: ‘ଏଏସଆଇ’ର ଯାଞ୍ଚ, ମରାମତି ତୁରନ୍ତ ହେବା ସମ୍ଭାବନା

ଭୁବନେଶ୍ୱର : ବିଶ୍ୱପ୍ରସିଦ୍ଧ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ନାଟମଣ୍ଡପରେ ଫାଟ ସୃଷ୍ଟି ହୋଇଛି । ବର୍ଷା ସମୟରେ ପାଣି ଗଳୁଛି ନାଟମଣ୍ଡପ ଛାତରୁ । ଏନେଇ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ (ଏଏସଆଇ)ର ଏକ ବିଶେଷଜ୍ଞ ଦଳ ନାଟମଣ୍ଡପ ଛାତ ଯାଞ୍ଚ କରିଛନ୍ତି । ତେବେ ଏହାର ମରାମତି ଖୁବ ଶିଘ୍ର ହେବ…

ତ୍ୟାଗ ଓ ବଳିଦାନର ପର୍ବ ଇଦ-ଉଲ-ଜୁହା, ସୁଦର୍ଶନଙ୍କ ଚମତ୍କାର ବାଲୁକା କଳା

ଭୁବନେଶ୍ୱର : ମୁସଲମାନ ଧର୍ମାବଲମ୍ବୀ ଭାଇ-ଭଉଣୀମାନେ ଆଜି ଆନନ୍ଦର ସହିତ ପାଳନ କରୁଛନ୍ତି ପବିତ୍ର ଇଦ-ଉଲ-ଜୁହା ପର୍ବ । ଆଜିର ଦିନଟିକୁ ଓଡ଼ିଶା ତଥା ସମଗ୍ର ଭାରତର ମୁସଲମାନ ଧର୍ମର ଜନସାଧାରଣ ତ୍ୟାଗ ଓ ବଳିଦାନର ପର୍ବ ଭାବେ ପାଳନ କରୁଛନ୍ତି । ଆଜିର ଦିନଟିକୁ ବକରିଦ ଭାବେ ମଧ୍ୟ ପାଳନ…

ସୁସାହିତ୍ୟିକ ତଥା ପୂର୍ବତନ ମନ୍ତ୍ରୀ କବି ଯଦୁନାଥ ଦାସମହାପାତ୍ରଙ୍କ ପରଲୋକ

ଭୁବନେଶ୍ୱର : କବି ତଥା ସୁସାହିତ୍ୟିକ ଭାବେ ଜଣାଶୁଣା ପୂର୍ବତନ ଶିକ୍ଷାମନ୍ତ୍ରୀ ଯଦୁନାଥ ଦାସମହାପାତ୍ରଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ହୋଇଥିଲା । ତାଙ୍କର ମୃତ୍ୟୁରେ ତାଙ୍କର ଜନ୍ମଭୂମି ତଥା କର୍ମଭୂମି ବାଲେଶ୍ୱର ସମେତ ରାଜଧାନୀ ଓ ସମଗ୍ର ଓଡ଼ିଶାରେ ଶୋକର ଛାୟା…

ସମ୍ବଲପୁର: ରଙ୍ଗ ଓ ତୂଳୀରେ ଚିତ୍ରଶିଳ୍ପୀଙ୍କ ଅଟଳଜୀଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ଧନୁପାଲ୍ଲୀର ଅଗ୍ରଣୀ ଚିତ୍ରକଳା ଅନୁଷ୍ଠାନ ‘କଳା ଓ କଳାକାର’ ପକ୍ଷରୁ ଭାରତର ସ୍ୱର୍ଗତ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ରଙ୍ଗ ଓ ତୂଳୀରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଧନୁପାଲ୍ଲୀଠାରେ କୁନି କୁନି କଳାକାରଙ୍କ ସମେତ ଅନେକ…

କେରଳ ବନ୍ୟା ପୀଡ଼ିତଙ୍କୁ ବାଲୁକା କଳାରେ ସୁଦର୍ଶନଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : ଆନ୍ତର୍ଜାତୀକ ଖ୍ୟାତି ସମ୍ପନ୍ନ ବାଲୁକା କଳା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କେରଳ ବନ୍ୟାରେ ମୃତ୍ୟୁବରଣ କରିଥିବା ସ୍ୱର୍ଗତ ଆତ୍ମାମାନଙ୍କ ପ୍ରତି ବାଲୁକା ପ୍ରତିକୃତିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । କେରଳ ବନ୍ୟା ପ୍ରପୀଡ଼ିତଙ୍କୁ ସମବେଦନା ଜଣାଇ ସୁଦର୍ଶନ ଟ୍ୱିଟ୍…

