Latest Odisha News
Browsing Category

ଅପରାଧ

ଖୋଲିବ ମମିତା ନିଖୋଜ ମିଷ୍ଟ୍ରି: ଗୋବିନ୍ଦକୁ ରାତି ସାରା ଜେରା

ବଲାଙ୍ଗିର: କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ରହସ୍ୟ ଉପରୁ ଖୁବଶୀଘ୍ର ହଟିପାରେ ପରଦା । ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ମେହେର ମୁହଁରୁ ସତ ବାହାର କରିଛି ବଲାଙ୍ଗିର ପୋଲିସ । ଗତକାଲି ଗିରଫ ପରେ ଗୋବିନ୍ଦକୁ ସାରା ରାତି ବଲାଙ୍ଗିର ଏସପିଙ୍କ…

ମମିତା ମୃତ୍ୟୁ ମାମଲା : କାଲି ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ ଡାକରା ଦେଲା ବିଜେପି

କଳହାଣ୍ଡି : ସନସାଇନ୍ ଅଧ୍ୟକ୍ଷା ମମିତା ମେହେରଙ୍କ ନିଖୋଜ ମାମଲାରl ଗିରଫ ହୋଇଛି ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ । ବଙ୍ଗୋମୁଣ୍ଡା ବ୍ଲକ୍ ଝରିଆଲ ପଞ୍ଚାୟତ ବୁଢ଼ିପଦର ଗାଁର ଏକ ଆଖୁ କିଆରିରୁ ଗୋବିନ୍ଦକୁ ଗିରଫ କରିଛି ପୋଲିସ । ଏହି ଘଟଣାରେ ଆସନ୍ତାକାଲି ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ…

କୋଟିଏରୁ ଅଧିକ ଟଙ୍କା ଆତ୍ମସାତ୍ ମାମଲାରେ ଗିରଫ ହେଲେ ମ୍ୟାଡାମ୍ ୪୨୦

ନବରଙ୍ଗପୁର : ଶେଷରେ ଗିରଫ ହେଲେ ମ୍ୟାଡାମ୍ -୪୨୦ । ଏକ କୋଟି ଟଙ୍କାର ଆର୍ଥିକ ଅନିୟମିତତା ମାମଲାରେ ୬ ମାସ ଧରି ପୋଲିସକୁ ଚକମା ଦେଇ ଫେରାର ଥିଲେ ୪୨୦ କର୍ମଚାରୀ ଚନ୍ଦନା ମଣ୍ଡଳ । ନବରଙ୍ଗପୁର ଜିଲ୍ଲା ଡାବୁଗାଁ ତହସିଲରେ ଆର୍ଥିକ ଅନିୟମିତତା ନେଇ ତହସିଲଦାର ଡାବୁଗାଁ ଥାନାରେ ଏତଲା ଦେଇଥିଲେ…

ଭୂସ୍ବର୍ଗ କାଶ୍ମୀର ପାଇଁ ବଢୁଛି ବିପଦ, ଅଧିକ ଆକ୍ରମଣ କରିବାକୁ ଧମକ ଦେଲା ISKP

ଜାମ୍ମୁ : ଜାମ୍ମୁ ଓ କାଶ୍ମୀର ଲାଗି ବଢ଼ିଲା ବିପଦ । ଅଧିକ ଆକ୍ରମଣ କରିବାକୁ ଧମକ ଦେଲା ଆତଙ୍କବାଦୀ ସଙ୍ଗଠନ ଇସଲାମିକ ଷ୍ଟେଟ ଖୋରାସାନ ପ୍ରୋଭିନସ । ଗତ ଦୁଇ ସପ୍ତାହ ଧରି ଜାମ୍ମୁ ଓ କାଶ୍ମୀରରେ ରକ୍ତପାତ ଜାରି ରହିଥିବା ବେଳେ, ବିଭିନ୍ନ ସ୍ଥାନରେ ଲୁଚି ରହି ଆତଙ୍କବାଦୀମାନେ ହତ୍ୟା…

ଅଢ଼େଇ କୋଟି ଟଙ୍କାର ବ୍ରାଉନସୁଗର ଜବତ

ବାଲେଶ୍ୱର: ବ୍ରାଉସୁଗର ହବ୍ ପାଲଟିଛି ଜଳେଶ୍ୱର । ପୁଣି ଥରେ ବିପୁଳ ପରିମାଣର ବ୍ରାଉନସୁଗର ଜବତ ହୋଇଛି । ଅଢ଼େଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ କରିଛି ପୋଲିସ ଓ ଅବକାରୀ ବିଭାଗ । ଏହି ଘଟଣାର ୨ ମହିଳାଙ୍କ ସମେତ ଜଣେ ହୋଟେଲ ମାଲିକଙ୍କୁ ଗିରଫ କରାଯାଇଛି । ଜଳେଶ୍ୱର ଥାନା ଝାଡ଼େଶ୍ୱରପୁରରୁ…

