Latest Odisha News

BREAKING NEWS

Browsing Category

ବଜେଟ୍ ୨୦୨୧-୨୨

Budget 2021-22

ବଜେଟ୍‌ ୨୦୨୧: ଶିକ୍ଷା କ୍ଷେତ୍ରରେ ଉନ୍ନତି ପାଇଁ ଅର୍ଥମନ୍ତ୍ରୀଙ୍କ ପ୍ରମୁଖ ଘୋଷଣା

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ୨୦୨୧-୨୨ ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି। କରୋନା ଅବଧିରେ ଶିକ୍ଷା କ୍ଷେତ୍ରରେ ଅନେକ ପରିବର୍ତ୍ତନ ଦେଇ ଗତି କରିଛି। ମହାମାରୀ ଶିକ୍ଷା କ୍ଷେତ୍ରକୁ ବହୁ ମାତ୍ରାରେ କ୍ଷତି ପହଞ୍ଚାଇଛି। ସଙ୍କଟ ସମୟରେ ବିଦ୍ୟାଳୟଗୁଡ଼ିକୁ…

୨୦୨୨ ମାର୍ଚ୍ଚ ସୁଦ୍ଧା ତିଆରି ହେବ ଆଉ ୧୧ ହଜାର କି.ମି. NH କରିଡର୍‌

ନୂଆଦିଲ୍ଲୀ: ପ୍ରଥମଥର ପାଇଁ ଟ୍ୟାବ୍‌ରେ ବଜେଟ୍‌ ଉପସ୍ଥାପନ କରୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହି ଅବସରରେ ସେ କହିଛନ୍ତି, ବିତ୍ତୀୟ ଭରଣା ପାଇଁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ୨ଲକ୍ଷ କୋଟି ଟଙ୍କା ମିଳିବ । ୨୦୨୨ ମାର୍ଚ୍ଚ ସୁଦ୍ଧା ଆଉ ୧୧ ହଜାର କି.ମି. NH…

ବଜେଟ୍ ୨୦୨୧: ୩ ବର୍ଷରେ ୭ ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା ପାଇଁ ଅର୍ଥମନ୍ତ୍ରୀଙ୍କ ଘୋଷଣା

ନୂଆଦିଲ୍ଲୀ: ୨୦୨୧-୨୨ ଆର୍ଥିକ ବର୍ଷର ସାଧାରଣ ବଜେଟ୍ ସୋମବାର ଦିନ ସଂସଦରେ ଉପସ୍ଥାପିତ ହୋଇଛି। ତାହା ପୁଣି ଡିଜିଟାଲ ମାଧ୍ୟମରେ। ସଂସଦରେ ବଜେଟ୍ ଉପସ୍ଥାପନ କରୁଥିବାବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିଭିନ୍ନ ଯୋଜନାକୁ ଅନ୍ତର୍ଭୁକ୍ତ କରୁଛନ୍ତି। ଏହି ଘୋଷଣା କରିଛନ୍ତି। ତନ୍ମଧ୍ୟରେ…

ବିଧାନସଭା ନିର୍ବାଚନ ଥିବା ୪ ରାଜ୍ୟ ପାଇଁ ବଜେଟରେ ବମ୍ପର ଘୋଷଣା

ନୂଆଦିଲ୍ଲୀ: ବଜେଟରେ ଚଳିତବର୍ଷ ନିର୍ବାଚନ ହେବାକୁ ଥିବା ୪ଟି ରାଜ୍ୟ ପାଇଁ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ତାମିଲନାଡୁ, କେରଳ, ପଶ୍ଚିମବଙ୍ଗ ଓ ଆସାମରେ ସଡ଼କ ଭିତ୍ତିଭୂମି ପାଇଁ ପ୍ୟାକେଜ୍ ଘୋଷଣା ହୋଇଛି । ଏଥିପାଇଁ ୨ଲକ୍ଷ ୨୭ହଜାର କୋଟି ଟଙ୍କା ବ୍ୟୟ ବରାଦ…

ରେଳବାଇ ପାଇଁ ବଜେଟରେ ୧.୧୦ଲକ୍ଷ କୋଟି ଟଙ୍କା ବ୍ୟୟବରାଦ

ନୂଆଦିଲ୍ଲୀ: ସାଧାରଣ ବଜେଟରେ ରେଳବାଇ ପାଇଁ ୧ଲକ୍ଷ ୧୦ହଜାର ୫୫ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି କେନ୍ଦ୍ର ସରକାର । ୨୦୩୦ରୁ ନୂଆ ରେଳ ଯୋଜନା । ରେଲଓ୍ୱେ ଓ ପର୍ଯ୍ୟଟକ ରୁଟ ପାଇଁ ନୂଆ ପ୍ଲାନ୍ ପ୍ରସ୍ତୁତ କରାଯିବ । କେନ୍ଦ୍ର ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି, ଆଉ କିଛି ସହରରେ ଆରମ୍ଭ ହେବ…

