Latest Odisha News

BREAKING NEWS

Browsing Category

ଆନ୍ଧପ୍ରଦେଶ

Andhra Pradesh

ଜଗନ ମୋହନ ରେଡ୍ଡିଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡିଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି ଦୁଇ ଜଣ ଓକିଲ । ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିବା ଆବେଦନରେ ଦର୍ଶାଯାଇଛି ଯେ ସୁପ୍ରିମକୋର୍ଟର ଦ୍ବିତୀୟ ବରିଷ୍ଠ ବିଚାରପତି ଜଷ୍ଟିସ୍ ଏନ୍ ଭି…

ବିଫଳ ପ୍ରେମ କାହାଣୀ, ଜଳିଲା ଜାଳିଲା !

ଆନ୍ଧପ୍ରଦେଶ: କୋଭିଡ୍ ଯୋଦ୍ଧାଙ୍କ ସହ ଘଟିଛି ଅମାନବୀୟ କାଣ୍ଡ । ପ୍ରେମ ସଂପର୍କର ଭୟାନକ ପରିଣତି । ନିଜେ ଖୋଳିଥିବା ଗାତରେ ପଡିଥିଲା ପ୍ରେମିକ । ହେଲେ ଏହି ଧାରାରେ ବଳିପଡିଥିଲେ ଜଣେ ନୀରିହ ମହିଳା ତଥା କୋଭିଡ୍ ହସ୍ପିଟାଲ ନର୍ସ । ସୋମବାର ରାତିରେ ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଜିଲ୍ଲାରେ…

ଆନ୍ଧ୍ର କୋଭିଡ୍ କେୟାର ସେଣ୍ଟର ଅଗ୍ନିକାଣ୍ଡରେ ମୃତ୍ୟୁସଂଖ୍ୟା ୧୦କୁ ବୃଦ୍ଧି, ଅନୁକମ୍ପା ସହାୟତା ଘୋଷଣା

ବିଜୟଓ୍ୱାଡା: ଆନ୍ଧ୍ରପ୍ରଦେଶରେ କୋଭିଡ୍ କେୟାର ସେଣ୍ଟର ଅଗ୍ନିକାଣ୍ଡରେ ମୃତ୍ୟୁସଂଖ୍ୟା ୧୦କୁ ବୃଦ୍ଧି ପାଇଛି । ୨୦ରୁ ଅଧିକ କରୋନା ଆକ୍ରାନ୍ତ ଏବେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । କେମିତି ଓ କେଉଁ ପରିସ୍ଥିତିରେ କୋଭିଡ୍ କେୟାର ସେଣ୍ଟରରେ ଅଗ୍ନିକାଣ୍ଡ ଘଟିଲା ? ତଦନ୍ତ…

ବିଶାଖାପାଟଣାରେ କ୍ରେନ ଖସି ପଡିବାରୁ ୧୧ମୃତ, ୧ ଗୁରୁତର

ବିଶାଖାପାଖଣା: ହିନ୍ଦୁସ୍ତାନ ସିପ୍ ୟାର୍ଡରେ ଦୁର୍ଘଟଣା । ଏକ କ୍ରେନ ଖସି ପଡିପଡିବାରୁ ଘଟଣା ସ୍ଥଳରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ଏଥି ସହ ଜଣେ ଗୁରୁତର ଅଛନ୍ତି । ମୃତାହତମାନେ ସିପ୍ ୟାର୍ଡର କର୍ମଚାରୀ ଓ କିଛି ଚୁକ୍ତିଭିତ୍ତିକ କର୍ମଚାରୀ । ଏ ନେଇ ଏଏନଆଇକୁ ସୂଚନା ଦେଇଛନ୍ତି ଡିସିପି…

ତିରୁପତି ବାଲାଜୀ ମନ୍ଦିରରେ ପୂଜାରୀଙ୍କ ସମେତ ୧୪୦ କରୋନା ପଜିଟିଭ୍

ଆନ୍ଧ୍ରପ୍ରଦେଶ: ତିରପତି ବାଲାଜୀ ମନ୍ଦିରରୁ ଚିହ୍ନଟ ହୋଇଛନ୍ତି ୧୪୦ ଜଣ କରୋନା ସଂକ୍ରମିତ । ଏମାନଙ୍କ ଭିତରେ ଅଛନ୍ତି ୧୪ ପୂଜାରୀ । ତଥାପି ମନ୍ଦିର ବନ୍ଦ କରିବାକୁ ମନା କରିଛି ତିରୁମାଳା ତିରୁପତି ଦେବସ୍ଥାନମ୍ (ଟିଟିଡି) ବୋର୍ଡ । ଟିଟିଡି ବୋର୍ଡ କହିଛି ବାଲାଜୀ ମନ୍ଦିର ସର୍ବସାଧାରଣଙ୍କ…