ମନୀଷ ମୃତ୍ୟୁ ମାମଲା, ୪ ଦିନିଆ ରିମାଣ୍ଡରେ ଗଲେ ୩ ଅଭିଯୁକ୍ତ

ଭୁବନେଶ୍ବର : ମନୀଷ ଅନୁରାଗ ହତ୍ୟା ମାମଲାରେ ପଦାକୁ ଆସିବ ଆହୁରି ଗୁମର । ଆଜିଠୁ ୩ ଅଭିଯୁକ୍ତକୁ ୪ ଦିନିଆ ରିମାଣ୍ଡରେ ନେଇଛି ପୋଲିସ । ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବାକୁ ଗତକାଲି ଅନୁମତି ଦେଇଥିଲେ ଜେଏମଏଫସି କୋର୍ଟ । ଝାରପଡ଼ା ଜେଲରେ ଇନଫୋସିଟି ଥାନା ପୋଲିସର ସ୍ପେଶାଲ୍ ଟିମ୍ ପହଞ୍ଚି ୩…

ଦିଦି ନିଖୋଜ ମାମଲା: ପୋଲିସ ହେପାଜତରୁ ଅଭିଯୁକ୍ତ ଚମ୍ପଟ, ୩ ଜଣ ନିଲମ୍ବିତ

ବଲାଙ୍ଗିର: କଳାହାଣ୍ଡି ଜିଲ୍ଲା ସନସାଇନ୍ ପବ୍ଲିକ୍ ସ୍କୁଲ ଓ କଲେଜର ଶିକ୍ଷୟିତ୍ରୀ ନିଖୋଜ ମାମଲାରେ ପୋଲିସ ହେପାଜତରୁ ଚମ୍ପଟ ମାରିଛନ୍ତି ସନ୍‌ସାଇନ୍ ପବ୍ଲିକ୍ ସ୍କୁଲ ସଭାପତି ଗୋବିନ୍ଦ ସାବୁ । ଗତକାଲି ପୋଲିସ ବ୍ୟାରେକରୁ ସେ ଛୁ ମାରିଛନ୍ତି । ଏହି ଘଟଣାରେ ୩ ପୋଲିସ କର୍ମଚାରୀଙ୍କୁ…

ମନିଷ ମୃତ୍ୟୁ ମାମଲା: ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ସତ ଉଗାରିବ ପୋଲିସ

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନିଷ ଅନୁରାଗ ମୃତ୍ୟୁ ମାମଲାରେ ସତ ଉଗାରିବ ପୋଲିସ । ଆଜିଠୁ ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ଜେରା କରିବ ଇନଫୋସିଟି ଥାନା ପୋଲିସ । ଅଭିଯୁକ୍ତ ଦୀନେଶ ମହାପାତ୍ର, ମୃତ୍ୟୁଞ୍ଜୟ ମିଶ୍ର ଓ ଅମ୍ରିତ ପ୍ରୀତମ ବିଶ୍ୱାଳକୁ ନେଇ ରହସ୍ୟ ଭେଦିବ…

ବାଇକ ସହ ଗଞ୍ଜେଇ ଜବତ, ଜଣେ ଗିରଫ

ବଲାଙ୍ଗିର : ବଲାଙ୍ଗିର ପୋଲିସକୁ ସଫଳତା । ରାସ୍ତା ଲିଟିଲ ଫ୍ଲାୱାର ସ୍କୁଲ ନିକଟରୁ ବାଇକ ସହ ଏକ ବସ୍ତାରେ ଥିବା ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ବଲାଙ୍ଗିର ପୋଲିସ । ଗଞ୍ଜେଇ ଚୋରା ଚାଲାଣ କରୁଥିବା ଅଭିଯୋଗରେ ପୋଲିସ ଜଣେ ମାଫିଆକୁ ଗିରଫ କରିଛି । ଦୀର୍ଘ ଦିନରୁ ବଲାଙ୍ଗୀର ଧୁମଭାଟାର…

ପାରିବାରିକ କଳହର କରୁଣ ପରିଣତି, ବୋହୂକୁ ପଥରରେ ଛେଚି ହତ୍ୟାକଲା ଶାଶୂ

ଯାଜପୁର : ପାରିବାରିକ କଳହର କରୁଣ ପରିଣତି । ବୋହୂକୁ ପଥରରେ ଛେଚି ହତ୍ୟା କରିଛି ଶାଶୂ । ଯାଜପୁର ଜିଲ୍ଲା ବଡ଼ଚଣା ଥାନା ହରିଚନ୍ଦନପୁରରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ହେଲେ ଗାଁର ତରୁ ଦାସଙ୍କ ପତ୍ନୀ ଶାନ୍ତିଲତା ଦାସ । ଘଟଣାରେ ଶାଶୂକୁ ଗିରଫ କରିଛି ବଡ଼ଚଣା ପୋଲିସ । ସୂଚନା…