Latest Odisha News

BREAKING NEWS

Browsing Category

ଅପରାଧ

ଲଜ୍ଜା ! ଛାତ୍ରଙ୍କୁ ପ୍ରେମ ନିବେଦନ ଓ ଯୌନ ନିର୍ଯାତନା ଅଭିଯୋଗରେ ଅଧ୍ୟାପକ ଗିରଫ

ଯାଜପୁର: କଲେଜ ଛାତ୍ରଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ କଲେଜ ଅଧ୍ୟାପକ ଗିରଫ । ବିଭିନ୍ନ ସମୟରେ ଛାତ୍ରଙ୍କୁ ହ୍ୱାଟ୍ସଆପରେ ପ୍ରେମ ନିବେଦନ କରୁଥିଲେ । ଖରାପ୍ ମେସେଜ୍ ପଠାଉଥିଲେ । ରାତିରେ ତାଙ୍କ ରୁମକୁ ଡାକୁଥିଲେ ଅଧ୍ୟାପକ । ଯାଜପୁର ଜିଲ୍ଲାରୁ ଏଭଳି ସାଂଘାତିକ ଅଭିଯୋଗ ଆସିଛି । ଚିତାଲୋ…

କନ୍ଦରପୁର କଲେଜର ପୂର୍ବତନ ଅଧ୍ୟକ୍ଷଙ୍କୁ ହତ୍ୟା ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ

କଟକ : କଟକ କନ୍ଦରପୁର କଲେଜର ପୂର୍ବତନ ଅଧ୍ୟକ୍ଷଙ୍କୁ ହତ୍ୟା ଘଟଣାରେ କାର୍ଯ୍ୟାନୁଷ୍ଠାନ । ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଅର୍ଜୁନ ଜେନାକୁ ଗିରଫ କରିଛି କନ୍ଦରପୁର ପୋଲିସ । ବାକି ଟଙ୍କା ମାଗିବାରୁ ସୁଦର୍ଶନ ଶତପଥୀଙ୍କୁ ଅଭୀଯୁକ୍ତ ଅର୍ଜୁନ ହତ୍ୟା କରିଥିବା କହିଛି ପୋଲିସ । ସୂଚନା…

ରାଜଧାନୀରେ ରକ୍ତପାତ: ସାମାନ୍ୟ ବଚସାରୁ ବୀଭତ୍ସ ହତ୍ୟା

ଭୁବନେଶ୍ୱର: ରାଜଧାନୀରେ ରକ୍ତପାତ । ସାମାନ୍ୟ ବଚସାରୁ ବୀଭତ୍ସ ହତ୍ୟାକାଣ୍ଡ । ଜଣେ ମୋବାଇଲ୍ ଦୋକାନୀଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଖଣ୍ଡଗିରି ଥାନା ରଘୁନାଥପୁର ମନ୍ଦିର ନିକଟରେ ଏହି ହତ୍ୟାକାଣ୍ଡ ହୋଇଛି । ମୃତକ ହେଲେ ସନାତନ ରାଉତ । ଗତକାଲି ରାତି ୧୨ଟା ବେଳେ…

ଅବକାରୀ ବିଭାଗର ଚଢ଼ାଉ, ବିପୁଳ ପରିମାଣର ଦେଶୀ ମଦ ସହ ୪ ଗିରଫ

ନୀଳଗିରି : ଅବକାରୀ ବିଭାଗ ପକ୍ଷରୁ ନୀଳଗିରି ଥାନା ଅଧିନସ୍ଥ ସିଆଡିମାଳ ଓ ଭବାନ୍ଧ ଗ୍ରାମରେ ଚଢ଼ାଉ କରାଯାଇଛି । ଚଢ଼ାଉ ବେଳେ ବିପୁଳ ପରିମାଣର ଦେଶୀ ମଦ ଓ ମଦ ପ୍ରସ୍ତୁତକାରୀ ସମାଗ୍ରୀ ଜବତ କରାଯାଇଛି । ଦୁଇଟି ମାମଲାରେ ମୋଟ ୮ ହଜାର ୮ଶହ ଲିଟର ଗୁଡ ସଫା ଓ ମଦ ଡିଷ୍ଟିଲେସନ୍ ପାଇଁ ବ୍ୟବହୃତ…

କୋରିଅରରେ ଗଞ୍ଜେଇ ଚାଲାଣ, ୨ ଯୁବକ ଗିରଫ

ଭୁବନେଶ୍ୱର: ଅଭିନବ ଉପାୟରେ ଗଞ୍ଜେଇ ଚୋରା ଚାଲାଣ । କୋରିଅରରେ ଅନ୍ୟ ଜିନିଷ ସହ ଗଞ୍ଜେଇ ଚାଲାଣ ବେଳେ ଧରିଲା କମିଶନରେଟ ପୋଲିସ । ଦିଲ୍ଲୀର ୨ ଯୁବକଙ୍କୁ ଗିରଫ ସହିଦନଗର ଥାନା ପୋଲିସ ଗିରଫ କରିଛି । ଜବତ ହୋଇଛି ପ୍ରାୟ ୪୫ କେଜି ଗଞ୍ଜେଇ । ଯାହାର  ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କା ହେବ ।…

