Latest Odisha News

BREAKING NEWS

Browsing Category

ବାଣିଜ୍ୟ

KYC କିମ୍ବା ଆକାଉଣ୍ଟ ଅପଡେଟ୍ ନାମରେ ସେୟାର କରନ୍ତୁ ନାହିଁ UPI PIN: ଏହି ଉପାୟ ଆପଣାନ୍ତୁ, ଅନଲାଇନ୍ ଠକେଇରୁ…

ଓଡ଼ିଶା ସମ୍ବାଦ ବ୍ୟୁରୋ: ଅନଲାଇନ ଠକେଇ, ଅନଲାଇନ ପେମେଣ୍ଟ ଜରିଆରେ ଆକାଉଣ୍ଟ ଖାଲି, ଅନଲାଇନ ଠକ ଲୁଟି ନେଲେ ଲକ୍ଷାଧିକ, ଏମିତି ଅନେକ ଖବର ପ୍ରତିଦିନ ଶୁଣିଲା ପରେ ଆପଣ ଅନଲାଇନ କାରବାରକୁ ନେଇ ଭୟଭୀତ ହେଇଯାଉଥିବେ। କେବେକେବେ ଅନଲାଇନ ନେଣଦେଣ କେତେ ସୁରକ୍ଷିତ , ଅନଲାଇନର ବିଚକ୍ଷଣ

ସାଇରସ ମିସ୍ତ୍ରୀ ବ୍ୟବହାର କରୁଥିବା କାରର ଦାମ କେତେ? ସୁରକ୍ଷିତ ରଖିବାକୁ କ’ଣ ଫିଚର ରହିଛି ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦେଶର ନାମୀ ଶିଳ୍ପପତି ସାଇରସ୍ ମିସ୍ତ୍ରୀ ସାଇରସ ମିସ୍ତ୍ରୀଙ୍କର ମୁମ୍ବାଇ ନିକଟ ପାଲଘର ନିକଟରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଛନ୍ତି। ସେ ଅହମ୍ମଦାବାଦରୁ ମୁମ୍ବାଇ ଯାଉଥିଲେ। ଏହି ସମୟରେ ପାଲଘର ନିକଟରେ ତାଙ୍କ କାରଟି ଡିଭାଇଡରରେ ପିଟି ହେବାରୁ ତାଙ୍କର…

ସାଇସର ମିସ୍ତ୍ରୀ ଓ ଟାଟା ଗ୍ରୁପ ମଧ୍ୟରେ କେମିତି ଥିଲା ସମ୍ପର୍କ?

ନୂଆଦିଲ୍ଲୀ: ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀ ରବିବାର ଦିନ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଛନ୍ତି। ସେ ମର୍ସିଡିଜ କାରରେ ଅହମ୍ମଦାବାଦରୁ ମୁମ୍ବାଇ ଫେରୁଥିବା ବେଳେ ପାଲଘରରେ ଏହି ଦୁର୍ଘଟଣା ଘଟିଛି। ଏହି ଦୁଃଖଦ ଦୁର୍ଘଟଣା ଅପରାହ୍ନ ପ୍ରାୟ ୩ଟା ୧୫ ମିନିଟ୍ ସମୟରେ…

ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରୀଙ୍କ ଦେହାନ୍ତ

ମୁମ୍ବାଇ: ସଡ଼କ ଦୁର୍ଘଟଣାରେ ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼଼ିଛି । ସୂଚନା ଅନୁସାରେ, ପାଲଘର ନିକଟରେ ସଡ଼କ ଦୁର୍ଘଟଣାରେ ସାଇରସ ମିସ୍ତ୍ରୀଙ୍କ ମୃତ୍ୟୁ ଘଟିଛି । ରୋଡ୍ ଡିଭାଇଡରରେ ତାଙ୍କ ଗାଡ଼ି ପିଟି ହେବା ଫଳରେ ଦୁର୍ଘଟଣା ଘଟି ୫୪ ବର୍ଷୀୟ…

ଜି-୨୦ ରାଷ୍ଟ୍ର ସମୂହଙ୍କ ମଧ୍ୟରେ ଭାରତ ସବୁଠୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥବ୍ୟବସ୍ଥା

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ର ଆକଳନ ଅନୁଯାୟୀ, ବ୍ରିଟେନକୁ ପଛରେ ପକାଇ ଭାରତ ବିଶ୍ଵର ପଞ୍ଚମ ସର୍ବବୃହତ ଅର୍ଥବ୍ୟବସ୍ଥା ହୋଇପାରିଛି । କେବଳ ସେତିକି ନୁହେଁ ଅନ୍ୟାନ୍ୟ ପ୍ରଗତି ସୂଚକାଙ୍କରେ ମଧ୍ୟ ଭାରତର ସ୍ଥିତିରେ ସୁଧାର ଆସିଛି । ଜି-୨୦ ରାଷ୍ଟ୍ର ସମୂହଙ୍କ…

