Latest Odisha News

BREAKING NEWS

Browsing Category

ମଣିପୁର

Manipur

ମଣିପୁରରେ ହିଂସା, ସର୍ଚ୍ଚ ଅପରେସନ ସହ ରାଜ୍ୟରେ ଇଣ୍ଟରନେଟ୍ ନିଷେଧାଦେଶ ଜାରି

ଓଡ଼ିଶା ସମ୍ବାଦ ବ୍ୟୁରୋ: ଗତ ଏକ ମାସ ଧରି ମଣିପୁର ହିଂସାର କ୍ରୋଧରେ ଜଳୁଛି। ପରିସ୍ଥିତିକୁ ସ୍ୱାଭାବିକ ରଖିବା ପାଇଁ ସ୍ଥାନୀୟ ପୋଲିସ, ସେନା, ରିଜର୍ଭ ପୋଲିସ ଫୋର୍ସ, ବିଏସଏଫ ଏବଂ ଅନ୍ୟାନ୍ୟ ସୁରକ୍ଷା ଏଜେନ୍ସି ମିଳିତ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି। ଏହି ସର୍ଚ୍ଚ ଅପରେସନରେ ଆସାମ…

ଆସାମରେ ଭୂ-ସ୍ଖଳନ, ୩ ମୃତ : ବନ୍ୟା ନେଇ ସତର୍କ ସୂଚନା

ଆସାମ  : ଆସାମ ଦିମା ହସାଓ ଜିଲ୍ଲାରେ ଭୂସ୍ଖଳନ ହୋଇଛି । ବର୍ତ୍ତମାନ ସୁଦ୍ଧା ଏଥିରେ ତିନିଜଣଙ୍କର ମୃତ୍ୟୁ ହୋଇସାରିଛି । ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ହୋଇଥିବା ସୂଚନା ଅନୁଯାୟୀ ଦିମା ହସାଓ ଅଞ୍ଚଳରେ ଜଣେ ମହିଳାଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ହୋଇଛି । ରାଜ୍ୟର ଅନ୍ୟ…

[ଦେଖନ୍ତୁ ଭିଡିଓ] ଚାଇନାକୁ ଫେରିଲା ଲକଡାଉନ: ବ୍ୟାପୁଛି ସଂକ୍ରମଣ,୨କୋଟିରୁ ଅଧିକ ଲୋକ ଗୃହ ବନ୍ଦୀ

ଭୁବନେଶ୍ୱର: ଚାଇନାକୁ ଫେରିଲା ଲକଡାଉନ ।  ଚୀନ୍ ରେ ସାଂଘାତିକ ହେବାରେ ଲାଗିଲାଣି କରୋନା ସ୍ଥିତି । ସଂଘାଇ ପରେ ପରେ ଏବେ ଅନ୍ୟ ସ୍ଥାନ ଗୁଡିକରେ ବି କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଲାଣି । ପ୍ରତିଦିନ ବହୁ ଲୋକ ସଂକ୍ରମିତ ହେଉଥିବା ବେଳେ ଏବେ ଚୀନ୍ ର ଚିନ୍ତା ବଢିବାରେ ଲାଗିଛି ।…

୧୮ ହଜାର ଭୋଟରେ ମଣିପୁର ମୁଖ୍ୟମନ୍ତ୍ରୀ ବିରେନ ସିଂଙ୍କ ବିଜୟ ଲାଭ

ମଣିପୁର : ଦେଶରେ ୫ ଟି ରାଜ୍ୟରେ ବିଧାନସଭା ନିର୍ବାଚନର ଆଶିଂକ ଫଳା ଫଳ ଆସିଛି । ଏଥିରେ ୪ ଟି ରାଜ୍ୟରେ ବିଜେପି ପୁଣିଥରେ ସରକାର ଗଠନ କରିବ ବୋଲି ଅନୁମାନ କରାଯାଉଛି । ଏହି କ୍ରମରେ ମଣିପୁରରେ ବି ବିଜେପି ଭଲ ପ୍ରଦର୍ଶନ କରିଛି । । ମଣିପୁର ବିଜେପିର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ବିରେନ…

କିଏ ଧରିବ ମଣିପୁର ମଙ୍ଗ? ଏବେ ସୁଦ୍ଧା ଟ୍ରେଣ୍ଡରେ ବହୁ ଆଗରେ ବିଜେପି

ମଣିପୁର : ଚାଲୁଛି ଭୋଟ୍ ଗଣତି । ମଣିପୁର ମଙ୍ଗ କିଏ ଧରିବ ସେନେଇ ଆସୁଛି ପ୍ରାରମ୍ଭିକ ଟ୍ରେଣ୍ଡ୍ । ସକାଳ ୧୦ଟା ସୁଦ୍ଧା ଆସିଥିବା ଟ୍ରେଣ୍ଡରେ କଂଗ୍ରେସ ମାତ୍ର ୧ଟା ଆସନରେ ଥିବାବେଳେ ୨୨ଟି ଆସନରେ ଆଗେଇ ଚାଲିଛି ବିଜେପି । ସେହିପରି ଟ୍ରେଣ୍ଡ ହିସାବରେ ଅନ୍ୟାନ୍ୟ ୮ଟି ଆସନରେ ଆଗେଇ ଚାଲିଛନ୍ତି…