[ଭିଡିଓ] ଖୁଲମଖୋଲା କିଡନାପ୍ , ଏବେ ବି ଚାଲିଛି ତଦନ୍ତ

ଭଦ୍ରକ: ଆଜି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଂଚଳର ଏକ ଅପହରଣ ଘଟଣାକୁ ନେଇ ଚର୍ଚ୍ଚାର ଜୋର ଧରିଛି । ସିସିଟିଭିରେ କଏଦ ହୋଇଥିବା ଦୃଶ୍ୟକୁ ନେଇ ଜାରି ରହିଛି କଳ୍ପନାଜଳ୍ପନା । ମହୁଲିଆ ଛକ ନିକଟରୁ ଅପହୃତ ହୋଇଥିବା ମଧୁସ୍ମିତା ପଣ୍ଡାଙ୍କ ଖୋଜଖବର ମିଳିପାରୁନାହିଁ । ଅନ୍ୟପଟେ ଚିନ୍ତିତ ପରିବାର…

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ବାଲେଶ୍ୱର: ଜିଲ୍ଲାର ଷ୍ଟେସନ୍ ଛକ ସ୍ଥିତ ବିଦେଶୀ ମଦ ଦୋକାନ ଫାଟକରେ ଆଜି ସକାଳେ ଝୁଲି ରହିଥିଲା ଜଣେ ଅଚିହ୍ନା ଯୁବକଙ୍କ ମୃତଦେହ । ଦେହର ଅଧିକାଂଶ ସ୍ଥାନରେ ସୃଷ୍ଟି ହୋଇଥିଲା କ୍ଷତ ଚିହ୍ନ । ସ୍ଥାନାୟ ଲୋକଙ୍କଠାରୁ ଖବର ପାଇଁ ଘଟଣାସ୍ଥଳରେ ପହଁଚିଥିଲା ସହଦେବଖୁଣ୍ଟା ପୋଲିସ । ମିଳିଥିବା…

ବ୍ୟବସାୟୀଙ୍କୁ ଅପହରଣ, ଓ୍ବେବ୍ ଚ୍ୟାନେଲ ମହିଳା ସାମ୍ବାଦିକାଙ୍କ ସମେତ ୫ ଗିରଫ

ଭୁବନେଶ୍ବର : ରାଜ୍ୟରେ ଚାଞ୍ଚଲ୍ୟ । ବ୍ୟବସାୟୀଙ୍କୁ ଫାଇନାନ୍ସ କରାଇ ଦେବାକୁ କହି ଅପହରଣ । ଘଟଣାରେ ଘଟଣାରେ ଏକ ଓ୍ବେବ ଚ୍ୟାନେଲର ମହିଳା ସାମ୍ବାଦିକାଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି ନନ୍ଦନକାନନ ପୋଲିସ । ଘଟଣାରେ ମୁଖ୍ୟ ଅଭିଯୁକ୍ତ ତଥା ଓ୍ବେବ ଚ୍ୟାନେଲର ସିଇଓ ରାଜ ଫେରାର ହୋଇଯାଇଛି ।…

କୋଟିଏ ଟଙ୍କାର ଗଞ୍ଜେଇ ଜବତ, ହୋମଗାର୍ଡ ସମେତ ୬ ଗିରଫ

କୋରାପୁଟ: ଗଞ୍ଜେଇ ଚୋରା ଚାଲାଣରେ ହୋମଗାର୍ଡଙ୍କ ସଂପୃକ୍ତି ଅଭିଯୋଗ । ଏହି ମାମଲାରେ ଜଣେ ହୋମଗାର୍ଡଙ୍କ ସମେତ ୬ ଜଣଙ୍କୁ ଗିରଫ କରିଛି କୋରାପୁଟ ପୋଲିସ । କୋଟିଏ ଟଙ୍କାର ଗଞ୍ଜେଇ ଜବତ ହୋଇଛି । ଜିଲ୍ଲାର ଆମ୍ବାଗୁଡ଼ା ଓ କୋରାପୁଟ-ଜୟପୁର ଘାଟିରୁ ଜବତ ହୋଇଛି ବିପୁଳ ପରିମାଣର ଗଞ୍ଜେଇ ।…

ଧରାପଡିଲା ଅନୁଗୁଳର କୁଖ୍ୟାତ ଲେଡି ବ୍ରାଉନ୍ ସୁଗାର ଡିଲର୍‌

ଅନୁଗୁଳ: ବ୍ରାଉନ୍ ସୁଗାରର ଲେଡି ଡିଲରର ଗିରଫଦାର୍କୁ ନେଇ ଚର୍ଚ୍ଚାକୁ ଆସିଛି ଅନୁଗୁଳ ଜିଲ୍ଲା । ଅନେକ ଦିନ ଧରି ନାକେଦମ୍ ହୋଇପଡିଥିଲା ଜିଲ୍ଲା ଅବକାରୀ ଓ ପୋଲିସ ବିଭାଗ । ହେଲେ ଶେଷରେ ଜିଲ୍ଲାର କୁଖ୍ୟାତ ମହିଳା ବ୍ରାଉନ୍ ସୁଗାର ବିକ୍ରୟକାରୀକୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି ।…