Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ରୋଷେଇ ଏବଂ ଘରୋଇ ବ୍ୟବହୃତ ସାମଗ୍ରୀରେ ରହିଛି କ୍ୟାନସର କାରକ!

ନୂଆଦିଲ୍ଲୀ: କର୍କଟ ଏକ ସାଧାରଣ ରୋଗ ହୋଇଗଲାଣି। ବିଶ୍ୱସ୍ତରରେ ଏହି ମାରାତ୍ମକ ରୋଗର ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଜୀବନଶୈଳୀର କାରଣ ଯେପରିକି ଖାଦ୍ୟ, ନିଷ୍କ୍ରିୟତା ଏବଂ ପ୍ରଦୂଷିତ ପରିବେଶର ସଂସ୍ପର୍ଶରେ ଆସିବା କର୍କଟ ରୋଗର ପ୍ରାଥମିକ କାରଣ ଅଟେ। ଜାତୀୟ ଗଣମାଧ୍ୟମ…

ଆଜି ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଦୟଣା ଚୋରି ନୀତି

ପୁରୀ: ଆଜି ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଦୟଣା ଚୋରି ନୀତି । ଜଗନ୍ନାଥ ବଲ୍ଲଭ ମଠ ପରିସର ଓ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଏହି ନୀତି । ଇନ୍ଦ୍ରଦେବଙ୍କ ଉଦ୍ୟାନ ମାଳି କନ୍ଦର୍ପଙ୍କୁ ବାନ୍ଧି ଦୟଣା ଗଛ ଚୋରି କରିଥିବେ ଶ୍ରୀରାମକୃଷ୍ଣ । ପରେ ସୁବାସିତ ଦୟଣା ଗଛ ଚୋରି କରିବା ଅଭିଯୋଗରେ ଠାକୁରେ…

କବିତା : ତୁମରି ପ୍ରେମରେ…

ଶକ୍ତିପ୍ରଦା ମହାପାତ୍ର  କେବେ ରାଗେ, କେବେ ରୁଷେ କେବେ ହସେ , କେବେ ବାସେ କେବେ ହଜେ ,କେବେ ଭିଜେ ତୁମରି ପ୍ରେମରେ ..... ଯାଏ ତୁମ ଯେତେ ପାଶେ ଯାଅ ତୁମେ ସେତେ ଦୁରେ ରାତି ପାହି ଦିନ ସରେ , ତୁମରି ପ୍ରେମରେ..... ଝର ତୁମେ କେବେ ଲୁହରେ ପୁଣି କେବେ ଲହୁରେ ,…

ଭାଷା ଭାଗବତ : ବିଗିଡ଼ିନି କିଛି

ପ୍ରଫୁଲ୍ଲ କୁମାର ତ୍ରିପାଠୀ ଙ୍କ ନିୟମିତ ବିଭାଗ  ତେ ଶବ୍ଦ ମୁଁ ପାରେଁ ବୁଝି ସେ ସବୁ ଲେଖିବାକୁ ରାଜି ଏଯାଏଁ ହୋଇ ପାରିନାହିଁ ତହୁଁ ସରଳତମ ନେଇ ଲେଖାରେ କରେଁ ବ୍ୟବହାର ଏହା ହିଁ ଅଭ୍ୟାସ ମୋହର ବୁଝେଁ ' କାଷ୍ଠ ' ଓ ଲେଖେଁ ' କାଠ ' ବୁଝେଁ ' ଓଷ୍ଠ ' ଓ ଲେଖେଁ ' ଓଠ '…

