Latest Odisha News

BREAKING NEWS

Browsing Category

ଅପରାଧ

ସ୍ୱତନ୍ତ୍ର ସଚିବ ଅଜୟ ଦାସ ଗିରଫ

ଭୁବନେଶ୍ୱର: ଗିରଫ ହେଲେ କୋଟିପତି ସ୍ୱତନ୍ତ୍ର ସଚିବ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଓଏଏସ୍ ତଥା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସ୍ୱତନ୍ତ୍ର ସଚିବ ଅଜୟ ଦାସଙ୍କୁ ଗିରଫ କରିଛି । ଗତକାଲି ଭିଜିଲାନ୍ସ ତାଙ୍କ ବାସଭବନ ସମେତ ଏକକଳିନ ୫ଟି ସ୍ଥାନରେ ଚଢ଼ାଉ…

ନକଲି ପୋଲିସ ମାଡାମ୍ କାଟୁଥିଲେ ଅସଲି ଚାଲାଣ !

ନୂଆଦିଲ୍ଲୀ: ସାଧାରଣ ଲୋକଙ୍କୁ ଭାରି ପଡିଛି କରୋନା କାଳ । କିଏ ପେଟ ପୋଷିବା ପାଇଁ ଚୋର ପାଲଟିଲାଣି, ତ କିଏ ଆତ୍ମହତ୍ୟା ପନ୍ଥାକୁ ଆପଣେଇବାକୁ ବାଧ୍ୟ ହେଉଛନ୍ତି । ହେଲେ ଦିଲ୍ଲୀର ଜଣେ ମହିଳା ନିଜକୁ ଆସିଷ୍ଟାଣ୍ଟ ସବ୍‌-ଇନ୍ସପେକ୍ଟର କହି ଲୋକଙ୍କଠାରୁ ମୋଟା ଅଙ୍କର ଅର୍ଥ ଆଦାୟ କରି ଗିରଫ…

ଘୁଙ୍ଗୁଡି ପାଇଁ ହତ୍ୟାକାରୀ ସାଜିଲା ପୁଅ !

ଉତ୍ତରପ୍ରଦେଶ: ପଢିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟା ସତ । ଆମ ଜୀବନରେ ଘୁଙ୍ଗୁଡି ଏକ ଅଭିନ୍ନ ଅଙ୍ଗ । ପରିବାରରେ କେହି ନା କେହି ଏପରି ଅଭ୍ୟାସରେ ସଂପୃକ୍ତ ଥାନ୍ତି । ହେଲେ ଘୁଙ୍ଗୁଡି ମାରିବାକୁ ନେଇ ହତ୍ୟାକାଣ୍ଡ ଭଳି ଘଟଣା ଆପଣ କେବେ ବି ଶୁଣିନଥିବେ କି ପଢିନଥିବେ ।…

ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ଦାବି

ଭୁବନେଶ୍ୱର: ମାନବପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁକୁ ନେଇ ଏବେବି ଜାରି ରହିଛି ସସ୍‌ପେନ୍ସ । ତାଙ୍କୁ ହତ୍ୟା କରଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି ତାହା ଉପରୁ ପରଦା ଉଠିନି । ତେବେ ଆଜି ସାମ୍ବାଦିକ ସମ୍ମିଳନୀ କରି ତଦନ୍ତ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସେବାଶ୍ରମ ସଦସ୍ୟ । ପିପୁଲସ୍ ଫର…

ସ୍ୱାମୀ ମାଡ଼ରେ ସ୍ତ୍ରୀର ମୃତ୍ୟୁ ଅଭିଯୋଗ

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଗୋବିନ୍ଦପୁର ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା । ସ୍ୱାମୀର ମାଡ଼ରେ ସ୍ତ୍ରୀ ମୃତ୍ୟୁବରଣ କରିଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗ ମୁତାବକ, ଗୋବିନ୍ଦପୁର ଥାନା ସିମିଳିବାହାଲର ୨୮ ବର୍ଷୀୟା ଅସ୍ମିତା ସା ସେହି ଗ୍ରାମର ସ୍ବପ୍ନେଶ୍ୱର…

ଫେସବୁକକୁ କ୍ରାଇମବ୍ରାଞ୍ଚର ଚିଠି: ଆଦିତ୍ୟଙ୍କ ଶେଷ ପୋଷ୍ଟ ଖୋଲିବ କି ମୃତ୍ୟୁ ରହସ୍ୟ !

