Latest Odisha News
Browsing Category

ଭଲଖବର

ଭଲଖବର

ପୋଲିସ ଗୁଳିରେ ଛତ୍ରଭଙ୍ଗ ଦେଲେ ମାଓବାଦୀ, ସଫଳତା ନେଇ ସାମ୍ବାଦିକ ସମ୍ମିଳନୀରେ କନ୍ଧମାଳ ଏସପିଙ୍କ ସୂଚନା

କନ୍ଧମାଳ: କନ୍ଧମାଳ ପୋଲିସକୁ ବଡ଼ ସଫଳତା ମିଳିଛି l ପୋଲିସ ଓ ମାଓବାଦୀ ଗୁଳିବିନିମୟରେ ଛତ୍ରଭଙ୍ଗ ଦେଇଛନ୍ତି ମାଓବାଦୀ । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କନ୍ଧମାଳ ଏସପି ବିନିତ ଅଗ୍ରୱାଲ ।  ସୂଚନା ଅନୁସାରେ, ଗତ ୨୮ ତାରିଖରେ ପୋଲିସ ଓ ମାଓବାଦୀ ମୁହାଁମୁହିଁ…

ବେଙ୍ଗାଳୁରୁର କୋଟିପତି ବାରିକ, ପାଖରେ ଅଛି ୩ ଶହରୁ ଅଧିକ ଦାମି କାର, ଜଣେ ଆଣ୍ଟିଙ୍କ ଆଡଭାଇସ୍ ବଦଳାଇଦେଲା କିସମତ୍ 

ବେଙ୍ଗାଳୁରୁ: କେବଳ ହାତରେ ପଇସା ଥିଲେ ଯେ ସଫଳତା ଧାଇଁ ଆସିବ ତା ନୁହେଁ । କଠିନ ପରିଶ୍ରମ ଓ ଦୃଢ ଇଚ୍ଛା ଶକ୍ତି ଥିଲେ ଜଣେ ବ୍ୟକ୍ତି ସେଲୁନ୍ ବାଲାଠୁ କୋଟି ପତି ବି ହୋଇପାରିବ । ଆପଣଙ୍କୁ ବିଶ୍ବାସ ହେଉନଥିବ । ଚାଲନ୍ତୁ ଭେଟିବା ବେଙ୍ଗାଳୁରୁର ଜଣେ ସେଲୁନ୍ ବାଲାଙ୍କୁ । ଯିଏ ଆଜି କୋଟି କୋଟି…

କୃଷି କ୍ଷେତ୍ରରେ ଡିଜିଟାଲ ପରାମର୍ଶ ବୋରିଗୁମ୍ମାର ଚାଷୀ ଡମୁଙ୍କୁ ଦେଲା ନୂଆ ପରିଚୟ

ବୋରିଗୁମ୍ମା: କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଖଜୁରୀଗୁଡା ଗାଁର ଡ଼ମୁ ଭତରା । ପିଲା ଦିନରୁ ଚାଷ କାମ ପ୍ରତି ଆଗ୍ରହ ଥିବା ଡ଼ମୁ ବାପାଙ୍କ ଦେହାନ୍ତ ପରେ ଏହାକୁ ଜୀବିକା ଭାବେ ଗ୍ରହଣ କଲେ । କିନ୍ତୁ ସଠିକ ସମୟରେ ସଠିକ କୃଷି ସୂଚନାର ଅଭାବରୁ ଚାଷ କାର‌୍ୟ୍ୟରେ ତାଙ୍କର ଅନେକ କ୍ଷତି ହେଲା…

ଆସୁଛି ଆଉ ୧୦ ରାଫେଲ, ବଢିବ ଭାରତୀୟ ବାୟୁସେନାର ଶକ୍ତି, ଏକ ମାସ ମଧ୍ୟରେ ବାୟୁସେନାରେ ସାମିଲ ହେବ ରାଫେଲ ଯୁଦ୍ଧ ବିମାନ…

ନୂଆଦିଲ୍ଲୀ:  ଆସୁଛି ଆଉ ୧୦ ରାଫେଲ । ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି ପାଇଁ ଆଉ ୧୦ଟି ନୂଆ ରାଫେଲ ଯୁଦ୍ଧ ବିମାନ ଫ୍ରାନ୍ସରୁ ଭାରତ ଆସିବ । ଏହି ବିମାନ ଆସିବା ପରେ ଭାରତୀୟ ବାୟୁସେନାର ଶକ୍ତି ଦ୍ବିଗୁଣିତ ହୋଇଯିବ । ରାଫେଲର ସଂଖ୍ୟା ୨୧କୁ ବୃଦ୍ଧି ହେବ । ବର୍ତ୍ତମାନ ବାୟୁସେନା ନିକଟରେ…

କଟକରୁ ଭଦ୍ରକ, ପାରାଦୀପ ଓ ପୁରୀକୁ ମେମୁ ଟ୍ରେନ ଚଳାଚଳ, ଏହି ସମୟରେ ଚାଲିବ ଟ୍ରେନ୍…

ଭୁବନେଶ୍ବର: କଟକରୁ ଭଦ୍ରକ, ପାରାଦୀପ ଓ ପୁରୀକୁ ମେମୁ ଟ୍ରେନ ଚଳାଚଳ । ଆସନ୍ତା ମାସରୁ କଟକରୁ ପୁରୀ, ପାରାଦୀପ ଏବଂ ଭଦ୍ରକ ପର୍ଯ୍ୟନ୍ତ ମେମୁ ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ହୋଇଛି । ପୁରୀ-କଟକ ମେମୁ ୧୨ ଏପ୍ରିଲରୁ ପୁରୀରୁ ପୂର୍ବାହ୍ନ ୮ ଟାରେ ଛାଡି କଟକରେ ପୂର୍ବାହ୍ନ ୧୦ଟା ୪୫ମିନିଟରେ…

