Latest Odisha News
Browsing Category

ଦେଶ ବିଦେଶ

National News, Odishasambad.in

ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ସଚିବଙ୍କ ସହ ଆଜି ବୈଠକ କରିବେ ମନସୁଖ ମାଣ୍ଡଭିୟ

ନୂଆଦିଲ୍ଲୀ : କରୋନାର ଦ୍ରୁତ ସଂକ୍ରମଣ ଆଶଙ୍କା । କେନ୍ଦ୍ର ସରକାରଙ୍କ ଘନ ଘନ ବୈଠକ । ଗତକାଲି ପ୍ରଧାନମନ୍ତ୍ରୀଙ୍କ ବୈଠକ ଓ ଆଜି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ମିଟିଂ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଆଜି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀମାନଙ୍କ ସହିତ ଭିସି ଜରିଆରେ ବୈଠକ କରିବେ ।…

ଓମିକ୍ରନ ଭାରିଆଣ୍ଟ BF.7 କ’ଣ ? ଜାଣନ୍ତୁ କିଛି ନୂଆ ତଥ୍ୟ

ନୂଆଦିଲ୍ଲୀ : କରୋନା ଭାଇରସର ଏକ ଭାରିଆଣ୍ଟ ଓମିକ୍ରନ । ଏହାର ଅନେକ ସବଭାରିଆଣ୍ଟ ଦେଖାଯାଇଛି ।  ଯେପରି BA.1, BA.2, BA.5 ଇତ୍ୟାଦି । ସେହିପରି ଓମିକ୍ରନର ଲାଟେଷ୍ଟ ସବ୍ ଭାରିଆଣ୍ଟ ହେଉଛି BA.5.2.1.7 ଯାହାକୁ ସଂକ୍ଷେପରେ BF.7 କୁହାଯାଉଛି । BF.7 ଭାରିଆଣ୍ଟ କରୋନା ଭାଇରସର ସ୍ପାଇକ୍…

ଅଟକିବନି କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା : ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ନାନା ପଦକ୍ଷେପ ନେଉଛନ୍ତି । ଘନ ଘନ ବୈଠକ ବସୁଛି । ଚେତାବନୀ ଓ ପରାମର୍ଶ ଜାରି ହେଉଛି । ସୋସିଆଲ ଡିଷ୍ଟାନ୍ସ ବଜାୟ ରଖିବା ଓ ମାସ୍କ ପିନ୍ଧିବା ଉପରେ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁତ୍ୱ ଦେଇଛନ୍ତି । କେନ୍ଦ୍ର…

ବଢୁଛି କରୋନା ଭୟବହତା: ଜାପାନରେ ୪୧ ଶିଶୁ ମୃତ, ମିଆଁମାର ସୀମା ସିଲ୍ କଲା ଚୀନ

ଟୋକିଓ: ଚୀନ ପରେ ଜାପାନରେ କରୋନାର ଭୟବହତା ବଢିବାରେ ଲାଗିଛି । ଜାପାନ ଟାଇମ୍ସ ଅନୁସାରେ, ଏହା ୮ମ ଲହର  । ଓମିକ୍ରନ ଭାରିଆଣ୍ଟ ସଂକ୍ରମଣରୁ ଶିଶୁମାନଙ୍କ ଜୀବନ ଯାଉଛି । ୮ ମାସରେ ୪୧ ଶିଶୁଙ୍କ ମୃତ୍ୟୁ ହୋଇସାରିଲାଣି । ଚୀନରେ ସ୍ଥିତି ସଙ୍ଗୀନ ଦେଖି ଜାପାନ ଭୟଭୀତ ହୋଇଛି । ବିଶେଷଜ୍ଞଙ୍କ…

ଜିନୋମ ସିକ୍ୱେନ୍ସିଂ ଏବଂ ଅଧିକ ପରୀକ୍ଷଣ ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଉଚ୍ଚ ସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ଦେଶର କୋଭିଡ -୧୯ ପରିସ୍ଥିତି, ସ୍ୱାସ୍ଥ୍ୟ ଭିତ୍ତିଭୂମି ତଥା ପ୍ରସ୍ତୁତି, ଦେଶରେ ଟିକାକରଣ ଅଭିଯାନର ସ୍ଥିତି ଏବଂ ନୂତନ କୋଭିଡ -୧୯ ପ୍ରକାରର ଉତ୍ପତ୍ତି ଏବଂ ଜନସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ…

