Latest Odisha News

BREAKING NEWS

Browsing Category

ଅପରାଧ

କାନପୁରରେ କାହିଁକି ଘଟିଲା ହିଂସା? ଗୁଣ୍ଡାଙ୍କୁ ଛଡାଯିବନି କହିଲେ ଯୋଗୀ

କାନପୁର: କାନପୁରରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଉନ୍ନତିମୂଳକ କାର୍ଯ୍ୟକ୍ରମରେ ବ୍ୟସ୍ଥ ଥିଲେ । ଅନ୍ୟପଟେ କାନପୁରର ବେକନଗଂଜ ଅଞ୍ଚଳରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଚାଲିଥିଲା ପଥର ମାଡ । ହେଲେ କାହିଁକି ଘଟିଲା ଏପରି ହିଂସାକାଣ୍ଡ ? ଏହାକୁ ନେଇ ଏବେ ଜାତୀୟ ଗଣମାଧ୍ୟମରେ…

ଝିଅ ଜନ୍ମ କରିବାରୁ ରାସ୍ତାରେ ବୋହୂକୁ ପିଟିଲେ ଶାଶୁ ନଣନ୍ଦ

ଭୁବନେଶ୍ୱର: ଝିଅ ଜନ୍ମ କରିବାରୁ ବୋହୂକୁ ରାସ୍ତା ଉପରେ ପିଟିଲେ ଶାଶୁ ନଣନ୍ଦ । ଉତ୍ତରପ୍ରଦେଶର ମହୋବା ଜିଲ୍ଲାରେ ଜଣେ ମହିଳା ଦୁଇଟି ଝିଅ ଜନ୍ମ କରିବାରୁ ତାଙ୍କ ଉପରେ ଶାଶୁ ଘର ଲୋକେ ଅତ୍ୟାଚାର କରିଥିଲେ । ଶନିବାର ଏଭଳି ଏକ ଭିଡିଓ ଭାଇରାଲ ହୋଇଛି । ସେଥିରେ ଦୁଇ ଜଣ ମହିଳା ପୀଡ଼ିତାଙ୍କୁ…

କାଠ ଫାଳିଆରେ ପିଟିପିଟି ବାପାଙ୍କୁ ହତ୍ୟା କଲେ ଦୁଇ ନୃଶଂସ ପୁଅ

ସୁନ୍ଦରଗଡ଼: ନୃଶଂସ ପାଲଟିଲା ପୁଅ । ବାପାକୁ ପିଟି ପିଟି ହତ୍ୟା କଲେ ଦୁଇ ପୁଅ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇର ଚାନ୍ଦିପୋଷ ଥାନା ଅନ୍ତର୍ଗତ ରାଣିବେର୍ଣ୍ଣା ଗାଁରେ । ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ମାଙ୍ଗରା ଭୁମିଜ । ଘରୋଇ କଳିକୁ କେନ୍ଦ୍ର…

ଚନ୍ଦ୍ରଗିରି ଜଙ୍ଗଲରେ ମାଟି ତଳୁ ବାହାରିଲା ହାତୀ ମୃତଦେହ

ଭୁବନେଶ୍ୱର: ଜଙ୍ଗଲରେ ହାତୀ ମାରି ପୋତି ଦେଲେ ଦୁବୃର୍ତ । ମାଟି ତଳୁ ମିଳିଲା ହାତୀର ଗଳିତ ମୃତ ଦେହ । କଟକ ଗୋପପୁର ସେକ୍ସନ ଚନ୍ଦ୍ରଗିରି ଜଙ୍ଗଲରେ ବନ ବିଭାଗ ଏସଟିଏଫ ମାଟି ଖୋଳି ହାତୀର ମୃତଦେହ କାଢ଼ିଛି । ଦୁଇଟି ହାତୀଙ୍କୁ ହତ୍ୟା କରି ପୋତି ଦିଅଯାଇଥିବା ସନ୍ଦେହ କରି ତଦନ୍ତ କରୁଥିଲା…

ସିଦ୍ଧୁ ମୁସେୱାଲା ହତ୍ୟା: ପଞ୍ଜାପରେ ପୁଣି ଭିଭିଆଇପିଙ୍କୁ ମିଳିବ ସୁରକ୍ଷା

ଭୁବନେଶ୍ୱର: ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପରେ ପୁଣି ୪୨୪ ଜଣ ଭିଭିଆଇପିଙ୍କୁ ସୁରକ୍ଷା ଦେବାକୁ ନିଷ୍ପତ୍ତି ହୋଇଛି । ପଞ୍ଜାବ ସରକାର ହାଇକୋର୍ଟରେ ଏହି ପ୍ରତିଶୃତି ଦେଇଛନ୍ତି । ପୂର୍ବତନ ମନ୍ତ୍ରୀ ଓପି ସୋନିଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ପିଟିସନର ଶୁଣାଣି ବେଳେ ପଞ୍ଜାବର…

