Latest Odisha News

BREAKING NEWS

Browsing Category

ବାଣିଜ୍ୟ

ଆମାଜନ୍ ପକ୍ଷରୁ ୧ ଲକ୍ଷରୁ ଅଧିକ ନୂଆ ନିଯୁକ୍ତି ପ୍ରଦାନ

ବେଙ୍ଗାଲୁରୁ: ଉତ୍ସବ ଋତୁକୁ ଦୃଷ୍ଟିରେ ରଖି ଇ-କମର୍ସ କମ୍ପାନି ଆମାଜନ୍ ପକ୍ଷରୁ ଏକ ଲକ୍ଷରୁ ଅଧିକ ନୂଆ ନିଯୁକ୍ତି ପ୍ରଦାନ କରାଯାଇଛି। କମ୍ପାନି ଏହା ମାଧ୍ୟମରେ ଉତ୍ପାଦଗୁଡ଼ିକୁ ଶୀଘ୍ର ଗ୍ରାହକମାନଙ୍କ ପାଖରେ ପହଞ୍ଚାଇ ପାରିବ। ସାମଗ୍ରୀ ପ୍ୟାକ୍ କରିବା, ଉଠାଇବା ଏବଂ ଏହାକୁ ସୁରକ୍ଷିତ…

ଟ୍ରେଣ୍ଡରେ ଏବେ ଗୁଚିର ଏହି ଘାସ ଦାଗ ଲାଗିଥିବା ପ୍ୟାଣ୍ଟ; ଯାହାର ମୂଲ୍ୟ ଜାଣିଲେ ଉଡିଯିବ ହୋସ୍

ନୂଆଦିଲ୍ଲୀ: ନିଜର କ୍ୱାଲିଟି, ନିଆରା ଡିଜାଇନ ଓ ଉପସ୍ଥାପନା ପାଇଁ ବ୍ରାଣ୍ଡେଡ଼ କପଡା ଗୁଡିକ ଅନ୍ୟ ମାନଙ୍କ ଠାରୁ ଭିନ୍ନ ହୋଇଥାଏ । ଅନ୍ୟପଟେ ଟପ୍ ଡିଜାଇନ୍ ଏବଂ ଅତ୍ୟଧିକ ପ୍ରାଇସ୍ ଟ୍ୟାଗ୍ ପାଇଁ ମଧ୍ୟ ସେଗୁଡ଼ିକ ଲୋକପ୍ରିୟ । ଗୁଚି ହେଉଛି ଏହିପରି ଏକ ଆଗଧାଡ଼ିର ବ୍ରାଣ୍ଡ ।…

ଗ୍ରାହକଙ୍କ ପାଇଁ ବିଗ୍ ବଜାର ଆଣିଛି ଆକର୍ଷଣୀୟ ଅଫର୍‌; ୧ରୁ ଆରମ୍ଭ ପବ୍ଲିକ୍ ହଲିଡେ ସେଲ୍ ।

ଭୁବନେଶ୍ୱର: ଗ୍ରାହକଙ୍କ ପାଇଁ ବିଗ୍ ବଜାର ଆଣିଛି ଆକର୍ଷଣୀୟ ଅଫର୍ । ଏ ନେଇ ବିଗ୍ ବଜାର ପକ୍ଷରୁ ପବ୍ଲିକ୍ ହଲିଡେ ସେଲ୍ ବିଷୟରେ ଘୋଷଣା କରାଯାଇଛି । ଏହା ଅକ୍‌ଟୋବର ୧ରୁ ୪ ତାରିଖ ପର୍ଯ୍ୟନ୍ତ ଚାଳିବ । ଏହି ଚାରିଦିନ ଗ୍ରାହକଙ୍କ ପାଇଁ ରହିଛି ଧମାକାଦାର ଅଫର୍ । ଏହି ଚାରିଦିନିଆ ସପିଙ୍ଗ୍…

