Latest Odisha News

BREAKING NEWS

Browsing Category

ମହାରାଷ୍ଟ୍ର

ହସ୍ପିଟାଲରେ ଭର୍ତ୍ତି ହେଲେ ରଣଦୀପ ହୁଡ୍ଡା !

ମୁମ୍ବାଇ: ଭର୍ସାଟାଇଲ୍ ଆକ୍ଟର ରଣଦୀପ ହୁଡ୍ଡା ଏବେ ହସ୍ପିଟାଲରେ । ଆଜି ସକାଳେ ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଅନେକ ଲୋକ କରୋନା ସହ ରଣଦୀପଙ୍କୁ ଯୋଡିଥିଲାବେଳେ ସେ କିନ୍ତୁ ଏକ ଭିନ୍ନ କାରଣ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।…

ଚର୍ଚ୍ଚାରେ “ସାଥ ନିଭାନା ସାଥିୟା”ର କୋକିଲାବେନଙ୍କ ଭିଡିଓ !

ମୁମ୍ବାଇ: ଟିଭିରେ ସିରିଜ୍ ଦେଖନ୍ତୁ ଅବା ନଦେଖନ୍ତୁ । ହେଲେ ଇଣ୍ଟରନେଟରେ ଆପଣଙ୍କୁ ମିଳିଯିବ ଏଣ୍ଟରଟେନମେଣ୍ଟର ଭରପୁର ଖୋରାକ । ନିକଟରେ ସିରିଜ୍ ସାଥି ନିଭାନା ସାଥିୟାର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ଯେଉଁଥିରେ ପପୁଲାର କ୍ୟାରେକ୍ଟର କେକିଲାବେନ୍ ଓ ବୋହୂ ଗୋପୀଙ୍କୁ…

[ଭିଡିଓ] ଚର୍ଚ୍ଚାରେ ଗଣପତି ବାପ୍ପାଙ୍କ ବିଶାଳକାୟ ପ୍ରତିଛବି !

ମହାରାଷ୍ଟ୍ର: ରାତି ପାହିଲେ ଆସିବେ ଗଜାନନ । ହେଲେ କରୋନା ଚଡକରେ ଫିକା ପଡିବ ଗଣେଶ ପୂଜା ଉତ୍ସବ । ବାହାରେ ବଜାରେ ହେବନି ଜାକଜମକରେ ପୂଜାର୍ଚ୍ଚନା । ହେଲେ କରୋନା କଟକଣା ପାଇଁ ପ୍ରତି ଘରେ ପୂଜିତ ହେବେ ପ୍ରଭୁ ଗଜାନନ । ଏପରି ସ୍ଥିତିରେ ମହାରାଷ୍ଟ୍ର ସୋଲାପୁରର ଯୁବାବର୍ଗ ଗଣପତିଙ୍କ ପାଇଁ…

ଛୋଟ ପରଦାକୁ ଫେରୁଛନ୍ତି କମେଡି ଷ୍ଟାର ସୁନୀଲ ଗ୍ରୋଭର !

ମୁମ୍ବାଇ: ପୁଣିଥରେ ଦର୍ଶକଙ୍କୁ ହସେଇବା ପାଇଁ ପ୍ରସ୍ତୁତ ହେଉଛନ୍ତି ସୁନୀଲ ଗ୍ରୋଭର । ଗ୍ୟାଙ୍ଗ ଅଫ୍ ଫିଲ୍ମିସ୍ତାନ ଭଳି ବ୍ରାଣ୍ଡ ନ୍ୟୁ ସୋ' ଜରିଆରେ ସେ ଦର୍ଶକଙ୍କ ନିକଟକୁ ଆସୁଛନ୍ତି । ଷ୍ଟାର୍ ଭାରତରେ ପ୍ରସାରିତ ହେବାକୁ ଥିବା ଏହି କମେଡି ସୋ'ରେ ବହୁ ଜଣାଶୁଣା କମେଡି କଳାକାରଙ୍କୁ…

ଭାରତୀୟ ସ୍କୁଲ, ହେଲେ ଛାତ୍ରଛାତ୍ରୀ କହୁଛନ୍ତି ଜାପାନିଜ ଭାଷା !

