Latest Odisha News

BREAKING NEWS

Browsing Category

ମହାରାଷ୍ଟ୍ର

Maharashtra

ପେଷ୍ଟ୍ରିରେ ଡ୍ରଗ୍ସ ମିଶାଇ ବିକ୍ରି

ମୁମ୍ବାଇ : ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)ର ବେକେରୀ ଉପରେ ଚଢ଼ଉ । ମୁମ୍ବାଇର ମାଲାଡ ଅଞ୍ଚଳରେ ଅବସ୍ଥିତ ଏକ ବ୍ୟାକେରି ଉପରେ ଚଢ଼ଉ ହୋଇଛି । ଏଠାରେ କେକ୍ ଏବଂ ପେଷ୍ଟ୍ରିରେ ଡ୍ରଗ୍ସ ମିଶାଇ ବିକ୍ରି ହେଉଥିଲା । ପ୍ରଥମ ଥର ପାଇଁ ଏହିଭଳି ଏକ ମାମଲା ସାମ୍ନାକୁ ଆସିଛି ଯେଉଁଠି ଏକ…

ମୁମ୍ବାଇ କୋଠା ଭୁଷୁଡ଼ିବା ଘଟଣା, ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ

ମୁମ୍ବାଇ : ମୁମ୍ବାଇ କୋଠା ଭୁଷୁଡ଼ିବା ଘଟଣା । ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା । ମୁମ୍ବାଇର ପଶ୍ଚିମ ମଲାଡର ନ୍ୟୁ କଲେକ୍ଟରେଟ୍ କମ୍ପାଉଣ୍ଡରେ ଏକ କୋଠା ଭୁଷୁଡ଼ିବା ପରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଆଠ ଜଣ ଶିଶୁ ଅଛନ୍ତି । ଏହି ଦୁଃଖଦ ଘଟଣାରେ…

ମୌସୁମୀ ବର୍ଷାରେ ଉବୁଟୁବୁ ମୁମ୍ବାଇ, ରାସ୍ତାରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି

ମୁମ୍ୱାଇ: ମୌସୁମୀ ଆଗମନରେ ମୁମ୍ବାଇରେ ମୂଷଳଧାରାରେ ବର୍ଷା । ଲଗାଣ ବର୍ଷାରେ ମାୟାନଗରୀ ହାଲ୍ ବେହାଲ୍ ହୋଇଛି । ଅବିଶ୍ରାନ୍ତ ବର୍ଷା ଲାଗି ରହିଛି । ଫଳରେ ଜଳବନ୍ଦୀ ହୋଇଛି ମୁମ୍ବାଇ । ସହରର ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି । ପ୍ରବଳ ବର୍ଷାରେ ମୁମ୍ୱାଇରେ…

ଦେଖନ୍ତୁ ବାତ୍ୟା ବେଳର ଛାତିଥରା ଦୃଶ୍ୟ, ଗଛ ଉପୁଡ଼ିବା ପରେ କଣ ହେଲା ….

ମୁମ୍ବାଇ: ବାତ୍ୟା ବେଳର ଛାତିଥରା ଦୃଶ୍ୟ । ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ । ନିଶ୍ଚିତ ମୃତ୍ୟୁମୁଖରୁ ବଞ୍ଚିଗଲା ଜୀବନ । ପବନରେ ରାସ୍ତାକଡ଼ରେ ଥିବା ଗଛ ହଠାତ୍ ଉପୁଡ଼ି ପଡ଼ିଲା । ସେହି ରାସ୍ତାରେ ଯାଉଥିବା ଜଣେ ଯୁବତୀଙ୍କ ଉପରେ ପଡ଼ିବା ବେଳର ଦୃଶ୍ୟ ଦେଖନ୍ତୁ । #WATCH |…

ଜୁନ୍ ୧ ଯାଏ ଲକଡାଉନ୍ ଭଳି କଟକଣାକୁ ବଢ଼ାଇଲା ମହାରାଷ୍ଟ୍ର, ବାହାରୁ ଆସିଲେ RTPCR ନେଗେଟିଭ୍ ରିପୋର୍ଟ ବାଧ୍ୟ

ମୁମ୍ବାଇ: କରୋନା ସଂକ୍ରମଣରେ ବ୍ରେକ୍ ଲାଗି ପାରୁନି । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ମୁକାବିଲା ପାଇଁ କଟକଣା ବି ବଢ଼ିଲା । ମହାରାଷ୍ଟ୍ରରେ ଆସନ୍ତା ୧ ତାରିଖ ଯାଏ ଲକଡାଉନ୍ ଭଳି କଟକଣା ବଳବତ୍ତର ରହିବ । କଟକଣାକୁ ଜୁନ୍ ୧ ତାରିଖ ସକାଳ ୭ଟା ଯାଏ ବୃଦ୍ଧି କରିଛନ୍ତି ମହାରାଷ୍ଟ୍ର ସରକାର ।…

