Latest Odisha News

BREAKING NEWS

Browsing Category

ଅପରାଧ

ପୁଅ ସାଜିଲା ପିଶାଚ: ଟାଙ୍ଗିଆରେ ହାଣି ବାପାଙ୍କୁ ହତ୍ୟା କଲା, ମାଆ ଗୁରୁତର

ଅନୁଗୁଳ: ପୁଅ ନାଁରେ କଳଙ୍କ । ପିତୃ ହନ୍ତା । ବାପାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲା ପୁଅ । ଆକ୍ରମଣରେ ମାଆ ଗୁରୁତର ହୋଇଛନ୍ତି । ଅନୁଗୁଳ ଜିଲ୍ଲା ଜରପଡା ଥାନା ଅନ୍ତର୍ଗତ ଦୁର୍ଗାପୁର ଗାଁରେ ଏଭଳି ଅଭାବନୀୟ ଘଟଣା । ମୃତକ ହେଲେ ଦୁର୍ଗାପୁର କୁଡ଼ାସାହିର କୃଷ୍ଣଚନ୍ଦ୍ର ବେହେରା । ତାଙ୍କ…

ନକଲି ମଦ ମାମଲାରେ ହୋମିଓପାଥିକ ଡାକ୍ତର ଗିରଫ

ବ୍ରହ୍ମପୁର: ବ୍ରହ୍ମପୁରରେ ନକଲି ମଦ ମାମଲାରେ ହୋମିଓପାଥିକ ଡାକ୍ତର ତଥା ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି। ସୂଚନାନୁସାରେ, ଗତ ଜାନୁଆରୀ ୭ରେ ବୈଦ୍ୟନାଥପୁର ପୋଲିସ ପକ୍ଷରୁ ମଦ ତିଆରି ୟୁନିଟ୍ ଉପରେ ଚଢ଼ାଉ କରିଥିଲା। ହେଲେ ମୁଖ୍ୟ ଅଭିଯୁକ୍ତ ହରିଶ ଚନ୍ଦ୍ର ସାହୁ ଫେରାର…

ଜଙ୍କିଆରେ ବୋମା ସହ ଟେକା ପଥର ମାଡ଼, ୫ ଆହତ

ଟାଙ୍ଗି : ଟାଙ୍ଗି ଜଙ୍କିଆ ଥାନା ଓଳସିଂ ପଞ୍ଚାୟତ ଡମଣଭୂମି ଗାଁରେ ଗୋଷ୍ଠୀ ସଂଘର୍ଷ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗାଁର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି । ଉଭୟ ଗୋଷ୍ଠୀ ବୋମାମାଡ଼ ସାଙ୍ଗକୁ ଟେକା ପଥର ମାଡ଼ କରିଛନ୍ତି । ଟେକା ପଥର ମାଡ଼ରେ ୫ ଜଣ ଆହତ ହୋଇଚନ୍ତି । ସମସ୍ତ…

ଉନ୍ନୟନମୂଳକ କାମକୁ ବିରୋଧ କରି ପୁଣି ମାତିଲେ ମାଓବାଦୀ, ଶ୍ରମିକଙ୍କୁ ନିର୍ଧୁମ ପିଟିଲେ

ମାଲକାନଗିରି: ପୁଣି ମାତିଲେ ମାଓବାଦୀ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟର ସୁକୁମା ଜିଲ୍ଲାରେ ମାଓବାଦୀଙ୍କ ଉନ୍ମତକାଣ୍ଡ । ଉନ୍ନୟନ ମୂଳକ କାମକୁ ବିରୋଧ କରି ଜେସିବି ପଡିବା ସହ ଶ୍ରମିକଙ୍କୁ ନିର୍ଧୁମ ମାଡ଼ ମାରିଛନ୍ତି ମାଓବାଦୀ । ସୂଚନା ଅନୁସାରେ, ସୁକମା ଜିଲ୍ଲା କଣ୍ଟା…

ଛତିଶଗଡ଼ ଦାନ୍ତେଓ୍ବାଡାରେ ଏନକାଉଣ୍ଟର, ୨ ହାର୍ଡକୋର ମାଓବାଦୀ ମୃତ

ଛତିଶଗଡ଼ : ଛତିଶଗଡ଼ର ଦନ୍ତେୱାଡାରେ ପୋଲିସ-ମାଓବାଦୀ ଗୁଳି ବିନିମୟ । ପୋଲିସ ଏନକାଉଣ୍ଟରରେ ଦୁଇ ଜଣ ହାର୍ଡକୋର ମାଓବାଦୀଙ୍କ ମୃତ୍ୟୁ ହୋଇଛି । ପୋଲିସ ଘଟଣାସ୍ଥଳରୁ ଦୁଇ ହାର୍ଡକୋର ମାଓବାଦୀଙ୍କ ମୃତଦେହ ଜବତ କରିଥିବା ବେଳେ, ଟିଫିନ୍ ବୋମା, ବନ୍ଧୁକ ସହ ମାଓ ସାମଗ୍ରୀ ଜବତ କରାଯାଇଛି ।…

