Latest Odisha News

BREAKING NEWS

Browsing Category

ମହାରାଷ୍ଟ୍ର

ଜନ୍ମଦିନରେ ଧମାକା କଲେ କାର୍ତ୍ତିକ ଆର୍ଯ୍ୟନ୍ !

ମୁମ୍ବାଇ: ଲକ୍‌ଡାଉନ୍ ପରେ ସୋସିଆଲ୍ ମିଡିଆରେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛନ୍ତି ଅଭିନେତା କାର୍ତ୍ତିକ ଆର୍ଯ୍ୟନ୍ । ୩୦ଟି ଫଗୁଣ ଅତିକ୍ରମ କରିଥିବା କାର୍ତ୍ତିକ ଆଜି ନିଜ ଜନ୍ମଦିନ ପାଳୁଛନ୍ତି । ତେବେ ଆଜି ଭଳି ଦିନରେ ସେ ଧମାକା କରି ନିଜ ଫ୍ୟାନମାନଙ୍କୁ ସର୍‌ପ୍ରାଇଜ ଦେଇଛନ୍ତି । ରିଲିଜ୍…

[ଭିଡିଓ] ମୁମ୍ବାଇର କରାଚି ସୁଇଟ୍ସକୁ ଶିବସେନାର ଧମକ !

ମୁମ୍ବାଇ: ବହୁଚର୍ଚ୍ଚିତ ମିଠା ଦୋକାନ କରାଚି ସୁଇଟ୍ସକୁ ମିଳିଲା ଶିବସେନାର ଖୋଲା ଧମକ । ଶେଷରେ ଧମକକୁ ଶିବସେନା ନେତା ଆଗରେ ମୁଣ୍ଡ ନୁଆଁଇଲେ ମିଠା ଦୋକାନୀ । ଦୋକାନରେ ଲାଗିଥିବା କରାଚିର ନାମ ଫଳକକୁ ସେ ଖବର କାଗଜରେ ଘୋଡାଇଥିବା ଫଟୋଟି ମଧ୍ୟ ସାମ୍ନାକୁ ଆସିଛି । କିଛି ଏପରି ଖବରକୁ ନେଇ…

ରତନ ଟାଟାଙ୍କ ପୋଷା କୁକୁର ନାଁ ଗୋଆ, ଜାଣନ୍ତୁ କାହିଁକି ?

ମୁମ୍ବାଇ: ଭାରତ ତଥା ବିଶ୍ୱରେ ଅଜଣା ନୁହଁନ୍ତି ରତନ ଟାଟା । ହେଲେ ନିକଟରେ ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟ ବିଷୟରେ ହୁଏ ତ ଅନେକ ଜାଣିନଥିବେ । ଦୀପାବଳି ଅବସରରେ ସେ ଏକାଧିକ କୁକୁରଙ୍କ ସହ ଫଟୋ ଉଠାଇ ଏହାକୁ ସୋସିଆଲ୍ ମିଡିଆରେ ପୋଷ୍ଟ କରିଥିଲେ । ଜାଣି ଆଶ୍ଚର୍ଯ୍ୟ ହେବେ ସେହି କୁକୁରଙ୍କ…

ସଲମାନ୍ ଖାନଙ୍କ କରୋନା ରିପୋର୍ଟ ନେଗେଟିଭ୍

ଭାଇଜାନଙ୍କ ଫ୍ୟାନଙ୍କ ପାଇଁ ଖୁସି ଖବର । ସୁପରଷ୍ଟାର ସଲମାନ୍ ଖାନଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଛି । ବିଗ୍ ବସ୍ ଓ୍ୱିକେଣ୍ଡ କି ୱାରରେ ତାଙ୍କୁ ଦେଖିବାକୁ ମିଳିବ । ବିଗ୍ ବସ୍ ସୁଟିଂ କରୁଥିବା ସଲମାନଙ୍କ ଡ୍ରାଇଭର ଓ ଦୁଇ ଜଣ ଷ୍ଟାଫ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ ।…

ବିବାହ କରିବେ କି ଅଭିନେତ୍ରୀ ତାପସୀ ପନ୍ନୁ ?

ମୁମ୍ବାଇ: ରୋକଠୋକ୍ କଥାବାର୍ତ୍ତା ଓ ଭିନ୍ନ ସ୍ୱାଦର ଫିଲ୍ମ ଚୟନ ପାଇଁ ବେଶ ଜମାଶୁଣା ଅଭିନେତ୍ରୀ ତାପସୀ ପନ୍ନୁ । ବେଶ କିଛିଦନ ଧରି ମାଲ୍‌ଡିଭସ୍‌ରେ ଛୁଟି ମନାଇବା ପରେ ଏବେ ରଶ୍ମୀ ରକେଟ ସହ ଏକାଧିକ ଫିଲ୍ମର ସୁଟିଂରେ ବିଜି ଅଛନ୍ତି । ହେଲେ ଏବେ ଗୁଜବ ଉଠିଛି ତାପସୀ କୁଆଡେ ଖୁବଶୀଘ୍ର ବିବାହ…

ଅଭିନୟକୁ ବାଏବାଏ କହିଲେ ଇମ୍ରାନ୍ ଖାନ୍ !

