Latest Odisha News
Browsing Category

ଝାଡ଼ଖଣ୍ଡ ନିର୍ବାଚନ

Complete coverage of Jharkhand Assembly Elections 2019

ଝାଡ଼ଖଣ୍ଡ ନିର୍ବାଚନ: ଦିନ ୩ଟା ସୁଦ୍ଧା ୫୯.୨୭ % ମତଦାନ

ଋାଞ୍ଚି: ଆଜି ଝାଡ଼ଖଣ୍ଡ ବିଧାନସଭା ଲାଗି ୨୦ଟି ନିର୍ବାଚନ ମଣ୍ଡଳୀରେ ଭୋଟଗ୍ରହଣ ଅନୁଷ୍ଠିତ ହୋଇଯାଇଛି । ଆଜି ଦିନ ୩ଟା ସୁଦ୍ଧା ଏହି ୨୦ଟି ବିଧାନସଭା ଆସନର ସମସ୍ତ ପୋଲିଂ ବୁଥରେ ୫୯.୨୭ % ମତଦାନ ଅନୁଷ୍ଠିତ ହୋଇଯାଇଛି । ଆଜି କେତେକ ନିର୍ବାଚନ ମଣ୍ଡଳୀରେ କାଁଭାଁ ଉତ୍ତେଜନାକୁ ଛାଡ଼ିଦେଲେ…

ଝାଡଖଣ୍ଡ ନିର୍ବାଚନ: କଡା ସୁରକ୍ଷା ମଧ୍ୟରେ ୨୦ ଆସନ ଲାଗି ମତଦାନ ଜାରି

ରାଞ୍ଚି: ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଶନିବାର ୨ୟ ପର୍ଯ୍ୟାୟରେ ମତଦାନ ଆରମ୍ଭ ହୋଇଛି। ଏହି ୨ୟ ପର୍ଯ୍ୟାୟରେ ୨୦ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ କଡ଼ା ସୁରକ୍ଷା ବଳୟରେ ମତଦାନ ଜାରି ରହିଛି । ଆଜି ଯେଉଁସବୁ ବିଧାନସଭା ନିର୍ବାଚନ ମଣ୍ଡଳିରେ ଭୋଟଗ୍ରହଣ ଅନୁଷ୍ଠିତ ହେଉଛି ସେଥି…

ଝାଡ଼ଖଣ୍ଡ ନିର୍ବାଚନ: ୨ୟ ପର୍ଯ୍ୟାୟ ନିର୍ବାଚନରେ ୨୬୦ ଜଣ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା

ଋାଞ୍ଚି: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଲାଗି ଅନୁଷ୍ଠିତ ହେଉଥିବା ୫ଟି ପର୍ଯ୍ୟାୟ ମତଦାନ ମଧ୍ୟରୁ ଗୋଟିଏ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ଆସନ୍ତାକାଲି ଅର୍ଥାତ୍ ଡ଼ିସେମ୍ବର ୭ ତାରିଖରେ ୨୦ଟି ଆସନରେ ଅନୁଷ୍ଠିତ ହେବାକୁ ଯାଉଛି ୨ୟ ପର୍ଯ୍ୟାୟ ମତଦାନ । ଏହି ପର୍ଯ୍ୟାୟ ଲାଗି ଗତକାଲିଠାରୁ…

ଆସନ୍ତାକାଲି ଝାଡ଼ଖଣ୍ଡରେ ୨ୟ ପର୍ଯ୍ୟାୟ ନିର୍ବାଚନ; କେଉଁସବୁ ଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ହେବ ମତଦାନ, ଜାଣନ୍ତୁ

ଋାଞ୍ଚି: ଝାଡ଼ଖଣ୍ଡ ବିଧାନସଭାର ୨୦ଟି ଆସନରେ ଡ଼ିସେମ୍ବର ୭ ତାରିଖ ଅର୍ଥାତ ଆସନ୍ତାକାଲି ୨ୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବାକୁ ଯାଉଛି । ଝାଡ଼ଖଣ୍ଡରେ ଥିବା ଅଧିକାଂଶ ଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ଏହି ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ଏଠାରେ ନିର୍ବାଚନ ପ୍ରଚାର ଗତକାଲିଠାରୁ ସମାପ୍ତ ହୋଇଛି…

ଝାଡ଼ଖଣ୍ଡରେ ୨ୟ ପର୍ଯ୍ୟାୟ ମତଦାନ ଡ଼ିସେମ୍ବର ୭ରେ, ୨୦ଟି ଆସନରେ ହେବ ଭୋଟଗ୍ରହଣ

ଋାଞ୍ଚି: ଝାଡ଼ଖଣ୍ଡ ବିଧାନସଭା ଲାଗି ଆସନ୍ତା ୭ ତାରିଖରେ ଅନୁଷ୍ଠିତ ହେବ ୨ୟ ପର୍ଯ୍ୟାୟ ଭୋଟଗ୍ରହଣ । ଏହି ନିର୍ବାଚନ ଲାଗି ନିର୍ବାଚନ ପ୍ରଚାର ପହଞ୍ଚିଛି ଚୂଡ଼ାନ୍ତ ପର୍ଯ୍ୟାୟରେ । ଅଧିକାଂଶ ପ୍ରାର୍ଥୀମାନେ ଘରଘର ବୁଲି ଭୋଟ ସମର୍ଥନ ସଂଗ୍ରହ କରୁଥିବା ବେଳେ କେତେକ ନିର୍ବାଚନ ମଣ୍ଡଳୀରେ…

ଜୋରଦାର୍ ହେଉଛି ନିର୍ବାଚନ ପ୍ରଚାର; ଅମିତ ଶାହ ଓ ରାହୁଲ ଗାନ୍ଧୀଙ୍କ ପରସ୍ପରକୁ କଟାକ୍ଷ !

