Latest Odisha News

BREAKING NEWS

Browsing Category

ମହାରାଷ୍ଟ୍ର

[ଭିଡିଓ] ଏବେ ବି ବଂଚିଛି ମାନବିକତା !

ମୁମ୍ବାଇ: କଥାରେ ଅଛି ପଶୁପ୍ରେମ ଭଗବାନଙ୍କ ସେବା ସଦୃଶ । କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ମୁମ୍ବାଇର ୱଡାଲା ଅଂଚଳରେ । ଗତ କିଛିଦିନ ଧରି ମୁମ୍ବାଇରେ ଲଗାଣ ବର୍ଷା ଲୋକଙ୍କୁ ବେହାଲ କରିଦେଇଛି । ଏପରି ସ୍ଥିତିରେ ଏକ ବିଲେଇ ଛୁଆର ବା ସାହାସ କେତେ ? ପାଣିରେ ହନ୍ତସନ୍ତ ହୋଇ ଜୀବନ ସହ…

ଅଗଷ୍ଟ ୧୫’ରେ ବଜାରକୁ ଆସିବ ନୂଆ ମହିନ୍ଦ୍ରା ଥାର୍ !

ମୁମ୍ବାଇ: ଦେଶର ଅଗ୍ରଣୀ ଗାଡି ନିର୍ମାତା ମହିନ୍ଦ୍ରା ସ୍ୱାଧିନତା ଦିବସରେ ଲଂଚ କରିବ ଥାର୍‌ର ନୂଆ ଭର୍ସନ୍ । ଟେକ୍ନୋଲଜି, କମ୍ଫର୍ଟ ଓ ସେଫ୍‌ଟି ଫିଚର୍ସରେ ପରିବର୍ତ୍ତନ କରାଯାଇ ଏହି ଗାଡିକୁ ବଜାରରେ ପ୍ରବେଶ କରାଯିବ । ତେବେ ଅଫରୋଡ୍ କ୍ଷମତା ଓ ଆଇକନିକ୍ ଡିଜାଇନ୍‌ରେ ଏତେଟା ପରିବର୍ତ୍ତନ…

“ମୁଁ ବି ଷ୍ଟ୍ରଗଲ୍ କରିଛି” କରିନା କାପୁର ଖାନ୍ !

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ନେପୋଟିଜିମ୍‌କୁ ନେଇ ବଲିଉଡରେ ନିଆଁ ଲାଗିଥିଲା । ଏ ନେଇ କିଛି ଷ୍ଟାର୍ ସଫେଇ ରଖିଥିଲାବେଳେ ଅଧିକାଂଶ ଚୁପ୍ ରହିବାକୁ ପସନ୍ଦ କରିଥିଲେ । ତେବେ ଶେଷରେ ମୁହଁ ଖୋଲିଛନ୍ତି ପଟୌଦୀ ଖାନଦାନର ବୋହୁ କରିନା କାପୁର ଖାନ । ଏକ ଇଣ୍ଟରଭ୍ୟୁରେ ବେଶ…

ଆଜିଠୁ ଛୋଟ ପରଦାକୁ ଆସିବେ କମେଡି କିଙ୍ଗ୍ କପିଲ ଶର୍ମା !

ମୁମ୍ବାଇ: ପୁଣିଥରେ ହସିବେ ଭାରତବାସୀ । କରୋନାକୁ ଆଡେଇ ସମସ୍ତଙ୍କୁ ହସାଇବେ କମେଡି କିଙ୍ଗ୍ କପିଲ୍ ଶର୍ମା । ବହୁଦିନର ବ୍ୟବଧାନ ପରେ ସାମାଜିକ ଦୂରତ୍ୱ ମାନି ଦ କପିଲ ଶର୍ମା ସୋର ସୁଟିଂ ଆରମ୍ଭ ହୋଇଥିଲା । ତେବେ ଆଜିଠୁ ଏହି ଲୋକପ୍ରିୟ କମେଡି ସୋ’ ର ନୂଆ ଏପିସୋଡ୍ ପ୍ରସାରଣ ହେବ ।…

ପ୍ରଥମେ ଆହତ, ପରେ ଚୋରି ଆଉ ଏବେ କରୋନାରେ ସଂକ୍ରମିତ !

ନାଗପୁର: ଏକ ବିିଚିତ୍ର ଘଟଣାରେ ଜଣେ ପରିବା ବିକାଳୀ କରୋନାରେ ସଂକ୍ରମିତ ହୋଇଛନ୍ତି । ମଦ ନିଶାରେ ଆହତ ହୋଇ ପରିବା ବିକାଳୀ ଜଣକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ ହସ୍ପିଟାଲରୁ ଏକ ସାମଗ୍ରୀ ଚୋରି କରିବା ପରେ ସେ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି । ରିପୋର୍ଟ ଅନୁଯାୟୀ ସେହି…

କାହିଁକି ଫରହାନଙ୍କ ପାଇଁ ବିଦା ହେଲେ ଭିକି କୌଶଲ ?

