Latest Odisha News

BREAKING NEWS

Browsing Category

ଅପରାଧ

କୋଲ୍ ବ୍ଲକ ଆବଣ୍ଟନ ଦୁର୍ନୀତି: ଦିଲ୍ଲୀପ ରାୟଙ୍କୁ ତିନି ବର୍ଷ ଜେଲ୍ ଦଣ୍ଡ

ନୂଆଦିଲ୍ଲୀ: କୋଇଲା ବ୍ଲକ ଆବଣ୍ଟନ ଦୁର୍ନୀତି ମାମଲାରେ ଆସିଲା ଦଣ୍ଡାଦେଶ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ତିନି ବର୍ଷ ଜେଲ ଦଣ୍ଡାଦେଶ ହୋଇଛି । ଆଜି ଦଣ୍ଡ ବିଧାନ କରିଛନ୍ତି ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ କୋର୍ଟ । ଠକେଇ, ଜନପ୍ରତିନିଧିଙ୍କ ଦ୍ୱାରା ବିଶ୍ୱାସ ଭଙ୍ଗ, ଅପରାଧିକ…

କୋଲ୍ ବ୍ଲକ ଆବଣ୍ଟନ ଦୁର୍ନୀତି: ଦିଲ୍ଲୀପ ରାୟଙ୍କ ବିରୋଧରେ ଆଜି ଦଣ୍ଡ ଶୁଣାଣି

ନୂଆଦିଲ୍ଲୀ: କୋଇଲା ବ୍ଲକ ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ବିରୋଧରେ ଆଜି ଦଣ୍ଡବିଧାନ କରିବେ ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ କୋର୍ଟ । ଦିଲ୍ଲୀପଙ୍କ ସମେତ ୫ ଦୋଷୀଙ୍କ ବିରୋଧରେ ଦଣ୍ଡାଦେଶ ଶୁଣାଣି ରହିଛି । ଗତ ୧୪ ତାରିଖରେ ଦଣ୍ଡବିଧାନ ଶୁଣାଣିକୁ ଆଜି…

ପୂର୍ବ ଶତୃତାକୁ କେନ୍ଦ୍ରକରି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ପୋଲସରା: ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ପୋଲସରା ସହରରେ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ। ସ୍ଥାନୀୟ ଅଇରାଣୀ ପୋଖରୀ ନିକଟ ତ୍ରିନାଥ ମନ୍ଦିର ପରିସରରେ ଅକ୍ଟୋବର ୨୫ ତାରିଖ ଦିନ ପ୍ରାୟ ୧୨ ଟା ରେ ପୂର୍ବ ଶତୃତା କୁ କେନ୍ଦ୍ର କରି ପୋଲସରା କାଳୀ ମନ୍ଦିର ସାହିର ସୁଶାନ୍ତ ସାହୁଙ୍କୁ…

ପୋଲିସ ପୁଅ ବିରୋଧରେ ଛେଳି ଚୋରି ଅଭିଯୋଗ !

ପୁରୀ: କଥାରେ ଅଛି ବାଡ ଯଦି ଫସଲ ଖାଇବ ଲୋକେ ଗୁହାରି କରିବେ କାହାକୁ । ଠିକ ଏହିପରି ଏକ ଉଦାହରଣ ପୁରୀ ଜିଲ୍ଲାରୁ ସାମ୍ନାକୁ ଆସିଛି । ଟଙ୍କା, ସୁନା କି ହତ୍ୟାକାଣ୍ଡ ନୁହେଁ, ବରଂ ଛେଳି ଚୋରି କରି ଗିରଫ ହୋଇଛି ଜଣେ ପୋଲିସ କର୍ମଚାରୀଙ୍କ ପୁଅ । ପୋଲିସ ରିପୋର୍ଟ ଅନୁଯାୟୀ ବଳଙ୍ଗା ଅଂଚଳରୁ…

ନାବାଳିକା ଅପହରଣର ୧ ମାସ ପରେ ବି ପୋଲିସ ହାତ ଖାଲି; ନିରପେକ୍ଷ ତଦନ୍ତ ଦାବି କଲେ ବାପା ମା’

ଯାଜପୁର: ଯାଜପୁର ଜିଲ୍ଲା ସୁକିନ୍ଦା ଅଂଚଳରେ ଜଣେ ନାବାଳିକାଙ୍କୁ ପ୍ରାୟ ଏକ ମାସ ତଳେ ଅପହରଣ ହୋଇଥିବା ଅଭିଯୋଗ ଆସିଥିଲା। ତେବେ ଏହି ଘଟଣାର ତଦନ୍ତରେ ପୋଲିସର ନିଷ୍କ୍ରିୟତା ଅଭିଯୋଗ ହୋଇଛି। ଘଟଣାକୁ ଏକ ମାସ ବିତିଯାଇଥିଲେ ମଧ୍ୟ ଏଯାଏ ନାବାଳିକାର କୌଣସି ପତା ମିଳିନାହିଁ । ଫଳରେ କୌଣସି…

[ଭିଡିଓ] ହେଲମେଟ୍ ଚେକିଂବେଳେ ମହିଳାଙ୍କ ତୁମୁଳକାଣ୍ଡ !