[ଦେଖନ୍ତୁ ଭିଡିଓ] ବ୍ରିଟେନକୁ ପଛରେ ପକାଇ ବିଶ୍ୱର ପଞ୍ଚମ ବୃହତ୍ ଅର୍ଥନୀତି ଭାରତ

ନୂଆଦିଲ୍ଲୀ: ଦେଶରେ ଦରଦାମ ଆକାଶଛୁଆଁ ରହିଥିବା ବେଳେ ଭାରତକୁ ଏକ ବଡ଼ ସଫଳତା ମିଳିଛି । ବ୍ରିଟେନକୁ ପଛରେ ପକାଇ ଭାରତ ବିଶ୍ୱର ପଞ୍ଚମ ବୃହତ୍ ଅର୍ଥନୀତି ଭାବେ ଉଭା ହୋଇଛି । ପୂର୍ବରୁ ପଞ୍ଚମ ସ୍ଥାନରେ ଥିବା ବ୍ରିଟେନ୍ ଷଷ୍ଠ ସ୍ଥାନକୁ ଖସିଛି । ୨୦୨୧ର ପ୍ରଥମ ତ୍ରୈମାସିକରେ ଭାରତ,…

ଦୀପାବଳିରୁ ରିଲାଏନ୍ସ JIO ଆରମ୍ଭ କରିବ 5G ସେବା

ମୁମ୍ବାଇ: ଦୀପାବଳିରୁ ଦେଶରେ ଆରମ୍ଭ ହେବ 5G ସେବା । ରିଲାଏନ୍ସର ୪୫ତମ ବାର୍ଷିକ ସାଧାରଣ ବୈଠକରେ ଏହି ଘୋଷଣା କରିଛନ୍ତି ଶିଳ୍ପପତି ମୁକେଶ ଅମ୍ବାନୀ । ପ୍ରଥମେ ଜିଓ 5G ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ଓ କୋଲକାତା ଭଳି ମେଟ୍ରୋ ସିଟି ସହ ଅନ୍ୟ ବଡ଼ ସହରରେ ଉପଲବ୍ଧ ହେବ । ଡିସେମ୍ବର ୨୦୨୩…

ଦର ଦାମ ବଢୁଛି, ଭାରି ବାଧୁଛି: ନଜର ପକାନ୍ତୁ କେମିତି ବଢିଛି ଦର?

ଭୁବନେଶ୍ୱର: ବଡ଼ ବାଧିଲାଣି ଦର ବୃଦ୍ଧି । ବଜାରକୁ ମାର୍କେଟିଂ କରିବାକୁ ଯିବାକୁ ହେଲେ ହଜାରେ ଟଙ୍କାରେ ବି ଅଣ୍ଟୁନି ଗ୍ରୋସରୀ ଓ ପରିବା ବ୍ୟାଗ । ଯାହାକୁ ନେଇ ସାଧାରଣ ଲୋକ ଏବେ ଚିନ୍ତାରେ। ଯଦିଓ ଏବେ ପେଟ୍ରୋଲ ଓ ଡିଜେଲ ଦର ସ୍ଥିର ରହିଛି ହେଲେ ବିଭିନ୍ନ ଆର୍ଥିକ ନୀତିରେ ପରିବର୍ତ୍ତନ…

[ଦେଖନ୍ତୁ ଭିଡିଓ] ୪୨ ହଜାର ଡିସକାଉଣ୍ଟ ପରେ ବି ଗୋଟିଏ ବି ବିକ୍ରି ହେଲାନି ମାରୁତିର ଏହି କାର୍

ନୂଆଦିଲ୍ଲୀ: ଦେଶର ସଡ଼କରେ ଦୌଡ଼ୁଥିବା କାର୍ ମଧ୍ୟରେ ଅଧିକାଂଶ ମାରୁତି ସୁଜୁକିର । ଏପରିକି ଭାରତରେ ମାରୁତି ସୁଜୁକିର କାର ସର୍ବାଧିକ ବିକ୍ରି ହେଉଛି । କହିବାକୁ ଗଲେ ସ୍ୱଳ୍ପ ବଜେଟ୍ ସହ ପ୍ରଥମେ କେହି କାର୍ କିଣୁଥିଲେ ସୁଜୁକିକୁ ବାଛି ଥାନ୍ତି । କମ୍ପାନୀ ଭାରତୀୟ ବଜାରରେ ରାଜ୍ କରୁଥିବା…

ଅଶୋଧିତ ତେଲ ଦର ବୃଦ୍ଧି ପରେ ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ଆଶଙ୍କା ବଢ଼ିଲା

ନୂଆଦିଲ୍ଲୀ: ଅଶୋଧିତ ତେଲ ଦର ବୃଦ୍ଧି ପଇବାରେ ଲାଗିଛି। ବୁଧବାର ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲର ମୂଲ୍ୟ ବ୍ୟାରେଲ ପିଛା ୧୦୦ ଡଲାର ଅତିକ୍ରମ କରିଛି। ଏବେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୦୧ ଡଲାରରେ କାରବାର କରୁଛି। ଅଶୋଧିତ ତୈଳର ମୂଲ୍ୟ ଅଗଷ୍ଟ ୨, ୨୦୨୨ ପରଠାରୁ ସର୍ବୋଚ୍ଚ ସ୍ତରରେ…