Latest Odisha News

BREAKING NEWS

Browsing Category

ଅପରାଧ

ବାରିପଦାରୁ ଉଦ୍ଧାର ହେଲା ବଜ୍ରକାପ୍ତା

ବାରିପଦା: ବାରିପଦା ରେଞ୍ଜ ଅନ୍ତର୍ଗତ କୁଳିଅଣା ନିକଟସ୍ଥ ଏକ ଢାବାରୁ ପ୍ରାୟ ୧୭ କେଜି. ଓଜନର ଗୋଟିଏ ବଜ୍ରକାପ୍ତା ଉଦ୍ଧାର କରାଯାଇଛି । ଏହି ଘଟଣାରେ ବନ ବିଭାଗ ୪ ଜଣଙ୍କୁ ଅଟକ ରଖିଥିବା ବେଳେ ଗୋଟିଏ ବୋଲେରୋ ଏବଂ ଗୋଟି, କାର୍ ମଧ୍ୟ ଜବତ କରିଥିବା ନେଇ ସୁତ୍ରରୁ ପ୍ରକାଶ । ତେବେ…

ମୋଷ୍ଟ୍ ୱାଣ୍ଟେଡ ପଥର ମାଫିଆ ମହମ୍ମଦ ତବରେଜ୍ କୋଲକାତା ଏୟାରପୋର୍ଟରୁ ଗିରଫ

ଭୁବନେଶ୍ୱର: ଓଡ଼ିଶା କ୍ରାଇମବ୍ରାଞ୍ଚର ସ୍ପେଶାଲ୍ ଟାସ୍କ ଫୋର୍ସ (ଏସଟିଏଫ) ମୋଷ୍ଟ ୱାଣ୍ଟେଡ୍ ପଥର ମାଫିଆ ମହମ୍ମଦ ତବରେଜକୁ କୋଲକାତା ଏୟାରପୋର୍ଟରୁ ମଙ୍ଗଳବାର ଦିନ ଗିରଫ କରିଛି । ଏହି ପଥର ମାଫିଆ ତବରେଜ୍ ଥାଇଲାଣ୍ଡକୁ ଖସି ଚାଲିଯିବାକୁ ଉଦ୍ୟମ କରୁଥିବା ବେଳେ କୌଣସି ସୂତ୍ରରୁ ଖବରପାଇ…

ଅଭିଶପ୍ତ ଦୀପାବଳି: ଗୋଷ୍ଠୀ ବିବାଦରୁ ଯୁବକ ମୃତ

ଭୁବନେଶ୍ୱର: ଦୀପାବଳି ରାତିରେ ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା । ରବିବାର ବିଳମ୍ବିତ ରାତିରେ ଏୟାରଫିଲ୍ଡ ଥାନା ସୁନ୍ଦରପଦା ନିକଟରେ ଏକ ଯୁବକକୁ ସଙ୍ଘବଦ୍ଧ ଭାବେ ହତ୍ୟା କାରାଯାଇଥିବା ସୂଚନା ମିଳିଛି । ମୃତକଙ୍କ ନାମ ଅମରେଶ ନାୟକ ବୋଲି ଜଣାପଡିଛି ।…

ଗଞ୍ଜାମରେ ଏନକାଉଣ୍ଟର: ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧି ଆହତ

ଗଞ୍ଜାମ: ଗଞ୍ଜାମ ଜିଲ୍ଲାର ଆସ୍କା ଥାନା ଅନ୍ତର୍ଗତ ପାଣ୍ଡିଆ ନିକଟରେ ପୋଲିସ ଏନକାଉଣ୍ଟରରେ ଜଣେ କୁଖ୍ୟାତ ଅପରାଧି ଆହତ ହୋଇଥିବାର ସୂଚନା ମିଳିଛି। କୁଖ୍ୟାତ ଅପରାଧି ଜଣକ ଟିଙ୍ଗିରି ଦୋରା ବୋଲି ଜଣାପଡ଼ିଛି । ତାକୁ ଧରିବାକୁ ଗଲାବେଳେ ସେ ପୋଲିସ ଉପରକୁ ଆଖିବୁଜା ଗୁଳିଚାଳନା…

ପୋଲିସକୁ ମିଳିଲା ବଡ଼ ସଫଳତା; ସୋନପୁରରେ ବେଆଇନ ବନ୍ଧୁକ କାରଖାନା ଠାବ, ୨ ଗିରଫ

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲାରେ ଏକ ବେଆଇନ ବନ୍ଧୁକ କାରଖାନାକୁ ଠାବ କରିଛି ସୋନପୁର ପୋଲିସ । ବିଭିନ୍ନ ମାରଣାସ୍ତ୍ର ସହିତ ପୋଲିସ ଏନେଇ ୨ଜଣ ବ୍ୟକ୍ତିଙ୍କୁ ଗିରଫ କରିବାରେ ସଫଳ ହୋଇଛି । ମିଳିଥିବା ସୂଚନାନୁଯାୟୀ, ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ତେଲନଦୀ ବ୍ରିଜ ନିକଟରେ ଜଣେ ସଂଦିଗ୍ଧ…

