Latest Odisha News

BREAKING NEWS

Browsing Category

ଅପରାଧ

ଝାଡଖଣ୍ଡ ଜିଲ୍ଲା ଜଜଙ୍କୁ ଉଦ୍ଦେଶ୍ୟମୂଳକ ହତ୍ୟା, ହାଇକୋର୍ଟରେ ସିବିଆଇର ରିପୋର୍ଟ ଦାଖଲ

ଝାଡଖଣ୍ଡ () ଝାଡଖଣ୍ଡ ଜିଲ୍ଲା ଜଜ୍ ଉତ୍ତମ ଆନନ୍ଦ ମୃତ୍ୟୁ ମାମଲାର ହୋଇଛି ପର୍ଦ୍ଦାଫାଶ । ମର୍ଣ୍ଣିଂ ଓ୍ବାକ କରୁଥିବା ବେଳେ ଜଷ୍ଟିସଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଅଟୋ ଚଢାଇ ଦିଆଯାଇଥିଲା ବୋଲି ହାଇକୋର୍ଟରେ ଦାଖଲ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି ସିବିଆଇ । ଗତ ଜୁଲାଇର ଚାଞ୍ଚଲ୍ୟକର…

ଝାରସୁଗୁଡାରେ ଚାଂଚଲ୍ୟ ଖେଳାଇଲା ନକଲି ମାଓବାଦୀ ଗିରଫ ମାମଲା

ଝାରସୁଗୁଡା: ମାଓବାଦୀ ନାଁରେ ଟଙ୍କା ହଡପ କରିବା ଜଣେ ବ୍ୟକ୍ତିଙ୍କୁ ମହଙ୍ଗା ପଡିଛି । ଏକ ଧମକପୂର୍ଣ୍ଣ ଚିଠିକୁ ନେଇ ତଦନ୍ତ କରୁଥିବା ଝାରସୁଗୁଡା ପୋଲିସ ହାତରେ ଧରାପଡିଛି ମୁଖ୍ୟ କାର୍ପଟଦାର୍ । ବେଦାନ୍ତ ଆଲୁମିନା ଅଧିନରେ ସିମେନ୍ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ କମ୍ପାନୀର ସାଇଟ୍…

ପ୍ରେମୀଯୁଗଳଙ୍କ ଭିଡିଓ ଭାଇରାଲ୍‌, ଆକ୍ସନ ମୋଡରେ ମାଲକାନଗିରି ପୋଲିସ

ମାଲକାନଗିରି: ପୁଣି ସାମ୍ନାକୁ ଆସିଲା ଭଦ୍ରମୁଖା ସମାଜର କୁତ୍ସିତ ଚେହେରା । ଜଙ୍ଗଲ ମଝିରେ ପ୍ରେମୀଯୁଗଳଙ୍କ ଅନ୍ତରଙ୍ଗ ମୁହୁରତ୍ତ୍ୱର ଭିଡିଓ ଉତ୍ତୋଳନ କରି କିଛି ଯୁବକ ଏହାକୁ ସୋସିଆଲ ମିଡିଆରେ ଭାଇରାଲ୍ କରିଛନ୍ତି । ଏଭଳି ଏକ ଘୃଣ୍ୟ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛି ମାଲକାନଗିରି ଜିଲ୍ଲା ।…

ଜୁଆ ଆଡ୍ଡା ଉପରେ ରେଡ୍, ୧୪ ଜଣ ଗିରଫ

ସମ୍ବଲପୁର: ଜୁଆ ଆଡ୍ଡା ଉପରେ ପଞ୍ଝା ମାରିଲା ପୋଲିସ । ସମ୍ୱଲପୁର ସହରର ବିଭିନ୍ନ ସ୍ଥାନରେ ଜୁଆ ଆଡ୍ଡା ଉପରେ ଚଢଉ କରି ମୋଟ ୧୪ ଜଣଙ୍କୁ ଗିରଫ କରାଯାଇଛି । ସହରରେ ଜୁଆ ଖେଳ ଚାଲିଥିବା ନେଇ ପୋଲିସକୁ ଖବର ମିଳିଥିଲା । ଏହାପରେ ସ୍ୱତନ୍ତ୍ର ପୋଲିସ ଟିମ୍ ଆରମ୍ଭ କରିଥିଲା ରେଡ୍ । ପୋଲିସ ୧୪…

ରାଇରଙ୍ଗପୁରରେ ଧରାପଡିଲା ଗଂଜେଇ ଗାଡି, ୨ ଗିରଫ

ବାରିପଦା: ରାଜ୍ୟର ଫୁଙ୍ଗୁଳା ସୀମାରେ ରହିଛି ଅନେକ ଗଳାବାଟ । ସେହି ଗଳାବାଟ ଗଂଜେଇ ବେପାରୀଙ୍କ ପାଇଁ ପାଲଟିଛି ଭୂସ୍ୱର୍ଗ । ତେବେ ଏକ ଟ୍ରକରେ ଗଂଜେଇ ଚାଲାଣ କରିବା ଦୁଇ ଅଭିଯୁକ୍ତଙ୍କୁ ମହଙ୍ଗା ପଡିଛି । ରାଇରଙ୍ଗପୁର ଟାଉନ ପୋଲିସ୍ ପେଟ୍ରୋଲିଂ ଟିମ୍ ହାତରେ ଗଂଜେଇ ଚାଲାଣକାରୀଙ୍କ ସମେତ ୬…

