Latest Odisha News

BREAKING NEWS

Browsing Category

ଅପରାଧ

ରାଜଧାନୀରେ ସିରିଜ୍ ଦୁର୍ଘଟଣା: ୪ ଗରୁତର, କାର ଜବତ

ଭୁବନେଶ୍ୱର: ରାଜଧାନୀରେ ସିରିଜ୍ ଦୁର୍ଘଟଣା । ଜୟଦେବ ବିହାରରୁ ଜାଭିୟର ଛକ ପର୍ଯ୍ୟନ୍ତ ଦୁର୍ଘଟଣା । ଦୁର୍ଘଟଣା ଘଟାଇଲା ମଦ୍ୟପ କାର୍ ଚାଳକ । ଏଥିରେ ୪ ଜଣ ଗରୁତର ଥିବା ଜଣା ପଡ଼ିଛି । ସୂଚନା ଅନୁସାରେ, ଜଣେ ମଦ୍ୟପ କାର ଡ୍ରାଇଭର ଜୟଦେବ ବିହାରରୁ ଜାଭିୟର ପଟେ ଯାଉଥିଲେ । ମଦ୍ୟପ କାର ଚାଳକ…

[ଦେଖନ୍ତୁ ଭିଡିଓ] ଗୁଣି ଗାରେଡି ସନ୍ଦେହରେ ବୋମା ମାଡ଼, ଅଳ୍ପକେ ବର୍ତ୍ତିଲେ ଗୋଟିଏ ପରିବାରର ୫ ଜଣ ସଦସ୍ୟ

ଢେଙ୍କାନାଳ: ଗୁଣି ଗାରେଡି ସନ୍ଦେହକୁ ନେଇ ବୋମା ମାଡ଼ । ଅଳ୍ପକେ ବର୍ତ୍ତିଲେ ଗୋଟିଏ ପରିବାରର ୫ ଜଣ ସଦସ୍ୟ । ଘଟଣା ଘଟିଛି ଢେଙ୍କାନାଳ କାମାକ୍ଷାନଗର ଥାନା ମହୁଲପାଳ ଗାଁରେ । ଗୁଣିଗାରେଡିକୁ ସନ୍ଦେହ କରି ବୋମା ମାଡ କରାଯାଇଥିବା ହୋଇଛି ଅଭିଯୋଗ । ଘଟଣା ନେଇ ୨ ଜଣଙ୍କୁ ଅଟକ ରଖିଛି ପୁଲିସ୍…

ବାଘ ଛାଲ ଜବତ, ଜଣେ ଅଟକ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ଆର୍‌.ଉଦୟଗିରି ବ୍ଲକ ରାମଗିରି ବନବିଭାଗ ପକ୍ଷରୁ ବାଘ ଛାଲ ଜବତ । ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ସଂଗ୍ରାମ କେଶରୀ ବେହେରାଙ୍କ ନିର୍ଦ୍ଦେଶରେ ଏସିଏଫ୍ ଗୌରୀପ୍ରସାଦ ରଥଙ୍କ ତତ୍ତ୍ୱାବଧାନରେ…

ଭିଜିଲାନ୍ସ ପଞ୍ଝାରେ ବିଇଓ, ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ

ଗୁଣପୁର: ଚାକିରି ଆଉ ୨ ମାସ ବଞ୍ଚିଥିଲା। କିନ୍ତୁ ସରକାରୀ ବାବୁଙ୍କ ଲୋଭ ଶେଷ ହୋଇ ନଥିଲା। ଭିଜିଲାନ୍ସ ପଞ୍ଝାରେ ରାୟଗଡ଼ା ଜିଲ୍ଲା ଗୁଣୁପୁର ବିଇଓ ଅନ୍ତର୍ଯ୍ୟାମୀ ବେହେରା। ଆଜି ସେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାଇନ୍ସ ହାତରେ…

ଭୁବନେଶ୍ୱରରେ କୋଣାର୍କ ଏକ୍ସପ୍ରେସରୁ ୧୨କୋଟିର ସୁନା ଅଳଙ୍କାର ଜବତ

ଭୁବନେଶ୍ୱର: ଟ୍ରେନର ୧୨ କୋଟି ଟଙ୍କାର ସୁନା ଅଳଙ୍କାର ଜାବର । ମୁମ୍ବାଇରୁ କୋଣାର୍କ ଏକ୍ସପ୍ରେସ ସୁନା ଆଣୁଥିବା ବେଳେ ଜବତ କରିଛି ଭୁବନେଶ୍ୱର ଜିଆରପି । ୪ଟି ବ୍ୟାଗରୁ ୩୨ କେଜିରୁ ଅଧିକ ସୁନା ଅଳଙ୍କାର ଜବତ ହୋଇଛି । ଯାହାର ମୂଲ୍ୟ ୧୨ କୋଟି ଟଙ୍କା ହେବ ବୋଲି କୁହାଯାଉଛି । କୋଣାର୍କ…