ଏସଡିପିଓ ମଳୟ ନାୟକଙ୍କ ବିଭିନ୍ନ ଜାଗାରେ ସଂପତ୍ତି ଠାବ, ସ୍ତ୍ରୀ ଫେରାର

ଭୁବନେଶ୍ୱର: ବୁଧବାର ହିନ୍ଦୋଳ ଏସଡିପିଓ ମଳୟ କୁମାର ନାୟକ ଲାଞ୍ଚ ନେଇ ଗିରଫ ହେବା ପରେ ଭିଜିଲାନ୍ସ ବିଭିନ୍ନ ସ୍ଥାନରେ ତାଙ୍କ ସଂପତ୍ତି ଉପରେ ଚଢ଼ଉ କରିଥିଲା । ବୁଧବାର ଠାରୁ ଅନୁଗୁଳ, ଭୁବନେଶ୍ୱର, ସମ୍ବଲପୁର, ପୁରୀ ଏବଂ ଢ଼େଙ୍କାନାଳରେ ଭିଜିଲାନ୍ସ ଟିମ୍ ଚଢ଼ଉ କରିଥିଲା । ଅନୁଗୁଳ…

ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ହିନ୍ଦୋଳ ଏସଡିପିଓ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ହିନ୍ଦୋଳ ଏସଡିପିଓ । ଜଣେ ପଥର ଖଣି ମାଲିକଙ୍କ ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଏସଡିପିଓ ମଳୟ କିଶୋର ନାୟକଙ୍କୁ ଭିଜିଲାନ୍ସ ଧରିଛି । ଅଧିକ ଖାଦାନ ଏବଂ ଚାଲାଣ କରାଇଦେବା ଲୋଭ ଦେଖାଇ ଲାଞ୍ଚ ମାଗିଥିଲେ ଅଭିଯୁକ୍ତ ମଳୟ । ବୁଧବାର…

ସୋନିଆ ଓ ରାହୁଲ ଗାନ୍ଧୀଙ୍କୁ ଇଡି ସମନ; ନେଶନାଲ ହେରାଲ୍ଡ ମାମଲାରେ ହେବ ତଦନ୍ତ

ଭୁବନେଶ୍ୱର: ନେଶନାଲ ହେରାଲ୍ଡ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ପୁଅ ତଥା ସାଂସଦ ରାହୁଲ ଗାନ୍ଧୀଙ୍କୁ ଜେରା କରିବା ପାଇଁ ସମନ ଜାରି କରିଛି । ସୋନିଆଙ୍କୁ ଜୁନ୍ ୮ ଏବଂ ରାହୁଲଙ୍କୁ ଜୁନ୍ ୨ରେ ଇଡି କାର୍ଯ୍ୟାଳୟରେ ହାଜର ହେବା…

ପଞ୍ଚାୟତ ନିର୍ବାଚନ ପରବର୍ତ୍ତୀ ହିଂସାରେ ରକ୍ତରଞ୍ଜିତ ଦିଗପହଣ୍ଡି

ବ୍ରହ୍ମପୁର: ପଞ୍ଚାୟତ ନିର୍ବାଚନ ପରେ ପରେ ଗଞ୍ଜାମ ଜିଲା ଦିଗପହଣ୍ଡି ନିର୍ବାଚନମଣ୍ଡଳୀ ଅଂଚଳରେ କ୍ରମାଗତ ଭାବେ ଗଡି ଚାଲିଛି ମୁଣ୍ଡ। ନିର୍ବାଚନ ପରବର୍ତ୍ତୀ ହିଂସାରେ ଏଯାଏଁ ୩ ଜଣଙ୍କ ପ୍ରାଣହାନି ଘଟଲାଣି। ଏପ୍ରିଲ ୨୩ ତାରିଖରେ ଚଷା ନିମଖଣ୍ଡି ପଞ୍ଚାୟତ ଅନ୍ତର୍ଗତ ପାଳଝାଡି ଗ୍ରାମରେ ୨ ଜଣ…

ସାବିତ୍ରୀ ଆଗରୁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ଭୁବନେଶ୍ୱର: ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ମାନସିକ ରଖିବାକୁ ଇଚ୍ଛା କରିଥିଲେ ପ୍ରଭାତି ନାୟକ । ଏନେଇ ସ୍ୱାମୀଙ୍କୁ ପୂଜା ପାଇଁ ଆବଶ୍ୟକ ଜିନିଷ କିଣି ଆଣିବାକୁ ବରାଦ କରିଥିଲେ । କିନ୍ତୁ ଯାହାର ଦୀର୍ଘାୟୁ କାମନା ପାଇଁ ଏତେ ଯତନ ହେଉଥିଲା । ସେହି ସ୍ୱାମୀ ହିଁ ସ୍ତ୍ରୀକୁ ହତ୍ୟା କରିଦେଲା…