Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

 ଆଜି ପବିତ୍ର ହେରା ପଞ୍ଚମୀ : ଶ୍ରୀଜିଉଙ୍କ ରଥ ଭାଙ୍ଗିବେ ଅଭିମାନିନୀ ମହାଲକ୍ଷ୍ମୀ, ଜାଣନ୍ତୁ କଣ ରହିଛି ଆଜିର…

ଆଜି ହେରା ପଞ୍ଚମୀ । ରଥଯାତ୍ରାରେ ମହାପ୍ରଭୁ ଜଗନ୍ନାଥ ମାଆ ଲକ୍ଷ୍ମୀଙ୍କୁ ସାଙ୍ଗରେ ଆଣି ନଥିବାରୁ ଅଭିମାନ କରି ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଥିବା ରଥକୁ ଭାଙ୍ଗିବେ । ବାହୁଡା ଯାଏ ଚତୁର୍ଦ୍ଧା ମୂର୍ତ୍ତି ଗୁଣ୍ଡିଚା ମନ୍ଦିର ଜନ୍ମବେଦୀରେ ରହିବେ । ଭକ୍ତ ପାଇଲେ ଆଡପ ଅବଢା । ମହାପ୍ରଭୁ…

ଅନୁଭୂତିରେ ରଥଯାତ୍ରା : ଲୋପାମୁଦ୍ରା ପରିଡ଼ା 

ସ୍ମୃତିରେ ତୁମେ କାଳିଆର କଥା ତ ସ୍ମୃତି ନୁହେଁ ଆତ୍ମା, ଚେତନାର ଅନୁଭୂତି ।ପ୍ରଣବାକାର ପରମ ବ୍ରହ୍ମ ସିଏ । ସେ ଆମକୁ ସେତିକି ଭଲପାଇବା ଦେଇଛି ଯେ ଆମ ଭିତରର ଆପଣାପଣ ତାକୁ ଅତି ଆପଣାର ପ୍ରିୟ ମଣିଷ ପରି " ତୁ " ପରି ସମ୍ବୋଧିତ କରିପାରୁଛେ । ନୋହିଲେ ସେ ତ ଅଖିଳକୋଟି ବ୍ରହ୍ମାଣ୍ଡ ପତି,…

ବଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ISO ମାନ୍ୟତା

ସୁନ୍ଦରଗଡ଼: ବଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ମିଳିଲା ISO ମାନ୍ୟତା ।  ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚସି)କୁ ଆଇଏସଓ ମାନ୍ୟତା ମିଳିଛି । ଜୁଲାଇ ୧୪ ତାରିଖରେ ୨୦୨୧ ବର୍ଷ ପାଇଁ ବଡ଼ଗାଁ ସିଏଚସି…

ନିର୍ମାଣ ଶ୍ରମିକଙ୍କ ପାଇଁ ୩୮୫ କୋଟିର କୋଭିଡ ସହାୟତା ଘୋଷଣା

ଭୁବନେଶ୍ୱର: ନିର୍ମାଣ ଶ୍ରମିକଙ୍କ ପାଇଁ ୩୮୫ କୋଟି ଟଙ୍କାର ସ୍ଵତନ୍ତ୍ର କୋଭିଡ ସହାୟତା । ୨୬ ଲକ୍ଷ ଶ୍ରମିକ ପାଇଲେ ୩୮୫ କୋଟି । ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିସି ଜରିଆରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟର ୯ଟି ଜିଲ୍ଲାର ୧୮…

ସରକାରୀ ଅଫିସରୁ ୮ ଲକ୍ଷ ଟଙ୍କା ଲୁଟ୍

ମାଲକାନଗିରି : ଛୁରୀ ଦେଖାଇ ସରକାରୀ ଅଫିସରୁ ୮ ଲକ୍ଷ ଟଙ୍କା ଲୁଟ୍ । ଟଙ୍କା ଲୁଟ୍ କରିବା ଘଟଣାରେ ମାଲକାନଗିରି ପୋଲିସ ଆଜି ଜଣେ ସାମ୍ବାଦିକଙ୍କ ସହ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ମାଥିଲି ଥାନା ଅନ୍ତର୍ଗତ ପୁରୁଣା ବ୍ଲକ କଲୋନିରେ ଥିବା ମୃତ୍ତିକା ସଂରକ୍ଷଣ କାର୍ଯ୍ୟାଳୟରୁ…

