Latest Odisha News

BREAKING NEWS

Browsing Category

ଗୁଜରାଟ

Gujarat

ଅଶୁଭ ୨୦୨୦, ଗୁଜରାଟରେ ଭୟଙ୍କର ଅଗ୍ନିକାଣ୍ଡ !

ଗୁଜରାଟ: ଅଶାନ୍ତ ୨୦୨୦ରେ ଉଠିଲା ଆଉ ଏକ ଜୁଆର । ଗୁଜରାଟ ଭଲସାଦ୍‌ରେ ଭୟଙ୍କର ଅଗ୍ନିକାଣ୍ଡ । ଆଜି ଅପରାହ୍ନରେ ଭାପି ସହରର ଭଲସାଦ୍‌ରେ ଏକ କେମିକାଲ୍ ଫ୍ୟାକ୍ଟ୍ରି ଅଜଣା କାରଣରୁ ନିଆଁ ଘେରରେ ଫସି ରହିଛି । ଘଟଣାସ୍ଥଳରେ ୮ଟି ଦମକଳ ଗାଡି ନିଆଁ ଲିଭାଇବାରେ ନିୟୋଜିତ ହୋଇଛନ୍ତି । ଏହି ଛାତି…

ଡାକ୍ତରଙ୍କୁ ବିରୋଧ କରି କାହିଁକି ଜୀବନ ହାରିଲେ ନାବାଳିକା ?

ଗୁଜରାଟ: ପରିବାରରେ କାହାର ଯଦି ସ୍ୱାସ୍ଥ୍ୟଗତ ସମସ୍ୟା ଥାଏ, ତେବେ ଡାକ୍ତରଙ୍କ ଉପରେ ଆମେ ନିର୍ଭର କରୁ । ହେଲେ ଯଦି ଡାକ୍ତରଙ୍କ ପରାମର୍ଶକୁ ଏଡେଇ ଆମେ ଆତ୍ମହତ୍ୟା କରିବା । ତେବେ ଏହା କେତେଦୂର ଯୁକ୍ତିଯୁକ୍ତ ? ସୁରଟରେ ଡାକ୍ତରଙ୍କ ପରାମର୍ଶକୁ ବିରୋଧ କରି ଜଣେ ୧୬ବର୍ଷୀୟ ନାବାଳିକା…

ବାପା ବନିଲେ ବିସ୍ଫୋରକ କ୍ରିକେଟର୍ ହାର୍ଦ୍ଦିକ ପାଣ୍ଡ୍ୟା !

ଗୁଜରାଟ: ବାପା ହେଲେ ଭାରତୀୟ କ୍ରିକେଟ ଦଳର ବିସ୍ଫୋରକ କ୍ରିକେଟର୍ ହାର୍ଦ୍ଦିକ ପାଣ୍ଡ୍ୟା । ସର୍ବିଆନ୍ ଅଭିନେତ୍ରୀ ନତାଶାଙ୍କ ଔରସରୁ ଜନ୍ମ ନେଇଛି ଏକ ଶିଶୁପୁତ୍ର । ଖୋଦ ହାର୍ଦ୍ଦିକ ପାଣ୍ଡ୍ୟା ଇନ୍‌ଷ୍ଟାଗ୍ରାମରେ ନବଜନ୍ମିତ ଶିଶୁପୁତ୍ରର ଫଟୋ ଶେୟାର କରିଛନ୍ତି । …

ଓଲିଙ୍କ ଅଯୋଧ୍ୟା ମନ୍ତବ୍ୟର ପ୍ରତିକ୍ରିୟା: ବାରଣାସୀରେ ନେପାଳ ନାଗରିକଙ୍କୁ ଲଣ୍ଡା କଲେ ଲୋକେ !

ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି ଏହି ଭିଡିଓ । ବାରଣାସୀରେ ଜଣେ ନେପାଳ ନାଗରିକଙ୍କୁ ଲଣ୍ଡା କରାଯିବା ସହିତ ଜୟ ଶ୍ରୀରାମ ଉଚ୍ଚାରଣ କରିବାକୁ ବାଧ୍ୟ କରାଯାଇଥିଲା । ଭିଡିଓଟି ଭାଇରାଲ ହେବା ପରେ ନେପାଳ ଦୂତାବାସ ଭାରତ ନିକଟରେ ଅଭିଯୋଗ ଆଣିଛି । ଶୁକ୍ରବାର ବାରଣାସୀରେ ଏହି ମାମଲାରେ…

ଅହମ୍ମଦାବାଦରେ ରଥଯାତ୍ରା ଲାଗି ମିଳିଲା ଅନୁମତି; ସୀମିତ ଭକ୍ତଙ୍କ ଦ୍ୱାରା ରଥ ଟାଣିବାକୁ ଗୁଜରାଟ ହାଇକୋର୍ଟଙ୍କ…

