Latest Odisha News

BREAKING NEWS

Browsing Category

ବ୍ୟକ୍ତିତ୍ୱ

ମନୋଜ ଦାସଙ୍କୁ ପଦ୍ମଭୂଷଣ; ୧୦ ଜଣ ଓଡ଼ିଆ ପାଇବେ ‘ପଦ୍ମଶ୍ରୀ’ ସମ୍ମାନ

ନୂଆଦିଲ୍ଲୀ: ୭୧ତମ ସାଧାରଣତନ୍ତ୍ର ଦିବସ ପାଳନର ଗୋଟିଏ ଦିନ ପୂର୍ବରୁ କେନ୍ଦ୍ର ସରକାର ସମ୍ମାନଜନକ ପଦ୍ମ ପୁରସ୍କାର ଲାଗି ମନୋନୀତ ହୋଇଥିବା ବ୍ୟକ୍ତି ବିଶେଷଙ୍କ ନାମ ଘୋଷଣା କରିଛନ୍ତି । ଓଡ଼ିଶାରୁ ସମୁଦାୟ ୧୧ଜଣ ବ୍ୟକ୍ତି ପଦ୍ମ ପୁରସ୍କାର ପାଇବାକୁ ଯାଉଥିବା ବେଳେ ପ୍ରଖ୍ୟାତ ସାହିତ୍ୟିକ ମନୋଜ…

ପାଇକ ବିଦ୍ରୋହର ମୁଖ୍ୟ ପୁରୋଧା ବକ୍ସି ଜଗବନ୍ଧୁଙ୍କ ଶ୍ରାଦ୍ଧ ବାର୍ଷିକରେ ଜାଣନ୍ତୁ ତାଙ୍କ ସମ୍ପର୍କରେ କିଛି ଅଜଣା…

ଭୁବନେଶ୍ୱର: ପାଇକ ବିଦ୍ରୋହର ମୁଖ୍ୟ ପୁରୋଧା ବକ୍ସି ଜଗବନ୍ଧୁଙ୍କର ଆଜି ହେଉଛି ଶ୍ରାଦ୍ଧ ବାର୍ଷିକୀ । ୧୯୨୮ ମସିହା ଆଜିର ଦିନରେ ସେ ସେ ପ୍ରାଣତ୍ୟାଗ କରିଥିଲେ । ଜାଣନ୍ତୁ ତାଙ୍କ ସମ୍ପର୍କରେ କିଛି କଥା.. ବକ୍ସି ଜଗବନ୍ଧୁଙ୍କ ସମ୍ପୂର୍ଣ୍ଣ ନାମ ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ଭ୍ରମରବର…

‘ଉଲ୍‌ଗୁଲାନ’ର ଅନ୍ୟତମ ମହାନାୟକ ବୀର ସୁରେନ୍ଦ୍ର ସାଏ…

୧୮୫୭ ଅକ୍ଟୋବର ମାସର ମଧ୍ୟଭାଗ । ବେଳା ନଇଁ ଆସୁଛି । ଅସ୍ତଗାମୀ ସୂର୍ଯ୍ୟଙ୍କ ଲୋହିତ ଆଭାରେ ମହାନଦୀର ସ୍ୱଚ୍ଛ ପାଣି ଝଲସୁଥାଏ । ସକାଳେ ଅସରାଏ ବର୍ଷା ହୋଇ ସମ୍ବଲପୁର ସହରକୁ ପରିଷ୍କାର କରିଦେଇଥାଏ । ମହାନଦୀର ପାଣି ଯେତେ କ୍ଷୀପ୍ର ବେଗରେ ବୋହିଯାଉଥାଏ, ଠିକ୍ ସେମିତି…

ଭାରତୀୟ ମୁକ୍ତି ସଂଗ୍ରାମର ସେନାପତି ବୀର ସୁରେନ୍ଦ୍ର ସାଏଙ୍କ ସଂଗ୍ରାମୀ ଜୀବନର କିଛି ଅକୁହା କାହାଣୀ ସମ୍ପର୍କରେ…

ଭୁବନେଶ୍ୱର: ବୀର ସୁରେନ୍ଦ୍ର ସାଏ ଥିଲେ ଭାରତର ଜଣେ ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀ ଥିଲେ । ୧୮୫୭ ସିପାହୀ ବିଦ୍ରୋହର ୩୦ ବର୍ଷ ପୂର୍ବରୁ ରାଜଗାଦିର ଉତ୍ତରାଧିକାରିତ୍ୱ ନେଇ ବ୍ରିଟିଶ ସରକାର ବିରୋଧରେ ‘ଉଲଗୁଲାନ’ (ଆନ୍ଦୋଳନ) ଆରମ୍ଭ କରିଥିଲେ ସେ । ତାଙ୍କ ୭୫ ବର୍ଷ ଜୀବନ କାଳ ମଧ୍ୟରୁ ୩୬…

ଜାଣନ୍ତୁ, ବିଜେପି ରାଷ୍ଟ୍ରୀୟ ଅଧକ୍ଷ ଜେପି ନଡ୍ଡାଙ୍କ ସମ୍ପର୍କରେ କିଛି ରୋଚକ କଥା

ଭୁବନେଶ୍ୱର: ଜୟପ୍ରକାଶ ନାରାୟଣ ଆନ୍ଦୋଳନରୁ ରାଜନୀତିର ମଙ୍ଗ ଧରିଥିବା ଜେପି ନଡ୍ଡା ଏବେ ପାଲଟିଛନ୍ତି ବିଶ୍ୱର ସର୍ବବୃହତ ପାର୍ଟି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ । ଆସନ୍ତୁ ଜାଣିବା ଜଗତ ପ୍ରକାଶଙ୍କ ନଡ୍ଡାଙ୍କ ବିଷୟରେ କିଛି ରୋଚକ ତଥ୍ୟ... ୧୯୭୫ରେ ଜେପି ଆନ୍ଦୋଳନରେ ଭାଗ ନେବା ପରେ ସେ…