ରାଞ୍ଚି: ଝାଡ଼ଖଣ୍ଡରେ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ପରେ ଅବଷିଷ୍ଟ ଆଉ ୪ଟି ପର୍ଯ୍ୟାୟ ମତଦାନ ଲାଗି ସବୁଦଳ ଶାଣିତ ଢଙ୍ଗରେ ପ୍ରଚାର କରିବା ଆରମ୍ଭ କରିଛନ୍ତି । ସୋମବାର ଦିନ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିଜେପିକୁ କଡ଼ା ସମାଲୋଚନା କରିଥିବା ବେଳେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ…

ଝାଡ଼ଖଣ୍ଡ ନିର୍ବାଚନ: ରାହୁଲ ଗାନ୍ଧୀଙ୍କ ଜୋରଦାର୍ ପ୍ରଚାର

ରାଞ୍ଚି: ଆସନ୍ତା ଡିସେମ୍ବର ୭ ତାରିଖରେ ଝାଡ଼ଖଣ୍ଡ ବିଧାନସଭାର ୨ୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେଉଛି । ଚଳିତ ବିଧାନସଭା ନିର୍ବାଚନରେ ୫ଟି ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେଉଥିବା ବେଳେ ନଭେମ୍ବର ୩୦ ତାରିଖରେ ୧ମ ପର୍ଯ୍ୟାୟ ଭୋଟଗ୍ରହଣ ସମାପ୍ତ ହୋଇଛି । ଝାଡ଼ଖଣ୍ଡର ରଘୁବର ଦାସ ସରକାରକୁ…

ଝାଡ଼ଖଣ୍ଡ ନିର୍ବାଚନ: ପୋଲିଂବୁଥରେ ପିସ୍ତଲ ଧରିଥିବା କଂଗ୍ରେସ ପ୍ରାର୍ଥୀଙ୍କ ବିରୋଧରେ ମାମଲା

ଋାଞ୍ଚି: ଝାଡ଼ଖଣ୍ଡ ବିଧାନସଭା ଲାଗି ଏବେ ୫ଟି ପର୍ଯ୍ୟାୟରେ ନିର୍ବାଚନ ଚାଲିଥିବା ବେଳେ ୧ମ ପ୍ରର୍ଯ୍ୟାୟ ଭୋଟଗ୍ରହଣ ଗତ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଥମପର୍ଯ୍ୟାୟ ନିର୍ବାଚନରେ କାଁଭାଁ ଗଣ୍ଡଗୋଳକୁ ଛାଡ଼ିଦେଲେ ସେପରି କିଛି ବଡ଼ ଧରଣର ହିଂସାକାଣ୍ଡ ଘଟିନାହିଁ, ମାତ୍ର ଡ଼ାଲଟନଗଞ୍ଜ…

ଝାଡ଼ଖଣ୍ଡ ନିର୍ବାଚନ: ଓଡ଼ିଆ ଭାଷାଭାଷୀ ଖରସୁଆଁ ଅଞ୍ଚଳରେ ପ୍ରଚାର କଲେ ଧର୍ମେନ୍ଦ୍ର

ଋାଞ୍ଚି: ଝାଡ଼ଖଣ୍ଡରେ ୧ମ ପର୍ଯ୍ୟାୟ ଭୋଟଗ୍ରହଣ ସମାପ୍ତ ହେବାପରେ ଏବେ ଅବଶିଷ୍ଟ ଆସନ ଗୁଡ଼ିକରେ ନିର୍ବାଚନ ଅନୁଷ୍ଠିତ ହେବ । ରାଜ୍ୟର ୮୧ଟି ବିଧାନସଭା ଆସନ ମଧ୍ୟରୁ ୧ମ ପର୍ଯ୍ୟାୟ ନିର୍ବାଚନରେ ଶନିବାର ଦିନ ୧୩ଟି ନିର୍ବାଚନ ମଣ୍ଡଳୀରେ ଭୋଟ ଗ୍ରହଣ ଅନୁଷ୍ଠିତ ହୋଇଛି । ବରିଷ୍ଠ ବିଜେପି ନେତା ତଥା…

ଝାଡ଼ଖଣ୍ଡ ନିର୍ବାଚନ: ଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ଧର୍ମେନ୍ଦ୍ରଙ୍କ ଜୋରଦାର୍ ପ୍ରଚାର

ଋାଞ୍ଚି: ଝାଡ଼ଖଣ୍ଡ ବିଧାନସଭା ଲାଗି ପ୍ରଥମ ପର୍ଯ୍ୟାୟ ମତଦାନ ଶନିବାର ଦିନ ଅନୁଷ୍ଠିତ ହେବା ପରେ ଆଉ ୪ଟି ପର୍ଯ୍ୟାୟ ଭୋଟଗ୍ରହଣ ଭିନ୍ନ ଭିନ୍ନ ଦିନମାନଙ୍କରେ ଅନୁଷ୍ଠିତ ହେବାକୁ ଯାଉଛି । ସେଥିଲାଗି ପ୍ରମୁଖ ଦଳଗୁଡ଼ିକ ପକ୍ଷରୁ ଜୋରଦାର୍ ପ୍ରଚାର ଅଭିଯାନ ଆରମ୍ଭ ହୋଇଯାଇଛି । ଝାଡଖଣ୍ଡର ବିକାଶକୁ…