Latest Odisha News

BREAKING NEWS

Browsing Category

ଅପରାଧ

ହତ୍ୟାକାରୀ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

ଯାଜପୁର : ହତ୍ୟାକାରୀ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ । ଏହାସହ ୫୦ ହଜାର ଟଙ୍କାର ଜରିମାନାରେ ଦଣ୍ଡିତ କରିଛନ୍ତି ଅତିରିକ୍ତ ଜିଲ୍ଲା ଦୌରାଜଜ୍ । ଯାଜପୁର କୁଆଖିଆ ଥାନା ଖରିଦାବାଦ ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଘଟଣା । ସୂଚନା ଅନୁସାରେ, ଗତ ୨୦୧୬ ଜାନୁୟାରୀ ୧୭ ତାରିଖରେ କୁଆଖିଆ…

ଖୋର୍ଦ୍ଧାରେ ଚାଞ୍ଚଲ୍ୟ, ଯୁବକକୁ ହତ୍ୟା କରି ପୋଡ଼ିଦେଲେ

ଖୋର୍ଦ୍ଧା : ଖୋର୍ଦ୍ଧାରେ ଚାଞ୍ଚଲ୍ୟ । ଯୁବକକୁ ହତ୍ୟା କରି ପୋଡ଼ିଦେଲେ । ଆଦିବାସୀ ଯୁବକଙ୍କୁ ଘରୁ ଡାକିନେଇ ହତ୍ୟାକରୀ ଶ୍ମଶାନରେ ପୋଡି ଦେଇଛନ୍ତି ଦୁର୍ବୃତ୍ତ । ଘଟଣାରେ ପୋଲିସ ୬ ଜଣଙ୍କୁ ଅଟକ ରଖି ଚଳାଇଛି ତଦନ୍ତ । ଖୋର୍ଦ୍ଧା ଏସଡିପିଓ, ବେଗୁନିଆ ଓ ସଦର ଥାନା ପୋଲିସ ଘଟଣାସ୍ଥଳରେ…

ରାଜଧାନୀରେ ଦିନରେ ଲୁଟ୍: ମହିଳାଙ୍କ ପାଖରୁ ଝାମ୍ପି ନେଲେ ୧୦ ଲକ୍ଷ ଟଙ୍କା

ଭୁବନେଶ୍ୱର: ରାଜଧାନୀରେ ମାତିଛନ୍ତି ଲୁଟେରା । ଦିନରେ ଲୁଟ୍ । ମହିଳାଙ୍କ ପାଖରୁ ଝାମ୍ପି ନେଲେ ୧୦ ଲକ୍ଷ ଟଙ୍କା । ଭୁବନେଶ୍ୱର ଜୟଦେବ ବିହାର ଛକରେ ଆଜି ସକାଳେ ଏହି ଲୁଟ୍ ହୋଇଛି । ଜଣେ ମହିଳାଙ୍କ ପାଖରୁ ଲୁଟେରା ୧୦ ଲକ୍ଷ ଟଙ୍କା ଛଡ଼ାଇ ଚମ୍ପଟ ମାରିଛନ୍ତି । ଲୁଟର ଶିକାର ହୋଇଥିବା…

ACF ସୌମ୍ୟରଞ୍ଜନ ମୃତ୍ୟୁ ରହସ୍ୟ: କ୍ୱାର୍ଟର୍ସରେ ଡେମୋ ଦେଖାଇବେ ବିଦ୍ୟାଭାରତୀ !

ଭୁବନେଶ୍ୱର: ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ତଦନ୍ତ ପୁଣି ଥରେ ଜୋରଦାର ହୋଇଛି । ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ଦ୍ୱିତୀୟ ପର୍ଯ୍ୟାୟ ଜେରା ପାଇଁ କପ୍ତିପଦାରେ ପହଞ୍ଚିଛି ପାରଳାଖେମୁଣ୍ଡି ପୋଲିସର ୪ ଜଣିଆ ଟିମ୍ । ସେମାନେ…

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ବିଦ୍ୟାଭାରତୀଙ୍କୁ ଜେରା ପାଇଁ ପହଞ୍ଚିଥିଲା ପାରଳା ପୋଲିସ

ଭୁବନେଶ୍ୱର: ପାରଳାଖେମୁଣ୍ଡି ଇଉୠ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଉପରୁ ଏଯାଏ ପରଦା ହିଟିନି । ଘଟଣାର ୨୨ ଦିନ ପରେ ବି ପୋଲିସ କୌଣସି ନଷ୍କର୍ଷରେ ପହଞ୍ଚି ପାରିନି । ତଦନ୍ତ ଏବେ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ଉପରେ କେନ୍ଦ୍ରୀଭୂତ ଅଛି । ଦ୍ୱିତୀୟ ପର୍ୟ୍ୟାୟ ଜେରା ବିଦ୍ୟାଭାରତୀଙ୍କ…

