Latest Odisha News

BREAKING NEWS

Browsing Category

ଅପରାଧ

ମାର୍କେଟ ବିଲ୍ଡିଂରେ ଦୁର୍ବୃତ୍ତଙ୍କ ଆକ୍ରମଣ ଘଟଣା; ଗିରଫ ହେଲେ ୪ ନାବାଳକ

ଭୁବନେଶ୍ୱର: ରାଜଧାନୀର ବ୍ୟସ୍ତବହୁଳ ମାର୍କେଟ ବିଲ୍ଡିଂରେ ଅଜଣା ଦୁର୍ବୁତ୍ତମାନେ ଗତ ଶୁକ୍ରବାର ସନ୍ଧ୍ୟାରେ ଆତଙ୍କରାଜ କରିବା ଘଟଣାରେ ପୋଲିସ ପକ୍ଷରୁ ରବିବାର ଦିନ ଆଉ ୪ ଜଣ ନାବାଳକଙ୍କୁ ଗିରଫ କରିଛି । ଏଥିସହିତ ଏହି ମାମଲାରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୨୨ରେ ପହଞ୍ଚିଛି । ନିକଟରେ…

ପ୍ରେମରେ ବିଫଳତା: ଆତ୍ମହତ୍ୟା କରିବା ଆଗରୁ ଯୁବକ କଲେ ଭିଡ଼ିଓ ରେକର୍ଡ଼ିଂ

କଟକ: ପ୍ରେମରେ ଅନ୍ଧ ହୋଇ କଟକର ଜଣେ ଯୁବକ ଶନିବାର ଦିନ ଟ୍ରେନ ସାମ୍ନାକୁ ଡେଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମାତୃଭବନ ନିକଟସ୍ଥ ରେଳ ଧାରଣା ନିକଟରୁ ଶନିବାର ଦିନ ଯୁବକଙ୍କ ମୃତ ଦେହ ପୋଲିସ୍ ଉଦ୍ଧାର କରିଛି । ମୃତ ଯୁବକଙ୍କ ନାମ ମନୋଜ ସ୍ବାଇଁ ଏବଂ ତାଙ୍କ ଘର ନିଆଳି…

ଦେଖନ୍ତୁ: ଟିଣ୍ଡରରୁ ଆରମ୍ଭ ହୋଇଥିବା ପ୍ରେମ କାହାଣୀ ବଦଳିଗଲା ଘୃଣାରେ

ଭୁବନେଶ୍ୱର: ମୋବାଇଲ ଡେଟିଙ୍ଗ ଆପ ଟିଣ୍ଡରରୁ ସପ୍ତାହକ ତଳେ ପ୍ରଥମେ ପରିଚୟ ତାପରେ ପ୍ରେମରେ ପଡିଥିବା ଯୁବକ ଯୁବତୀ ଶୁକ୍ରବାର ଦିନ ପରସ୍ପର ନାମରେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । https://youtu.be/Wo8RnloRFCY ଘଟଣାଟି ଏମିତି ଜାନୁଆରୀ ୨ ତାରିଖରେ ବ୍ୟାଙ୍କରେ କାର୍ଯ୍ୟରତ ଜଣେ…

କେନ୍ଦ୍ରୀୟ ଅବକାରୀ ଅଧିକାରୀଙ୍କ ଘରେ ସିବିଆଇର ଚଢାଉ

ରାଉରକେଲା: ରାଞ୍ଚିର ସିବିଆଇ ଅଫିସରମାନେ ଶନିବାର ଦିନ ରାଉରକେଲାସ୍ଥିତ କେନ୍ଦ୍ରୀୟ ଅବକାରୀ ବିଭାଗର ଡେପୁଟି କମିଶନର ଆସିକ ଜମାଲଙ୍କ ଘର (ସି/୮୧) ଉପରେ ଚଢାଉ କରିଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ, ଚୋରୀ ମାମଲାରେ ମୁମ୍ବାଇରେ ସୀମା ଶୁଲ୍କ ବିଭାଗରେ ନିଜ କାର୍ଯ୍ୟକାଳ ସମୟରେ ସିବିଆଇ…

ରାଜଧାନୀର ମାର୍କେଟ ବିଲ୍ଡିଂରେ ଦୁର୍ବୃତ୍ତଙ୍କ ଗୁଣ୍ଡାରାଜ; ଲୁଟ୍ ସହ ଦୋକାନୀଙ୍କୁ ଗୋଡ଼ାଇ ପିଟିଲେ

ଭୁବନେଶ୍ୱର: ରାଜଧାନୀର ବ୍ୟସ୍ତବହୁଳ ମାର୍କେଟ ବିଲ୍ଡିଂରେ ଅଜଣା ଦୁର୍ବୁତ୍ତମାନେ ଶୁକ୍ରବାର ସନ୍ଧ୍ୟାରେ ଆତଙ୍କରାଜ କରିବା ଘଟଣା ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଭୁବନେଶ୍ୱରର ଏହି ବ୍ୟାବସାୟିକ ପେଣ୍ଠସ୍ଥଳ ଲୋକାରଣ୍ୟ ରହିଥିବା ବେଳେ ଅଚାନକ ସଶସ୍ତ୍ର ଦୁର୍ବୃତ୍ତମାନେ ଦୋକାନ ଗୁଡ଼ିକ ଉପରେ…

