Latest Odisha News

BREAKING NEWS

Browsing Category

ବାଣିଜ୍ୟ

ଖୁସି ଖବର: ପୁଣି ହ୍ରାସ ପାଇଲା ସୁନା ଦର

ନୂଆଦିଲ୍ଲୀ: ଗତ କିଛିଦିନ ହେବ ଲଗାତାର କମିବାରେ ଲାଗିଛି ସୁନା ଦର । ଗତକାଲି ତୁଳନାରେ ଆଜି ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୯,୯୮୦ଟଙ୍କାରେ ପହଞ୍ଚିଥିବା ବେଳେ ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୮,୯୮୦ ଟଙ୍କାରେ ପହଞ୍ଚିଥିବା ରେକର୍ଡ ହୋଇଛି। ରାଜଧାନୀ…

ଜିଏସ୍‌ଟି କ୍ଷତିପୂରଣ ପ୍ରସଙ୍ଗ; ୮ ଘଣ୍ଟାରେ ବି ହୋଇପାରିଲାନି ସମାଧାନ

ନୂଆଦିଲ୍ଲୀ: ଜିଏସ୍‌ଟି କ୍ଷତିପୂରଣ ରାଶିକୁ ନେଇ ଜିଏସ୍‌ଟି ପରିଷଦ ବୈଠକରେ ଦୀର୍ଘ ସମୟ ଆଲୋଚନା ହୋଇଥିଲା। ଦୀର୍ଘ ୮ ଘଣ୍ଟା କାଳ ଆଲୋଚନା ହୋଇଥିଲେ ସୁଦ୍ଧା କ୍ଷତିପୂରଣ ରାଶିକୁ ନେଇ କୌଣସି ସମାଧାନ ବାହାରି ପାରି ନ ଥିଲା। ଏହି ସମସ୍ୟାର ସମାଧାନ କରିବା ଲାଗି ଚଳିତ ମାସ ୧୨…

ବନ୍ଦ ହେବି କି ବୁର୍ଜ ଖଲିଫା!

ଦୁବାଇ: ରିପୋର୍ଟ ଅନୁଯାୟୀ ବୁର୍ଜ ଖଲିଫା ନିର୍ମାଣ କରିଥିବା ରିଅଲ୍‌ ଇଷ୍ଟେଟ୍ ସଂସ୍ଥା ଆରବଟେକ୍‌ ‌ଦେବାଳିଆ ହୋଇଯାଇଛି। ଯାହା ଫଳରେ କମ୍ପାନୀ ବନ୍ଦ ହେବା ଭଳି ପରିସ୍ଥିତି ଉପୁଜିଛି। କମ୍ପାନୀର ଆର୍ଥିକ ସ୍ଥିତି ସଙ୍କଟ ଦେଇ ଗତି କରୁଛି। କରୋନା ମହାମାରୀ ପରେ ଏହି ସମସ୍ୟା ଆହୁରି…

ବିଏସ୍‌ଏନ୍‌ଏଲ୍‌ର ଧମାକାଦାର୍‌ ଅଫର୍‌; ମାଗଣାରେ ମିଳିବ ୨୫ ପ୍ରତିଶତ ଡାଟା

ନୂଆଦିଲ୍ଲୀ: ବିଏସ୍‌‌ଏନ୍‌ଏଲ୍‌କୁ ୨୦ ବର୍ଷ ପୂର୍ତ୍ତି ଅବସରରେ କମ୍ପାନୀ ଗ୍ରାହକଙ୍କ ପାଇଁ ଏକ ଆକର୍ଷଣୀୟ ଅଫର୍‌ ଘୋଷଣା କରିଛି। ଅକ୍ଟୋବର ମାସରେ ବିଏସ୍‌ଏନ୍‌ଏଲ୍‌ ଗ୍ରାହକଙ୍କୁ ୨୫ ପ୍ରତିଶତ ଡାଟା ମାଗଣାରେ ପ୍ରଦାନ କରିବ। ଗ୍ରାହକଙ୍କୁ ଉତ୍କୃଷ୍ଟ ସେବା ଯୋଗାଇବା ପାଇଁ ଅନେକ ପ୍ଲାନ୍‌…

ଫ୍ଲିପ୍‌କାର୍ଟ ବିଗ୍‌ ବିଲିୟନ୍ ଡେ ସେଲ୍ ୧୬ରୁ ଆରମ୍ଭ; ଜାଣନ୍ତୁ କଣ ସବୁ ରହିଛି ଆକର୍ଷଣୀୟ ଅଫର୍

ନୂଆଦିଲ୍ଲୀ: ଫ୍ଲିପ୍‌କାର୍ଟ ପକ୍ଷରୁ ଖୁବ୍‌ ଶୀଘ୍ର ବିଗ୍‌ ବିଲିୟନ୍‌ ଡେ ସେଲ୍ ଆରମ୍ଭ ହେବାକୁ ଯାଉଛି। ଏହି ସେଲ୍‌ ଅକ୍ଟୋବର ୧୬ରୁ ୨୧ ପର୍ଯ୍ୟନ୍ତ ଚାଲିବ। କମ୍ପାନୀ ଗ୍ରାହକମାନଙ୍କ ପାଇଁ ବିଭିନ୍ନ ସାମଗ୍ରୀ ଉପରେ ଡିଲ୍‌, ରିହାତି ଏବଂ ଅଫର୍‌ ଆଣିବ। ଏଥିରେ ଫ୍ଲିପ୍‌କାର୍ଟ ପ୍ଲସ୍‌…

