Latest Odisha News

BREAKING NEWS

Browsing Category

ଆସାମ

Assam

‘ବିଜେପିକୁ ସୁହାଇଲା ଭଳି କଂଗ୍ରେସ ରଣନୀତି ତିଆରି କରୁଛି’

ଗୌହାଟି: ଆସାମ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରିପୁନ ବୋରା ରବିବାର ଦଳରୁ ଇସ୍ତଫା ଦେଇଛନ୍ତି। ସେ ଦାବି କରିଛନ୍ତି ଯେ ଦଳର ଅନେକ ନେତା ରାଜ୍ୟରେ ବିଜେପି ସହିତ ବିଶେଷ କରି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ସହ ମିଶି କାମ କରୁଛନ୍ତି। ତେଣୁ ଆସାମ କଂଗ୍ରେସର ଅନେକ ରଣନୀତି ବିଜେପିକୁ…

ଭାରତରେ ବିକ୍ରୟ ହେଉଛି ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ନାଁରେ ଚା’ ପତି

ଭୁବନେଶ୍ୱର: ୟୁକ୍ରେନ୍ ଓ ଋଷିଆର ମଧ୍ୟରେ ଯୁଦ୍ଧ ସମଗ୍ର ବିଶ୍ୱର ଧ୍ୟାନ ଆକର୍ଷଣ କରିଛି । ଆଖି ଆଗରେ ୟୁକ୍ରେନ୍‌କୁ ଧ୍ୱସ୍ତ କରିବାରେ ଲାଗିପଡିଛି ପୁତିନଙ୍କ ନୃଶଂସ ସେନା । ଏପରି ସ୍ଥିତିରେ ବି ୟୁକ୍ରେନ୍ ରାଷ୍ଟ୍ରପତି ଭଲ୍‌ଡିମିର୍ ଜିଲେନ୍‌ସ୍କି ବିଚଳିତ ନହୋଇ ନିଜ ଜନତାଙ୍କ ସହ ଠିଆ…

ବିଡ଼ି ପାଇଁ ବାପାର ଜୀବନ ନେଲା ପୁଅ

ଗୁଆହାଟୀ: ସମ୍ପର୍କରେ ରକ୍ତର ଛିଟା । ବିଡ଼ି ପାଇଁ ଜୀବନ ନେଲା ପୁଅ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାରପେଟା ଜିଲ୍ଲା କୋଲଗାଚିଆ ଥାନା ଅଞ୍ଚଳରେ । ଅଭିଯୁକ୍ତକୁ ଗିରଫ କରି ହତ୍ୟାରେ ବ୍ୟବହୃତ ଛୁରୀକୁ ଜବତ କରିଛି ପୋଲିସ । ପୋଲିସ ସୂଚନା ଅନୁସାରେ, ମଙ୍ଗଳବାର ଦିନ ଅଲିପୁର ଗାଁର ସାମସୁଲ…

ବରଫ ଭିତରେ ଭାରତୀୟ ଯବାନଙ୍କ ବିହୁ ନାଚ

ଶ୍ରୀନଗର: କୋଲ ମାରିଲା ପରି ଥଣ୍ଡା । ଚାରିଆଡେ ବରଫ । ଆଉ ବରଫ ଭିତରେ ବିହୁ ଡ୍ୟାନ୍ସ କଲେ ଭାରତୀୟ ଯବାନ । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବିହୁ ହେଉଛି ଆସାମ ଏବଂ ଉତ୍ତର ପୂର୍ବ ଭାରତର ଜାନୁଆରୀ ଓ ଫେବ୍ରୁଆରୀ ମାସରେ ଫସଲ ଅମଳ ସମୟର ପର୍ବ । ଜାନୁଆରୀ…

ଛେଳି ଜନ୍ମ କଲା ମଣିଷ ଆକୃତିର ଛେଳି ଛୁଆ

ଆସାମ: ଆମ ଆଖପାଖରେ ଅନେକ ସମୟରେ ଏହିପରି କିଛି ଘଟଣା ଘଟେ । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦିଏ । ଏହି ମଧ୍ୟରେ ଆସାମର କଚାର ଜିଲ୍ଲାରୁ ଏକ ଦୃଶ୍ୟ ସାମ୍ନାକୁ ଆସିଛି । ଯାହା କିଛି ଚତ୍ମକାରଠାରୁ କମ୍ ନୁହେଁ । ଆପଣ କେବେ ଶୁଣିଛନ୍ତି ପଶୁ ମଣିଷ ଛୁଆକୁ ଜନ୍ମ ଦେବା କଥା! ହଁ ଆଜ୍ଞା ଆମେ…

