Latest Odisha News

BREAKING NEWS

Browsing Category

କର୍ଣ୍ଣାଟକ

Karnataka

କର୍ଣ୍ଣାଟକ ସରକାରଙ୍କ ନିଷ୍ପତ୍ତି ହଟିବ ନାଇଟ କର୍ଫ୍ୟୁ ,ସୋମବାର ଠାରୁ ଖୋଲିବ ସ୍କୁଲ ଓ କଲେଜ

କର୍ଣ୍ଣାଟକ : କର୍ଣ୍ଣାଟକରେ ହଟିବ ନାଇଟ କର୍ଫ୍ୟୁ । କର୍ଣ୍ଣାଟକ ସରକାର ସୋମବାର ୩୧ ତାରିଖ ରାତିରୁ ନାଇଟ କର୍ଫ୍ୟୁ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି  ।କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ବିଭିନ୍ନ ମନ୍ତ୍ରୀ , ବରିଷ୍ଠ ଅଧିକାରୀ ସହ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା । ପରେ ଏହି ବୈଠକରେ…

ୟେଦିୟୁରପ୍ପାଙ୍କ ନାତୁଣୀର ମୃତଦେହ ଉଦ୍ଧାର କଲା ପୋଲିସ

ବାଙ୍ଗୋଲୋର: ଆଜି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବିଏସ୍ ୟେଦିୟୁରପ୍ପାଙ୍କ ନାତୁଣୀର ମୃତ ଦେହ ଉଦ୍ଧାର କରିଛି ପୋଲିସ । ୟେଦିୟୁରପ୍ପାଙ୍କ ନାତୁଣୀର ମୃତ ଦେହ ବେଙ୍ଗାଲୁରୁର ଏକ ଘରୋଇ ଆପାର୍ଟମେଣ୍ଟରେ ଝୁଲୁଥିଲା । ପୋଲିସ ମୃତ ଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ…

ଭୂକମ୍ପ ଝଟ୍‌କାରେ ଥରିଲା କର୍ଣ୍ଣାଟକ, ତୀବ୍ରତା ୩.୦

କର୍ଣ୍ଣାଟକ : କର୍ଣ୍ଣାଟକରେ ଭୂକମ୍ପ ଝଟକା ଅନୁଭୂତ । ବୁଧବାର ସକାଳ ସମୟରେ କର୍ଣ୍ଣାଟକ ଚିକାବଲ୍ଲାପୁର ଜିଲ୍ଲାରେ ଭୂମିକମ୍ପ ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୩.୦ ରେକର୍ଡ କରାଯାଇଛି । ରେକ୍ଟର ସ୍କେଲରେ ପ୍ରଥମ ଝଟକାର ତୀବ୍ରତା୨.୯ ରେକର୍ଡ କରାଯାଇଥିବା ବେଳେ ଦ୍ୱିତୀୟ ଥର ୩.୦ ତୀବ୍ରତା…

ଓମିକ୍ରନ ସଂକ୍ରମିତ ଚିହ୍ନଟ ଡ଼ାକ୍ତରଙ୍କ ସଂସ୍ପର୍ଶରେ ଆସି ୫ଜଣ କରୋନା ପଜିଟିଭ୍

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଓମିକ୍ରନ ଚିହ୍ନଟ ଡ଼ାକ୍ତରଙ୍କ ସଂସ୍ପର୍ଶରେ ଆସିଥିବା ୫ଜଣ କରୋନା ପଜିଟିଭ ହୋଇଛନ୍ତି । ଓମିକ୍ରନ ସଂକ୍ରମିତ ଡାକ୍ତର ଜଣଙ୍କ ବନେରଘାଟ ରାଡ୍ରେ ଥିବା ଏକ ହସ୍ପିଟାଲରେ କାର୍ଯ୍ୟରତ ଅଛନ୍ତି । ଦୁଇ ଜଣ ପରିବାର ସଦସ୍ୟ ଓ ତାଙ୍କର ଜଣେ ସହଯୋଗୀ କରୋନା ପଜିଟିଭ ଚିହ୍ନଟ…

କର୍ଣ୍ଣାଟକ ଏସଡ଼ିଏମ୍ କଲେଜରେ କୋଭିଡ଼-୧୯ ସଂକ୍ରମିତ ସଂଖ୍ୟା ୩୦୬କୁ ବୃଦ୍ଧି

କର୍ଣ୍ଣାଟକ: କର୍ଣ୍ଣାଟକର ଧରୱାଡ଼ସ୍ଥିତ ଏସଡ଼ିଏମ୍ କଲେଜ ଅଫ୍ ମେଡ଼ିକାଲ ସାଇନ୍ସରେ କୋଭିଡ଼ ଆକ୍ରାନ୍ତଙ୍କ ସଂଖ୍ୟା ୩୦୬କୁ ବୃଦ୍ଧି ପାଇଛି । କଲେଜ ପରିସରରେ ଥିବା ଦୁଇଟି ହଷ୍ଟେଲକୁ ସିଲ୍ କରିଦିଆଯାଇଛି । ସଂକ୍ରମିତ ଶିକ୍ଷାର୍ଥୀମାନେ ସେମାନଙ୍କ ହଷ୍ଟେଲ ରୁମରେ ଚିକିତ୍ସିତ ହେଉଛନ୍ତି । ଧରୱାଡ଼…

