Latest Odisha News

BREAKING NEWS

Browsing Category

ଅପରାଧ

ଫସର ଫାଟିଲା ଡକାୟତି: ୪ ଜଣଙ୍କୁ ବାନ୍ଧିଲା ପୋଲିସ, ୨ ଚମ୍ପଟ

ପୁରୀ: ଡକାୟତି ଯୋଜନା ଫେଲ୍ ମାରିଲା । ପୁରୀରେ ଡକାୟତି ଯୋଜନା କରୁଥିବା ବେଳେ ଚଢ଼ାଉ କଲା ପୋଲିସ । ୪ ଜମଙ୍କୁ ଗିରଫ କରିଛି ବଳିଆପଣ୍ଡା ଥାନା ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ସୁବାସ ଚନ୍ଦ୍ର ମହାନ୍ତି ଓରଫ ଗିଲଟି କାଳୁ, ଜୀବନ ବାରିକ, ସୌମ୍ୟରଞ୍ଜନ ମଲ୍ଲିକ ଓ କାତି ଓରଫ ବରେନ୍ଦ୍ର…

ସତ୍ୟାନନ୍ଦର ସାଙ୍ଘାତିକ ପ୍ରେମ, ଅଳ୍ପକେ ବର୍ତ୍ତିଲା ଲିପି !

ଢେଙ୍କାନାଳ: ମାରାତ୍ମକ ପ୍ରେମ କାହାଣୀ । ସତ୍ୟାନନ୍ଦର ମିଛ ପ୍ରେମ କାହାଣୀରେ ଫସିଥିବା ଏକ ନୀରିହ ଜୀବନ ଅଲ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତିଯାଇଛି । ଏହି ଦୁଇ ଧାଡି ଆପଣଙ୍କୁ ବୋଧ ହୁଏ ଅବୁଝା ଲାଗୁଥିବ । ହେଲେ ସତ୍ୟାନନ୍ଦ ଭଳି ଲୋକଙ୍କ ପ୍ରେମ କାହାଣୀ ଆଜି ପ୍ରେମ ଭଳି ଶବ୍ଦକୁ ବଦନାମ କରିବାକୁ…

ରକ୍ତ ରଞ୍ଜିତ ହେଲା ରାଜଧାନୀ, ଯୁବକଙ୍କୁ ନିର୍ମମ ହତ୍ୟା

ଭୁବନେଶ୍ବର : ରକ୍ତ ରଞ୍ଜିତ ହେଲା ରାଜଧାନୀ । ଯୁବକଙ୍କୁ ପଥରରେ ଛେଚି ନିର୍ମମ ଭାବେ ହତ୍ୟା କରାଯାଇଛି । ଶିଶୁଭବନ ଛକରୁ ରାଜମହଲ ଯିବା ରାସ୍ତାରେ ଏଭଳି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । ଘଟଣାରେ ଜଣଙ୍କୁ ଅଟକ ରଖିଛି କ୍ୟାପିଟାଲ ଥାନା ପୋଲିସ । ଏଥିସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ…

କଟକ କଲେଜ ଛକରେ ଥିବା ଏକ ହୋଟେଲରେ ସେକ୍ସ କାରବାର

କଟକ : କଟକରୁ ସେକ୍ସ ରାକେଟ ଠାବ । କଲେଜ ଛକରେ ଥିବା ଏକ ହୋଟେଲରୁ ଏହି ସେକ୍ସ ରାକେଟ ଠାବ ହୋଇଛି । ପୋଲିସ ଚଢ଼ାଉ କରି ୪ ଜଣଙ୍କୁ ଗିରଫ କରିଛି । ସେକ୍ସ ରାକେଟ କାରବାର ଘଟଣାରେ ହୋଟେଲ ମ୍ୟାନେଜର, କିଙ୍ଗ ପିନ୍, ଜଣେ ପୁରୁଷ ଓ ଜଣେ ଦେହଜୀବୀଙ୍କୁ ଅଟକ ରଖିଛି ପୋଲିସ । କଲେଜ ଛକରେ…

ଝିଅ ଓ ସ୍ତ୍ରୀକୁ ହାଣିବା ପରେ ବାପାର ଆତ୍ମହତ୍ୟା

କୁଚିଣ୍ଡା : ସୈତାନ ସାଜିଲା ବାପା । ଜନ୍ମ କଲା ବାପା ଘଟାଇଛି ନାରକୀୟ କାଣ୍ଡ । ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ ଯୌତୁକବାହାଲ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗୋଟିଏ ଝିଅକୁ ହାଣି ମାରି ମାରିବା ପରେ ଆଉ ତିନି ଜଣଙ୍କୁ କଟୁରୀରେ ହାଣି ଗୁରୁତର କରିଛି । ତେବେ ଘଟଣା…