ଏକଜିଟ୍ ପୋଲ୍: ୟୁପିରେ କ୍ଷମତା ବଜାର ରଖିବ ବିଜେପି, ପଞ୍ଜାବରେ ଆପ୍ ସରକାର

ନୂଆଦିଲ୍ଲୀ: ୫ ରାଜ୍ୟରେ କିଏ ଗଢ଼ିବ ସରକାର । ଭୋଟ୍ ସରିବା ପରେ ଏକଜିଟ୍ ପୋଲ୍ (ବୁଥ୍ ବାହୁଡ଼ା ମତ) ଆସିଛି । ଉତ୍ତରପ୍ରଦେଶରେ କ୍ଷମତା ବଜାୟ ରଖିବ ବିଜେପି । ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ବିଜେପି ପୁଣି ଥରେ ୟୁପି ଶାସନ ଗାଦି ଦଖଲ କରିବ । ବିଭିନ୍ନ ସଂସ୍ଥାର ଏକଜିଟ୍ ପୋଲିସ ବିଜେପି ଓ…

ବିଧାନସଭା ନିର୍ବାଚନ ପୂର୍ବରୁ ହିଂସା: ଜଣେ ପ୍ରାର୍ଥୀଙ୍କୁ ଗୁଳିମାଡ଼, ବିଜେପି ଓ ଏନପିପି ପରସ୍ପରକୁ ଦୋଷ ଲଦିଲେ

ମଣିପୁର: ନିର୍ବାଚନ ପୂର୍ବରୁ ମଣିପୁରରେ ହିଂସା । ସେଠାକାର ଜଣେ ପ୍ରାର୍ଥୀଙ୍କୁ ଗୁଳିମାଡ଼ ହୋଇଥିବା ଅଭିଯୋଗ ହୋଇଛି । ରାଜ୍ୟରେ ଚାଲିଥିବା ହିଂସା ପାଇଁ ଶାସକ ଭାରତୀୟ ଜନତା ପାର୍ଟି ଓ ନ୍ୟାସନାଲ ପିପୁଲ ପାର୍ଟି ଶନିବାର ପରସ୍ପରକୁ ଦାୟୀ କରିଛନ୍ତି । ଖବର ଅନୁସାରେ, ପୂର୍ବ ଇମ୍ଫାଲର…

ଅଲିମ୍ପିକ୍ ରୌପ୍ୟ ପଦକ ବିଜେତା ମୀରାବାଇ ଚାନୁ ସାଜିଲେ ମଣିପୁର ଏଏସ୍‌ପି

ଭୁବନେଶ୍ୱର: ଭାରତୀୟ ମହିଳା ଭାରୋତ୍ତଳନକାରୀ ସାଇଖୋମ୍ ମୀରାବାଇ ଚାନୁ । ୨୦୨୦ ଟୋକିଓ ଅଲିମ୍ପିକ୍‌ରେ ପ୍ରଥମ ଭାରତୀୟ ମହିଳା ଭାବେ ରୌପ୍ୟ ପଦକ ହାସଲ କରି ସେ ଇତିହାସ ରଚିଥିଲେ । ନିକଟରେ ଏହି ଅଲିମ୍ପିଆନ୍‌ଙ୍କୁ ମଣିପୁର ସରକାର ଉପହାର ସ୍ୱରୂପ ପୋଲିସ ବିଭାଗରେ ଉଚ୍ଚପଦସ୍ତ ପାହ୍ୟା ପ୍ରଦାନ…

ମଣିପୁରରେ ଆତଙ୍କବାଦୀଙ୍କ ରକ୍ତର ହୋଲି, କମାଣ୍ଡିଂ ଅଫିସରଙ୍କ ପରିବାର ସମେତ ୭ ମୃତ

ଇମ୍ଫାଲ: କିଛି ବର୍ଷର ନୀରବତା ପରେ ଉତ୍ତର-ପୂର୍ବ ରାଜ୍ୟ ମଣିପୁରରେ ପୁଣି ଆତଙ୍କବାଦୀଙ୍କ ରକ୍ତର ହୋଲି । ଆସାମ ରାଇଫଲ୍ସର ଜଣେ କର୍ଣ୍ଣେଲଙ୍କ ସହ ୭ ଜଣଙ୍କୁ ବର୍ବର ହତ୍ୟା । ସମୟ ସକାଳ ପ୍ରାୟ ୧୦ଟା ସୂଚନା ଅନୁସାରେ ଏକ ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରୁଥିଲେ ୪୬ ଆସାମ ରାଇଫଲ୍ସର…

ନିଅନ୍ତୁ କୋଭିଡ୍ ଭାକ୍ସିନ୍‌, ଜିତନ୍ତୁ ଟିଭି ଓ ମୋବାଇଲ୍ ଫୋନ୍‌

ଓଡିଶା ସମ୍ବାଦ ବ୍ୟୁରୋ: ଏଥର କୋଭିଡ୍ ଟୀକା ନେଲେ ପୁରସ୍କାର ସ୍ୱରୂପ ମିଳିବ ଟିଭି, ମୋବାଇଲ୍ କିମ୍ବା ବ୍ଲାଙ୍କେଟ୍ । ଏଥିପାଇଁ ଏକ ଲକି ବମ୍ପର୍ ଡ୍ରରେ ଭାଗ ନେବାକୁ ପଡିବ । ମଣିପୁରର ପଶ୍ଚିମ୍ ଇମ୍ଫାଲ୍ ଜିଲ୍ଲାରେ ରହୁଥିବା ଲୋକଙ୍କୁ ଏଭଳି ଲୋଭନୀୟ ଅଫର ମିଳିଛି । ଏଥିପାଇଁ ସ୍ଥାନୀୟ…