Latest Odisha News

BREAKING NEWS

Browsing Category

ଅପରାଧ

ଖାକିରେ କଳଙ୍କ, ରାସ୍ତା କଡ଼ରେ ଶୋଇଥିବା ଯୁବକଙ୍କ ମୋବାଇଲ୍ ଚୋରି କଲା ପୋଲିସ

ଲକ୍ଷ୍ନୌ: ପୁଣି ଖାକିରେ କଳଙ୍କ । ପୋଲିସ ସାଜିଲା ଚୋର । ପୋଲିସ ଯଦି ସାଧାରଣ ଲୋକଙ୍କଠାରୁ ଚୋରି କରିବ ତେବେ ନ୍ୟାୟ କାହାଠୁ ଆଶା କରାଯିବ। ଏପରି ଏକ ଦୃଶ୍ୟ ଉତ୍ତରପ୍ରଦେଶର କାନପୁରରେ ଦେଖିବାକୁ ମିଳିଛି। କାନପୁର ମହାରାଜପୁର ଅଞ୍ଚଳରେ ଏକ ରାସ୍ତା କଡ଼ରେ ଶୋଇଥିବା ଜଣେ ଯୁବକଙ୍କ ମୋବାଇଲ…

ଚାଷୀଙ୍କୁ ଦଳିଦେଲା ହାତୀ

ବ୍ରହ୍ମପୁର:ଛତିଶଗଡ଼ରୁ ଆସିଥିବା ଏକ ହାତୀପଲକୁ ଘଉଡାଇବା ବେଳେ ଚାଷୀଙ୍କୁ ଦଳିଦେଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଛି। ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକର ତାରସିଂ ଅଞ୍ଚଳରେ ଏହି ଘଟଣା ଘଟିଛି। ମୃତକ ଜଣକ ହେଲେ ଚାଷୀ ପବିତ୍ର ପାତ୍ର(୪୮)। ମିଳିଥିବା ସୂଚନା ଅନୁଯାୟୀ, ଗତ କିଛି ଦିନ…

ସାଇକେଲ ସହ ପୋଖରୀରେ ପଡ଼ି ନାବାଳକ ମୃତ

ବ୍ରହ୍ମପୁର: ଗଞ୍ଜାମ ଜିଲା ଆସିକା ଥାନା ଅନ୍ତର୍ଗତ ସୁତାକଳ ଛକ ପାଖରେ ଆଶୁତୋଷ ଲେଙ୍କା(୧୨) ସାଇକେଲ ଚଲାଉଥିବା ବେଳେ ଅସାବଧାନତା ଯୋଗୁ ପୋଖରୀ ଭିତରକୁ ଚାଲି ଯାଇଥିଲେ । ଆଖପାଖରେ ଥିବା ଲୋକମାନେ ତୁରନ୍ତ ତାଙ୍କୁ ଯାଇ ଉଦ୍ଧାର କରିବା ସହିତ ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା।…

ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟ ପାଇଁ କେଉଁଠୁ ଆସୁଥିଲା ଟଙ୍କା ? ଖୋଳତାଡ଼ ପାଇଁ RBIକୁ ଚିଠି

ଭୁବନେଶ୍ୱର: ବ୍ଲାକମେଲର ଅର୍ଚ୍ଚନା ଗିରଫ ନେଇ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ । ଡିସିପି କହିଛନ୍ତି, ଅର୍ଚ୍ଚନା ନାଗଙ୍କ ବିରୋଧରେ ଜଣେ ଯୁବତୀ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁସାରେ, ବନ୍ଧୁତା ପରେ ଅର୍ଚ୍ଚନା ଯୁବତୀଙ୍କ କିଛି ଅଶ୍ଲୀଳ ଫଟୋ…

ଅଣ୍ଡା ତରକାରି ରାନ୍ଧିଲେନି ବୋଲି ମା’ଙ୍କୁ ହତ୍ୟା କରିଥିଲେ ପୁଅ

ବ୍ରହ୍ମପୁର: ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ଗଜାପଦର ଗ୍ରାମରେ ୬୫ ବର୍ଷୀୟା ତ୍ରିବେଣୀ ନାଇକଙ୍କ ହତ୍ୟା ପଛର କାରଣ କହିଛି ପୋଲିସ। ଅଣ୍ଡା ତାରକାରି ରାନ୍ଧିଲେନି ବୋଲି ତାଙ୍କ ପୁଅ ସନାତନ ହିଁ ତାଙ୍କୁ ହତ୍ୟା କରିଥିଲେ। ପୁଅ ସନାତନଙ୍କୁ ପୋଲିସ ଗିରଫ କରିବା ସହିତ ହତ୍ୟାରେ ବ୍ୟବହୃତ…