ଡାକ ଘରେ ୯୩ ଲକ୍ଷ ଟଙ୍କା ହେରଫେର୍, ପୋଷ୍ଟ ମାଷ୍ଟରଙ୍କ ସହ ଅନ୍ୟ ୨ ଜଣଙ୍କ ନାଁରେ CBI ମାମଲା

ମାଲକାନଗିରି: ନିଲମ୍ବିତ ପୋଷ୍ଟ ମାଷ୍ଟରଙ୍କ ସହ ଅନ୍ୟ ୨ ଜଣଙ୍କ ନାଁରେ ସିବିଆଇ ମାମଲା ରୁଜୁ କରିଛି । ଡାକ ଘରେ ଜମା ହୋଇଥିବା ୯୩.୧୯ ଲକ୍ଷ ଟଙ୍କା ହେରଫେର୍ ନେଇ ଅଭିଯୋଗ ହୋଇଥିଲା । ମାଲକାନଗିରି ଲଛିପେଟା ଉପ-ଡାକଘର ନାଁରେ ଏ ଅଭିଯୋଗ ହୋଇଥିଲା । ଲଛିପେଟା ଉପ ଡାକଘରର ତତ୍କାଳୀନ ସବ୍…

ଦାମନଯୋଡ଼ି ନାଲ୍‌କୋରେ ପୋଲିସ-ବିସ୍ଥାପିତ ମୁହାଁମୁହିଁ, ୫୪ରୁ ଅଧିକ ବିକ୍ଷୋଭକାରୀ ଗିରଫ

କୋରାପୁଟ: ସେମିଳିଗୁଡ଼ା ଦାମନଯୋଡ଼ି ସ୍ଥିତ ନାଲକରେ ଉତ୍ତେଜନା । ନିଯୁକ୍ତିକୁ ନେଇ ପୋଲିସ-ବିସ୍ଥାପିତ ମୁହାଁମୁହିଁ ହୋଇଥିବା ଜଣାପଡ଼ିଛି । ନାଲକୋରେ ନିଯୁକ୍ତି ଦାବି କରି ବିସ୍ଥାପିତ ଗତ ୪ ଦିନ ହେଲା ନାଲକୋ ରୋଡରେ ଧାରଣାରେ ବସିବା ସହ ରାସ୍ତାରୋକ କରିଥିଲେ । ଆଜି ପ୍ରଶାସନ ବୁଝାସୁଝା…

ସୋରରୁ ନିଖୋଜ ସୁନା ବ୍ୟବସାୟୀ ଖୋର୍ଦ୍ଧାରୁ ଉଦ୍ଧାର

ସୋର: ଉଦ୍ଧାର ହେଲେ ନିଖୋଜ ଗହଣ ବ୍ୟବସାୟୀ । ସୋର-କୁପାରୀ ରାସ୍ତାରୁ ଗୁରୁବାର ରାତିରୁ ନିଖୋଜ ସୁନା ବ୍ୟବସାୟୀଙ୍କୁ ପୋଲିସ ଉଦ୍ଧାର କରିଛି । ଖୋର୍ଦ୍ଧା ସହରରୁ ବିଳମ୍ବିତ ରାତିରେ ନିଖୋଜ ସୁନା ବ୍ୟବସାୟୀଙ୍କୁ ଉଦ୍ଧାର କରିଛି ସୋର ଥାନା ପୋଲିସ । ଅପହରଣ ଅଭିଯୋଗରେ ପୋଲିସ ଜଣଙ୍କୁ ଅଟକ ରଖି…

ସୋରରୁ ସୁନା ବ୍ୟବସାୟୀ ନିଖୋଜ, ଥାନାରେ ଏତଲା

ସୋର: ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରୁ ଜଣେ ଗହଣା ଦୋକନ ମାଲିକ ନିଖୋଜ ହୋଇ ଯାଇଛନ୍ତି । ଅଭିଯୋଗ ଅନୁସାରେ ବ୍ୟବସାୟୀ ଜଣଙ୍କୁ ସୋର-କୁପାରୀ ରାସ୍ତାରୁ ଗୁରୁବାର ରାତିରେ କେହି ଅପହରଣ କରି ନେଇଛନ୍ତି । ସୂଚନା ଅନୁସାରେ, ଆତପୁରର ଗହଣା ଦୋକାନୀ ପ୍ରହଲ୍ଲାଦ ବେହେରାଙ୍କୁ ସୁନା କିଣିବା ଲାଗି ଏକ…

ବଚନସୁଧା ହତ୍ୟା ମାମଲା, ଦୋଷୀକୁ ଆଜୀବନ କାରାଦଣ୍ଡ

ଭୁବନେଶ୍ବର : ବହୁ ଚର୍ଚ୍ଚିତ ରସୁଲଗଡ଼ ବଚନସୁଧା ହତ୍ୟାକାଣ୍ଡ ମାମଲାରେ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ । ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍ କୋର୍ଟ ଦଣ୍ଡ ରାୟ ଶୁଣାଣି କରିଛନ୍ତି । ଗତ ୨୦୧୩ ଅଗଷ୍ଟ ୧୧ ତାରିଖରେ ବଚନସୁଧା ପଟ୍ଟନାୟକଙ୍କୁ ବୀଭତ୍ସ ହତ୍ୟା କରିଥିଲା ସୁରକ୍ଷାକର୍ମୀ ଦୀପ୍ତି ରଞ୍ଜନ…