ଅହମ୍ମଦାବାଦ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ମଙ୍ଗଳବାର ଦିନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ପୁରୀ ପରେ ଅହମ୍ମଦାବାଦରେ ମଧ୍ୟ ରଥଯାତ୍ରାକୁ ମିଳିଛି ଅନୁମତି । ଅହମ୍ମଦାବାଦରେ ରଥଯାତ୍ରା ହେବା ନେଇ ସୋମବାର ବିଳମ୍ବିତ ରାତିରେ ଏକ ସ୍ୱତନ୍ତ୍ର ଶୁଣାଣି କରିଛନ୍ତି ଗୁଜରାଟ ହାଇକୋର୍ଟ…

ଏନସିପି ଛାଡିଲେ ବାଘେଲ : ୫୦ ବର୍ଷ କ୍ୟାରିୟରରେ ୫ଥର

ଗାନ୍ଧୀନଗର: ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତା ଶଙ୍କର ସିଂ ବାଘେଲ ସୋମବାର ଏନସିପି ଦଳରୁ ଇସ୍ତଫା ଦେଇଛନ୍ତି । ସେ ମହାସଚିବ ଦାୟିତ୍ୱରେ ଥିଲେ । ପତ୍ରଲେଖି ସେ ଅଧ୍ୟକ୍ଷ ଶରଦ ପାୱାର ଓ ମହାସଚିବ ପ୍ରଫୁଲ୍ଲ ପଟେଲଙ୍କୁ ଏ ସମ୍ପର୍କରେ ଜଣାଇଥିଲେ । ସୋସିଆଲ ସାଇଟରେ ମଧ୍ୟ ସେ…

ଲ୍ୟାଣ୍ଡଫଲ୍ କଲା ନିସର୍ଗ

ମୁମ୍ବାଇ: ସିଭିୟର୍ ସାଇକ୍ଲୋନିକ୍ ଷ୍ଟର୍ମ ‘ନିସର୍ଗ’ ମହାରାଷ୍ଟ୍ର ଉପକୂଳରେ ସ୍ଥଳଭାଗ ଛୁଇଁଛି । ଏବେ ଏହି ବାତ୍ୟା ଆଗାମୀ କିଛି ଘଣ୍ଟା ମଧ୍ୟରେ ମୁମ୍ବାଇ ଉପକୂଳ ପହଞ୍ଚିବା ସହିତ ସୁରଟରେ ଏହାର ପ୍ରଭାବ ଅନୁଭୁତ ହେବ । Maharashtra: Trees uprooted in Palghar as landfall effect…

ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ କ୍ୱାରେଂଟାଇନରେ

ଅହମଦାବାଦ: ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଜଣେ କରୋନା ସଂକ୍ରମିତ ବିଧାୟକଙ୍କ ସହ ରହିଥିବାରୁ ସୁରକ୍ଷା ଦୃଷ୍ଟିକୋଣରୁ କ୍ୱାରେଂଟାଇନରେ ରହିଛନ୍ତି । ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ମିଳିଥିବା ଖବର ଅନୁସାରେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ବୋଲି ସେକ୍ରେଟେରୀ ଅଶ୍ୱୀନ କୁମାର କହିଛନ୍ତି…

କରୋନା ଲକ୍‌-ଡାଉନ୍‌; ଅର୍ଡର କଲେ ଡ୍ରୋନ୍ ପହଂଚାଉଛି ଗୁଟଖା ଓ ପାନମସଲା !

ଗୁଜରାଟ: ସାରା ଦେଶରେ ଲକ୍‌-ଡାଉନ୍ । ସଙ୍ଗରୋଧ ଓ ସାମାଜିକ ଦୂରତ୍ୱକୁ ଅବଲମ୍ବନ କରୁଛନ୍ତି ଦେଶବାସୀ । ଅତ୍ୟାବଶ୍ୟକ ସାମଗ୍ରୀକୁ ବାଦ ଦେଲେ ମୁଖ୍ୟତଃ ନିଶାଦ୍ରବ୍ୟ ଗୁଡିକ ଉପରେ ପ୍ରତିବନ୍ଧକ ଲାଗିଛି । ହେଲେ ନିଶାଦ୍ରବ୍ୟ ଉପରେ ଲାଗିଥିବା ପ୍ରତିବନ୍ଧକକୁ ଖାତିର କରୁନାହାନ୍ତି ଗୁଜରାଟ…

କରୋନା ଭାଇରସ ଟୀକା : ଭାରତରେ ପଶୁଙ୍କ ଉପରେ ପରୀକ୍ଷଣ ଆରମ୍ଭ

ଅହମ୍ମଦାବାଦ:କରୋନା ଭାଇରସ ଟୀକା ବାହାର କରିବା ନେଇ ସାରା ବିଶ୍ୱର ମେଡିକାଲ ସଂସ୍ଥା ଜୋରସୋରରେ ଉଦ୍ୟମ ଜାରି ରଖିଛନ୍ତି । ଭାରତୀୟ କମ୍ପାନୀ ଜାୟଡସ କାଡିଲା କରୋନା ଭାଇରସ ଟୀକା ପ୍ରସ୍ତୁତ କରୁଛି । ୧୦ ବର୍ଷ ତଳେ ଏହି କମ୍ପାନୀ ସ୍ୱାଇନ ଫ୍ଲୁ ପାଇଁ ଟୀକା ବାହାର କରିଥିଲା । ବର୍ତମାନ…