Latest Odisha News

BREAKING NEWS

Browsing Category

ମହାରାଷ୍ଟ୍ର

ରାଜା ସୁହେଲଦେବ ଓ ଅକ୍ଷୟଙ୍କ ମଧ୍ୟରେ କ’ଣ ରହିଛି ସମ୍ପର୍କ ?

ମୁମ୍ବାଇ: ବଲିଉଡର ସବୁଠୁ ବ୍ୟସ୍ତ ସୁପରଷ୍ଟାର ଅକ୍ଷୟ କୁମାର । ପ୍ରତିବର୍ଷ ଏହି ଅଭିନେତାଙ୍କର ୪ରୁ ୫ଟି ଫିଲ୍ମ ରିଲିଜ ହୋଇଥାଏ । ନିକଟରେ ଫିଲ୍ମ ବେଲ୍ ବଟମ୍ ଓ ଅତରଙ୍ଗୀ ରେ ଫିଲ୍ମର ସୁଟିଂ ସାରିଥିଲେ । ତା ଛଡା ରାମ ସେତୁ, ରକ୍ଷାବନ୍ଧନ ଓ ପୃଥ୍ୱୀରାଜ ଭଳି ଫିଲ୍ମ ବି ତାଙ୍କ ହାତରେ ରହିଛି ।…

ପରଲୋକରେ ବରିଷ୍ଠ ଅଭିନେତା ରବି ପଟୱର୍ଦ୍ଧନ

ମୁମ୍ବାଇ: ଆଉ ନାହାନ୍ତି ବରିଷ୍ଠ ଅଭିନେତା ରବି ପଟୱର୍ଦ୍ଧନ୍ । ୮୩ ବର୍ଷ ବୟସରେ ଏହି ଅଭିନେତାଙ୍କର ହୃଦଘାତରେ ନିଧନ ହୋଇଛି । ନିଃଶ୍ୱାସ ନେବାରେ ସମସ୍ୟା ଦେଖାଦେବାରୁ ତାଙ୍କୁ ଶନିବାର ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ପୂର୍ବରୁ ବି ମାର୍ଚ୍ଚ ମାସରେ ତାଙ୍କର ହୃଦଘାତ…

ଅଜୟଙ୍କ ପାଇଁ ରାତିସାରା ରାସ୍ତାକଡରେ ଶୋଇଥିଲେ ଅଭିଷେକ

ମୁମ୍ବାଇ: କେବେ କେମିତ ବଲିଉଡ ସେଲିବ୍ରିଟିଙ୍କ ପୁରୁଣା ଘଟଣା ସାମ୍ନାକୁ ଆସିଥାଏ । ଏହି ସମସ୍ତ ଘଟଣା ଲୋକଙ୍କୁ ଉଭୟ ମାତ୍ରାରେ ମନୋରଂଜନର ଖୋରାକ ଯେଗାଇବା ସହ କିଛି ଶିକ୍ଷା ବି ଦେଇଥାଏ । ଏହି ଧାରାରେ ସାମିଲ ହୋଇଛି ଅଜୟ ଦେବଗନ ଓ ଅଭିଷେକ ବଚ୍ଚନଙ୍କ ଏକ ଅଭୁଲା ସ୍ମୃତି । ଦୁହେଁ ବେଶ ଭଲ…

“କୌନ ବନେଗା କରୋଡପତି” ଏକ୍ସପର୍ଟ ସାଜିବେ ଆନନ୍ଦ କୁମାର

ମୁମ୍ବାଇ: ସୁପର୍ ୩୦ର ପ୍ରତିଷ୍ଠାତା ତଥା ଜଣାଶୁଣା ଗଣିତଜ୍ଞ ଆନନ୍ଦ କୁମାର । ଖୁବଶୀଘ୍ର ଆନନ୍ଦ 'କୌନ ବନେଗା କରୋଡପତି' (KBC) ଭଳି ପପୁଲାର ରିୟାଲିଟି ସୋ'ରେ ଏକ୍ସପର୍ଟ ଭୂମିକାରେ ନଜର ଆସିବେ । ଆସନ୍ତା ସୋମବାର ଦିନ ପ୍ରସାରିତ ହେବାକୁ ଥିବା ଏପିସୋଡରେ ଆନନ୍ଦ କୁମାରଙ୍କୁ ଦର୍ଶକ ଦେଖିବାକୁ…

କ୍ୟାଟ୍ରିନାଙ୍କ ଭଉଣୀ ମୋହରେ ସଲମାନ ଖାନ୍

ମୁମ୍ବାଇ: ବଲିଉଡରେ ଅଭିନେତ୍ରୀ କ୍ୟାଟ୍ରିନା କୈଫ କିଛି ନୂଆ ଚେହେରା ନୁହଁନ୍ତି । ନିଜ ଅଭିନୟ ତଥା ଲୁକ୍ସ ଜରିଆରେ ସେ ଦର୍ଶକଙ୍କ ମନ ଜିଣିପାରିଛନ୍ତି । ଆଉ ଏବେ କ୍ୟାଟ୍ରିନାଙ୍କ ପଥକୁ ଅନୁସରଣ କରିବା ପାଇଁ ଅଣ୍ଟା ଭିଡିଛନ୍ତି ତାଙ୍କ ଭଉଣୀ ଇସାବେଲ୍ କୈଫ । ନିକଟରେ ଇସାବେଲ୍‌ଙ୍କର ଏକ…