ମହାରାଷ୍ଟ୍ର: ଔରଙ୍ଗାବାଦର ଏକ ସ୍କୁଲ ପାଲଟିଛି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ । ଜିଲ୍ଲା ପରିଷଦ ଦ୍ୱାରା ପରିଚାଳିତ ଏକ ସ୍କୁଲରେ ଛାତ୍ରଛାତ୍ରୀ କହୁଛନ୍ତି ଜାପାନିଜ ଭାଷା । ହେଲେ କାହିଁକି ଓ କେମିତି ଆସନ୍ତୁ ଜାଣିବା । ରୋବୋଟିକ୍ସ ଓ ଜାପାନୀ କୌଶଳ ପ୍ରତି ଆକର୍ଷଣ ଏହି ପିଲାଙ୍କ ମନରେ…

ଅଧା ରହିଗଲା କ୍ୟାପଟେନ ସାଠେଙ୍କ ମାଆଙ୍କୁ ଜନ୍ମଦିନରେ ସରପ୍ରାଇଜ ଦେବା ସ୍ୱପ୍ନ

ମୁମ୍ବାଇ: ଆଜି ଥିଲା କେରଳ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା କ୍ୟାପଟେନ ଦୀପକ ସାଠେଙ୍କ ମାଆଙ୍କ ଜନ୍ମ ଦିନ । ତେଣୁ ଜନ୍ମଦିନରେ ନାଗପୁରରେ ଥିବା ମାଆଙ୍କୁ ସରପ୍ରାଇଜ ଦେବାର ଯୋଜନା କରିଥିଲେ କ୍ୟାପଟେନ । କିନ୍ତୁ ନିୟତିର ନିୟମ ଥିଲା କିଛି ଭିନ୍ନ । କ୍ୟାପଟେନ ସାଠେଙ୍କ ଜଣେ…

[ଭାଇରାଲ୍ ଭିଡିଓ] ମୁମ୍ବାଇ ବନ୍ୟାରେ ମହିଳାଙ୍କ କମାଲ୍ !

ମୁମ୍ବାଇ: ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତିରେ ବେହାଲ ମୁମ୍ବାଇ । ଗତ କିଛି ଦିନ ଧରି ମୁମ୍ବାଇର ପରିସ୍ଥିତି ନେଇ ଲଗାତାର ଭିଡିଓ ସାମ୍ନାକୁ ଆସିଛି । ହେଲେ ନିକଟରେ ଜଣେ ମହିଳାଙ୍କ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ପଶ୍ଚିମ ମୁମ୍ବାଇ ତୁଲସୀ ପାଇପ୍ ରୋଡ୍‌ରୁ ଆସିଥିବା ଏହି…

[ଭିଡିଓ] ଏବେ ବି ବଂଚିଛି ମାନବିକତା !

ମୁମ୍ବାଇ: କଥାରେ ଅଛି ପଶୁପ୍ରେମ ଭଗବାନଙ୍କ ସେବା ସଦୃଶ । କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ମୁମ୍ବାଇର ୱଡାଲା ଅଂଚଳରେ । ଗତ କିଛିଦିନ ଧରି ମୁମ୍ବାଇରେ ଲଗାଣ ବର୍ଷା ଲୋକଙ୍କୁ ବେହାଲ କରିଦେଇଛି । ଏପରି ସ୍ଥିତିରେ ଏକ ବିଲେଇ ଛୁଆର ବା ସାହାସ କେତେ ? ପାଣିରେ ହନ୍ତସନ୍ତ ହୋଇ ଜୀବନ ସହ…

ଅଗଷ୍ଟ ୧୫’ରେ ବଜାରକୁ ଆସିବ ନୂଆ ମହିନ୍ଦ୍ରା ଥାର୍ !

ମୁମ୍ବାଇ: ଦେଶର ଅଗ୍ରଣୀ ଗାଡି ନିର୍ମାତା ମହିନ୍ଦ୍ରା ସ୍ୱାଧିନତା ଦିବସରେ ଲଂଚ କରିବ ଥାର୍‌ର ନୂଆ ଭର୍ସନ୍ । ଟେକ୍ନୋଲଜି, କମ୍ଫର୍ଟ ଓ ସେଫ୍‌ଟି ଫିଚର୍ସରେ ପରିବର୍ତ୍ତନ କରାଯାଇ ଏହି ଗାଡିକୁ ବଜାରରେ ପ୍ରବେଶ କରାଯିବ । ତେବେ ଅଫରୋଡ୍ କ୍ଷମତା ଓ ଆଇକନିକ୍ ଡିଜାଇନ୍‌ରେ ଏତେଟା ପରିବର୍ତ୍ତନ…

“ମୁଁ ବି ଷ୍ଟ୍ରଗଲ୍ କରିଛି” କରିନା କାପୁର ଖାନ୍ !

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ନେପୋଟିଜିମ୍‌କୁ ନେଇ ବଲିଉଡରେ ନିଆଁ ଲାଗିଥିଲା । ଏ ନେଇ କିଛି ଷ୍ଟାର୍ ସଫେଇ ରଖିଥିଲାବେଳେ ଅଧିକାଂଶ ଚୁପ୍ ରହିବାକୁ ପସନ୍ଦ କରିଥିଲେ । ତେବେ ଶେଷରେ ମୁହଁ ଖୋଲିଛନ୍ତି ପଟୌଦୀ ଖାନଦାନର ବୋହୁ କରିନା କାପୁର ଖାନ । ଏକ ଇଣ୍ଟରଭ୍ୟୁରେ ବେଶ…