ବାହୁଡିବେ ପ୍ରଭୁ ଲିଙ୍ଗରାଜ, ସାଢେ ୩ଟାରେ ହେବ ରଥଟଣା

ଭୁବନେଶ୍ୱର: ଆଜି ମହାଦେବ ଲିଙ୍ଗରାଜଙ୍କ ବାହୁଡ଼ାଯାତ୍ରା। ମାଉସୀଘରେ ଦୀର୍ଘ ଚାରିଦିନ ରହଣି ପରେ ଆଜି ଲିଙ୍ଗରାଜ ସ୍ୱଗୃହକୁ ବାହୁଡିବେ। ଗତ ଏପ୍ରିଲ ୧୬ ତାରିଖ ଆଶୋକାଷ୍ଟମୀ ଦିନ ରୁକୁଣାରଥରେ ମାଉସୀମା ଘରକୁ ପ୍ରଭୁ ଲିଙ୍ଗରାଜ ବୁଲି ଆସିଥିଲେ। ଆଜି ଅପରାହ୍ନ ସେଢେ ୩ଟାରେ ରଥଟଣା ଆରମ୍ଭ ହେବ।…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ପର୍ବପର୍ବାଣି ଓ ଯାନିଯାତ୍ରା

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସମସ୍ତ ପର୍ବପର୍ବାଣି ଓ ଯାନିଯାତ୍ରା  ମଧ୍ୟରେ ପ୍ରାଧାନ୍ୟ ବିସ୍ତାର କରିଥିବା ଦ୍ୱାଦଶ ଯାତ୍ରା ହେଉଛି, ସ୍ନାନଯାତ୍ରା , ରଥଯାତ୍ରା, .ଶୟନ, ଦକ୍ଷିଣାୟନ, ପାର୍ଶ୍ଵ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ମୁକ୍ତିପଥ ମନ୍ତ୍ର

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନାରାୟଣ ନାମ ଆଲୋଚନାର ଅନ୍ୟ ଏକ ଦିଗକୁ ଆଜି ବିଶ୍ଳେଷଣ କରିବା, କାରଣ ଏହା କେବଳ ଏକ ନାମ ନୁହେଁ ଏହା ହେଉଛି ମୁକ୍ତିପଥ ମନ୍ତ୍ର। ଅଜାମିଳ ପ୍ରସଙ୍ଗ ଏହା ଆମକୁ ସ୍ପଷ୍ଟ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ନରନାରାୟଣ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୦୧  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନାରାୟଣ ନାମ ଉପରେ ଆଲୋଚନା ଜାରିରଖି, ନାରାର ଦ୍ଵିତୀୟ ଅର୍ଥ ନରଗଣ ବା ମନୁଷ୍ୟ ସମ୍ବନ୍ଧୀୟ ଅର୍ଥର ବିଶ୍ଳେଷଣ କରିବା। ଆମର ମହାନ ଗ୍ରନ୍ଥ ମହାଭାରତ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ନାରାୟଣଂ ନମସ୍କୃତ୍ୟଂ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀଜଗନ୍ନାଥଙ୍କୁ ଆରାଧନା କରିଲେ ନାରାୟଣଂ ନମସ୍କୃତ୍ୟଂ, କାରଣ ଶ୍ରୀଜଗନ୍ନାଥ ପୌଷମାସରେ ନାରାୟଣ ନାମ ଧାରଣ କରନ୍ତି। ଏହି ବିଶେଷ ନାମର ମାହାତ୍ମ୍ୟ ବା ସମ୍ପୂର୍ଣ୍ଣ ଅର୍ଥ ପ୍ରକାଶ କରି ମହର୍ଷି…

ଆସନ୍ତାକାଲିଠୁ ସାହି ଯାତରେ କମ୍ପିବ ଶ୍ରୀକ୍ଷେତ୍ର, ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

ପୁରୀ: ଆସନ୍ତାକାଲି ପବିତ୍ର ରାମନବମୀ । ଶ୍ରୀକ୍ଷେତ୍ରର ସାଂସ୍କୃତିକ ମହାକୁମ୍ଭ ସାହିଯାତର ହେବ ଶୁଭାରମ୍ଭ । ରମନବମୀ ଠାରୁ ଶ୍ରୀକ୍ଷେତ୍ରର ପାରମ୍ପାରିକ ସମର କଳା ନୃତ୍ୟ ସାହି ଯାତ ଆରମ୍ଭ ହୋଇଥାଏ । ରାମଜନ୍ମଠାରୁ ରାମାଭିଷେକ ପର୍ଯ୍ୟନ୍ତ ଭଗବାନ ରାମଚନ୍ଦ୍ରଙ୍କ ଜୀବନର କଥାବସ୍ତୁକୁ ନେଇ ଏହି…