Latest Odisha News
Browsing Category

ଅପରାଧ

ପବଜୀ ପାଇଁ ଜୀବନ ଗଲା, ୩ ଜଣଙ୍କୁ ବାନ୍ଧିଲା ପୋଲିସ

ମୁମ୍ବାଇ: ପବଜୀ ପାଇଁ ଜଣକ ଜୀବନ ଗଲା । ଏହି ଗେମକୁ ୪ ଜଣ ଏକା ସଙ୍ଗେ ଖେଳୁଥିଲେ । ଖେଳିବା ସମୟରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏହାପରେ ୩ଜଣ ସାଙ୍ଗ ମିଶି ଅନ୍ୟ ଜଣେ ସାଙ୍ଗକୁ ହତ୍ୟା କରିଥିଲେ । ଏହି ହତ୍ୟା ଅଭିଯୋଗରେ ପୋଲିସ ଜଣେ ୨୨ ବର୍ଷିୟ ଯୁବକକୁ ଗିରଫ କରିଛି । ଅନ୍ୟ ଦୁଇ ଜଣ…

ପୁର୍ବ ଶତ୍ରୁତାରୁ ସିଏନଜି ପମ୍ପରେ ୩ ଜଣଙ୍କୁ ହତ୍ୟା

ଗୁରୁଗାଓଁ: ରାତିରେ ୩ ଜଣଙ୍କୁ ଛୁରୀରେ ହତ୍ୟା କରାଯାଇଛି । ଦିଲ୍ଲୀ-ଗୁରଗାଓଁ ଏକ୍ସପ୍ରେସୱେରେ ଥିବା ସିଏନଜି ପମ୍ପରେ ଏହି ଘଟଣା ଘଟିଛି । ପୋଲିସ ସୂଚନା ଅନୁସାରେ, ସେକ୍ଟର ୩୧ ନିକଟରେ ଏ ଥିବା ଏହି ସିଏନଜି ପମ୍ପରେ ଲାଗିଥିଲା ସିସିଟିଭି । ହେଲେ ୧ଘଣ୍ଟା ପୂର୍ବରୁ ଏହାକୁ ଅଚଳ…

ନିର୍ବାଚନରେ ପରାଜୟ ହେବାରୁ ବାବାଙ୍କୁ ମାଡ଼ ମାରି ୩ ଗିରଫ

ରେଢାଖୋଲ: ନିର୍ବାଚନ ପରାଜୟରୁ ଅକ୍ରୋଶ । ନିର୍ବାଚନରେ ହାରିଲେ, ବାବାଙ୍କୁ ପିଟିଲେ । ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଏଭଳି ଘଟଣା ଘଟିଛି ଚାରମାଳ ଥାନା ଅଞ୍ଚଳରେ । ଯାହା ଏବେ ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁସାରେ, ତ୍ରିସ୍ତରୀୟ ନିର୍ବାଚନ ସମୟରେ ସମିତି ସଭ୍ୟ…

ଭିଜିଲାନ୍ସ ଜାଲରେ ASI, ଏକକାଳୀନ ୬ଟି ସ୍ଥାନରେ ଚାଲିଛି ଚଢ଼ାଉ

ଭୁବନେଶ୍ୱର: ପୁଣି ଭିଜିଲାନ୍ସ ଚଢାଉ ହୋଇଛି । ଝାରସୁଗୁଡ଼ା OMVD ଏଏସ୍ଆଇ ହରେକୃଷ୍ଣ ନାୟକଙ୍କ ଘରେ ଭିଜିଲାନ୍ସ ରେଡ୍ । ଏକକାଳୀନ ୬ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ ବିଭାଗ । କଟକ, ପୁରୀ, ଝାରସୁଗୁଡା ଓ ଗଞ୍ଜାମ ଜିଲ୍ଲାରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ । ଚଢ଼ାଉ ବେଳେ ୪ ଲକ୍ଷ ୪୬…

ନିଖୋଜ ସରପଞ୍ଚ ପ୍ରାର୍ଥୀଙ୍କୁ ୨ ଦିନ ପରେ ଉଦ୍ଧାର କଲା ପୋଲିସ

ବିଶୋଇ: ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକରେ ଆଜି ଶେଷ ପର୍ଯ୍ୟାୟ ମତଦାନ ଥିଲା । ନିର୍ବାଚନ ପୂର୍ବରୁ ଏହି ବ୍ଲକର ଭାତଛତ୍ର ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ସଦାନନ୍ଦ ଟୁଡୁ ନିଖୋଜ ହୋଇଯାଇଥିବା ଜଣାପଡ଼ିଥିଲା । ନିଖୋଜ ଥିବା ଉକ୍ତ ସରପଞ୍ଚ ପ୍ରାର୍ଥୀଙ୍କୁ ଗତକାଲି ବିଳମ୍ବିତ ରାତିରେ ପୋଲିସ…

