Latest Odisha News

BREAKING NEWS

Browsing Category

ଅପରାଧ

ଗୋଟିଏ ରାତିରେ ଦୁର୍ବୃତ୍ତ ଲୁଟିଲେ ୧୫ ଘର

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଘମାରି ନିକଟ ଅଟ୍ରି ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ କିଛି ଦୁବୃର୍ତ୍ତ ପ୍ରାୟ ୧୫ଟି ଘରେ କଳାକନା ବୁଲାଇଛନ୍ତି । ପୋଲିସ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ ଅଟ୍ରି ଗ୍ରାମରେ ଏହି ପରିବାର ଗୁଡିକ କୌଣସି କାରଣବଶତଃ ବାହାରକୁ ଯାଇଥିବା ବେଳେ ରାତି…

ରାୟଗଡରେ ମାଓବାଦୀ କ୍ୟାମ୍ପ ଠାବ

ରାୟଗଡ : ରାୟଗଡର ଆମ୍ବଡାଳ ଥାନା ଅନ୍ତର୍ଗତ ସଂରକ୍ଷିତ ଜଙ୍ଗଲରେ ଏକ କମ୍ବିଂ ଅପରେସନ ବେଳେ ସୁରକ୍ଷାକର୍ମୀଙ୍କ ଦ୍ୱାରା ଗୁରୁବାର ଦିନ ମାଓବାଦୀ କ୍ୟାମ୍ପ ଠାବ କରାଯାଇଛି। ଉକ୍ତ ଜଙ୍ଗଲରେ ମାଓବାଦୀଙ୍କ ଉପସ୍ଥିତି ନେଇ ବିଶ୍ୱସ୍ତ ସୁତ୍ରରୁ ଖବର ମିଳିବା ପରେ ଏସଓଜି ଓ ଡିଏଭଏଫତଙ୍କ ମିଳିତ…

ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ, ସିଡିପିଓଙ୍କ ଘରେ ଭିଜିଲାନ୍ସ ଚଢାଉ

ବରଗଡ: ବରଗଡ ଜିଲ୍ଲା ଅନ୍ତର୍ଗତ ବରପାଲି ସିଡିପିଓ ସଂଯୁକ୍ତା ଲେଙ୍କାଙ୍କ ବିରୋଧରେ ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ଗୁରୁବାର ଦିନ ତାଙ୍କ ଘରେ ଚଢାଉ କରିଛି । ଏପରିକି ଭିଜିଲାନ୍ସ ଟିମ୍ ତାଙ୍କ ଘର ସମେତ ଅଫିସରେ ମଧ୍ୟ ଚଢାଉ କରିଛି । ମିଳିଥିବା ସୂଚନା…

ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର୍ ରାଜା ଆଚାର୍ଯ୍ୟ ପୁଣି ଗିରଫ

କଟକ: ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର୍ ରାଜା ଆଚାର୍ଯ୍ୟ ବୁଧବାର ଦିନ କଟକଠାରେ କମିଶନରେଟ ପୋଲିସ ଦ୍ୱାରା ଗିରଫ ହୋଇଛି । ମିଳିଥିବା ସୂଚନାନୁଯାୟୀ, ରାଜା ଆଚାର୍ଯ୍ୟ ମାଲଗୋଦାମ ପୋଲିସ ଦ୍ୱାରା ଗିରଫ ହୋଇଛି । କୋର୍ଟଙ୍କ ଆଦେଶ ଅବମାନନା କରିଥିବା ଯୋଗୁଁ ପୂର୍ବ ୱାରେଣ୍ଟଯୋଗୁଁ ଗିରଫ ହୋଇଥିବା…

ବଲାଙ୍ଗିରରେ ଗୋଷ୍ଠୀ ସଂଘର୍ଷ, ୫ ଆହତ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ପୁଇଁନ୍ତଳା ଥାନା ଅନ୍ତର୍ଗତ ମହିମୁଣ୍ଡା ଗ୍ରାମର ୨ଟି ପରିବାର ମଧ୍ୟରେ ହୋଇଥିବା ଗୋଷ୍ଠୀ ସଂଘର୍ଷରେ ପ୍ରାୟ ୫ ଜଣ ବ୍ୟକ୍ତି ଆହତ ହୋଇଛନ୍ତି । ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ସେମାନଙ୍କ ମଧ୍ୟରେ ମୁକ୍ତେଶ୍ୱର ଗଡତିଆ ଓ…