ମୁମ୍ବାଇରେ ସ୍ତ୍ରୀଙ୍କ ମୃତ୍ୟୁ, ଗଞ୍ଜାମରେ ସ୍ବାମୀ ଗିରଫ

ବ୍ରହ୍ମପୁର: ମୁମ୍ବାଇରେ ସ୍ତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ପରେ ଯୌତୁକ ନିର୍ଯାତନା ଅଭିଯୋଗରେ ସ୍ବାମୀଙ୍କୁ ଗିରଫ କରିଛି ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦିଗପହଣ୍ଡି ଥାନା ମଳାଭଞ୍ଜା ଗ୍ରାମର ମମତା ସାହୁଙ୍କ ପୁରୁଷୋତ୍ତମପୁର ଥାନା…

ଘରୁ ମିଳିଲା ମହିଳାଙ୍କ ରକ୍ତ ଜୁଡ଼ୁବୁଡ଼ୁ ଶବ

ବ୍ରହ୍ମପୁର: ଗଞ୍ଜାମ ଜିଲା ତାରସିଙ୍ଗି ଥାନା ଅନ୍ତର୍ଗତ ଗଜାପଦର ଗ୍ରାମରେ ଜଣେ ମହିଳାଙ୍କ ରକ୍ତ ଜୁଡ଼ୁବୁଡ଼ୁ ଶବ ତାଙ୍କ ଘର ଭିତର ମିଳିଛି। ମୃତା ମହିଳା ଜଣକ ହେଲେ ତ୍ରିବେଣୀ ନାୟକ(୫୦)। ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହରେ ପୁଅ ସନା ନାୟକଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି।…

ଘରେ ବିକୁଥିଲେ ମଦ, ଅବକାରୀକୁ ଦେଖି ତାଲା ପକାଇଲେ

ବ୍ରହ୍ମପୁର: ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଜଗଦଳପୁର ଗ୍ରାମରେ ଲୋକନାଥ ସାହୁ ନାମକ ଜଣେ ବ୍ୟକ୍ତି ଘରେ ବିଦେଶୀ ମଦ ରଖି ବିକ୍ରି କରିଥିବା ଅଭିଯୋଗରେ ଅବକାରୀ ବିଭାଗ ଶୁକ୍ରବାର ଚଢ଼ାଉ କରିଥିଲା । ତେବେ ଅଧିକାରୀଙ୍କୁ ଦେଖି ଲୋକନାଥ ଘରେ ତାଲା ପକାଇଦେଇଥିଲେ । ଶେଷରେ ଅଧିକାରୀମାନେ ଗ୍ରୀଲ…

ଅର୍ଚ୍ଚନାଙ୍କ ପଛରେ କିଏ ସେ ଅଦୃଶ୍ୟ ଶକ୍ତି ?

ଭୁବନେଶ୍ୱର: କାହା ସାହାଯ୍ୟରେ ବଢ଼ୁଥିଲା ଅର୍ଚ୍ଚନାଙ୍କ ପ୍ରତିପତ୍ତି ? ବ୍ଲାକମେଲର ଅର୍ଚ୍ଚନା ଗିରଫ ପରେ ଖୋଲୁଛି ଗୁମର । ଭୁବନେଶ୍ୱର ସତ୍ୟ ବିହାରରେ ଅର୍ଚ୍ଚନାଙ୍କ ରହିଛି ଆଲିସାନ୍ ବଙ୍ଗଳା । ଚର୍ଚ୍ଚା ହେଉଛି, ଏହି ବିଶାଳ ଅଟ୍ଟାଳିକା ପାଇଁ ଅର୍ଚ୍ଚନାଙ୍କୁ ଜାଗାଠୁ ନେଇ ଅର୍ଥ ସବୁକିଛି…

ପାପ ପଇସାରେ ଏଭଳି ରାଜକୀୟ ଠାଣିରେ ଚଳୁଥିଲେ ଅର୍ଚ୍ଚନା

ଭୁବନେଶ୍ୱର: ଦାମୀ ଗାଡ଼ି ସାଙ୍ଗକୁ ରାଜ ଉଆସ ଭଳି ଘର । ଘରେ ପୋଷା ହୋଇଛନ୍ତି ଭଳିକି ଭଳି ଦାମୀ କୁକୁର ସହ ଗୋଟିଏ ଘୋଡ଼଼ା । ଦେଖିବାକୁ ସମ୍ଭ୍ରାନ୍ତ ଓ ଭଦ୍ର । ହେଲେ ଭଦ୍ର ମୁଖା ତଳେ ଛପି ରହିଥିଲା ସୈତାନ୍ । ମହିଳା ଜଣଙ୍କ ଅନେକ ନାମୀ ଦାମୀ ଲୋକଙ୍କୁ ନିଜ ଜାଲରେ ଫସାଇବା ପରେ କରୁଥିଲେ…