Latest Odisha News

BREAKING NEWS

Browsing Category

ଅପରାଧ

ଡ୍ରଗ୍ସ ମାଫିଆ ଲିଙ୍କରେ ପୋଲିସ ବାବୁ ଗିରଫ

ବାଲେଶ୍ୱର: ଡ୍ରଗ୍ସ ମାଫିଆ ଶେଖ୍ ରାଜା ଲିଙ୍କରେ କ୍ରାଇମବ୍ରାଞ୍ଚ ଟିମ୍ ଶନିବାର ଦିନ ସହଦେବଖୁଣ୍ଟା ସ୍ଥିତ ବିଚାରଗଞ୍ଜ ଫାଣ୍ଡିର କନେଷ୍ଟବଳଙ୍କୁ ଗିରଫ କରିଛି । ଅଭିଯୁକ୍ତଙ୍କ ନାମ ରଞ୍ଜନ ସାହୁ ଏବଂ ରାଜା ସହ ଲିଙ୍କ ଥିବା ଜଣାପଡିବା ପରେ ୨ ଦିନ ପୂର୍ବରୁ ବାଲେଶ୍ୱର ଏସପି ତାଙ୍କୁ…

କଟକରେ ହୋଇଥିଲା ନର୍ସ ନୀହାରିକାଙ୍କ ହତ୍ୟାକାଣ୍ଡ !

କଟକ: ବହୁ ଚର୍ଚ୍ଚିତ ନର୍ସ ନୀହାରିକା ହତ୍ୟାକାଣ୍ଡ କଟକରେ ହୋଇଥିବା ନେଇ ଶନିବାର ଦିନ ପୋଲିସ ପକ୍ଷରୁ ସୂଚନା ମିଳିଛି । କଟକର କଲ୍ୟାଣନଗରସ୍ଥିତ ଏମଏମ୍ ମେଡିକେୟାର ନର୍ସିଂହୋମରେ ନିହାରିକା ନର୍ସ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କୁ କଟକରେ ହିଁ ହତ୍ୟା କରାଯିବା ପରେ ମୃତଦେହକୁ…

ଗ୍ରାହାମ୍ ଷ୍ଟେନ୍ସ ହତ୍ୟା ଘଟଣା: ୨୦ ବର୍ଷ ପରେ ଗିରଫ ଅନ୍ୟ ଜଣେ ଅଭିଯୁକ୍ତ

ବାଲେଶ୍ୱର: ବହୁ ଚର୍ଚ୍ଚିତ ୧୯୯୯ ମସିହା ଗ୍ରାହାମ୍ ଷ୍ଟେନ୍ସ ପୋଡି ଓ ହତ୍ୟା ଘଟଣାର ଦୀର୍ଘ ୨୦ ବର୍ଷ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ସିବିଆଇ । ଗିରଫ ଅଭିଯୁକ୍ତଙ୍କ ନାମ ବୁଦ୍ଧଦେବ ନାଏକ (୪୫) ଏବଂ ସେ ମୁଖ୍ୟ ଅଭିଯୁକ୍ତ ଦାରା ସିଂର ଘନିଷ୍ଠ ବୋଲି ସୁତ୍ରରୁ ପ୍ରକାଶ ।…

ଆଇନ୍ ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲା: ଗିରଫ ହୋଇ ଜେଲ୍ ଗଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚିନ୍ମୟାନନ୍ଦ

ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱାମୀ ଚିନ୍ମୟାନନ୍ଦ ଜଣେ ଆଇନ ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି । ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତ ଚିନ୍ମୟାନନ୍ଦ ଗତ ପ୍ରାୟ ଏକ ବର୍ଷ ଧରି ଦୁଷ୍କର୍ମ କରିଆସୁଥିବା ବେଳେ ତାଙ୍କର…

ଭିଜିଲାନ୍ସ ଜାଲରେ ଫସିଲେ ୨ ସରକାରୀ କର୍ମଚାରୀ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ଆୟବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ୨ ଜଣ ସରକାରୀ କର୍ମଚାରୀଙ୍କ ଘର ଓ ଅଫିସରେ ଶୁକ୍ରବାର ଦିନ ଭିଜିଲାନ୍ସର ୪ ଜଣିଆ ଟିମ ଚଢାଉ କରିଛନ୍ତି । ଉଭୟ ଦମ୍ପତ୍ତି ହେଲେ ବଲାଙ୍ଗୀର ଅବକାରୀ ବିଭାଗର ମୁଖ୍ୟ କିରାଣୀ ତ୍ରୀନାଥ ସେଠ୍ ଏବଂ ତାଙ୍କ ଧର୍ମପତ୍ନୀ…

ରାଜଧାନୀରେ ରେଡ୍ ହେଲା ‘ହୁକ୍କା ବାର୍’….

