Latest Odisha News

BREAKING NEWS

Browsing Category

ଅପରାଧ

ନୟାଗଡ ହାତୀ ମୃତ୍ୟୁ ଘଟଣା: ନିଲମ୍ବିତ ହେଲେ ୨ ବନ କର୍ମଚାରୀ

ନୟାଗଡ : ବନଖଣ୍ଡ ଅଧିକାରୀ (ଡିଏଫଓ) ଶୁକ୍ରବାର ଦିନ କର୍ତ୍ତବ୍ୟରେ ଅବହେଳା ଦର୍ଶାଇ ନୟାଗଡ ଜିଲ୍ଲା ପଞ୍ଚରିଡା ରେଞ୍ଜରେ ମୁତୟନ ହୋଇଥିବା ୨ ଜଣ ବନ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି । ନିଲମ୍ବିତଙ୍କ ମଧ୍ୟରେ ଫରେଷ୍ଟର କୈଳାଶ ପ୍ରଧାନ ଓ ଫରେଷ୍ଟ ଗାର୍ଡ ବିଶ୍ୱଜିତ ସାମନ୍ତରା ରହିଛନ୍ତି…

ନୂଆପଡା: ପୋଖରୀରେ ବୁଡି ୨ ଭଉଣୀଙ୍କ ସଲିଳ ସମାଧି

ନୂଆପଡା : ନୂଆପଡା ଜିଲ୍ଲା ଖଡିଆଳ ଥାନା ଅନ୍ତର୍ଗତ ନୂଆପଡା ଗ୍ରାମରେ ଥିବା ପୋଖରୀରେ ବୁଡି ୨ ଭଉଣୀଙ୍କ ମୃତ୍ୟୁ ଘଟିଥିବାବେଳେ ପୋଲିସ ଗୁରୁବାର ଦିନ ତାଙ୍କ ମରଶରୀରକୁ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରିଛି । ମୃତକଙ୍କ ନାମ ଶିତଲ ବାଘେଲ (୧୯), ତନିଶା (୧୩) ବୋଲି ଜଣାପଡିଛି । ଦୁହେଁ…

କଟକରେ ନିର୍ବାଚନ ପରବର୍ତ୍ତୀ ହିଂସା, ୫ ଆହତ

କଟକ : କଟକ ଜିଲ୍ଲା ନିଆଳି ବ୍ଲକ୍ ଅନ୍ତର୍ଗତ ପୋଖରୀ ଗ୍ରାମରେ ସୋମବାର ଦିନ ଏକ ନିର୍ଦ୍ଧିଷ୍ଟ ଦଳର କିଛି ବ୍ୟକ୍ତି ଅନ୍ୟ ଏକ ଦଳର ଲୋକଙ୍କ ଘରେ ପଶି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଫଳରେ ଜଣେ ମହିଳାଙ୍କ ସମେତ ପରିବାର ୫ଜଣ ସଦସ୍ୟ ଗୁରୁତର ଆହତ ହୋଇଛନ୍ତି । ଉକ୍ତ ଆକ୍ରମଣକାରୀମାନେ…

କଟକରୁ ଜବତ ହେଲା ୩୬ କିଲୋର ଗଞ୍ଜେଇ, ୨ ଗିରଫ

କଟକ : କଟକ ଜିଲ୍ଲାର ବାଦାମବାଡି ଛକ ନିକଟରେ ଶନିବାର ଦିନ ଅବକାରୀ ବିଭାଗ ପ୍ରାୟ ୩୬ କିଲୋଗ୍ରାମର ଗଞ୍ଜେଇ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି । ମିଳିଥିବା ସୂଚନାନୁଯାୟୀ ଅବକାରୀ ବିଭାଗ ପକ୍ଷରୁ ଚଢାଉ ପରେ ଏହି ବେଆଇନ୍ ପଣ୍ୟଦ୍ରବ୍ୟ ଗୁଡିକୁ ବାଦାମବାଡି ଅଞ୍ଚଳରୁ ଜବତ କରାଯାଇଛି ।…

ପିପିଲି: ବିଜେପି ନେତାଙ୍କ ଘର ଉପରକୁ ବୋମାମାଡ଼ ଅଭିଯୋଗ

ପିପିଲି : ପିପିଲିରେ ବିଜେପି ନେତା ଆଶ୍ରିତ ପଟ୍ଟନାୟକଙ୍କ ଘର ଉପରକୁ ଶୁକ୍ରବାର ରାତିରେ କେହି ଦୁବୃର୍ତ୍ତ ବୋମାମାଡ଼ କରିବା ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଛି । ମିଳିଥିବା ସୂଚନାନୁଯାୟୀ ବଳଙ୍ଗା ଥାନା ଅନ୍ତର୍ଗତ କମାକନ୍ତିଆରେ ଥିବା ଆଶ୍ରିତଙ୍କ ଘର ଉପରକୁ ଗତକାଲି ବିଳମ୍ବିତ ରାତିରେ…