ଶୋଭରାଜଙ୍କୁ ଜେଲରୁ ମୁକ୍ତ କରିବାକୁ ଚାହୁଁ ନାହାନ୍ତି ଜେଲ କର୍ତୃପକ୍ଷ

କାଠମାଣ୍ଡୁ: କୁଖ୍ୟାତ ବିକିନୀ କିଲର ଚାର୍ଲସ ଶୋଭରାଜଙ୍କ ଜେଲରୁ ମୁକୁଳିବା ନେଇ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି । ନେପାଳ ସୁପ୍ରିମକୋର୍ଟ ତାଙ୍କୁ ମୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଜେଲ କର୍ତୃପକ୍ଷ ଏହାକୁ ମନା କରିଛନ୍ତି । ସର୍ବୋଚ୍ଚ ନ୍ୟାୟଳୟଙ୍କ ଆସେଶ ଅସ୍ପଷ୍ଟ ରହିଛି ।…

ବାଇଶିର ବେଦନା..ଛଡାଇ ନେଇଗଲା ଏଇ ଲୋକପ୍ରିୟ କଳାକାରଙ୍କୁ

ଯିବ ଯିବ ହେଉଛି ୨୦୨୨ । ଆଉ ମାତ୍ର ଦିନ କେଇଟା ପରେ ଅତୀତ ହୋଇଯିବ । ହେଲେ ଦେଇଯାଇଥିବା ଘଟଣା, ଦୁର୍ଘଟଣା ପାଇଁ ସବୁଦିନ ସ୍ୃତି ହୋଇ ରହିଥିବ ଏ ବର୍ଷ ।  ୨୦୨୨ ଆମଠୁ ଛଡେଇ ନେଇଛି ଅନେକ ବ୍ୟକ୍ତିତ୍ୱଙ୍କୁ । ଅନେକ ପ୍ରିୟ ମଣିଷଙ୍କୁ । ଆସିବାର ଅଳ୍ପ ଦିନ ପରେ ଏ ବର୍ଷ ଆମଠୁ ଛଡେଇ ନେଇଛ…

‘ସଂସଦରେ ଶାସକ ଦଳ ନେତା ପିନ୍ଧିଲେ ମାସ୍କ, ବିରୋଧୀ ପିନ୍ଧିଲେନି’

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ, ଲୋକସଭା ବାଚସ୍ପତି ଓମ ବିର୍ଲା ଏବଂ ଅନ୍ୟ ସାଂସଦମାନେ ଗୁରୁବାର ଦିନ ସଂସଦ ଚାଲିଥିବା ବେଳେ ମାସ୍କ ପିନ୍ଧିଥିବାର ନଜର ଆସିଛନ୍ତି। ଲୋକସଭାରେ ବାଚସ୍ପତି ଓମ ବିର୍ଲା ମଧ୍ୟ ସମସ୍ତ ସାଂସଦଙ୍କୁ ମାସ୍କ…

ଜେଲେନସ୍କିଙ୍କ କାନ୍ଧରେ ବାଇଡେନଙ୍କ ହାତ, ଯୁଦ୍ଧ ବେଳେ ‘ବଡ ଭାଇ’ ଦେଲେ ବଡ଼ ପ୍ରତିଶ୍ରୁତି

ଓ୍ବାଶିଂଟନ: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ତାଙ୍କ ୟୁକ୍ରେନ ପ୍ରତିପକ୍ଷ ଭୋଲଦମିର ଜେଲେନସ୍କିଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଯେତେ ଦିନ ଯାଏଁ "ଋଷର ଆକ୍ରୋଶ" ୟୁକ୍ରେନ ବିରୋଧରେ ରହିଥିବ ସେତେ ଦିନ ଯାଏ ୟୁକ୍ରେନ ସହ ଛିଡା ହୋଇ ରହିବ ଆମେରିକା। 10 ମାସ ହେବ ଋଷ ୟୁକ୍ରେନ ଯୁଦ୍ଧ…

ଦାଢିରେ ହସିଲା ଖ୍ରୀଷ୍ଟମାସ ଘଣ୍ଟି, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଆସୁଛି ଖ୍ରୀଷ୍ଟମାସ । ସଜେଇ ହେଉଛି ପାର୍କଠୁ ଚର୍ଚ୍ଚ । ଆଲୋକମାଳା ଆଉ ଖ୍ରୀ ଖ୍ରୀଷ୍ଟମାସ ଘଣ୍ଟି କହୁଛି ଖ୍ରୀଷ୍ଟମାସ ଆସୁଛି । ହେଲେ ସୋସିଆଲ ମିଡିଆରେ ଦାଢିରେ ହସୁଛି ଖ୍ରୀଷ୍ଟମାସ । ଆପଣ ବି ଦେଖି ନିଅନ୍ତୁ ଏ ନିଆାରା ଦୃଶ୍ୟକୁ । ଖ୍ରୀଷ୍ଟମାସ ପୂର୍ବରୁ ଜଣେ ବ୍ୟକ୍ତି…