କଟକରୁ ନକଲି କରୋନା ଔଷଧ ଜବତ ଘଟଣା, ସ୍ବାସ୍ଥ୍ୟ ବିଭାଗର ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ବର : କଟକରୁ ନକଲି କରୋନା ଔଷଧ ଜବତ ପରେ ତତ୍ପର ହୋଇଛି ସ୍ବାସ୍ଥ୍ୟ ବିଭାଗ । ନକଲି ଔଷଧ ଜବତ ପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି ଦେଇଛି ସ୍ବାସ୍ଥ୍ୟ ବିଭାଗ । ଔଷଧ ନିଗମ ଓ ପୋଲିସ ମିଳିତ ଭାବେ ଅନୁସନ୍ଧାନ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ମେଡିସିନ ହୋଲସେଲରୁ…

ଅକ୍ସିଜେନ୍ ସିଲିଣ୍ଡର ବେଝେଇ ଗାଡିରେ ଗଂଜେଇ ଚାଲାଣ, ୨ ଗିରଫ

ଜୟପୁର: କରୋନା ମହାମାରୀ ଆଳରେ ଅଭିନବ ଉପାୟରେ ଗଂଜେଇ ଚାଲାଣ । ଅକ୍ସିଜେନ୍ ସିଲିଣ୍ଡର ବୋଝେଇ ଗାଡିରେ ହେଉଥିଲା ଗଂଜେଇ ଚୋରା ଚାଲାଣ । ଅନ୍ୟ କେଉଁ ରାଜ୍ୟ ନୁହେଁ ବରଂ ଓଡିଶାରେ ସାମ୍ନାକୁ ଆସିଛି ଗଂଜେଇ ବେପାରୀଙ୍କ ଏପରି ଅଭିନବ ଅପରାଧିକ କାରନାମା । ଆଜି କୋରାପୁଟ ଜିଲ୍ଲା ଜୟପୁରରେ ସଦର…

ମିଳିଲା ଅପହୃତ ଟ୍ରକ୍‌, ଉଦ୍ଧାର ହେଲେ ଡ୍ରାଇଭର ଓ ହେଲ୍ପର୍‌

ଢେଙ୍କାନାଳ: ପରଜଙ୍ଗ ଥାନା ଅନ୍ତର୍ଗତ ଜଟିଆ ଗାଁରୁ ଟ୍ରକ ଲୁଟ୍ ମାମଲାରେ ପୋଲିସକୁ ମିଳିଲା ସଫଳତା । ଟ୍ରକକୁ ପୋଲିସ ଠାବ କରିବାରେ ସଫଳ ହୋଇଛି । ଅନ୍ୟପଟେ ଆହତ ଟ୍ରକର ଡ୍ରାଇଭର ଓ ହେଲ୍ପରକୁ ମଧ୍ୟ ଉଦ୍ଧାର କରାଯାଇଛି । ଗତକାଲି ଜଟିଆ ଗାଁ ବ୍ରାହ୍ମଣୀ ନଦୀ ପୋଲ ନିକଟରୁ ବିଳମ୍ବିତ ରାତିରେ…

ମଦ ବେପାରୀକୁୁ କାବୁ କଲେ ଗାଁ ଲୋକେ, ରନ୍ଧା ମଦ ଜବତ

ସୋନପୁର: ସଚେତନ ନାଗରିକର ଭୂମିକା ତୁଲାଇଲେ ଗାଁ ଲୋକେ । ରନ୍ଧା ଦେଶୀ ମଦ ବେପାରୀଙ୍କୁ ଧରି ପୋଲିସରେ ଜିମା ଦେଲେ । ଏପରି ଏକ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛି ସୋନପୁର ଜିଲ୍ଲାର ମାନପୁର ଅଂଚଳ । ସୂଚନା ଅନୁଯାୟୀ ଝାରବାହାଳି ଗାଁରୁ ଦୁଇଜଣ ବ୍ୟକ୍ତି ଏକ କାର ଯୋଗେ ରନ୍ଧା ମଦ ଧରି…

ରାଜଧାନୀରେ ବୁଲୁଥିଲା ନକଲି ଆର୍ମି ଅଫିସରଙ୍କ ଗାଡି

ଭୁବନେଶ୍ୱର: ବେଶ କିଛିଦିନ ହେବ ରାଜଧାନୀ ଭୁବନେଶ୍ୱରରେ ଆର୍ମି ଲେଖାହୋଇଥିବା ଏକ ଗାଡି ବାରମ୍ବାର ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା ଅଭିଯୋଗ ହୋଇଥିଲା । ଏକ କଳା ରଙ୍ଗର ଦାମୀ ଏସ୍‌ୟୁଭି ମଡେଲ ଗାଡିରେ ଆର୍ମି ଲେଖା ହେବା ସହ ହାଇ ସିକ୍ୟୁରିଟି ଜୋନ୍‌ରେ ଗାଡିଟି ଘୁରିବୁଲୁଥିଲା । ଶେଷରେ ଏହି…