ପିଇଓ ସ୍ମିତାରାଣୀ ମୃତ୍ୟୁ ମାମଲା; ଯାଜପୁର ଏସପିଙ୍କ ନାମରେ ଏତଲା ଦେଲା ବିଜେପି

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତର ପିଇଓ ସ୍ମିତାରାଣୀ ବିଶ୍ବାଳ ମୃତ୍ୟୁ ଘଟଣା ପ୍ରତିଦିନ ଭିନ୍ନ ମୋଡ଼ ନେଉଛି । ଏହି ଘଟଣାରେ ଯାଜପୁର ଏସ.ପି ଚରଣ ସିଂ ମୀନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଶନିବାର ଦିନ ଜିଲ୍ଲାର ବିଭିନ୍ନ ଥାନାରେ ଏସ.ପି ଙ୍କ…

ବାଣ ଗୋଦାମ ଉପରେ ଚଢାଉ, ୩ ଗିରଫ

କଟକ: କଟକ ଜଗତପୁର ଥାନା ପକ୍ଷରୁ ଫୁଣି ଥରେ ବେଆଇନ ବାଣ ଗୋଦାମ ଉପରେ ଚଢ଼ାଉ କରାଯାଇଛି। ଏହି ଘଟଣାରେ କମିସନରେଟ ପୋଲିସ ୩ ଜଣଙ୍କୁୁ ଗିରଫ କରିବା ସହିତ ଗୋଟିଏ ଟ୍ରକ୍ ବାଣ ଜବତ କରିଥିବା ନେଇ ସୂଚନା ମିିିଳିିିଛି। ତେବେ ଜବତ ବାଣର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କା ହୋଇଥିବାବେଳେ ଏନେଇ…

ବ୍ରହ୍ମପୁରରେ ଦୋକାନୀ ମାଲିକଙ୍କୁ ଗୁଳିମାଡ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅନ୍ତର୍ଗତ ସିଙ୍ଗିପୁର ଗ୍ରାମ ନିକଟରେ ଜଣେ ଦୋକାନୀଙ୍କ ଉପରକୁ କେହି ବ୍ୟକ୍ତି ଗୁଳିମାଡ କରିଛି । ଉକ୍ତ ଦୋକାନୀଙ୍କ ନାମ ସୁଶାନ୍ତ ପାତ୍ର ବୋଲି ଜଣାପଡିଛି । ପ୍ରାପ୍ତ ସୂଚନାନୁଯାୟୀ ସ୍ଥାନୀୟ ଅଞ୍ଚଳରେ ସୁଶାନ୍ତଙ୍କର ଏକ ତେଜରାତି ଦୋକାନୀ…

ଅଭିନେତ୍ରୀଙ୍କୁ ଅସଦାଚରଣ ଘଟଣା: ଗିରଫ ହେଲେ ୨ ଅଭିଯୁକ୍ତ

ଭୁବନେଶ୍ୱର: ଓଡିଆ ଅଭିନେତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ କମିଶନରେଟ୍ ପୋଲିସ ଶୁକ୍ରବାର ଦିନ ୨ଜଣଙ୍କୁ ଗିରଫ କରିଛି । କମିଶନରେଟ୍ ପୋଲିସ ଏନେଇ ଗୁରୁବାର ଦିନ ନିଜ ଟ୍ୱିଟର ହ୍ୟାଣ୍ଡଲରେ ଏକ ପୋଷ୍ଟ କରିଥିଲେ । ଉକ୍ତ ପୋଷ୍ଟ ଅନୁଯାୟୀ ଅଭିନେତ୍ରୀଙ୍କ ପକ୍ଷରୁ ଲିଖିତ ଅଭିଯୋଗ ପାଇବା…

ମାଓବାଦୀଙ୍କ ୨୪ ଘଣ୍ଟିଆ ବନ୍ଦ ଡାକରା

କନ୍ଧମାଳ: ମାଓ ଅଧ୍ୟୁଷିତ କନ୍ଧମାଳରେ ୨୪ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି ମାଓବାଦୀଙ୍କ ପକ୍ଷରୁ । ମିଳିଥିବା ସୂଚନାନୁଯାୟୀ ପୋଲିସର ଦମନ ଲୀଳା ଓ ଗ୍ରୀନହଣ୍ଟ ଅପରେସନକୁ ବିରୋଧ କରି ମାଓବାଦୀଙ୍କ ପକ୍ଷରୁ ଏହି ବନ୍ଦ ପାଳନ କରାଯାଇଛି । ଏପରିକି ବିଭିନ୍ନ ସ୍ଥାନରେ ଗଛ ପକାଇ ରାସ୍ତା ଅବରୋଧ…