ବିରଞ୍ଚି ସାହୁଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର

ଭୁବନେଶ୍ବର : ମହଙ୍ଗା ପଡିଲା ଦୁର୍ନୀତି । ବିଦା ହେଲେ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନର ପିଏସ ବିରଞ୍ଚି ସାହୁ । କୋଟିପତି ପିଏସ ବିରଞ୍ଚି ସାହୁଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର । ଦୁର୍ନୀତି ମାମଲାରେ ଗିରଫ ପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ରାଜ୍ୟ ସରକାର । ବିପୁଳ…

ମୁନିଗୁଡ଼ା ଭୈରବ ମନ୍ଦିରରେ ତାଲା ଭାଙ୍ଗି ଲୁଟ୍

ରାୟଗଡ଼ା : ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ନିକଟରେ ଭୈରବ ମନ୍ଦିରରୁ ଲୁଟ୍ । ମନ୍ଦିରରେ ପୂଜା ପାଉଥିବା ଅସ୍ତ୍ର ଓ ସୁନା ଅଳଙ୍କାରକୁ କେହି ଦୁର୍ବୃତ୍ତ ତାଲା ଭାଙ୍ଗି ଚୋରି କରିଥିବା ଜଣାପଡିଛି । ଆଜି ସକାଳେ ମନ୍ଦିର ପୂଜକ ପୂଜା କରିବାକୁ ଯିବା ସମୟରେ ମନ୍ଦିରର ମୁଖ୍ୟ ଦ୍ବାର ତାଲା ଭଙ୍ଗା…

ବୋଲେରୋ ଗାଡ଼ିରୁ ପ୍ୟାକେଟ୍ ପ୍ୟାକେଟ୍ ଗଞ୍ଜେଇ ଜବତ, ୩ ଗିରଫ

ଭବାନୀପାଟଣା: ଲକଡାଉନ୍ ବେଳେ ବଢ଼ିଛି ଗଞ୍ଜେଇ ଚୋରା ଚାଲାଣ । କଳାହାଣ୍ଡି ଜିଲ୍ଲାରୁ ବେଆଇନ ଗଞ୍ଜେଇ ଚାଲାଣ ବେଳେ ଧରିଲା କୋକସରା ପୋଲିସ । ଗତକାଲି ରାତିରେ ପେଟ୍ରୋଲିଂ ବେଳେ ଟେମରା ମଦଭାଟି ନିକଟରୁ ଏକ ବୋଲେରୋ ଗାଡ଼ିରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । ଏହି ଘଟଣାରେ ୩ ଜଣଙ୍କୁ ଗିରଫ…

OSSC ସଦସ୍ୟଙ୍କ କୋଟିପତି ପିଏସ୍ ବିରଞ୍ଚି ନାରାୟଣ ସାହୁ ଗିରଫ

ଭୁବନେଶ୍ୱର: ଓଡ଼ିଶା ଷ୍ଟାଫ୍ ସିଲେକସନ୍ କମିଶନ(OSSC) ସଦସ୍ୟଙ୍କ କୋଟିପତି ବ୍ୟକ୍ତିଗତ ସଚିବ ଗିରଫ । ପିଏସ୍ ବିରଞ୍ଚି ନାରାୟଣ ସାହୁଙ୍କୁ ଗିରଫ କରିଛି ଭିଜିଲାନ୍ସ । ଏବେ ତାଙ୍କର ଅମାପ ସମ୍ପତ୍ତିର ହିସାବ ନିକାଶ ଚାଲିଛି । ଗିରଫ ପରେ ବିରଞ୍ଚି ନାରାୟଣ ସାହୁଙ୍କୁ ପଚରାଉଚରା କରୁଛି…

ପ୍ରେମିକାକୁ ସ୍ପିରିଟ୍ ଢ଼ାଳି ଜାଳିଦେବା ଘଟଣା, ଅଭିଯୁକ୍ତ ପ୍ରେମିକକୁ କୋର୍ଟ ଚାଲାଣ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ପ୍ରତାପପୁରରେ ପ୍ରେମିକାକୁ ସ୍ପିରିଟ ଢ଼ାଳି ଜାଳିଦେବା ଘଟଣାରେ ଅଭିଯୁକ୍ତ କୃଷ୍ଣଚନ୍ଦ୍ର ସାହୁକୁ କୋର୍ଟ ଚାଲାଣ କରିଛି ପୋଲିସ । ଘଟଣା ଦିନ ମୃତ ପ୍ରେମିକା ଶୁଭସ୍ମିତାଙ୍କ ମୃତ୍ୟୁ କାଳୀନ ଜମାନବନ୍ଦୀ ନେଇଥିଲା ପୋଲିସ । ପ୍ରେମିକ…