ରିଲାଏନ୍ସ ରିଟେଲ୍ ଭେଂଚର୍ସରେ ଜିଆଇସି ଓ ଟିପିଜିର ପୁଞ୍ଜି ନିବେଶ

ମୁମ୍ବାଇ/ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ସହଯୋଗୀ ସଂସ୍ଥା ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିମିଟେଡ୍ (ଆର୍‌ଆର୍‌ଭିଏଲ୍‌)ରେ ସିଙ୍ଗାପୁରର ଜିଆଇସି ପକ୍ଷରୁ ୫,୫୧୨.୫ କୋଟି ଟଙ୍କା ଓ ଅଗ୍ରଣୀ ନିବେଶ ସଂସ୍ଥା ଟିପିଜି ପକ୍ଷରୁ ୧୮୩୭.୫ କୋଟି ଟଙ୍କା ଟଙ୍କା ପୁଞ୍ଜିନିବେଶ କରାଯିବ ବୋଲି…

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ତୃତୀୟ ବଜେଟ୍ ୧୬ରୁ ଆରମ୍ଭ

ନୂଆଦିଲ୍ଲୀ: କରୋନା ମହାମାରୀ ଭିତରେ କେନ୍ଦ୍ର ସରକାର ଆସନ୍ତା ଆର୍ଥିକ ବର୍ଷ(୨୦୨୦-୨୧) ପାଇଁ ବଜେଟ୍‌ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛନ୍ତି। ଚଳିତ ମାସ ୧୬ରୁ ଏହି ପ୍ରକ୍ରିୟା ଆରମ୍ଭ ହେବ। ଏହା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ତୃତୀୟ ବଜେଟ୍ ହେବ। ଏଥିରେ…

ମହିନ୍ଦ୍ରା ଆଣିଲା ନୂଆ ‘ଏସ୍‌ୟୁଭି ଥର୍’

ମୁମ୍ବାଇ: ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା ୭୫ ତମ ବାର୍ଷିକୀ ଅବସରରେ ନୂଆ ମହିନ୍ଦ୍ରା ‘ଏସ୍‌ୟୁଭି ଥର୍’ ଲଞ୍ଚ୍‌ କରିଛି। ଏହା ଏଏକ୍ସ ଓ ଏଲ୍‌ଏକ୍ସ ଭଳି ଦୁଇଟି ସିରିଜ୍‌ରେ ଉପଲବ୍ଧ ରହିବ। ଏଏକ୍ସର ସୋ ରୁମ୍‌ ମୂଲ୍ୟ ୯.୮୦ ଲକ୍ଷରୁ ଆରମ୍ଭ ହୋଇଥିବା ବେଳେ ଏଲ୍‌ଏକ୍ସର ମୂଲ୍ୟ ୧୨.୪୯…

ଆମାଜନର ୨୦ ହଜାର କର୍ମଚାରୀ କରୋନା ପଜିଟିଭ, ଚିନ୍ତାରେ କମ୍ପାନୀ

ନ୍ୟୁୟର୍କ: ଆମାଜନ କମ୍ପାନୀର ୨୦ ହଜାର କର୍ମଚାରୀ କରୋନା ପଜିଟିଭ ଜଣାପଡିଛନ୍ତି । ବିଶ୍ୱର ଏହି ପ୍ରତିଷ୍ଠିତ ଅନଲାଇନ ରିଟେଲ କମ୍ପାନୀ ଏଥିନେଇ ଚିନ୍ତାରେ ପଡିଛି । ଆମେରିକାରେ ଆମାଜାନ ଓ ଫୁଡସ ମାର୍କେଟରେ ୧୩ ଲକ୍ଷ ୭୦ ହଜାର କର୍ମଚାରୀଙ୍କୁ ନେଇ କରାଯାଇଥିବା ଟେଷ୍ଟରେ ଏହି ରିପୋର୍ଟ…

୪ ହଜାର ଟଙ୍କାର ୫ଜି ଫୋନ ଲଞ୍ଚ କରିବ ଜିଓ !

ନୂଆଦିଲ୍ଲୀ: ରିଲାଏନ୍ସ ଜିଓର ଚଳିତ ବର୍ଷର ଜେନେରାଲ ମିଟିଂ ସମୟରେ ମୁକେଶ ଅମ୍ବାନୀ ଗୁଗୁଲ ସହଭାଗିତାରେ ଜିଓ ଦ୍ୱାରା ଏକ ଶସ୍ତା ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ଲଞ୍ଚ କରାଯିବ ବୋଲି ଘୋଷଣା କରିଛନ୍ତି। ଉଭୟ ଗୁଗୁଲ ଏବଂ ଜିଓ ଖୁବ୍ ଶୀଘ୍ର ଭାରତୀୟ ବଜାରରେ ସ୍ୱଳ୍ପ ମୂଲ୍ୟର ୪ଜି-୫ଜି ଫୋନ୍ ଆଣୁଥିବା…