ଭୁବନେଶ୍ୱର: ଦିନକୁ ଦିନ ଜଟିଳ ହୋଇ ହୋଇ ଚାଲିଛି ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା । ଏହି ରହସ୍ୟମୟ ମୃତ୍ୟୁ ଘଟଣା ଏବେ କ୍ରାଇମବ୍ରାଞ୍ଚ ହାତରେ । ସୁଚାନୁଯାୟୀ, ଆଦିତ୍ୟ ଦାଶଙ୍କ ମୃତ୍ୟୁ ଘଟଣାର ଅଧିକ ତନାଘନା ପାଇଁ ଫେସବୁକକୁ ଚିଠି ଲେଖିଛି କ୍ରାଇମବ୍ରାଞ୍ଚ ଟିମ୍‌ । ଆଦିତ୍ୟଙ୍କ…

ପତି ହନ୍ତା, ଶୋଇବା ବେଳେ ହାଣିଦେଲା ପତ୍ନୀ

ଜଗତସିଂହପୁର: ପତ୍ନୀ ସାଜିଲା ପିଶାଚିନୀ । ସ୍ୱାମୀଙ୍କୁ ମାରି ଦେଲା । ନିଜ ହାତରେ ପୋଛିଲା ନିଜ ସିନ୍ଦୁର । ଶୋଇଥିବା ବେଳେ ସ୍ୱାମୀକୁ ହାଣି ଦେଲା ସ୍ତ୍ରୀ । ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲାରେ । ବାଲିକୁଦା ଥାନା ଅନ୍ତର୍ଗତ ଅରିଲୋ ଗାଁରେ ଏହି ଜଘନ୍ୟ ହତ୍ୟାକାଣ୍ଡ…

ଡି-ବ୍ରଦର୍ସ ଗ୍ୟାଙ୍ଗର ୨ ସହଯୋଗୀ ଗିରଫ

କଟକ: କୁଖ୍ୟାତ ଅପରାଧୀ ଡି-ବ୍ରଦର୍ସ ଗ୍ୟାଙ୍ଗର ଦୁଇ ସହଯୋଗୀ ଗିରଫ । ଉଭୟଙ୍କୁ କଟକ ଲାଲବାଗ ଥାନା ପୋଲିସ ଗିରଫ କରିଛି । ଦୁଇ ଅଭିଯୁକ୍ତ ହେଲେ ଡାନି ଓ ରନିଆ । ଏମାନଙ୍କଠାରୁ ୨ଟି ବନ୍ଧୁକ, ୬୯ଟି ଗୁଳି, ୩ଟି ମାଗାଜିନ ଜବତ ହୋଇଛି । କଟକ ଡିସିପି ପ୍ରତୀକ ସିଂହ କହିଛନ୍ତି, ଗତରାତିରେ…

[ଭାଇରାଲ୍ ଭିଡିଓ] ହିନ୍ଦୁ ମନ୍ଦିରକୁ ରକ୍ଷା କଲେ ମୁସଲମାନ ସମ୍ପ୍ରଦାୟ !

ବେଙ୍ଗାଳୁରୁ: ଭାରତରେ ହିନ୍ଦୁ ମୁସଲମାନ ଦଙ୍ଗା କାହିଁ କେଉଁ କାଳରୁ ଚାଲିଆସିଛି । କେତେବେଳେ ରାଜନୀତିକୁ ନେଇ ତ କେତେବେଳେ କିଛି ସ୍ୱାର୍ଥୀ ଲୋକଙ୍କ ମାନସିକତା ପାଇଁ ବଳିପଡିଛି ଭାଇଚାରା । ହେଲେ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ୍ ହୋଇଛି ଯାହା ହିନ୍ଦୁ ଓ ମୁସଲମାନଙ୍କ ଭାଇଚାରାର…

ଅଡିଓ ଭାଇରାଲ ମାମଲା: ଗିରଫ ୨ଜଣଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର: ଅଡିଓ ଭାଇରାଲ ଘଟଣାରେ ଗିରଫ ହୋଇଥିବା ୨ ଜଣଙ୍କୁ ଜାମିନ୍ ମିଳିଛି । ଭୁବନେଶ୍ୱର ଏସ୍‌ଡିଜେଏମ୍ କୋର୍ଟ ୨ ଜଣଙ୍କୁ ସର୍ତମୂଳକ ଜାମିନ ଦେଇଛନ୍ତି । ଜଣେ ଜାମିନଦାର ଓ ୧୦ ହଜାର ଟଙ୍କା ମୁଚଲିକାରେ ଉଭୟ ଲକ୍ଷ୍ମୀକାନ୍ତ ବେହେରା ଓ ବିଶ୍ୱଜିତ ମହାନ୍ତିଙ୍କୁ ଜାମିନ୍ ମିଳିଥିବା…