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଚାଖୀ ଖୁଣ୍ଟିଆଙ୍କ ଆଜି ଜୟନ୍ତୀ, ଜାଣନ୍ତୁ ତାଙ୍କ ସମ୍ପର୍କରେ…

ଭୁବନେଶ୍ୱର: ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇ ସେବା ଓ ପରୋପକାରରେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ବ୍ୟକ୍ତିଙ୍କ ମଧ୍ୟରୁ ଅନ୍ୟତମ ହେଉଛନ୍ତି ଚାଖୀ ଖୁଣ୍ଟିଆ ତଥା ଚନ୍ଦନ ହଜୁରୀ । ସେ ସିପାହୀ ବିଦ୍ରୋହ ଓ ଝାନ୍ସୀ ରାଣୀ ଲକ୍ଷ୍ମୀବାଇଙ୍କ ଅନ୍ୟତମ ପରାମର୍ଶଦାତାଙ୍କ ଭାବେ ମଧ୍ୟ…

ନିଖୋଜ ନେତାଜୀ; ସୁଭାଷ ବୋଷଙ୍କ ଅନ୍ତର୍ଦ୍ଧାନ ଘଟଣା ଏବେବି ରହସ୍ୟାବୃତ !

ଭୁବନେଶ୍ୱର: ମହାନ ଭାରତୀୟ ସ୍ୱାଧୀନତା ସଂଗ୍ରାମ ଇତିହାସରେ ଜନନାୟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଥିଲେ ଏକ ଅସାଧାରଣ ବ୍ୟକ୍ତିତ୍ୱ । ପିଲାଟି ବେଳୁ ସ୍ୱାମୀ ବିବେକାନନ୍ଦଙ୍କ ଦ୍ୱାରା ଅନୁପ୍ରାଣୀତ ହୋଇ ବୁଦ୍ଧି ଓ ବିବେକ ଦ୍ୱାରା ନିଜକୁ ପରିଚାଳିତ କରୁଥିଲେ । ଅସୀମ ସାହସ, ପରାକାଷ୍ଠା ତଥା…

ପ୍ରଖ୍ୟାତ୍ ଓଡିଆ ଶାସ୍ତ୍ରୀୟ କଣ୍ଠଶିଳ୍ପୀ ସୁନନ୍ଦା ପଟ୍ଟନାୟକଙ୍କ ଦେହାନ୍ତ

ଭୁବନେଶ୍ୱର: ଓଡିଶାର ପ୍ରସିଦ୍ଧ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ଗାୟକ ତଥା ମହାନ ଓଡିଆ କବି ବୈକୁଣ୍ଠନାଥ ପଟ୍ଟନାୟକଙ୍କ କନ୍ୟା ସୁନନ୍ଦାଙ୍କ ରବିବାର ଭୋର ପ୍ରାୟ ୪ଟା ୩୦ମି. ସମୟରେ ଦେହାନ୍ତ ହୋଇଛି । ଚିକିତ୍ସାଧିନ ଅବସ୍ଥାରେ କୋଲକାତାର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଥିଲା ।…

ଓଡ଼ିଆ ଭାଷା ସାହିତ୍ୟର ବିନ୍ଧାଣି ବ୍ୟାସକବି ଫକୀରମୋହନ ସେନାପତିଙ୍କ ଜନ୍ମ ଜୟନ୍ତୀ ଅବସରରେ ଜାଣନ୍ତୁ ତାଙ୍କ ସମ୍ପର୍କରେ…

ଭୁବନେଶ୍ୱର: ଓଡ଼ିଆ ଭାଷା ସାହିତ୍ୟର ବିନ୍ଧାଣି ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଆଜି ହେଉଛି ଜନ୍ମତିଥି । ଜଣେ ଓଡ଼ିଆ ଲେଖକ ଓ ତତ୍କାଳୀନ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧୀନରେ କାର୍ଯ୍ୟରତ ଜଣେ ଦେୱାନ ଥିଲେ ସେ । ସେ ଥିଲେ ପ୍ରଥମ ଓଡ଼ିଆ ଆଧୁନିକ କ୍ଷୁଦ୍ରଗଳ୍ପ ରେବତୀର ଲେଖକ । ଫକିର ମୋହନ…

୫୦୦ ବର୍ଷର ଶ୍ରେଷ୍ଠ ଶାସକ ରାଜା ରଣଜିତ ସିଂହ; ଆମେରିକାନ୍ ସର୍ଭେ ରିପୋର୍ଟ

ଭୁବନେଶ୍ୱର: ୫୦୦ ବର୍ଷ ଭାରତୀୟ ଇତିହାସର ସର୍ବଶ୍ରେଷ୍ଠ ଶାସକ ଭାବେ ଶିଖ୍ ରାଜା ରଣଜିତ ସିଂଙ୍କୁ ବଛାଯାଇଛି । ଆମେରିକା ୟୁନିଭରସିଟି ଅଫ ଆଲବାମା ପକ୍ଷରୁ ଏହି ସର୍ଭେ କରାଯାଇଥିଲା । ପଞ୍ଜାବକୁ ଏକସୂତ୍ରରେ ବାନ୍ଧିବା ଏବଂ ଏହି ରାଜ୍ୟର ସୀମା ପେଶାୱରରୁ କଶ୍ମୀର ପର୍ଯ୍ୟନ୍ତ ବୃଦ୍ଧି କରାଇବାରେ…