ମୁମ୍ବାଇ: 'କୟମାତ୍ ସେ କୟାମତ୍ ତକ୍' ଓ 'ଜୋ ଜିତା ୱହି ସିକନ୍ଦର'ରେ ଶିଶୁ କଳାକାର ଭାବେ ନଜର ଆସିଥିଲେ ଇମ୍ରାନ୍ ଖାନ । ପରେ ମୁଖ୍ୟ ଅଭିନେତା ଭାବେ ୨୦୦୮ରେ ରୋମାଣ୍ଟିକ କମେଡି ମୁଭି 'ଜାନେ ତୁ ୟା ଜାନେ ନାରେ ତାଙ୍କୁ ଦେଖିବାକୁ ମିଳିଥିଲା । ଏହି ଫିଲ୍ମ ପାଇଁ ସେ ଆୱାର୍ଡ ହାସଲ କରିବା ପରେ…

କାର୍ତ୍ତିକଙ୍କ ପାଇଁ ଫିଲ୍ମ ନିର୍ମାଣ କରିବେ କିଙ୍ଗଖାନ୍ ଶାହରୁଖ !

ମୁମ୍ବାଇ: ବଲିଉଡର ବାଦଶାହ ଶାହରୁଖ ଖାନ । ତାଜା ସ୍ଥିତିରେ ନିଜେ କୌଣସି ଫିଲ୍ମରେ ଅଭିନେତା ପାଇଁ ସାଇନ୍ କରିନାହାନ୍ତି । ହେଲେ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ପାଇଁ ନିର୍ମାଣ କରିବେ ରୋମାଣ୍ଟିକ୍ କମେଡି ମୁଭି । ଫିଲ୍ମର ଟାଇଟଲ ଫିକ୍ସ ହୋଇନଥିଲେ ବି କାର୍ତ୍ତିକ ଅଭିନୟ କରିବା ନେଇ ହଁ…

ଇଣ୍ଟରନେଟ୍‌ରେ ଭାଇରାଲ୍ ଦିବ୍ୟେନ୍ଦୁଙ୍କ ବିଛୁଆ ଟ୍ରାକ୍ !

ମୁମ୍ବାଇ: ୱେବ୍ ସିରିଜ୍ ମିର୍ଜାପୁର ପରେ ମୁନ୍ନା ଓରଫ ଦିବ୍ୟେନ୍ଦୁଙ୍କ ଆଗାମୀ ପଦାର୍ପଣକୁ ଚାହିଁ ବସିଛନ୍ତି ଦର୍ଶକ । ଏହି ଚାହିଦାକୁ ଆଖି ଆଗରେ ରଖି କ୍ରାଇମ୍ ଥ୍ରୀଲର ୱେବ୍ ସିରିଜ୍ ବିଛୁ କା ଖେଲରେ ଆସୁଛନ୍ତି ଦିବ୍ୟେନ୍ଦୁ ଶର୍ମା । କିଛିଦିନ ପୂର୍ବରୁ ଏହାର ଟ୍ରେଲର୍ ଧମାଲ ମଚାଇଥିଲା ।…

ମୋ ପୁଅ ଗାୟକ ନ ହେଉ; ସୋନୁ ନିଗମ୍ !

ମୁମ୍ବାଇ: ଭାରତର ଜଣାଶୁଣା ଗାୟକ ସୋନୁ ନିଗମ । କେବଳ ହିନ୍ଦୀ ନୁହେଁ ବରଂ କନ୍ନଡ, ତାମିଲ, ବେଙ୍ଗଲି, ଗୁଜରାଟି ଓ ଓଡିଆ ଭାଷାରେ ବି ସେ ଅନେକ ସୁପରହିଟ୍ ଗୀତ ଦର୍ଶକଙ୍କୁ ଭେଟି ଦେଇଛନ୍ତି । ଖାସ କରି ଓଡିଆ ଗୀତ ଭାବେ ପୁଚୁକି ଗାଲି ଆଜି ବି ଦର୍ଶକଙ୍କ ଗହଣରେ ଲୋକପ୍ରିୟ ତାଲିକାରେ ରହିଛି ।…

ୱେବ୍ ସିରିଜ୍ ବ୍ରେଥ୍‌-୩ରେ ଆସୁଛନ୍ତି ରବି ଦୁବେ !

ମୁମ୍ବାଇ: ମନୋରଂଜନ ଦୁନିଆରେ ରବି ଦୁବେଙ୍କ ନାଁ କିଛି ନୂଆ ନୁହେଁ । ଜମାଇ ରାଜା ଭଳି ଟିଭି ସିରିଜ୍ ଜରିଆରେ ଏହି ଅଭିନେତା ଘରେଘରେ ପରିଚିତ ହୋଇଥିଲେ । ତା ଛଡା ରିୟାଲିଟି ସୋରେ ବି ତାଙ୍କ ନିଆରା ହୋଷ୍ଟିଂ ଖୁବ ଇମ୍ପ୍ରେସିଭ ହୋଇପାରିଥିଲା । ତେବେ ଆଗାମୀ ଦିନରେ ଏହି ଅଭିନେତା ଏକ ପପୁଲାର…