Latest Odisha News
Browsing Category

ହିମାଚଳ ପ୍ରଦେଶ

Himachal Pradesh

ହିମାଚଳ: କଂଗ୍ରେସ ସରକାର ଉପରୁ ଟଳିନି ସଙ୍କଟ!

ଶିମଲା: ହିମାଚଳ ପ୍ରଦେଶ ରାଜନୀତିକୁ ନେଇ ଜାରି ହଟଚମଟ । ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ସରକାରଙ୍କ ଉପରେ ସଂକଟ ଜାରି ରହିଛି । ଏବେବି ହିମାଚଳ ପ୍ରଦେଶରେ କଂଗ୍ରେସ ସରକାର ବିପଦରେ ଥିବା ରହିଛି । କେଉଁ ସମୟରେ ଏଠାରେ କିଛି ବି ଘଟିପାରେ । କଂଗ୍ରେସର ଅନେକ ବିଧାୟକ ବିରୋଧୀଙ୍କ ସହ…

ହିମାଚଳ ପ୍ରଦେଶ ରାଜନୀତି: ଇସ୍ତଫା ଦେଇନାହାଁନ୍ତି ମୁଖ୍ୟମନ୍ତ୍ରୀ

ହିମାଚଳ: ଘଡ଼ିକେ ଘଡ଼ି ବଦଳୁଛି ହିମାଚଳ ପ୍ରଦେଶ ରାଜନୀତି । ସୁଖୁ ସରକାର ରାଜ୍ୟସଭା ନିର୍ବାଚନ ପରେ ନମ୍ବର ଗେମରେ ଫସିଯାଇଛନ୍ତି । କ୍ରସ ଭୋଟିଂ ଏବଂ ମନ୍ତ୍ରୀଙ୍କ ଇସ୍ତଫା ଭିତରେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ସ୍ପଷ୍ଟ କରିଛନ୍ତି ସେ ପଦରୁ ଇସ୍ତଫା ଦେଇନାହାଁନ୍ତି…

ହିମାଚଳପ୍ରଦେଶ ମଣ୍ଡିରେ ଭୂସ୍ଖଳନ, ଚମ୍ବାରେ ୩ଜଣଙ୍କ ମୃତ୍ୟୁ , ଧର୍ମଶାଳାରେ ୩୫ ମିଲିମିଟର ବର୍ଷା ରେକର୍ଡ

ଶିମଲା : ହିମାଚଳ ପ୍ରଦେଶ ଶିମଲାରେ ମୌସୁମୀ ବିଦାୟ ନେବାର ବେଳ । ରାଜ୍ୟର କିଛି ଅଞ୍ଚଳରେ ବର୍ଷା ହୋଇଥିବାବେଳେ ଆଉ କିଛି ଅଞ୍ଚଳରେ ପାଗ ମେଘୁଆ ରହିଛି  । ଆସନ୍ତା ୫ଦିନ ପାଇଁ ଶିମଲାର କେତେକ ଅଞ୍ଚଳରେ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ପାଣିପାଗ ବିଭାଗର ସୂଚନା…

ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍; ୭ ମୃତ, ୧୦ ଗୁରୁତର

ସିମଲା: ହିମାଚଳ ପ୍ରଦେଶ କୁଲ୍ଲୁ ଜିଲ୍ଲାସ୍ଥିତ ବଞ୍ଜାର ଘାଟି ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ରବିବାର ରାତି ଘାଟିରେ ଓଲଟିଲା ଏକ ଯାତ୍ରୀବାହୀ ବସ। ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୧୦ ଜଣ ଗୁରୁତର ଅଛନ୍ତି। ୫ ଜଣଙ୍କୁ କୁଲ୍ଲୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା…

ଅମରନାଥ ଗୁମ୍ଫା ନିକଟରେ ବାଦଲ ଫଟା ବର୍ଷା । ୧୬ ଜଣଙ୍କ ମୃତ୍ୟୁ, ୪୦ ନିଖୋଜ

ଅନନ୍ତନାଗ: ଅମରନାଥ ଗୁମ୍ଫା ନିକଟରେ ଅଘଟଣ । ବାଦଲ ଫଟା ବର୍ଷା ଯୋଗୁଁ ପ୍ରାୟ ୧୬ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ପ୍ରାୟ ୪୦ ଜଣ ନିଖୋଜ ରହିଥିବା ସୂଚନା । ଏନଡିଆରଏଫ, ଏସଡିଆରଏଫ ଏବଂ ଆଇଟିବିପି ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି  । ଜମ୍ମୁ-କାଶ୍ମୀରର ପବିତ୍ର ଅମରନାଥ ଗୁମ୍ଫା ପାଖରେ…