ଜାଣନ୍ତୁ ମୁକେଶ ଅମ୍ବାନୀଙ୍କ ଘଣ୍ଟା ପ୍ରତି ରୋଜଗାର କେତେ?; ଜାଣିଲେ ଉଠିଯିବ ହୋସ୍ ।

ନୂଆଦିଲ୍ଳୀ: କ୍ରମାଗତ ଭାବେ ନବମ ବର୍ଷ ପାଇଁ ଭାରତର ଏକ ନମ୍ବର ଧନୀ ବ୍ୟକ୍ତିର ମାନ୍ୟତା ବଜାୟ ରଖିଥିବା ମୁକେଶ ଅମ୍ବାନୀଙ୍କ ଘଣ୍ଟା ପ୍ରତି ଆୟ ୯୦ କୋଟି ଟଙ୍କା । ଦେଶର ଏକ ନମ୍ବର ଧନୀ ମୁକେଶ ଅମ୍ବାନୀ ଲକ୍‌ଡାଉନ୍ ଘୋଷଣା ହେବା ପରେ ବିପୁଳ ପରିମାଣର ସମ୍ପତି ଅର୍ଜନ କରିଛନ୍ତି । ସେ ପ୍ରତି…

ଟାଟା ଓ ୱାଲ୍‌ମାର୍ଟର ମିଳିତ ଉଦ୍ୟମରେ ଲଞ୍ଚ ହେବ ସୁପର୍ ଆପ୍‌: ୨୫ ବିଲିୟନ୍ ଡଲାର ବିନିଯୋଗ ପାଇଁ ଚାଲିଛି ଆଲୋଚନା

ଭୁବନେଶ୍ୱର : ଖୁଚୁରା ବ୍ୟବସାୟରେ ଇ କମର୍ସ କ୍ଷେତ୍ରକୁ ଓହ୍ଲାଇବ ଟାଟା ଗ୍ରୁପ୍ । ଡିଜିଟାଲ୍ ପ୍ଲାଟ୍‌ଫର୍ମର ବିକାଶ ପାଇଁ ଦେଶରେ ଖୁଚୁରା ବ୍ୟବସାୟରେ ଜିଓମାର୍ଟ, ଆମାଜନ ଏବଂ ଫ୍ଲିପ୍‌କାର୍ଟ ଭଳି ପ୍ରତିଯୋଗୀମାନଙ୍କ ସହ ପ୍ରତିଦ୍ୱନ୍ଦିତା କରିବା ପାଇଁ ଏକ ସୁପର୍ ଆପ୍ ଲଞ୍ଚ କରିବାକୁ…

ହ୍ଵାଟ୍ସଆପ ମାଧ୍ୟମରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଖାଲି ହୋଇପାରିବ,SBI ଜାରି କରିଛି ସତର୍କ ସୂଚନା

ନୂଆଦିଲ୍ଲୀ: ସୋସିଆଲ୍ ମେସେଜିଂ ଆପ୍ ହ୍ଵାଟ୍ସଆପ ବ୍ୟବହାର କରୁଥିବା ଲୋକଙ୍କ ପାଇଁ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଏକ ସତର୍କ ସୂଚନା ଜାରି କରିଛି। ଏହି ସୂଚନା ଅନୁଯାୟୀ, ହ୍ଵାଟ୍ସଆପ ରେ ଏକ ଛୋଟ ଭୁଲ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ଏକ ବଡ଼ କ୍ଷତି ହୋଇପାରେ। ଏହି ଆପରେ କଲ୍ କିମ୍ବା…

୨୦,୦୦୦ ଫୁଟ ଉଚ୍ଚତାରେ ମିଳିପାରିବ ଇନ୍‌-ଫ୍ଲାଇଟ ମୋବାଇଲ ସେବା: ରିଲାଏନ୍ସ ଜିଓ

ମୁମ୍ବାଇ: ଜିଓ ପୋଷ୍ଟପେଡ ପ୍ଲସ୍ ଗ୍ରାହକଙ୍କ ନିମନ୍ତେ ଭାରତର ପ୍ରଥମ ଇନ୍ ଫ୍ଲାଇଟ ସେବା ଆରମ୍ଭ କରିବାକୁ ଜିଓ ଏବଂ ପାନାସୋନିକ ଆଭିଓନିକ୍ସ କର୍ପୋରେସନର ସହଯୋଗୀ ସଂସ୍ଥା ଏରୋମୋବାଇଲ ସହଭାଗିତା କରିଛନ୍ତି । ଜିଓର ଇନ-ଫ୍ଲାଇଟ ସେବା ବିଦେଶ ଯାତ୍ରା କରୁଥିବା ପ୍ରତ୍ୟେକ ଭାରତୀୟ ବିମାନ…

