Latest Odisha News
Browsing Category

ଅପରାଧ

ରାଜଧାନୀରୁ ଧରାପଡିଲେ ନିଶାଦିଆ ଲୁଟେରା

ଭୁବନେଶ୍ୱର: ବସଷ୍ଟାଣ୍ଡକୁ ଆସୁଥିବା ଯାତ୍ରୀଙ୍କ ସହ ପ୍ରଥମେ ଆତ୍ମୀୟତା ବଢାଉଥିଲେ । ତାପରେ ଖାଦ୍ୟରେ ନିଶା ଦେଇ ଲୁଟ୍ କରୁଥିଲେ । ଭୁବନେଶ୍ୱରର ବରମୁଣ୍ଡା ବସଷ୍ଟାଣ୍ଡରୁ ଧରାପଡିଛନ୍ତି ଏଭଳି ଲୁଟେରା ଗ୍ୟାଙ୍ଗ । ୧୦ରୁ ଅଧିକ ଯାତ୍ରୀଙ୍କୁ ନିଶା ଦେଇ ଏହି ଗ୍ୟାଙ୍ଗ ଲୁଟିନେଇଥିବା ଅଭିଯୋଗ…

ଅଜବ ନିଶା; ତମାଖୁ ପାଇଁ ଟ୍ରେନ୍ ଚେନ୍ ଟାଣିଲେ ବ୍ୟକ୍ତି

ବାରଣାସୀ: ବାରଣାସୀରେ ଶୁକ୍ରବାର ଦିନ ଜଣେ ବ୍ୟକ୍ତି ଟ୍ରେନ୍ ପୁଲିଂ କରିଥିବା ନେଇ ଚର୍ଚ୍ଚା ହେଉଛି। ହେଲେ ଚେନ୍ ଟାଣିବାର କାରଣ ଜାଣିଲେ ଯେକେହିବି ଆଶ୍ଚର୍ଯ୍ୟ ହୋଇପଡିବ । ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ ଏହି ଘଟଣାଟି ସରାୟ କଂସରାୟ ରେଳ ଷ୍ଟେସନରେ ଘଟିଛି । ସମ୍ପୃକ୍ତ ବ୍ୟକ୍ତି ଜଣକ…

ଭୁବନେଶ୍ୱରରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

ଭୁବନେଶ୍ୱର: ରାଜଧାନୀରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ । ଏତେ ପରିମାଣର ଦଳ ଜହର ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି । ତା ନାଁ ଏସ୍. ହସୀମ ବକ୍ସ ଓ ଘର ବାଲେଶ୍ୱର ଜିଲ୍ଲାରେ ବୋଲି ଜଣା ପଡ଼ିଛି । କୌଣସି ସୂତ୍ରରୁ ଖବର ପାଇ ଗତକାଲି ରାତିରେ…

ପ୍ରେମିକକୁ ଜ୍ୱାଇଁ ବନାଇ ହତ୍ୟା କଲା ଶାଶୁ

ତେଲେଙ୍ଗାନା: ଜ୍ୱାଇଁକୁ ହତ୍ୟା କରି ଆତ୍ମସମର୍ପଣ କଲା ଶାଶୁ । ଗୁରୁବାର ହାଇଦ୍ରାବାଦରେ ଘଟିଥିବା ଏହି ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି । ଜାଣି ଆଶ୍ଚର୍ଯ୍ୟ ହେବେ ଝିଅ ପ୍ରତି ନିର୍ଯ୍ୟାତନା ନୁହେଁ କି ଜ୍ୱାଇଁ ମାଗିନଥିଲା ଅଧିକ ଯୌତୁକ ଟଙ୍କା । ବରଂ ଅନୈତିକ ପ୍ରେମ ସଂପର୍କ ସାଜିଥିଲା…

ଚୋରି ଗହଣା ପିନ୍ଧାଇ ଧରାପଡିଲା ଚୋର !

ତେଲେଙ୍ଗାନା: ସଫଳ ହୋଇଥିଲା ଚୋରି ଉଦ୍ୟମ । ଚୋର ହାତରେ ପଡିଥିଲା ମୂଲ୍ୟବାନ ଗହଣା । କିଏ ଓ କେମିତି ଚୋରି କରିଥିଲା ପୋଲିସ ଟେର୍ ବି ପାଇନଥିଲା । ହେଲେ ଶେଷରେ ଚୋରି ଗହଣାକୁ ପିନ୍ଧିବା ପରେ ଧରାପଡିଥିଲା ଚୋର । ହାଇଦ୍ରାବାଦରେ ଏକ ହ୍ୱାଟ୍ସଆପ୍ ଷ୍ଟାଟସ୍ ଫଟୋକୁ ଦେଖି ଜଣେ ମହିଳା ନିଜ…

ନିଜ ଗାଡି ଚୋରି କରି ମାଲିକ ଗିରଫ !

