Latest Odisha News

BREAKING NEWS

Browsing Category

ଅପରାଧ

ସାଇବର ଅପରାଧ ରୋକିବା ଲାଗି ପ୍ରତିଷ୍ଠା ହେବ ୩ ନୂଆ ଥାନା: ଡିଜିପି

ଭୁବନେଶ୍ୱର : ରାଜ୍ୟରେ ସାଇବର ଅପରାଧ ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ଏହାକୁ ଦୃଷ୍ଟିରେ ରଖି ୩ଟି ନୂଆ ସାଇବର ଥାନା ପ୍ରତିଷ୍ଠା ଲାଗି ନିର୍ଣ୍ଣୟ କରିଛି ଓଡିଶା ପୋଲିସ । “ଓଡିଶାରେ ସାଇବର ଅପରାଧ ଉଦବେଗଜନକ ସ୍ଥିତିରେ ପହଞ୍ଚିଛି । ୨୦୧୩ ମସିହାରେ ୧୨୦ଟି ମାମଲା ରୁଜୁ ହୋଇଥିବାବେଳେ…

ଜଙ୍ଗଲରୁ ଉଦ୍ଧାର ହେଲା ନବଜାତ ଶିଶୁ

ବାରିପଦା : ମୟୁରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ୍ ସ୍ଥିତ ଜାହିରା ଗ୍ରାମର ନାହାଶୋଳ ଜଙ୍ଗଲରୁ ଶନିବାର ସକାଳୁ ଏକ ନବଜାତ ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଛି । ପ୍ରାପ୍ତ ସୂଚନାରୁ ଜଣାପଡିଛି, ସ୍ଥାନୀୟ ବାସିନ୍ଦାମାନେ ଉକ୍ତ ନବଜାତ ଶିଶୁଟିକୁ ଏକ ବସ୍ତା ଭିତରେ ପଡିଥିବା ଦେଖିବାକୁ ପାଇଥିଲେ ।…

କେନ୍ଦ୍ରାପଡ଼ା ସାଂସଦ ଅନୁଭବଙ୍କ ବିରୋଧରେ ମହିଳା ସାମ୍ବାଦିକାଙ୍କ ସଙ୍ଗୀନ ଅଭିଯୋଗ

କଟକ: ଜଣେ ମହିଳା ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ନେଇ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ନାମରେ ପୁରୀଘାଟ ଥାନାରେ ଏକ ମାମଲା ରୁଜୁ ହୋଇଛି । ମହିଳା ସାମ୍ବାଦିକା ଜଣକ ତାଙ୍କର ଅଭିଯୋଗରେ ଉଲ୍ଲେଖ କରିଛନ୍ତି ଯେ, ସାଂସଦ ଅନୁଭବ ମହାନ୍ତିଙ୍କ ଭାଇ ଅନୁପ୍ରାଶ ଦୀର୍ଘ…

ଭୁବନେଶ୍ୱରରୁ ଜବତ ହେଲା ବ୍ରାଉନ ସୁଗାର, ମହିଳା ଗିରଫ

ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ହଳଦିଆପଡା ଅଞ୍ଚଳରୁ କ୍ୱିକ୍ ଆକ୍ସନ ଟିମ୍ (କ୍ୱାଟ୍) ଶୁକ୍ରବାର ଦିନ ପ୍ରାୟ ୧୯ ଗ୍ରାମର ବ୍ରାଉନସୁଗାର ଜବତ କରିଛି । ଏହି ଘଟଣାରେ ସମ୍ପୃକ୍ତିକୁ ନେଇ ଉକ୍ତ ଟିମ୍ ପକ୍ଷରୁ ଜଣେ ମହିଳାଙ୍କୁ ଗିରଫ କରାଯାଇଛି । ମିଳିଥିବା…

ନାବାଳକର ଅଦ୍ଭୁତ କାଣ୍ଡ, ଫେକ୍ ଆକାଉଣ୍ଟ କରି ଫେସବୁକରେ ଲୁଟୁଥିଲା ଟଙ୍କା

ସମ୍ବଲପୁର : ବର୍ତ୍ତମାନ ସମୟରେ ଦିନକୁ ଦିନ ସାଇବର କ୍ରାଇମ୍ ବଢୁଥିବାବେଳେ ସମ୍ବଲପୁରରେ ମଧ୍ୟ ଏଭଳି ଅପରାଧ ଘଟିଥିବା ନେଇ ସୂଚନା ମିଳିଛି । ଏହି ଠକେଇ ପଛରେ ଜଣେ ଅଷ୍ଟମ ଶ୍ରେଣୀ ନାବାଳକର ହାତ ରହିଛି, ଯାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଉକ୍ତ ନାବାଳକ ଜଣକ…