ମୁମ୍ବାଇ: ଚଳଚଂଚଳ ବଲିଉଡ । ସାମ୍ନାକୁ ଆସୁଛି ନୂଆନୂଆ ଖବର । ଅଟକିପଡିଥିବା ପ୍ରୋଜେକ୍ଟ ବି ଏବେ ଆରମ୍ଭ ହେଲାଣି । ହେଲେ ଏକ ଅପକମିଂ ପ୍ରୋଜେକ୍ଟରେ ଭିକି କୌଶଲ ବାଦ ପଡିଥିଲାବେଳେ ତାଙ୍କୁ ରିପ୍ଲେସି କରିଛନ୍ତି ଫରହାନ୍ ଅଖତର । ଭାରତୀୟ ବୌଜ୍ଞାନିକ ରାକେଶ ଶର୍ମାଙ୍କୁ ନେଇ ନିର୍ମିତ ହେବ…

ବିଗବସ୍ ସିଜିନ୍‌-୧୪; କେବେ ଆସିବ ଛୋଟ ପରଦାକୁ ?

ମୁମ୍ବାଇ: ଏ ପର୍ଯ୍ୟନ୍ତ ଆରମ୍ଭ ହୋଇନି ଲୋକପ୍ରିୟ ରିୟାଲିଟି ସୋ ବିଗ୍‌ବସ୍ ସିଜିନ୍‌-୧୪ । ଆରମ୍ଭ ହେବା ନେଇ ଶୁଣିବାକୁ ମିଳୁଛି ଅନେକ ର‌୍ୟୁମର । ପୂର୍ବ ସିଜିନ୍ ଗୁଡିକ ପରି ଏହି ସମୟରେ ପ୍ରମୋ ଟିଭିରେ ଆସିବା ସହ କଣ୍ଟେଷ୍ଟାଣ୍ଟଙ୍କୁ ନେଇ ଅନେକ ଅଙ୍କ କଷା ଚାଲିବା କଥା । ହେଲେ…

ପ୍ରିୟଙ୍କା ଚୋପ୍ରା ଓ ଦୀପିକା ପାଦୁକୋନଙ୍କୁ ଜେରା କରିବ ମୁମ୍ବାଇ ପୋଲିସ !

ମୁମ୍ବାଇ: ଚଳିତବର୍ଷ ବଲିଉଡରେ ସତରେ ଯେମିତି ଅମାବାସ୍ୟାର ଗ୍ରହଣ ଲାଗିଛି । ପ୍ରଥମେ କିଛି ପୁରୁଖା କଳାକାରଙ୍କ ଦେହାନ୍ତ । ପରେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ଆତ୍ମହତ୍ୟା ଓ ହତ୍ୟାର ଚକ୍ରବ୍ୟୁହରେ ଘୁରିବୁଲୁଛି । ହେଲେ ଏବେ ଖବର ମିଳିଛି ପ୍ରିୟଙ୍କା ଓ ଦୀପିକାଙ୍କୁ ମୁମ୍ବାଇ…

ଆସୁଛି ସୁଶାନ୍ତ ସିଂ ରାଜପୁତଙ୍କ ବାୟୋପିକ୍ “ସୁଇସାଇଡ୍ ଅର୍ ମର୍ଡର୍”

ମୁମ୍ବାଇ: ବଲିଉଡ ଆକ୍ଟର ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣା ସାରା ଦେଶକୁ ଦୋହଲାଇଦେଇଥିଲା । ତାଙ୍କ ମୃତ୍ୟୁ ପରେ ସୁଶାନ୍ତଙ୍କ ଭଳି ଦେଖାଯାଉଥିବା ସଚ୍ଚିନ ତିୱାରୀଙ୍କ ଫଟୋ ଓ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା । ଖୁବ୍‌ଶୀଘ୍ର ସଚ୍ଚିନ ତିୱାରୀ ବିଜୟ ଶେଖର ଗୁପ୍ତାଙ୍କ…

ଚଳଚଂଚଳ ବଲିଉଡ; ଆଗକୁ ଆସୁଛି କ୍ୟାଟ୍ରିନା କୈଫ୍‌ଙ୍କ ଫୋନ୍ ଭୂତ୍ !

ମୁମ୍ବାଇ: ପୁଣି ଚଳଚଂଚଳ ଟିନ୍‌ସେଲ୍ ଟାଉନ୍ । ଆରମ୍ଭ ହେଲାଣି ବଡ ପରଦାର ସୁହାନା ସଫର । ଖୁବ ଶୀଘ୍ର ଦର୍ଶକଙ୍କ ସାମ୍ନାକୁ ଆସିବ କ୍ୟାଟ୍ରିନା କୈଫ୍‌ଙ୍କ ସୁପର୍ ନାଚୁରାଲ୍ ହରର୍ କମେଡି ଫିଲ୍ମ "ଫୋନ୍ ଭୂତ" । View this post on Instagram…