ଉତ୍ତରପ୍ରଦେଶ: ନୋଏଡାରେ ସାମ୍ନାକୁ ଆସିଛି ଏକ ଅଭାବନୀୟ ଘଟଣା । ଅଭିନବ ଉପାୟରେ ଚୋରି ହୋଇଥିଲା ଏକ ସେକେଣ୍ଡ ହ୍ୟାଣ୍ଡ ଗାଡି । ହେଲେ ଚୋରି ଗାଡିର ମାଲିକ ଓ ଚୋର ସେହି ଗୋଟିଏ ବ୍ୟକ୍ତି । ତଥାପି ପୋଲିସ ତାଙ୍କୁ ଗିରଫ କରିଛି । ହେଲେ କାହିଁକି ? ମାର୍ଚ୍ଚ ମାସରେ ଏକ ଅନ୍‌ଲାଇନ୍ ବିଜ୍ଞାପନ…

ମୋବାଇଲ୍‌ ଲକ୍ ଫିଟାଇବା ପାଇଁ ହତ୍ୟା କରି ଆଙ୍ଗୁଠି କାଟିନେଲା ହତ୍ୟାକାରୀ

ନୂଆଦିଲ୍ଲୀ: ଜଣେ ରୁଷୀୟ ବୈଜ୍ଞାନିକ ତଥା ମଡେଲ୍‌ଙ୍କ ମୃତଦେହ ତାଙ୍କ ରହୁଥିବା ଆପାର୍ଟମେଣ୍ଟରୁ ଉଦ୍ଧାର ହୋଇଥିଲା। ଆଶ୍ଚର୍ଯ୍ୟର କଥା ଯେ ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ହତ୍ୟାକରୀ ସାଙ୍ଗରେ ମହିଳାଙ୍କ ହାତର ଆଙ୍ଗୁଠି କାଟି ନେଇଯାଇଥିବା ଜଣାପଡ଼ିଥିଲା। ରିପୋର୍ଟ ଅନୁଯାୟୀ ମହିଳା…

ବ୍ରହ୍ମପୁରରେ IPL ବେଟିଂ: ଦୁଇ ଜଣ ଗିରଫ, ଲକ୍ଷାଧିକ ଟଙ୍କା ଜବତ

ବ୍ରହ୍ମପୁର: ଆଇପିଏଲ୍ ବେଟିଂ ଚାଲିଥିଲା । ଖବର ପାଇଁ ଚଢ଼ାଉ କରିଥିଲା ବ୍ରହ୍ମପୁର ପୋଲିସ । ଏହି ଗ୍ୟାଙ୍ଗର ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ୩୩ ଲକ୍ଷ ୬୧ ହଜାର ୨୦୦ ଟଙ୍କା ଜବତ ହୋଇଛି । ଆଇପିଏଲ୍ ବେଟିଂ ଚାଲିଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ବିଭିନ୍ନ…

କ୍ରାଇମ୍ ପେଟ୍ରୋଲ୍ ଦେଖି ପ୍ରମାଣ ଲୁଚାଇଥିଲା ୧୭ବର୍ଷୀୟ ହତ୍ୟାକାରୀ !

ଉତ୍ତରପ୍ରଦେଶ: ମଥୁରାରେ ସାମ୍ନାକୁ ଆସିଛି ଏକ ଛାତି ଥରାଇଦେଲାଭଳି ଘଟଣା । ଜଣେ ୧୭ ବର୍ଷୀୟ ନାବାଳକ ପ୍ରଥମେ ନିଜ ବାପାକୁ ହତ୍ୟା କରିଥିଲା । ପରେ କ୍ରାଇମ୍ ପେଟ୍ରୋଲ୍ ଭଳି ପପୁଲାର ଟିଭି ସିରିଜ ଦେଖି ହତ୍ୟାକାଣ୍ଡର ପ୍ରମାଣ ନଷ୍ଟ ବି କରିଥିଲା । ଯୁକ୍ତ୨ରେ ପାଠ ପଢୁଥିବା ନାବାଳକକୁ…

[ଭିଡିଓ] ବିଜେପି ନେତାଙ୍କ ଉତ୍ସବରେ ଗୁଳିମାଡ !

ଉତ୍ତରପ୍ରଦେଶ: ଚାଲିଥିଲା ଜନ୍ମଦିନ ଉତ୍ସବ ପାଳନ । ଗୀତ ଗାଉଥିଲେ ଜଣେ ନାମୀ ଗାୟକ । ହେଲେ ହଠାତ୍ ଛାତିରେ ବାଜିଥିଲା ଗୁଳି । ଲାଇଭ୍ ସୋ'ରେ ଟଳିପଡିଥିଲେ ଗାୟକ । ଗୁଳିମାଡ କେମିତି ଓ କାହିଁକି ହୋଇଥିଲା ସେ ନେଇ ଚାଲିଛି ପୋଲିସର ତଦନ୍ତ । ହେଲେ ଏଭଳି ଏକ ଘଟଣାକୁ ନେଇ ବଲିଆ ଜିଲ୍ଲାରେ ପୋଲିସ…