ନିଆଳି: ଦେଢଶୂରର ଆକ୍ରମଣରେ ଭାଇବୋହୂ ଗୁରୁତର

କଟକ : କଟକ ଜିଲ୍ଲା ନିଆଳି ଥାନା ଅନ୍ତର୍ଗତ ପହଙ୍ଗା ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ଜଣେ ବ୍ୟକ୍ତି ନିଜ ଭାଇବୋହୂକୁ ମରଣାନ୍ତକ ଆକ୍ରମଣ କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । କଟକ ବଡ ମେଡିକାଲରେ ଗୁରୁତର ଆହତ କାଦମ୍ବିନୀ ବାରିକଙ୍କ ଚିକିତ୍ସା ଜାରି ରହିଥିବା…

ସମ୍ବଲପୁର ମୁଣ୍ଡକାଟ ହତ୍ୟା ଘଟଣା: ସମ୍ପର୍କୀୟ ଭାଇକୁ ଗିରଫ କଲା ପୋଲିସ

ସମ୍ବଲପୁର : ସମ୍ୱଲପୁରର ଅଇଁଠାପାଲି ଥାନା ଅନ୍ତର୍ଗତ ଭାଲୁପାଲି-ତିଲେଇମାଲ ଗ୍ରାମରେ ମଙ୍ଗଳବାର ଦିନ ଜଣେ ବ୍ୟକ୍ତିଙ୍କୁ ନିର୍ମମ ଭାବେ ହତ୍ୟା କରାଯିବାର କେଇ ଘଣ୍ଟା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ନାମ ଉଜ୍ଜଳ ମୁଣ୍ଡା ଏବଂ ସେ ମୃତ ସତ୍ୟନାରାୟଣଙ୍କ…

ସମ୍ବଲପୁର: ଶୋଇଥିବା ବେଳେ ଯୁବକଙ୍କ ମୁଣ୍ଡ କାଟି ନେଲେ ଦୁବୃର୍ତ୍ତ

ସମ୍ବଲପୁର : ସମ୍ୱଲପୁରର ଅଇଁଠାପାଲି ଥାନା ଅନ୍ତର୍ଗତ ଭାଲୁପାଲି-ତିଲେଇମାଲ ଗ୍ରାମରେ ମଙ୍ଗଳବାର ଦିନ କେହି ଦୁର୍ବୃତ୍ତ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରି ତାଙ୍କ ମୁଣ୍ଡ କାଟି ନେଇଯିବା ଭଳି ଅଭାବନୀୟ ଘଟଣା ନଜରକୁ ଆସିଛି । ମୃତକଙ୍କ ନାମ ସତ୍ୟନାରାୟଣ ମୁଣ୍ଡା ବୋଲି ଜଣାପଡିଛି। ଗତକାଲି…

ଚର୍ଚ୍ଚିତ କାଠୁଆ ଗଣ ଦୁଷ୍କର୍ମ ମାମଲା: ୬ ଜଣଙ୍କ ମଧ୍ୟରୁ ୩ ଜଣଙ୍କୁ ଆଜୀବନ କାରାଦଣ୍ଡ

ପଠାଣକୋଟ: ଜମ୍ମୁ ଓ କାଶ୍ମୀରରେ ୨୦୧୮ରେ ଘଟିତ ଚର୍ଚ୍ଚିତ କାଠୁଆ ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ସମସ୍ତ ଅଭିଯୁକ୍ତଙ୍କୁ ପରିଶେଷରେ ଦଣ୍ଡାଦେଶ ମିଳିଛି । ଏହି ଅମାନୁଷିକ ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣା ସେତେବେଳେ ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା । ଆଜି ଏହି ଘଟଣାରେ…

ଜଗତସିଂହପୁର: ହସ୍ପିଟାଲ୍ ପାଇଖାନାରୁ ଉଦ୍ଧାର ହେଲା ନବଜାତକର ମୃତଦେହ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଟଏଲେଟରୁ ସୋମବାର ଦିନ ଏକ ନବଜାତ ଶିଶୁପୁତ୍ରର ମୃତଦେହ ଉଦ୍ଧାର କରାଯାଇଛି। ଯାହାକୁ ନେଇ ମେଡିକାଲ୍ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି । ପ୍ରାପ୍ତ ସୂଚନାନୁଯାୟୀ ଜଣେ ରୋଗୀଙ୍କ ସମ୍ପର୍କୀୟ ପାଇଖାନା ଭିତରେ ଏକ ନବଜାତ ଶିଶୁର…