ରାଉରକେଲାରେ ଦୁର୍ବୃତ୍ତଙ୍କ ସିରିଜ୍ ଲୁଟ୍

ରାଉରକେଲା: ସୁନ୍ଦରଗଡ ଜିଲ୍ଲା ରାଉରକେଲାସ୍ଥିତ କୁଆଁରମୁଣ୍ଡା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ପାଖାପାଖି ୪ଟି ଦୋକାନ ଲୁଟ୍ କରିଛନ୍ତି। ମିଳିଥିବା ସୂଚନାନୁଯାୟୀ ଆଜି ସକାଳୁ କର୍ମଚାରୀମାନେ ଦୋକାନ ଖୋଲିବାକୁ ଆସିଥିବା ବେଳେ ଚୋରୀ ହୋଇଥିବା ନେଇ ଜଣାପଡିଥିଲା…

ଖୋର୍ଦ୍ଧା ଗଣଦୁଷ୍କର୍ମ ଘଟଣା: ପ୍ରମାଣ ଅଭାବରୁ କାର୍ ଡ୍ରାଇଭରଙ୍କୁ ଛାଡିଲା ପୋଲିସ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରେ ଚଳନ୍ତା ଗାଡି ମଧ୍ୟରେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ କରିବା ଘଟଣାରେ ପ୍ରମାଣ ନମିଳିବାରୁ ସୋମବାର ଦିନ ପୋଲିସ ଅଭିଯୁକ୍ତ ଡ୍ରାଇଭରଙ୍କୁ ଛାଡିଦେଇଛି । ଗତ ନଭେମ୍ବର ୭ ତାରିଖରେ ପିଏନ୍ କଲେଜ ନିକଟ ୧୬ନଂ ଜାତୀୟ ରାଜପଥ ନିକଟରେ ସମ୍ପୃକ୍ତ ପିଡିତାଙ୍କୁ…

ଭୁବନେଶ୍ୱରରେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ

ଭୁବନେଶ୍ୱର: ଭୁବନେଶ୍ୱରର ୟୁନିଟ୍-୧ ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ହୋଇଛି । ମିଳିଥିବା ସୂଚନାନୁଯାୟୀ ଅନେକ ଦିନଧରି ଅଭିଯୁକ୍ତ ଅଜୟ ବାଗ ସମ୍ପୃକ୍ତ କଲେଜ ଛାତ୍ରୀଙ୍କୁ ପିଛା କରିବା ସହ ହଇରାଣ ହରକତ ମଧ୍ୟ କରୁଥିଲେ । ଗତ ରାତିରେ…

ଖୋର୍ଦ୍ଧା ଗଣଦୁଷ୍କର୍ମ ଘଟଣା: ମୁହଁ ଖୋଲିଲେ ଅଭିଯୁକ୍ତଙ୍କ ପରିବାର ସଦସ୍ୟ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରେ ଚଳନ୍ତା ଗାଡି ମଧ୍ୟରେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ କରିବା ଘଟଣାରେ ଶୁକ୍ରବାର ଦିନ ମୁହଁ ଖୋଲିଛନ୍ତି ଅଭିଯୁକ୍ତ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ପରିବାର ବର୍ଗ । ଏନେଇ ତାଙ୍କ ପରିବାର ସଦସ୍ୟ କହିଛନ୍ତି, ସମ୍ପୃକ୍ତ ମହିଳା ଜଣକ ଦୁଷ୍କର୍ମ ନେଇ ସମ୍ପୂର୍ଣ୍ଣ…

ଖୋର୍ଦ୍ଧାରେ ମହିଳାଙ୍କୁ ଗଣଦୁଷ୍କର୍ମ ଘଟଣା: ଜଣେ ଅଟକ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ କରିବା ଘଟଣାରେ ପୋଲିସ ଗୁରୁବାର ଦିନ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏଥିସହିତ ଘଟଣାରେ ବ୍ୟବହୃତ ଏକ କାରକୁ ମଧ୍ୟ ଜବତ କରାଯାଇଛି । ପିଏନ୍ କଲେଜ ନିକଟ ୧୬ନଂ ଜାତୀୟ ରାଜପଥ ନିକଟରେ ସମ୍ପୃକ୍ତ ପିଡିତାଙ୍କୁ ଗୁରୁତର…