ସରକାରୀ ସ୍କୁଲରେ ପଢୁଥିବା ପିଲାଙ୍କୁ ମିଳିବ ୧୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା, ବିଧାନସଭାରେ ବଡ଼ ସଂକଳ୍ପ ଆଣିଲେ…

ଭୁବନେଶ୍ବର: ମେଡିକାଲ ଓ ଇଞ୍ଜିନିୟରିଂ ନାମଲେଖାରେ ମିଳିବ ୧୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା । ଏନେଇ ବିଧାନସଭାରେ ସଂକଳ୍ପ ଆଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନାମଲେଖା ସମୟରେ ସରକାରୀ ସ୍କୁଲର ଛାତ୍ରଛାତ୍ରୀ ଏହି ସଂରକ୍ଷଣ ବ୍ୟବସ୍ଥା ପାଇପାରିବେ । ବିଧାନସଭାରେ ଆଜି ମାନ୍ୟବର…

ଆମ ଶରୀର ପାଇଁ ଖଜୁରୀ କେତେ ଜରୁରୀ…

ଖଜୁରୀରେ ଏମିତି ନ୍ୟୁଟ୍ରିଏଣ୍ଟ୍ସ ରହିଛି, ଯାହା ସ୍ବାସ୍ଥ୍ୟ ସହିତ ସୁନ୍ଦରତାକୁ ବଢାଇବାରେ ମଧ୍ୟ ସାହାଯ୍ୟ କରିଥାଏ ।  ଖଜୁରୀକୁ ଫ୍ରୁଡ୍ସ ସାଲାଡରେ ମିକ୍ସ କରି ଖାଇପାରିବେ । ନଚେତ ଡ୍ରାଏଫ୍ରୁଡ୍ସ ସହିତ ମଧ୍ୟ ଖାଇପାରିବେ ।  ଖଜୁରୀରେ ପେଣ୍ଟଥେନିକ ଏସିଡ ରହିଛି । ଏହାଦ୍ବାର ଡେଡ…

ଇସ୍ପାତ ସ୍ନାତକୋତ୍ତର ପ୍ରତିଷ୍ଠାନ ଓ ଆଇଜିଏଚ୍‌ ସୁପର ସ୍ପେଶିଆଲିଟି ହସ୍ପିଟାଲର ଉଦଘାଟନ କଲେ ରାଷ୍ଟ୍ରପତି 

ରାଉରକେଲା: ରାଉରକେଲାର ସୁପରସ୍ପେସିଆଲଟି ହସ୍ପିଟାଲ ଉଦଘାଟିତ । ଇସ୍ପାତ ସ୍ନାତକୋତ୍ତର ପ୍ରତିଷ୍ଠାନ ଓ ଆଇଜିଏଚ୍‌ ସୁପର ସ୍ପେଶିଆଲିଟି ହସ୍ପିଟାଲ ଉଦ୍ଘାଟିତ ହୋଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ଅତ୍ୟାଧୁନିକ ହସ୍ପିଟାଲକୁ ଲୋକାର୍ପିତ କରିଛନ୍ତି l ଲୋକାର୍ପଣ ହେବା ପରେ ହସ୍ପିଟାଲ…

ଗୋଟିଏ ଗୋଡ଼ରେ ଏଭରେଷ୍ଟ: ଦୁର୍ଘଟଣା ବଦଳାଇ ଦେଲା ଜୀବନ 

ଉତ୍ତରପ୍ରଦେଶ: ସାହାସୀ ସେହି ବ୍ୟକ୍ତି ଯିଏ ଶାରୀରିକ ଭାବେ ନୁହେଁ ମାନସିକ ସ୍ତରରେ ପ୍ରସ୍ତୁତ ଥାଏ ସବୁ ସ୍ଥିତିର ମୁକାବିଲା କରିବାକୁ । ସେ ଜଣେ ଶାରୀରିକ ଭିନ୍ନକ୍ଷମ ହୋଇଥାଆନ୍ତୁ ନା କାହିଁକି । ଯଦି ମାନସିକ ସ୍ତରରେ ସୁଦୃଢ, ତାଙ୍କୁ କେହି ବି ଲକ୍ଷ୍ୟସ୍ଥଳରୁ ବିଚ୍ୟୁତ କରିପାରିବେ ନାହିଁ…

ରବର୍ ବଏଙ୍କ କମାଲ୍, ନିଜ ଶରୀରକୁ ଆଗ ଓ ପଛ ଉଭୟ ପଟୁ ଛୁଇଁପାରୁଛନ୍ତି 

ପଞ୍ଜାବ: ସାଧାରଣ ମଣିଷ ଲାଗୁଥିବା ଜଣେ ଅସାଧାରଣ ବାଳକ । ଦେଖିବାକୁ ମଣିଷ ଭଳି ସେମ୍ ଟୁ ସେମ୍ । କଥାବାର୍ତ୍ତା ବି ସମାନ । ଆଚରଣ ଉଚ୍ଚାରଣରେ ବି ରହିଛି ସମାନତା । ହେଲେ ମଣିଷଠୁ ଭିନ୍ନ ଏଭଳି ଜଣେ ମଣିଷ ଯିଏ ପିଠି ପର୍ଯ୍ୟନ୍ତ ବୁଲାଇ ପାରନ୍ତି ନିଜ ମୁଣ୍ଡକୁ । ପଞ୍ଜାବ ଲୁଧିଆନା ଅଞ୍ଚଳର ଏହି…