ଗିରଫ ହେଲେ ସାମ୍ବାଦିକା ଗୌରୀ ଲଙ୍କେଶଙ୍କ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ

ନୂଆଦିଲ୍ଲୀ: ଚହଳ ସୃଷ୍ଟି କରିଥିବା ସାମ୍ବାଦିକ ଗୌରୀ ଲଙ୍କେଶଙ୍କ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି ପୋଲିସ । ପୋଲିସ ହାତରେ ଧରାପଡିଥିବା ମୁଖ୍ୟର ନାମ ଋଷିକେଶ ଦେୱଡିକର ହୋଇଥିବା ବେଳେ ତାକୁ ୪୪ ବର୍ଷ ବୋଲି ଜଣାପଡିଛି । ଏହି ହତ୍ୟାକାଣ୍ଡ ଘଟାଇ ଫେରାର…

ନିର୍ଭୟା ମାମଲା: ସୁପ୍ରିମକୋର୍ଟରେ ‘କ୍ୟୁରେଟିଭ୍‌ ପିଟିସନ୍‌’ ଦାଖଲ କଲେ ଦୋଷୀ ବିନୟ ଶର୍ମା

ନୁଆଦିଲ୍ଲୀ: ବହୁ ଚର୍ଚ୍ଚିତ ୨୦୧୨ ମସିହାର ଦିଲ୍ଲୀ ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ସମସ୍ତ ୪ ଅଭିଯୁକ୍ତଙ୍କୁ ଫାଶୀରେ ଝୁଲାଇବାକୁ କୋର୍ଟ ନିର୍ଦ୍ଦେଶ ଦେବା ପରେ ସେମାନଙ୍କ ମଧ୍ୟରୁ ଜଣେ ଦୋଷୀ ବିନୟ ଶର୍ମା ଗୁରୁବାର ଦିନ ସୁପ୍ରିମକୋର୍ଟରେ ‘କ୍ୟୁରେଟିଭ୍‌ ପିଟିସନ୍‌’ ଦାଖଲ କରିଛନ୍ତି ।…

ଜେଲରୁ ଖସି ଯାଇଥିଲେ ଦୁଷ୍କର୍ମ ଅଭିଯୁକ୍ତ; ପ୍ରେମିକାକୁ ଭେଟି ପୁଣି ଫେରି ଆସିଲେ

ବ୍ରହ୍ମପୁର: ପ୍ରେମକୁ ଚାରି କାନ୍ଥ ମଧ୍ୟରେ ବନ୍ଦୀ କରି ରଖିହେବ ନାହିଁ । ଏହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ଗଞ୍ଜାମ ଜିଲ୍ଲା ଛତ୍ରପୁର ସ୍ଥିତ ଉପ-କାରାଗାରରେ । ଏହି ଜେଲରେ ଥିବା ଜଣେ ବିଚାରଧୀନ କଏଦୀ ନିଜ ପ୍ରେମିକା ସହ ଲୁଚି ପଳାଇବା ନିମନ୍ତେ ଜେଲରୁ ଖସି ଯାଇଥିଲା । କିନ୍ତୁ ତାର…

ଫାଶିରେ ଝୁଲିବାକୁ ଥିବା ପୁଅର ଜୀବନ ଭିକ୍ଷାକଲେ ମାଆ; ନିର୍ଭୟାଙ୍କ ମାଆ କ’ଣ କହିଲେ ଜାଣନ୍ତୁ…

ନୂଆଦିଲ୍ଲୀ: ପାଶବିକ ଭାବେ ଗଣଦୁଷ୍କର୍ମର ଶୀକାର ହୋଇଥିଲେ ନିର୍ଭୟା । ଜଣକ ପରେ ଜଣେ ୪ ଜଣ ରାକ୍ଷସ ନିରୀହା ନିର୍ଭୟାଙ୍କୁ ଅତ୍ୟନ୍ତ ନିଷ୍ଠୁର ଭାବେ ଦୁଷ୍କର୍ମ କରିଥିଲେ । କେବଳ ଏତିକିରେ ଏହି କାମୁକ ପାଷଣ୍ଡମାନଙ୍କର ଭୋକ ମେଣ୍ଟି ନଥିଲା । ସେମାନେ ଯନ୍ତ୍ରଣାରେ ଛଟପଟ ହୋଇ ଗୁରୁତର ଆହତ…

ବ୍ରହ୍ମପୁର ବାଳାଶ୍ରମରୁ ୧୩ ନାବାଳିକା ନିଖୋଜ ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ଦାବି କଲା ରାଜ୍ୟ କଂଗ୍ରେସ

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବ୍ରହ୍ମପୁର ନିକଟସ୍ଥ ଉତ୍କଳ ବାଳାଶ୍ରମରେ ୧୩ ଜଣ ନାବାଳିକା ସୋମବାର ଦିନ ନିଖୋଜ ଘଟଣା ରାଜ୍ୟବାସୀଙ୍କ ମନରେ ନାନାଦି ପ୍ରଶ୍ନବାଚୀ ସୃଷ୍ଟି କରିଛି । ବିଗତ ୧ ବର୍ଷ ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ପ୍ରାୟ ୩୮ ଜଣ ନାବାଳିକା ନିଖୋଜ ହୋଇଥିବା ଜଣାପଡ଼ିଛି ।…