ଦକ୍ଷିଣି ମୋଡ ପୂର୍ବରୁ ତିନି ରଥର ଯାଞ୍ଚ

ପୁରୀ : ଆସନ୍ତା ୧୭ ତାରିଖରେ ତିନି ରଥର ଦକ୍ଷିଣି ମୋଡ। ଏହାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ବୈଷୟିକ ଟିମ୍ ଦ୍ୱାରା ତିନି ରଥର ହେଲା ଯାଞ୍ଚ । ଶ୍ରୀଗୁଣ୍ଡିଚା ଯାତ୍ରା ପରେ ଆଜି ହେଉଛି ଯାଞ୍ଚ । ତିନି ରଥରେ ରହିଛି ସାମାନ୍ୟ ଫାଟ । ବଳଭଦ୍ରଙ୍କ ତାଳଧ୍ଵଜ ରଥ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର…

କର୍ଫ୍ୟୁ ଉଲ୍ଲଂଘନ ନେଇ କାର୍ଯ୍ୟାନୁଷ୍ଠାନ

ପୁରୀ : ରଥଯାତ୍ରାରେ ଜାରି ହୋଇ ଥିବା କର୍ଫ୍ୟୁ ଉଲଘଂନ ।  କର୍ଫ୍ୟୁ ଉଲଘଂନ କରି ବଡ଼ ଦାଣ୍ଡରେ ଥିବା ବିଭିନ୍ନ ଘର ଛାତ ଉପରେ ରଥଯାତ୍ରା ଦେଖିବା ଓ ରଥ ନିକଟକୁ ଯିବା କାରଣକୁ ନେଇ ପୁରୀ ପୋଲିସ ପକ୍ଷରୁ କାର୍ଯ୍ୟନୁଷ୍ଠାନ । ପ୍ରଥମ ପର୍ଯ୍ୟାୟରେ ୧୦ ଜଣଙ୍କ ବିରୋଧରେ ପ୍ରମାଣ ମିଳିବା ପରେ ଆଇନ…

ସ୍ୱାବଲମ୍ବୀ କରୁଛି ଗାଁରେ ବ୍ୟାଙ୍କ୍

ମାଲକାନଗିରି : କରୋନା ମହାମାରୀ ଦୋହଲାଇ ଦେଇଛି ସମଗ୍ର ଦେଶର ଅର୍ଥନିତିକୁ । ଗତ ଦୁଇ ବର୍ଷ ଧରି ଲୋକେ ବ୍ୟାଙ୍କ ଓ ସାହୁକାର ମାନଙ୍କ ଋଣ ସୁଝି ପାରୁନଥିବା ବେଳେ ଠପ୍ ହୋଇ ପଡିଛି ବ୍ୟବସାୟ ବାଣିଜ୍ୟ ଓ ଚାଷ ବାସ । ହେଲେ ଠିକ ଏତିକ ବେଳେ ନିଜେ ସ୍ୱାବଲମ୍ବୀ ହେବା ସହ ଋଣ ମୁକ୍ତ ଗାଁର ପରିଚୟ…

ରହସ୍ୟମୟ ଦ୍ୱୀପ ନର୍ଥ ସେଣ୍ଟିନାଲ ଆୟାର୍ଲାଣ୍ଡ

ଆଣ୍ଡାମାନ : ରହସ୍ୟ ଭିତରେ ପୁରା ବ୍ରହ୍ମାଣ୍ଡ । ଆଉ ଏହି ରହସ୍ୟ ଭିତରେ ଆମେ । ଆମ ଚାରିପଟେ ବହୁତ ରହସ୍ୟ ରହିଛି । ଯାହାକି ଆମେ ଚାହିଁଲେ ବି ତାର ସତ୍ୟସତ୍ୟ ପାଖରେ ପହଂଚିବା କାଠିକର ହୋଇପଡୁଛି । ସେମିତି ଏକ ରହସ୍ୟମୟ ସ୍ଥାନ ରହିଛି । ଯେଉଁଠି ଯାଉଥିବା ଲୋକେ ଆଉ ଫେରନ୍ତି ନାହିଁ ।…

ବଣୁଆ ଭାଲୁ ଆତଙ୍କ

ନୂଆପଡା: ନୂଆପଡା ଜିଲ୍ଲାରେ ବଣୁଆ ଭାଲୁ  ଆତଙ୍କ । ଗତ କିଛି ଦିନ ହେବ ନୂଆପଡା ଜିଲ୍ଲା ସଦର ମହକୁମାରେ ବଣୁଆ ଭାଲୁ ଆତଙ୍କ ଦେଖା ଦେଇଛି । ଗତକାଲି ରାତ୍ରୀ ସମୟରରେ ନୂଆପଡା ଜିଲ୍ଲାପାଳ ସ୍ୱଧାଦେଵ ସିଂ ଙ୍କ ସରକାରୀ ବାସଭବନ ପରିସରକୁ ବଣୁଆ ଭାଲୁ ପଶି ଯାଇଥିଲା । ଭାଲୁକୁ ଜିଲ୍ଲାପାଳଙ୍କ…