ମୁମ୍ବାଇ: ରାସ୍ତାରେ ଖୁଲମ୍‌ଖୋଲା ଟ୍ରାଫିକ୍ ପୋଲିସଙ୍କୁ ମାଡ । ସରକାରୀ ବାବୁଙ୍କ ସାର୍ଟ ଚିରିବା ସହ ତାଙ୍କ ବିରୋଧରେ ଅଶ୍ରାବ୍ୟ ଭାଷାରେ ଗାଳିଦେବା ଅଭିଯୋଗ । ମୁମ୍ବାଇର ଏହି ଭିଡିଓଟି ସୋସିଆଲ୍ ମିଡିଆରେ ଖୁବ ଭାଇରାଲ୍ ହୋଇଛି । ଭିଡିଓରେ ଜଣେ ମହିଳା ବିଚ୍ ରାସ୍ତାରେ ଜଣେ ଟ୍ରାଫିକ୍…

ରାଉରକେଲା ଏସଓଏସରୁ ଦୁଷ୍କର୍ମ ପିଡିତା ନିଖୋଜ ଅଭିଯୋଗ

ରାଉରକେଲା: ବିରମିତ୍ରପୁରରେ ଜଣେ ୧୩ ବର୍ଷର ଦୁଷ୍କର୍ମ ପିଡିତା ନାବାଳିକା ଶୁକ୍ରବାର ଦିନ ରାଉରକେଲା ସ୍ଥିତ  ଭିଲେଜରୁ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି। ସୂଚନାନୁସାରେ, ସମ୍ପୃକ୍ତ ଅଧିକାରୀମାନେ ଛେଣ୍ଡ ଥାନାରେ ନିଖୋଜ ଅଭିଯୋଗ କରିଛନ୍ତି। ଏସମ୍ପର୍କରେ ଶିଶୁ କଲ୍ୟାଣ କମିଟି…

ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ: ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲଙ୍କୁ ମାଡ ଅଭିଯୋଗ

ବଲାଙ୍ଗିର: ବହୁ ଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ୍ ମେହେରକୁ ଜେଲ୍ ଭିତରେ ଜେଲର ମାଡ ମାରିଥିବା ଅଭିଯୋଗ ହୋଇଛି । ଏସମ୍ପର୍କରେ ତାଙ୍କ ଓକିଲ ପାଟଣାଗଡ ଏସଡିଜିଏମ୍ କୋର୍ଟକୁ ଅବଗତ କରିବା ସହ ପୁଞ୍ଜିଲାଲଙ୍କୁ ଆବଶ୍ୟକୀୟ ଚିକିତ୍ସା ପ୍ରଦାନ…

ନକଲି ଜର୍ଦ୍ଦା କାରବାର, ଚଢ଼ାଉ ବେଳେ ପୋଲିସ ଓ ସାମ୍ବାଦିକଙ୍କୁ ଆକ୍ରମଣ

ଭଦ୍ରକ: ପୋଲିସ ଓ ସାମ୍ବାଦିକଙ୍କୁ ଆକ୍ରମଣ । ଭଦ୍ରକ ପୁରୁଣାବଜାର ଥାନା ହେଲାସାହିରେ ଚଢ଼ାଉ ବେଳେ ପୋଳିସ ଏବଂ ସାମ୍ବାଦିକଙ୍କ ଉପରେ ଆକ୍ରମଣ ହୋଇଛି । ନକଲି ଜର୍ଦ୍ଦା ପ୍ରସ୍ତୁତିକୁ ନେଇ ରେଡ୍ କରିବାକୁ ଯାଇଥିବା ବେଳେ ଏହି ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଏପରିକି ସାମ୍ବାଦିକଙ୍କ ମୋବାଇଲ…

ବାଇକ ଲୁଟେରା ଗ୍ୟାଙ୍ଗ ଠାବ, ୫ ଗିରଫ, ୩୫ ବାଇକ ଜବତ

କଟକ: ବାଇକ ଚୋରି ର‌୍ୟାକେଟର ପର୍ଦ୍ଦାଫାସ । କଟକ ଜଗତପୁର ଥାନା ପୋଲିସ କବଜାରେ ୫ ବାଇକ ଲୁଟେରା । ଏକ ଅଟୋ ଚୋରିକୁ ନେଇ ତଦନ୍ତ ବେଳେ ୫ଜଣ ଚୋରଙ୍କୁ ଗିରଫ କରିବା ସହ ୩୫ଟି ଗାଡ଼ି ଜବତ ହୋଇଛି। ଏନେଇ କଟକ ଡିସିପି ପ୍ରତୀକ୍ ସିଂହ ସୂଚନା ଦେଇଛନ୍ତି। ଏହି ଲୁଟେରାମାନେ ବିଭିନ୍ନ ସ୍ଥାନରେ…