ବାଣ କାରଖାନାରେ ବିସ୍ଫୋରଣ: ୬ ମୃତ, ୧୫ ଗୁରୁତର

ହିମାଚଳ ପ୍ରଦେଶ: ହିମାଚଳ ପ୍ରଦେଶର ଉନ୍ନାରେ ଥିବା ଏକ ବାଣ କାରଖାନରେ ବିସ୍ଫୋରଣ । ବାଣ କାରଖାନାରେ ବିସ୍ଫୋରଣ ଘଟି ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଗୁରୁତର ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ସୂଚନା ଅନୁସାରେ, ଆଜି…

ପରଲୋକରେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଚରଣଜିତ୍ ସିଂ

ଭୁବନେଶ୍ୱର: ପରଲୋକରେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଚରଣଜିତ୍ ସିଂ । ୧୯୬୪ ମସିହା ଟୋକିଓ ଅଲିମ୍ପିକରେ ଚରଣଜିତଙ୍କ ନେତୃତ୍ୱରେ ଭାରତୀୟ ହକି ଦଳ ସ୍ୱର୍ଣ୍ଣ ପଦକ ହାସଲ କରିଥିଲା । ଦୀର୍ଘଦିନ ଧରି ଚଚଣଜିତ ବାର୍ଦ୍ଧକ୍ୟ ଜନିତ ଏକାଧିକ ରୋଗରେ ପୀଡିତ ଥିଲେ । ଆଜି ହିମାଚଳ ପ୍ରଦେଶ ଉନା…

ନୂଆବର୍ଷ ପୂର୍ବରୁ ଅଟଳ ଟନେଲରେ ପର୍ଯ୍ୟଟଙ୍କ ଭିଡ

ମନାଲି: ମନାଲି ହିମାଚଳ ପ୍ରଦେଶ ଲାହଲ ଏବଂ ସ୍ପିଟ ଜିଲ୍ଲାରେ ତୁଷାରପାତ ଆରମ୍ଭ ହୋଇଯାଇଥିବାରୁ ଏ ସବୁ ସ୍ଥାନରେ ପର୍ଯ୍ୟଟଙ୍କ ଭିଡ ବିଢିବାରେ ଲାଗିଛି । ନୂଆ ବର୍ଷ ଆରମ୍ଭ ନହେଉଣୁ ଏହି ତୁଷାରପାତ ଦେଖିବାକୁ ଲୋକଙ୍କ ଭିଡ ଜମିଥିଲା । ଭିଡ ଏତେ ମାତ୍ରାରେ ଜମିଥିଲା ଯେ ଅଟଳ ଟନେଲ ପର୍ଯ୍ୟଟକଙ୍କ…

ହିମାଚଳର ନାଲାଗାଢ଼ରେ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ୭ଶ୍ରମିକ ଗୁରୁତର

ଶିମଲା: ହିମାଚଳ ପ୍ରଦେଶର ସବୁଠାରୁ ବଡ଼ ଔଦ୍ୟୋଗିକ କ୍ଷେତ୍ର ନାଲାଗଢ଼ର ବାଗବାନିୟାସ୍ଥିତ ଶ୍ରୀନିବାସ ଫାର୍ମା ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ ହୋଇଛି। ଏଥିରେ ୭ଜଣ ଶ୍ରମିକ ଗୁରୁତର ଅଛନ୍ତି। ଶୁକ୍ରବାର ଅପରାହ୍ନ ୧ଟାରେ ବ୍ଲାଷ୍ଟ ହୋଇଛି। ଫ୍ୟାକ୍ଟ୍ରିରେ ଲୋକେ କାମ କରୁଥିବା ସମୟରେ ହଠାତ୍ ପ୍ଲାଣ୍ଟରେ…

ହିମାଚଳ ଭୂସ୍ଖଳନ: ମୃତ୍ୟୁସଂଖ୍ୟା ୧୩କୁ ବୃଦ୍ଧି, ନିଖୋଜଙ୍କୁ ଉଦ୍ଧାରକାର୍ଯ୍ୟ ଜାରି

କିନ୍ନୋର: ହିମାଚଳପ୍ରଦେଶ ସିମଲା ହାଇଓ୍ୱେରେ ଭୟଙ୍କର ଭୂସ୍ଖଳନ ପରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ପାଖାପାଖି ୨୪ ଘଣ୍ଟା ବିତିବାକୁ ବସିଥିଲେ ବି ପାହଡ଼ା ଧସିବା ପରେ ଚାପି ହୋଇଥିବା ବସର ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ପାରିନି । ବର୍ତ୍ତମାନ ସୁଦ୍ଧା ୧୩ ଜଣଙ୍କର ମୃତ୍ୟୁ ହୋଇଥିବା…