ଗ୍ୟାଙ୍ଗସ୍ ଅଫ୍ ୱାସେପୁର ଅଭିନେତାଙ୍କ ବିରୋଧରେ ଠକେଇ ଅଭିଯୋଗ

ମୁମ୍ବାଇ: ଅନୁରାଗ କଶ୍ୟପଙ୍କ ବହୁଚର୍ଚ୍ଚିତ ଫିିଲ୍ମ "ଗ୍ୟାଙ୍ଗସ୍ ଅଫ୍ ୱାସେପୁର" । ଏହି ଫିଲ୍ମର କାହାଣୀ ଭାର ସମ୍ଭାଳିବା ସହ ଅଭିନୟରେ ନଜର ଆସିଥିଲେ ଜୀଶନ୍ କାଦ୍ରୀ । ଫିଲ୍ମରେ ତାଙ୍କ ଡେଫିନାଇଟ୍ କିର୍ଦାରକୁ ଲୋକେ ଖୁବ ପସନ୍ଦ ବି କରିଥିଲେ । ହେଲେ ନିକଟରେ ଏହି ଅଭିନେତାଙ୍କ ବିରୋଧରେ…

ଇର୍ଫାନ୍‌ଙ୍କ ମୃତ୍ୟୁ ପରେ ସାମ୍ନାକୁ ଆସିଲା ଏହି ତଥ୍ୟ

ମୁମ୍ବାଇ: ଅଭିନେତାଙ୍କୁ ବାଦ୍ ଦେଲେ ଫିଲ୍ମର କାହାଣୀ ଜରିଆରେ ଦର୍ଶକଙ୍କୁ ବାନ୍ଧି ରଖିବା କାଠିକର ପାଠ । ତେବେ ୨୦୧୨ରେ ନିର୍ଦ୍ଦେଶକ ସୁଜୋୟ ଘୋଷ ଫିଲ୍ମ କାହାନୀ ଜରିଆରେ ଦର୍ଶକଙ୍କୁ ସିନେମା ହଲ ସିଟ୍‌ରେ ବସାଇ ରଖିବାକୁ ସକ୍ଷମ ହୋଇଥିଲେ । ଏହି ଫିଲ୍ମର ସିକ୍ୱେଲ୍ ପାର୍ଟ କିନ୍ତୁ ଏତେଟା ସଫଳ…

ବଚ୍ଚନ ପ୍ରେମରେ ପାଗଳ ଅଭିନେତ୍ରୀ ଜ୍ୟାକଲିନ୍

ମୁମ୍ବାଇ: ସତରେ ଯେମିତି ଅଭିନେତ୍ରୀ ଜାକଲିନ୍ ଫର୍ନାଣ୍ଡିଜ୍ ବଚ୍ଚନ ପ୍ରେମରେ ପାଗଳ ହୋଇଯାଇଛନ୍ତି । ତେବେ ଏଠି ଆମେ ଅମିତାଭ କି ଅଭିଷେକ ବଚ୍ଚନଙ୍କ କଥା ଲେଖିନୁ । ବରଂ ଅକ୍ଷୟ କୁମାରଙ୍କ ଅପକମିଂ ଫିଲ୍ମ ବଚ୍ଚନ ପାଣ୍ଡେ କଥା ଉଲ୍ଲେଖ କରିଛୁ । ସଜିଦ ନାଡିଆଡୱାଲାଙ୍କ ଆଗାମୀ ଆକ୍ସନ୍ କମଡି…

କେମିତି ଅଛନ୍ତି ବଲିଉଡର ସାମ୍‌ରି ?

ମୁମ୍ବାଇ: ଦିନ ଥିଲା ବଲିଉଡରେ ଗୋଟିଏ ପରେ ଗୋଟିଏ ହରର ଫିଲ୍ମ ରିଲିଜ ହେଉଥିଲା । ଖାସ କରି ରାମ୍‌ସେ ବ୍ରଦର୍ସଙ୍କ ପ୍ରଡକ୍ସନ ହାଉସ୍ ହରର ଫିଲ୍ମ ନିର୍ମାଣ କରି ଖୁବ ଟଙ୍କା ଛାପିଥିଲା । ସେହି ହରର୍ ଫିଲ୍ମ ସେକ୍ଟରରେ ସାମରୀ ନାମକ ଏକ କିର୍ଦାର ସବୁଠୁ ଅଧିକ ଚର୍ଚ୍ଚା ସାଉଣ୍ଟିଥିଲା । ଏହି…

କପିଲଙ୍କ ସୋ’ରୁ ବିଦା ହେଲେ ଭାରତୀ ସିଂ, କେତେ ସତ ?

ମୁମ୍ବାଇ: ଡ୍ରଗ୍ସ ଲିଙ୍କରେ ଗିରଫ ହେବା ପରେ କମେଡି କ୍ୱିନ୍ ଭାରତୀ ଓ ହର୍ଷ ଲିମ୍ବାଚିଆଙ୍କ ସମସ୍ୟା ବଢିବାରେ ଲାଗିଛି । ଖାସ କରି ଭାରତୀଙ୍କ ପାଇଁ ପ୍ରତିଦିନ ନୂଆନୂଆ ଅଡୁଆ ସାମ୍ନାକୁ ଆସୁଛି । ଶୁଣିବାକୁ ମିଳିଛି ଗିରଫଦାରୀ ପରେ କୁଆଡେ ଭାରତୀଙ୍କ ହାତରୁ ଏକାଧିକ ପ୍ରୋଜେକ୍ଟ ହାତଛଡା ହୋଇଛି…