ପବଜୀ ପାଇଁ ଜୀବନ ଗଲା, ୩ ଜଣଙ୍କୁ ବାନ୍ଧିଲା ପୋଲିସ

ମୁମ୍ବାଇ: ପବଜୀ ପାଇଁ ଜଣକ ଜୀବନ ଗଲା । ଏହି ଗେମକୁ ୪ ଜଣ ଏକା ସଙ୍ଗେ ଖେଳୁଥିଲେ । ଖେଳିବା ସମୟରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏହାପରେ ୩ଜଣ ସାଙ୍ଗ ମିଶି ଅନ୍ୟ ଜଣେ ସାଙ୍ଗକୁ ହତ୍ୟା କରିଥିଲେ । ଏହି ହତ୍ୟା ଅଭିଯୋଗରେ ପୋଲିସ ଜଣେ ୨୨ ବର୍ଷିୟ ଯୁବକକୁ ଗିରଫ କରିଛି । ଅନ୍ୟ ଦୁଇ ଜଣ…

ପୁର୍ବ ଶତ୍ରୁତାରୁ ସିଏନଜି ପମ୍ପରେ ୩ ଜଣଙ୍କୁ ହତ୍ୟା

ଗୁରୁଗାଓଁ: ରାତିରେ ୩ ଜଣଙ୍କୁ ଛୁରୀରେ ହତ୍ୟା କରାଯାଇଛି । ଦିଲ୍ଲୀ-ଗୁରଗାଓଁ ଏକ୍ସପ୍ରେସୱେରେ ଥିବା ସିଏନଜି ପମ୍ପରେ ଏହି ଘଟଣା ଘଟିଛି । ପୋଲିସ ସୂଚନା ଅନୁସାରେ, ସେକ୍ଟର ୩୧ ନିକଟରେ ଏ ଥିବା ଏହି ସିଏନଜି ପମ୍ପରେ ଲାଗିଥିଲା ସିସିଟିଭି । ହେଲେ ୧ଘଣ୍ଟା ପୂର୍ବରୁ ଏହାକୁ ଅଚଳ…

ନିର୍ବାଚନରେ ପରାଜୟ ହେବାରୁ ବାବାଙ୍କୁ ମାଡ଼ ମାରି ୩ ଗିରଫ

ରେଢାଖୋଲ: ନିର୍ବାଚନ ପରାଜୟରୁ ଅକ୍ରୋଶ । ନିର୍ବାଚନରେ ହାରିଲେ, ବାବାଙ୍କୁ ପିଟିଲେ । ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଏଭଳି ଘଟଣା ଘଟିଛି ଚାରମାଳ ଥାନା ଅଞ୍ଚଳରେ । ଯାହା ଏବେ ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁସାରେ, ତ୍ରିସ୍ତରୀୟ ନିର୍ବାଚନ ସମୟରେ ସମିତି ସଭ୍ୟ…

ଭିଜିଲାନ୍ସ ଜାଲରେ ASI, ଏକକାଳୀନ ୬ଟି ସ୍ଥାନରେ ଚାଲିଛି ଚଢ଼ାଉ

ଭୁବନେଶ୍ୱର: ପୁଣି ଭିଜିଲାନ୍ସ ଚଢାଉ ହୋଇଛି । ଝାରସୁଗୁଡ଼ା OMVD ଏଏସ୍ଆଇ ହରେକୃଷ୍ଣ ନାୟକଙ୍କ ଘରେ ଭିଜିଲାନ୍ସ ରେଡ୍ । ଏକକାଳୀନ ୬ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ ବିଭାଗ । କଟକ, ପୁରୀ, ଝାରସୁଗୁଡା ଓ ଗଞ୍ଜାମ ଜିଲ୍ଲାରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ । ଚଢ଼ାଉ ବେଳେ ୪ ଲକ୍ଷ ୪୬…

ନିଖୋଜ ସରପଞ୍ଚ ପ୍ରାର୍ଥୀଙ୍କୁ ୨ ଦିନ ପରେ ଉଦ୍ଧାର କଲା ପୋଲିସ

ବିଶୋଇ: ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକରେ ଆଜି ଶେଷ ପର୍ଯ୍ୟାୟ ମତଦାନ ଥିଲା । ନିର୍ବାଚନ ପୂର୍ବରୁ ଏହି ବ୍ଲକର ଭାତଛତ୍ର ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ସଦାନନ୍ଦ ଟୁଡୁ ନିଖୋଜ ହୋଇଯାଇଥିବା ଜଣାପଡ଼ିଥିଲା । ନିଖୋଜ ଥିବା ଉକ୍ତ ସରପଞ୍ଚ ପ୍ରାର୍ଥୀଙ୍କୁ ଗତକାଲି ବିଳମ୍ବିତ ରାତିରେ ପୋଲିସ…