ଜମାଇ ଷଷ୍ଠିରେ ଜ୍ୱାଇଁଙ୍କ ପାଇଁ ୬୭ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କଲେ ଶାଶୁ

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ଜଣେ ମହିଳା ଏବେ ସୋସିଆଲ ସାଇଟରେ ବେଶ୍ ପ୍ରଶଂସା ପାଇବାରେ ଲାଗିଛନ୍ତି । ଏଠାରେ ଜମାଇ ଷଷ୍ଠିରେ ପରମ୍ପରା ରହିଛି ଘରର ଜ୍ୱାଇଁ ପାଇଁ ଶାଶୁ ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରିବେ । ଉପରୋକ୍ତ ମହିଳା ଜଣକ ନିଜ ଜ୍ୱାଇଁଙ୍କୁ ଖୁସି କରାଇବା ପାଇଁ ୬୭ ପ୍ରକାର…

ଭାରତରେ କୋଭିଡ ୧୯ ସଂକ୍ରମିତଙ୍କ ମଧ୍ୟରେ ଅଛନ୍ତି ୧୦୦ ଜଣ ୧୨ବର୍ଷରୁ କମ୍ ପିଲା

ନୂଆଦିଲ୍ଲୀ : ଭାରତରେ କୋଭିଡ ୧୯ ସଂକ୍ରମଣର ଶିକାର ହେଉଛନ୍ତି ୧୨ ବର୍ଷରୁ କମ୍ ପିଲା । ଦିନକୁ ଦିନ ଏହି ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ବିଭିନ୍ନ ରାଜ୍ୟରେ ୧୨ ବର୍ଷରୁ କମ ପ୍ରାୟ ୧୦୦ଜଣ ପିଲା ସଂକ୍ରମିତ ହୋଇଥିବା ଜଣାପଡିଛି । ପିଲାମାନେ ସଂକ୍ରମିତ ହେଲେ ସେମାନଙ୍କଠାରେ…

ଭାଇରାଲ୍ ପୋଷ୍ଟମୋର୍ଟମ୍‌; ଗୁଜବ ଉଠିଛି, ହିନ୍ଦୁ ମନ୍ଦିରରେ ମୁସଲମାନ ରହୁଛନ୍ତି !

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍ ହୋଇଛି । ମୁସଲମାନଙ୍କ କ୍ୱାରେଣ୍ଟାଇନ୍ କେନ୍ଦ୍ର ରୂପେ ଏକ ହିନ୍ଦୁ ମନ୍ଦିର ବ୍ୟବହାର ହୋଇଛି । ଭିଡିଓରେ ଏକାଧିକ ପୁରୁଷ ଓ ମହିଳା ପଠାନୀ ଟୋପି ଏବଂ ବୁର୍ଖା ପିନ୍ଧି ବିଲ୍ଡିଂ ବାହାରକୁ ଯିବାରେ ସ୍ପଷ୍ଟ ଦେଖିବାକୁ ମିଳିଛି । ଭାଇରାଲ୍…

କରୋନା ଲକ୍‌-ଡାଉନ୍‌; ୧୪୦୦ କିମି ଗାଡି ଚଳାଇ ପୁଅକୁ ଘରକୁ ଆଣିଲେ ରଜିଆ !

ତେଲେଙ୍ଗାନା: ଦେଶବ୍ୟାପୀ ଲକ୍‌-ଡାଉନ୍ ଘୋଷଣା । ହେଲେ ତେଲାଙ୍ଗାନାର ଜଣେ ମହିଳାଙ୍କୁ ଘରେ ରୋକିପାରିନଥିଲା କୌଣସି ନିୟମ । ନ୍ୟୁଜ ଏଜେନ୍ସି ANI ରିପୋର୍ଟ ଅନୁଯାୟୀ ତେଲେଙ୍ଗାନାର ସରକାରୀ ଶିକ୍ଷୟତ୍ରୀ ରଜିଆ ବେଗମ୍ । ସୋମବାର ସକାଳୁ ନିଜ ଦୁଇଚକିଆ ଯାନ ଧରି ଘରୁ ବାହାରିଥିଲେ । ପରଦିନ…