୧୫ ଟଙ୍କା ବଢ଼ିଲା ପିଆଜ ଦର !

ଭୁବନେଶ୍ୱର: ଆକାଶ ଛୁଇଁଲା ପିଆଜ ଦର । ଗତକାଲି କିଲୋ ପ୍ରତି ୩୫ ଟଙ୍କାରେ ବିକ୍ରି ହେଉଥିବା ପିଆଜ ଆଜି ହଠାତ୍ ୫୦ ଟଙ୍କା ଡେଇଁଛି। ଆଉ ଚିନ୍ତାର କଥା ଏହି ଦର ଚଳିତ ଆଗାମୀ ମାସ ବେଳକୁ ୧୦୦ ଛୁଇଁବାର ଆଶଙ୍କା ପ୍ରକାଶ ପାଇଛି । ଦୁଇ ସପ୍ତାହ ପୂର୍ବେ ପିଆଜ କିଲୋ ୨୫ରୁ ୩୫ ଟଙ୍କାରେ ବିକ୍ରି…

ଜିଓର ଆଇପିଏଲ୍ ଦେଖିବା ସହ ଆର୍ଷଣୀୟ ପୁରସ୍କାର ଜିତିପାରିବାର ସୁଯୋଗ ଆଣିଛି ‘ଜିଓ କ୍ରିକେଟ ପ୍ଲେ-ଏଲଙ୍ଗ୍‌’

ଆଇପିଏଲ୍ ଦେଖିବା ସହ ‘ଜିଓ କ୍ରିକେଟ ପ୍ଲେ-ଏଲଙ୍ଗ୍‌’ ସହିତ ଏବେ ଖେଳିବାର ସମୟ ଆସିଛି ମୁମ୍ବାଇ / ଭୁବନେଶ୍ୱର: ଫଟାଫଟ କ୍ରିକେଟର ମହାକୁମ୍ଭ ଆଇପିଏଲ୍ ଆରମ୍ଭ ହୋଇଯାଇଛି । ଏଥି ସହିତ ଜିଓ ପକ୍ଷରୁ ଆରମ୍ଭ ହୋଇଛି ‘ଜିଓ କ୍ରିକେଟ୍ ପ୍ଲେ-ଆଲଙ୍ଗ୍‌’ ଯେଉଁଥିରେ ଖେଳ ଦେଖିବା ସହ କ୍ରିକେଟ…

ଏସବିଆଇ ଗ୍ରାହକଙ୍କ ପାଇଁ ଆଣିଛି ନୂଆ ସ୍କିମ, ୨ବର୍ଷ ପାଇଁ ଇଏମଆଇ ଦେୟରୁ ମୁକ୍ତ

ନୂଆଦିଲ୍ଲୀ: କୋଭିଡ -୧୯ ଦ୍ୱାରା ପ୍ରଭାବିତ ଖୁଚୁରା ଋଣଗ୍ରହୀତାଙ୍କୁ ରିଲିଫ ଯୋଗାଇବା ପାଇଁ ଦେଶର ସର୍ବବୃହତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (ଏସବିଆଇ) ଏକ ଋଣ ପୁନଃନିର୍ମାଣ ନୀତି ପ୍ରଣୟନ କରିଛି। ନୂତନ ନୀତି ଅନୁଯାୟୀ, ଏସବିଆଇର ଋଣ ଗ୍ରାହକମାନେ ଯେକ କୌଣସି  ପ୍ରକାରର ଇଏମଆଇ ଦେୟରୁ…