ଭୁବନେଶ୍ୱର: ଭୁବନେଶ୍ୱର ଚନ୍ଦ୍ରଶେଖରପୁରସ୍ଥିତ ଏକ ହୁକ୍କା ବାର୍ ଉପରେ ଅତର୍କୀତ ଭାବେ ଚଢଉ ହୋଇଛି । ରାଜଧାନୀର ବ୍ୟସ୍ତବହୁଳ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଏହି ବାର୍ କୁ ପୋଲିସ, ଅବକାରୀ ପୋଲିସ, ଡ୍ରଗ୍ ଇନିସପେକ୍ଟର, ଜଙ୍ଗଲ ଓ ପରିବେଶ ବିଭାଗ ତଥା ଖାଦ୍ୟ ସୁରକ୍ଷା ବିଭାଗର ମିଳିତ…

ଜାମିନ ନାମଞ୍ଜୁର ହେବା ପରେ ବିଚାର ବିଭାଗୀୟ ହାଜତରେ ଆଶୀର୍ବାଦ ବେହେରା

ଭୁବନେଶ୍ୱର: ପୂର୍ବତନ ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ)ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ସିବିଆଇ ତାଙ୍କର କଟକ ବାସଭବନରୁ ଗିରଫ କରିବାର ଘଣ୍ଟାକ ପରେ ରିମାଣ୍ଡରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି । ସିବିଆଇର ଏକ ଟିମ୍ ଶ୍ରୀ ବେହେରା ଏବଂ ହୋଟେଲ୍ ସୋଲାନ ଇନ୍ ର ମାଲିକ…

ନାବାଳିକା ଦୁଷ୍କର୍ମ ଓ ହତ୍ୟାକାରୀଙ୍କୁ ମିଳିଲା ଫାଶୀ ଦଣ୍ଡାଦେଶ

କଟକ: ଜଣେ ୬ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଗୁରୁବାର ଦିନ କଟକର ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ମୁଖ୍ୟ ଅଭିଯୁକ୍ତ ମହମ୍ମଦ ମସ୍ତାକକୁ ଫାଶୀ ଦଣ୍ଡ ଶୁଣାଇଛନ୍ତି । ଗତବର୍ଷ ଏପ୍ରିଲ୍ ୨୧ ତାରିଖରେ କଟକର ସାଲେପୁର ଅଞ୍ଚଳରେ ଏହି ଅଘଟଣ ଘଟିଥିଲା । ଘଟଣାନୁଯାୟୀ ୨୦୧୮ ମସିହା…

ରାଜଧାନୀରୁ ୧ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନ ସୁଗାର ଜବତ, ୩ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଭରତପୁର ମାଛ ମାର୍କେଟରେ ଖଣ୍ଡଗିରି ପୋଲିସ ବୁଧବାର ଦିନ ଚଢାଉ କରି ପ୍ରାୟ ୧୦ ଗ୍ରାମର ବ୍ରାଉନ ସୁଗାର ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି । ମିଳିଥିବା ସୂଚନାନୁଯାୟୀ ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୧ ଲକ୍ଷ ଟଙ୍କା ହେବ । ଗିରଫ ଅଭିଯୁକ୍ତ…

ଭିଜିଲାନ୍ସ ଜାଲରେ ପୁରୀ ଜଳସେଚନ ସହକାରୀ ଯନ୍ତ୍ରୀ

ପୁରୀ: ପୁରୀ ସ୍ଥିତ ନିମାପଡା ଜଳ ସେଚନ ଡିଭିଜନର ସହକାରୀ ଯନ୍ତ୍ରୀ ଲକ୍ଷ୍ମୀଧର ବିଶ୍ୱାଳଙ୍କ ବିରୋଧରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସୋମବାର ଦିନ ଭିଜିଲାନ୍ସ ଟିମ୍ ତାଙ୍କ ଘରେ ଚଢାଉ କରିଛି। ସୂଚନା ଅନୁଯାୟୀ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କର ମଧୁବନ ସ୍ଥିତ ଘର…