ବଜେଟରେ ସ୍ୱାସ୍ଥ୍ୟସେବା: ନୂଆ ଯୋଜନା ଘୋଷଣା, କୋଭିଡ୍ ଭ୍ୟାକସିନ୍ ପାଇଁ ୩୫ହଜାର କୋଟି

ନୂଆଦିଲ୍ଲୀ: ସଂସଦରେ ଉପସ୍ଥାପିତ ହୋଇଛି ୨୦୨୧-୨୨ ଆର୍ଥିକ ବର୍ଷର ସାଧାରଣ ବଜେଟ୍ । କରୋନା କାଳରେ ଚଳିତ ବଜେଟରେ ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ଦେଇଛନ୍ତି ସରକାର । ବଜେଟରେ ପିଏମ୍ ଆତ୍ମନିର୍ଭର ସ୍ୱାସ୍ଥ୍ୟ ଭାରତ ଯୋଜନାର ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।…

ବଜେଟ ପୂର୍ବରୁ ପ୍ରଥମ ଝଲକ ଦେଖାଇଲେ ନିର୍ମଳା ସୀତାରମଣ, ରାଷ୍ଟ୍ରପତିଙ୍କୁ ଭେଟିଲେ

ନୂଆଦିଲ୍ଲୀ: ଆଉ କିଛି ସମୟ ପରେ ସଂସଦରେ ଉପସ୍ଥାପିତ ହେବ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ୍ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଆଗତ କରିବେ । ତାପୂର୍ବରୁ ପ୍ରଥମ ଝଲକ ଦେଖାଇଛନ୍ତି ଅର୍ଥମନ୍ତ୍ରୀ । ଏହାସହ ରାଷ୍ଟ୍ରପତି ଭବନ ଯାଇ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି ।…

ବଜେଟ୍ ଆଶା: କରଦାତା ଓ ରିୟଲ ଇଷ୍ଟେଟ ଜଗତକୁ କି ଉପହାର ଦେବେ ନିର୍ମଳା ?

ନୂଆଦିଲ୍ଲୀ: ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଆଜି ସଂସଦରେ ସାଧାରଣ ବଜେଟ୍ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କରୋନା କାଳରେ ବଜେଟ୍ ତାଙ୍କ ପାଇଁ ବଡ଼ ଆହ୍ୱାନ । ନିର୍ମଳାଙ୍କ ପେଡ଼ି ଉପରେ ସାଧାରଣ ଜନତା, ଟିକସଦାତା ଓ ରିୟଲ ଇଷ୍ଟେଟ ଦୁନିଆ ନଜର ରଖିଛି । ଆଶା…

ବଜେଟ୍ ଅଧିବେଶନ ପୂର୍ବରୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା

ନୂଆଦିଲ୍ଲୀ: ବଜେଟ୍ ଅଧିବେଶନ ଆରମ୍ଭ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଭାରତର ଉଜ୍ଜ୍ୱଳ ଭବିଷ୍ୟତ ଲାଗି ଚଳିତ ଦଶନ୍ଧି ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ମୋଦି । ଦଶନ୍ଧିର ଭରପୂର ଉପଯୋଗ ନେଇ ଚଳିତ ଅଧିବେଶନରେ ସମସ୍ତ ଚର୍ଚ୍ଚା ହେଉ ବୋଲି ପ୍ରଧାନମନ୍ତ୍ରୀ…

ଦ‌େଶର‌େ କିଭଳି ଥିଲା ସ୍ବାଧୀନତା ପରର ବଜେଟ୍, ମ‌ୋଦି ସରକାର ସମୟର‌େ କ’ଣ ଆସିଛି ପରିବର୍ତ୍ତନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁବେଳେ‌ ନିଜର ଐତିହାସିକ ନିଷ୍ପତ୍ତି ପାଇଁ ଚର୍ଚ୍ଚାର‌େ ରହିଥାନ୍ତି। ଖାଲି ଏତିକି ନୁହ‌େଁ ତାଙ୍କର ପ୍ରଖର ଦୃଷ୍ଟିକ‌ୋଣ ଦେଶର ସାଧାରଣ ବଜେଟ୍ ଉପର‌େ ମଧ୍ୟ ପ୍ରତିଫଳିତ ହ‌ୋଇଥାଏ। ଦେଶରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୨…