ମୁମ୍ବାଇ ପୋଲିସରୁ ସଚ୍ଚିନ ଭାଜେ ବହିଷ୍କୃତ

ମୁମ୍ବାଇ: ଏନକାଉଣ୍ଟର ସ୍ପେଶାଲିଷ୍ଟ ସଚ୍ଚିନ ଭାଜେ । ଆଜି ମୁମ୍ବାଇ ପୋଲିସ ତାଙ୍କୁ ବହିଷ୍କୃତ କରିଛି । ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟିଲିଆ ନିକଟରେ ବିସ୍ଫୋରକ ଭର୍ତ୍ତି ଗାଡି ରଖିବା ସଂପୃକ୍ତିରେ ସଚ୍ଚିନ ଭାଜେ ନ୍ୟାସନାଲ ଇନ୍‌ଭେଷ୍ଟିଗେସନ୍ ଏଜେନ୍ସି (ଏନ୍‌ଆଇଏ) ଦ୍ୱାରା ଗିରଫ ହୋଇଥିଲେ ।…

[ଭିଡ଼ିଓ] ଓଲଟିଲା ମାଛ ଟ୍ରକ, ବୋହିନେଲେ ଲୋକେ !

ମହାରାଷ୍ଟ୍ର: କରୋନା ସଂକ୍ରମଣ ରୋକିବା ଲାଗି ମହାରାଷ୍ଟ୍ର ସରକାର ଲକଡାଉନ୍ ଘୋଷଣା କରିଛନ୍ତି । ତଥାପି ଆଜି ସକାଳୁ ସୋଲାପୁରରେ ବହୁମାତ୍ରାରେ ଲୋକ ଭିଡ ଜମାଇଥିଲେ । ଏକ ମାଛ ବୋଝେଇ ଟ୍ରକ ନିୟନ୍ତ୍ରଣ ହରାଇ ସମ୍ଭାଜୀ ମହାରାଜ କେନାଲ ନିକଟରେ ଓଲଟିପଡିଥିଲା । ଯାହା ପରେ ଲୋକେ ମାଛ ହରିଲୁଟ୍…

ଇଣ୍ଡିଆନ ଆଇଡଲ୍ ସୋ’ର ଆଗାମୀ ଏପିସୋଡରେ ନଜର ଆସିବେନି ନେହା, ପ୍ରଶଂସକ ନିରାଶ 

ମୁମ୍ବାଇ: ପପୁଲାର ରିଆଲିଟି ସୋ’ ଇଣ୍ଡିଆନ ଆଇଡଲ୍ ର ଆଗାମୀ ଏପିସୋଡରେ ନଜର ଆସିବେନି ନେହା କକ୍କର । ଇଣ୍ଡିଆନ ଆଇଡଲ୍ ସିଜିନ ୧୨ର ଗାୟିକା ନେହା କକ୍କର, ବିଶାଲ ଦଦଲାନୀ ଏବଂ ହିମେଶ ରେଶମିୟା ଏହି ସୋ’ରେ ଜଜ୍ ଅଛନ୍ତି । ଏମାନଙ୍କ ମଧ୍ୟରୁ ଆଗାମୀ ଏପିସୋଡରେ ଜଜ୍ ନେହାଙ୍କୁ ଦେଖିବାକୁ ମିଳିବନି…

ସମୀରା ରେଡ୍ଡୀ କରୋନା ସଂକ୍ରମିତ

ମୁମ୍ବାଇ: ସମୀରା ରେଡ୍ଡୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେ ଏକ ପୋଷ୍ଟ ଲେଖି କରୋନା ପଜିଟିଭ ହୋଇଥିବା ନେଇ ସୂଚନା ଦେଇଛନ୍ତି । ସେ ନିଜକୁ ଘରେ କ୍ଵାରେଣ୍ଟାଇନ୍ କରିଛନ୍ତି । କରୋନା ଭୟରେ ଗତବର୍ଷ ସମୀରା ମୁମ୍ବାଇ ଛାଡି ଗୋଆରେ ରହୁଛନ୍ତି । ୨୦୨୦…

ଗୀତିକାର ପଣ୍ଡିତ କିରଣ ମିଶ୍ରଙ୍କ ପରଲୋକ, କରୋନାରେ ଥିଲେ ଆକ୍ରାନ୍ତ, ନେଇଥିଲେ କରୋନା ଭ୍ୟାକସିନର ପ୍ରଥମ ଡୋଜ

ମୁମ୍ବାଇ: ଶହ ଶହ ଭକ୍ତି ଗୀତ ଲେଖିବା ସହ ଅନେକ ଲୋକପ୍ରିୟ ଧାରାବାହିକ ପାଇଁ ମଧ୍ୟ ଗୀତ ଲେଖିଥିବା ଗୀତିକାର ଆଉ ନାହାନ୍ତି । ଗୀତିକାର ପଣ୍ଡିତ କିରଣ ମିଶ୍ରଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ପଣ୍ଡିତ କିରଣ ମିଶ୍ର କରୋନାରେ ଆକ୍ରାନ୍ତ ଥିଲେ । ଗତ ୧୩…