ଛଟ୍ ପୂଜା ସାରି ଫେରିବାବେଳେ ଅଟୋ-ଟ୍ରକ ମୁହାଁମୁହିଁ ଧକ୍କା ,୧୦ ମୃତ

ଆସାମ : ଆସାମରେ ମର୍ମନ୍ତୁଦ ଦୁର୍ଘଟଣା । ଦ୍ରୁତଗାମୀ ଟ୍ରକ ସହ ଅଟୋ ଧକ୍କା ହେବାରୁ ୧୦ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଆସାମ-ତ୍ରୀପୁରା ନିକଟବର୍ତ୍ତୀ କରିମଗଞ୍ଜ ଜିଲ୍ଲା ପଥରଖଣ୍ଡି ଥାନା ଅନ୍ତର୍ଗତ ବୈଠକଖାଲି ଜାତୀୟ ରାଜପଥରେ ବିଳମ୍ବିତ ରାତିରେ ଏପରି ଅଘଟଣ ଘଟିଛି ।…

ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ଆସାମରେ ଜରୁରୀ ଅବତରଣ କଲା ବିମାନ, ଯାତ୍ରୀ ସୁରକ୍ଷିତ

ଆସାମ : ଆସାମରେ ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ଜରୁରୀ ଅବତରଣ କଲା ବିମାନ। ବୁଧବାର ଆସାମର ସିଲଚରସ୍ଥିତ କୁମ୍ଭଗ୍ରାମରେ ବିମାନ ବନ୍ଦରରୁ ଉଡ଼ାଣ ଆରମ୍ଭ କରିଥିଲା ଏୟାର ଇଣ୍ଡିଆ ବିମାନ । ହେଲେ ପଛ ଚକାରେ କୌଣସି ତ୍ରୁଟି ଦେଖାଦେବାରୁ ବିମାନକୁ ଜରୁରୀ କାଳିନ ଅବତରଣ କରିବାକୁ ପଡ଼ିଛି । ବିମାନ…

ଆସାମରେ ହିମନ୍ତ ସରକାର: ଶପଥ ନେଲେ ମୁଖ୍ୟମନ୍ତୀ ହିମନ୍ତ ବିଶ୍ୱଶର୍ମା

ଗୌହାଟୀ: ଆସାମରେ ହିମନ୍ତ ସରକାର । ମୁଖ୍ୟମନ୍ତ୍ରୀ ଭବାରେ ଆଜି ଶପଥ ନେଇଛନ୍ତି ହିମନ୍ତ ବିଶ୍ୱଶର୍ମା । ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ ରାଜ୍ୟପାଳ ଜଗଦୀଶ ମୁଖି । କୋଭିଡ୍ ଗାଇଡଲାଇନ ଭିତରେ ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଶପଥ ସମାରୋହରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ…

ଆଜି ଆସାମ ମଙ୍ଗ ଧରିବେ ହିମନ୍ତ ବିଶ୍ୱଶର୍ମା, ମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ

ଗୌହାଟୀ: ଆସାମରେ ଆଜିଠୁ ହିମନ୍ତ ରାଜ । ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଆଜି ଶପଥ ନେବା ହିମନ୍ତ ବିଶ୍ୱଶର୍ମା । ଆଜି ଅପରାହ୍ଣ ୧୨ଟାରେ ଶ୍ରୀମନ୍ତ ଶଙ୍କରଦେବ କଳାକ୍ଷେତ୍ରରେ ଶପଥ ନେବା ହିମନ୍ତ ବିଶ୍ୱଶର୍ମା । ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ ରାଜ୍ୟପାଳ ଜଗଜୀଶ ମୁଖି । ତାଙ୍କ ସହ…

ଆସାମରେ କିଏ ମୁଖ୍ୟମନ୍ତ୍ରୀ: ସସପେନ୍ସ ଭିତରେ ସର୍ବାନନ୍ଦ ସୋନଓ୍ୱାଲ ଓ ହିମନ୍ତ ବିଶ୍ୱଶର୍ମାଙ୍କୁ ଦିଲ୍ଲୀ ଡକରା

ନୂଆଦିଲ୍ଲୀ: ଆସାମରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଅଙ୍କ ଛିଣ୍ଡୁନି । କିଏ ହେବେ ବିଜେପିର ମୁଖ୍ୟମନ୍ତ୍ରୀ ? ସର୍ବାନନ୍ଦ ସୋନୋଓ୍ୱାଲ ନା ହିମନ୍ତ ବିଶ୍ୱଶର୍ମା ? ଦିନ ଗଡ଼ିବା ସହ ସସପେନ୍ସ ବଢୁଛି । ଦୁଇ ଜଣଙ୍କ ନାଁକୁ ନେଇ ଚର୍ଚ୍ଚା ଭିତରେ ଆଜି ଦିଲ୍ଲୀରେ ବିଜେପି କରିବ ମାନସମନ୍ଥନ । ଏଥିପାଇଁ…