କେବେ ଥମିବ ? ପୁଣି ନାବାଳିକା ସହ ଦୁଷ୍କର୍ମ ଅଭିଯୋଗ, ଏଥର ବାସୁଦେବପୁରରେ

ବାସୁଦେବପୁର: ଆଇନକାନୁନ୍ ପ୍ରତି ନାହିଁ ମାଂସଲୋଭୀ ସଇତାନ୍‌ଙ୍କ ଭୟ । ପ୍ରତିଦିନ ସାମ୍ନାକୁ ଆସୁଛି ଦୁଷ୍କର୍ମ ଭଳି ଘୃଣ୍ୟ ଘଟଣା । ଶିକାର ସାଜୁଛନ୍ତି ନୀରିହ ନାବାଳିକା । ତଥାପି ଏଭଳି ଜଘନ୍ୟ ଅପରାଧରେ ଲଗାମ ଲଗାଇବାରେ ଫେଲ୍ ମାରିଛି ପୋଲିସ ପ୍ରଶାସନ । ଭଦ୍ରକ ଜିଲ୍ଲା ବାସୁଦେବପୁରରେ ଜଣେ…

ରାଜନୈତିକ ଶତ୍ରୁତାକୁ ନେଇ ବୋମା ମାଡ, ଜଣେ ମୃତ

ଭୁବନେଶ୍ୱର: ରାଜନୈତିକ ଶତ୍ରୁତାରୁ ଗଲା ଜୀବନ । ରାଜନୈତିକ ଶତ୍ରୁତାରୁ ବୋମା ମାଡ଼ । ଏହି ଘଟଣାରେ ଜଣେ ମୃତ । ଏଭଳି ଘଟଣା ଘଟିଛି ଖଣ୍ଡପଡ଼ା ବୋଦସା ଗାଁରେ । ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ବୋଦସା ଗାଁରେ ଦୁର୍ବୃତ୍ତଙ୍କ ବୋମା ମାଡ଼ରେ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ ପ୍ରଶାନ୍ତ…

ବିଡ଼ି ପାଇଁ ବାପାର ଜୀବନ ନେଲା ପୁଅ

ଗୁଆହାଟୀ: ସମ୍ପର୍କରେ ରକ୍ତର ଛିଟା । ବିଡ଼ି ପାଇଁ ଜୀବନ ନେଲା ପୁଅ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାରପେଟା ଜିଲ୍ଲା କୋଲଗାଚିଆ ଥାନା ଅଞ୍ଚଳରେ । ଅଭିଯୁକ୍ତକୁ ଗିରଫ କରି ହତ୍ୟାରେ ବ୍ୟବହୃତ ଛୁରୀକୁ ଜବତ କରିଛି ପୋଲିସ । ପୋଲିସ ସୂଚନା ଅନୁସାରେ, ମଙ୍ଗଳବାର ଦିନ ଅଲିପୁର ଗାଁର ସାମସୁଲ…

ଯାଜପୁରରେ ସାମ୍ବାଦିିକଙ୍କୁ ଆକ୍ରମଣ ଘଟଣା: ୩ ଅଭିଯୁକ୍ତ ଗିରଫ

ଯାଜପୁର: ଯାଜପୁରରେ ସାମ୍ବାଦିିକଙ୍କୁ ଆକ୍ରମଣ ଘଟଣାରେ ୩ ଅଭିଯୁକ୍ତ ଗିରଫ । ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ବିଞ୍ଝାରପୁର ବ୍ଲକର ବାଛୋଳ ପଞ୍ଚାୟତ ୨ ନଂ ବୁଥରେ ୩ ଜଣ ସାମ୍ବାଦିକଙ୍କୁ ଆକ୍ରମଣ କରାଯାଇଥିଲା । ଏହି ଘଟଣାରେ ସାମ୍ବାଦିକଙ୍କୁ ଆକ୍ରମଣ ହୋଇଥିବା‌ ବେଳେ ଆଜି ୩ଜଣଙ୍କୁ…

[ଦେଖନ୍ତୁ ଭିଡିଓ] ନକଲି ଡାକ୍ତର ରମେଶ ସ୍ବାଇଁଙ୍କ ଗୁମର, ଅଣ୍ଡର ଗ୍ରାଉଣ୍ଡ ଘର ନେଇ ବଢୁଛି ରହସ୍ୟ

ଢେଙ୍କାନାଳ : ରସାତଳକୁ ଯାଉଛି ରସିକିଆ ଡାକ୍ତରଙ୍କ କଳାକାରନାମା। ଧୀରେ ଧୀରେ ଫିଟୁଛି କାରନାମାର ଗୁମର। ହେଲେ ତାଙ୍କର ଏହି କେଳେଙ୍କାରୀର ଲମ୍ବାଚେର ଢେଙ୍କାନାଳ କାମାକ୍ଷାନଗର ଯାଏ ବି ଲମ୍ବିଛି । ଯେଉଁଠି ଲମ୍ବା ସମୟ ଭୋଗ ବିଳାସରେ ବିତାଇଛନ୍ତି ରସିକିଆ ରମେଶ। ଦେଖନ୍ତୁ କାମାକ୍ଷାନଗରରେ…