କଲରା ପତରିଆ ବାଘ ଛାଲ ଜବତ ମାମଲାରେ ଡେପୁଟି ରେଂଜରଙ୍କ ପୁଅ ଗିରଫ

ବାରିପଦା: ବିଗତ ଦିନରେ ବାରିପଦା ଦିବ୍ୟା ହୋଟେଲରୁ କରଲା ପତରିଆ ବାଘ ଛାଲ ଜବତ ଘଟଣା ସମଗ୍ର ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିଲା । ଏହି ମାମଲାରେ ତିନିଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଗିରଫ ୩ ଅଭିଯୁକ୍ତଙ୍କୁ ବାରିପଦା ବନବିଭାଗ ଗତକାଲି କୋର୍ଟ ଚାଲାଣ କରିଥିଲା ।…

ରାଜଧାନୀରୁ ବନ୍ଧୁକ ଓ ଗୁଳି ସହ ବ୍ରାଉନସୁଗାର ବେପାରୀ ଗିରଫ

ଭୁବନେଶ୍ୱର: ରାଜଧାନୀର ଭରତପୁର ଥାନା ଅଞ୍ଚଳରୁ ଜଣେ ବନ୍ଧୁକ ବେପାରୀ ଗିରଫ । ତା ନିକଟରୁ ଜବତ ହୋଇଛି ଦେଶୀ ବନ୍ଧୁକ ଓ ୫ ରାଉଣ୍ଡ ଗୁଳି ଜବତ ହୋଇଛି । ଗିରଫ ଅଭିଯୁକ୍ତର ନାଁ ଭାବଗ୍ରାହୀ ସାହୁ । ସେ ଜଣେ ବ୍ରାଉନସୁଗର ବେପାରୀ । ତା ନିକଟରୁ ୭୦ ଗ୍ରାମ୍ ବ୍ରାଉନସୁଗର ବି ଜବତ ହୋଇଛି । ଯାହାର…

କନ୍ଧମାଳ ଚକାପାଦ ଗାଁରୁ ଦେଶୀ ବନ୍ଧୁକ ସହ ବନ୍ଧୁକ ତିଆରି ସାମଗ୍ରୀ ଜବତ, ୩ ଗିରଫ

କନ୍ଧମାଳ : କନ୍ଧମାଳ ଚକାପାଦ ଗାଁରୁ ଦେଶୀ ବନ୍ଧୁକ ସହ ବନ୍ଧୁକ ତିଆରି ସାମଗ୍ରୀ ଜବତ । ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ଗୁଣୁପୁର ଆଦର୍ଶ ଥାନା ପୋଲିସ । ଚଢ଼ାଉ ବେଳେ ୩ଟି ପିସ୍ତଲ, ୨ଟି ଦେଶୀ ବନ୍ଧୁକ ଓ ବିପୁଳ ପରିମାଣର ଦେଶୀ ବନ୍ଧୁକ ତିଆରି ଯନ୍ତ୍ରପାତି ଓ ସାମଗ୍ରୀକୁ ଜବତ କରାଯାଇଛି ।…

କେନ୍ଦୁଝର ନେସ୍କୋ ଇଲେକ୍ଟ୍ରିକାଲ୍ ଡେପୁଟି ମ୍ୟାନେଜରଙ୍କ ଘରେ ଭିଜିଲାନସ୍ ଚଢାଉ

କେନ୍ଦୁଝର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ନେସ୍କୋ ଇଲେକ୍ଟ୍ରିକ୍ ବିଭାଗ ଏମଆରଟି ଡେପୁଟି ମ୍ୟାନେଜରଙ୍କ ଘରେ ଭିଜିଲାନସ୍ ଚଢାଉ । ଏକାସାଙ୍ଗରେ ୫ଟି ସ୍ଥାନରେ ଚଢାଉ କରିଛି ଭିଜିଲାନସ୍ । କେନ୍ଦୁଝରର ନେସ୍କୋ କାର୍ଯ୍ୟାଳୟରେ ମିଟର୍ ରିଡିଂ ବିଭାଗରେ ଡେପୁଟି ମ୍ୟାନେଜର…

ଗୁପ୍ତତଥ୍ୟ ଲିକ୍ ଘଟଣାର ଦୁବାଇ ଲିଙ୍କ୍, ଚାଞ୍ଚଲ୍ୟକର ଖୁଲାସା କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ବର : ଚାନ୍ଦିପୁର ଆଇଟିଆରରୁ ଡିଆର୍‌ଡିଏର ତଥ୍ୟ ଲିକ୍ ମାମଲାରେ ଚାଞ୍ଚଲ୍ୟକର ଖୁଲାସା । ଗିରଫ ୫ ଅଭିଯୁକ୍ତଙ୍କ ଜେରା ପରେ ସାମ୍ନାକୁ ଆସିଛି ସାଂଘାତିକ ତଥ୍ୟ । ଗୁପ୍ତ ତଥ୍ୟ ଲିକ ଘଟଣାରେ ରହିଛି ଦୁବାଇ ଲିଙ୍କ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କ ଆକାଉଣ୍ଟକୁ ଆସିଛି ଟଙ୍କା । ଦୁଇଟି…