ମେଡ଼ିକାଲ କଲେଜରେ ୬୬ଜଣ ଛାତ୍ରଛାତ୍ରୀ କୋଭିଡ଼୍ ସଂକ୍ରମିତ

କର୍ଣ୍ଣାଟକ: ସମଗ୍ର ଦେଶରେ ସ୍କୁଲ, କଲେଜ ଖୋଲିବା ଆରମ୍ଭ ହେବାପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ କୋଭିଡ଼୍ ସଂକ୍ରମିତ ସଂଖ୍ୟା ବଢ଼ୁଛି । କର୍ଣ୍ଣାଟକରେ ଏସଡ଼ିଏମ ମେଡ଼ିକାଲ କଲେଜରେ ୬୬ଜଣ ଛାତ୍ରଛାତ୍ରୀ କୋଭିଡ଼୍ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଚିନ୍ତା…

କେରଳରେ ନୋରାଭାଇରସ୍ ଆତଙ୍କ

କେରଳ : କେରଳର ପରିସ୍ଥିତି ଏବେ ବି ସ୍ଥିର ଅବସ୍ଥାକୁ ଫେରିନାହିଁ । ସେପଟେ କେରଳରେ ନୋରାଭାଇରସ୍  ଆତଙ୍କ ଯୋଗୁଁ ଉତ୍ତେଜନା ଦେଖାଦେଇଛି ।  କେରଳରେ ୧୩ ଟି ନୋରୋଭାଇରସ୍ ରୋଗ ଚିହ୍ନଟ ହୋଇଛି । କେରଳରେ ନୋରୋଭାଇରସ୍ ରୋଗର ବୃଦ୍ଧିକୁ ଦୃଷ୍ଟିରେ ରଖି ସୀମାନ୍ତ ଜିଲ୍ଲା କୋଡାଗୁ ଏବଂ କର୍ଣ୍ଣାଟକର…

ଚାରି ବନ୍ଧୁଙ୍କ ନିଆରା ଉଦ୍ୟମ “ଇମାଜିନ୍ କ୍ଲଥ୍‌ସ ବ୍ୟାଙ୍କ”

ବେଙ୍ଗାଳୁରୁ: ମହତ କଳ୍ପନା, ଅବିଶ୍ରାନ୍ତ ଚେଷ୍ଟା ଓ ୪ ବନ୍ଧୁଙ୍କ ଦୃଢ ଇକ୍ତାଶକ୍ତି ବଳରେ ଅଭାବୀ ଲୋକଙ୍କ ପାଇଁ ଖୋଲିଛି ଇମାଜିନ୍ କ୍ଲଥ୍ ବ୍ୟାଙ୍କ । ଏହି ବ୍ୟାଙ୍କରେ ଅଭାବୀ ତଥା ଗରିବ ଲୋକଙ୍କୁ କପଡା କିଣିବାକୁୁ ସୁଯୋଗ ମିଳିଥାଏ । ଯେ କେହି ବି ଏହି ବ୍ୟାଙ୍କରୁ ମାତ୍ର ୧ ଟଙ୍କା ବିନିମୟରେ…

କନ୍ନଡ଼ ସିନେମାର ଅଭିନେତା ପୁନିତ ରାଜକୁମାରଙ୍କ ପରଲୋକ

ବେଙ୍ଗାଲୁରୁ: କନ୍ନଡ଼ ସିନେମାର ଅଭିନେତା ପୁନୀତ ରାଜ କୁମାରଙ୍କ ପରଲୋକ ହୋଇଯାଇଛି। ହୃଦଘାତରେ ଶିକାର ହୋଇ ବେଙ୍ଗାଲୁରୁର ବିକ୍ରମ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ଏବେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଏକ ଡାକ୍ତରୀ ଟିମ୍ ତାଙ୍କ…

ଜଙ୍ଗଲରେ ବିତୁଛି ଜୀବନ, ୧୭ ବର୍ଷର ସାଥୀ ସାଜିଛି କାର

ଭୁବନେଶ୍ୱର: କୌଣସି ଫିଲ୍ମର କାହାଣୀ ନୁହେଁ । କର୍ଣ୍ଣାଟକର ଦକ୍ଷିଣ କନ୍ନଡ ଜିଲ୍ଲାର ଘଂଚ ଜଙ୍ଗଲରେ ଜୀବନ ଅତିବାହିତ କରୁଛନ୍ତି ଜଣେ ୫୬ ବର୍ଷୀୟ ବ୍ୟକ୍ତି । ପରିବାର କହିଲେ ୧୭ ବର୍ଷର ସାଥୀ ସାଜିଛି ଏକ ନିର୍ଜୀବ ଆମ୍ବାସାଡର କାର । ଅଡତଲେ ଓ ନେକ୍କାରେ ନାମକ ଗାଁର ଘଂଚ ଜଙ୍ଗଲର ୩ରୁ ୪…