ଧରାପଡ଼ିଲା ନକଲି ପରୀକ୍ଷାର୍ଥୀ ର‌୍ୟାକେଟ୍, ୪ ଗିରଫ

ଭୁବନେଶ୍ୱର: ଅନ୍ୟ ଜଣଙ୍କ ଲାଗି ପରୀକ୍ଷା କେନ୍ଦ୍ରରେ ଉତ୍ତର ଲେଖୁଥିବା ଏକ ନକଲି ପରିକ୍ଷାର୍ଥୀ ର‌୍ୟାକେଟ ରାଜଧାନୀର ଖଣ୍ଡଗିରି ଅଞ୍ଚଳର ଏକ ସ୍କୁଲରୁ ଧରିପାରିଛି । ଏହି ଘଟଣାରେ ସମ୍ପୃକ୍ତ ଥିବା ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟକୁ ଚାଲାଣ କରିଛି । ପୋଲିସ ଦ୍ୱାର ଗିରଫ ହୋଇଥିବା ୪…

ଗଡ଼ସେ ପ୍ରସଙ୍ଗ: ଗିରଫ ହେବାରୁ ବର୍ତ୍ତିଲେ କମଲ ହାସନ, ମିଳିଲା ଆଗୁଆ ଜାମିନ

ଚେନ୍ନାଇ: ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡ଼ସେଙ୍କୁ ଆତଙ୍କବାଦୀ ଏବଂ ସ୍ୱାଧୀନ ଭାରତର ପ୍ରଥମ “ଆତଙ୍କବାଦୀ” ଜଣେ “ହିନ୍ଦୁ” ବୋଲି ଅଭିନେତାରୁ ରାଜନେତା ପାଲଟିଥିବା କମଲ ହାସନ କହିଥିଲେ । ଯାହାକି ପରବର୍ତ୍ତୀ ସମୟରେ ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି । ଏହି ଘଟଣାକୁ ନେଇ…

ରାଜଧାନୀରେ ଉଦ୍ଧାର ହେଲା ୫ଟି ଜୀବନ୍ତ ବୋମା

ଭୁବନେଶ୍ୱର : ଭୁବନେଶ୍ୱରର ୟୁନିଟ ୯ ଅଞ୍ଚଳ ସ୍ଥିତ ଗୋଟିଏ ସରକାରୀ କ୍ୱାଟର୍ସ ପଛପଟୁ ସୋମବାର ଦିନ ୫ଟି ଅଫୁଟା ବୋମା ଉଦ୍ଧାର କରାଯାଇଛି । ଏସମ୍ପର୍କରେ ସ୍ଥାନୀୟ ବାସିନ୍ଦା ପୋଲିସକୁ ସୂଚନା ଦେଇଥିଲେ । ଖବର ପାଇବା ପରେ ପୋଲିସ ଓ ବମ ସ୍କ୍ୱାର୍ଡ ଘଟଣାସ୍ଥଳରେ ପହଞ୍ଚି ବୋମା ଗୁଡିକୁ ଏକ…

ଅନୁଭବ ମହାନ୍ତିଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗୁଜରାଟରୁ ଗିରଫ

କଟକ: ବିଜେଡ଼ି ସାଂସଦ ତଥା ଓଲିଉଡ଼ ଅଭିନେତା ଅନୁଭବ ମହାନ୍ତିଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତକୁ କମିଶନରେଟ ପୋଲିସ ରବିବାର ଦିନ ଗୁଜରାଟରୁ ଗିରଫ କରିଛି । ଏହି ଘଟଣା ସମ୍ପର୍କରେ ଅନୁଭବ ମହାନ୍ତି ଏପ୍ରିଲ ୩୦ ତାରିଖରେ ପୁରୀଘାଟ ଥାନାରେ ଅଭିଯୋଗ କରିବା ପରେ ପୋଲିସ ପକ୍ଷରୁ ତଦନ୍ତ…

ମାଓନେତା ସବ୍ୟସାଚୀ ପଣ୍ଡାଙ୍କୁ ଆଜୀବନ କାରାଦଣ୍ଡ

ବ୍ରହ୍ମପୁର : ମାଓବାଦୀ ନେତା ସବ୍ୟସାଚୀ ପଣ୍ଡାଙ୍କୁ ଶନିବାର ଦିନ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଆଜୀବନ କାରାଦଣ୍ଡ ବିଧାନ କରିଛନ୍ତି । ୨୦୧୪ ମସିହା ବଡବଜାର କେସ୍ ମାମଲାର ଶୁଣାଣି କରି ଅଦାଲତ ଏହି ରାୟ ଶୁଣାଇଛନ୍ତି। ଏହି ରାୟ ବ୍ରହ୍ମପୁର ଏଡିଜି-୧ ସଞ୍ଜୟ ସାହୁ ଶୁଣାଇଛନ୍ତି। ଏହି…