ହକି ବିଶ୍ୱ କପ ଦ୍ୱାରା ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରରେ ଅନେକ ସୁଯୋଗ ସୃଷ୍ଟି ହେବ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଆସନ୍ତା ନଭେମ୍ବର ୨୮ ରୁ ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ୧୪ତମ ପୁରୁଷ ହକି ବିଶ୍ୱ କପ୍ ଯୋଗୁଁ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରରେ ଅନେକ ସୁଯୋଗ ସୃଷ୍ଟି ହେବ ବୋଲି କହିଛନ୍ତି ପର୍ତୁଗାର୍ଲ ଆଣ୍ଡ ଲାଓସ୍ର ପୂର୍ବତନ ଭାରତୀୟ…

ଆଜି ଶ୍ରୀମନ୍ଦିରରେ ପାଳିତ ହେଉଛି ଚିତାଲାଗି ଅମାବାସ୍ୟା

ପୁରୀ: ଆଜି ହେଉଛି ପବିତ୍ର ଚିତଉ ଅମାବାସ୍ୟାା ବା ଚିତାଲାଗି ଅମାବାସ୍ୟା । ଶ୍ରୀକ୍ଷେତ୍ର ଶ୍ରୀମନ୍ଦିରରେ ଆଜିର ଏହି ପବିତ୍ର ତିଥିରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ମଥାରେ ଚିତା ଲାଗି ହୋଇଥାଏ । ବର୍ଷ ଭିତରେ ଆଜିର ଅମାବାସ୍ୟା ଶ୍ରୀମନ୍ଦିର ଲାଗି ବେଶ୍ ଗୁରୁତ୍ୱପୂର୍ଣ୍ଣ, କାରଣ…

ଭୁବନେଶ୍ୱର: ଅନନ୍ତ ବାସୁଦେବ ମନ୍ଦିରରେ ଭୟାବହ ଅଗ୍ନିକାଣ୍ଡ, ରୋଷଘରର ୨୦ ବଖରା ଭସ୍ମୀଭୁତ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ପ୍ରସିଦ୍ଧ ଅନନ୍ତ ବାସୁଦେବ ମନ୍ଦିର ପରିସରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଗତକାଲି ବିଳମ୍ବିତ ରାତିରେ ମନ୍ଦିରର ରୋଷଘରେ କୌଣସି କାରଣବଶତଃ ନିଆଁ ଲାଗି ଯାଇଥିଲା । ନିଆଁ ଲାଗି ମନ୍ଦିରର ରୋଷଘରର ପାଖାପାଖି ୨୦ଟି ବଖରା ସମ୍ପୂର୍ଣ୍ଣ ପୋଡି ପାଉଁଶ…

ମହଙ୍ଗା ହେଲା ‘ବ୍ଲାକ୍ ପାଗୋଡା’ ପରିଦର୍ଶନ: କୋଣାର୍କ ପ୍ରବେଶ ଶୁଳ୍କ ବୃଦ୍ଧି ହେଲା

କୋର୍ଣାକ: ଦର୍ଶକମାନଙ୍କ ପାଇଁ ମହଙ୍ଗା ହେଲା କୋର୍ଣାକ ସୂର୍ଯ୍ୟମନ୍ଦିରର ପରିଦର୍ଶନ କରିବା । ସୂଚନା ଅନୁଯାୟୀ ବିନା କୌଣସି ନିର୍ଦ୍ଦେଶାନାମାରେ ଏଏସ୍ଆଇ କତ୍ତୃପକ୍ଷ ପର୍ଯ୍ୟଟକମାନଙ୍କ ପାଇଁ ମନ୍ଦିରର ପ୍ରବେଶ ଶୁଳ୍କ ବୃଦ୍ଧି କରିଦେଇଛନ୍ତି । ସ୍ଥାନୀୟ ପର୍ଯ୍ୟଟକଙ୍କ ପାଇଁ ପ୍ରବେଶ ଶୁଳ୍କରେ…